Sign in
Sign in
Recover your password.
A password will be e-mailed to you.
ଜମ୍ମୁକଶ୍ମୀରର ନୂଆ ଡିଜି ହେବେ ଓଡ଼ିଆ ପୁଅ ରଶ୍ମିରଂଜନ ସ୍ୱାଇଁ…
ଶ୍ରୀନଗର: ୧୯୯୧ କ୍ୟାଡରର ଆଇପିଏସ୍ ଅଧିକାରୀ ତଥା ଓଡ଼ିଆ ପୁଅ ରଶ୍ମିରଂଜନ ସ୍ୱାଇଁ ଜମ୍ମୁକଶ୍ମୀରର ନୂତନ ମହାନିର୍ଦ୍ଦେଶକ (ଡିଜିପି) ହେବେ। ଗୃହ ମନ୍ତ୍ରଣାଳୟ ଶୁକ୍ରବାର ଦିନ ଜାରି କରିଥିବା ଏକ ଆଦେଶରେ କୁହାଯାଇଛି, ଯେ ସିଆଇଡି ମହାନିର୍ଦ୍ଦେଶକ ଥିବା ରଶ୍ମିରଂଜନ…
ବିଜେପିର ‘ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ: ୧୩, ୧୨୮ଟି ଗାଁରୁ ସଂଗ୍ରହ ହୋଇଛି ମାଟି , ଆସନ୍ତାକାଲି ଯିବ…
ଭୁବନେଶ୍ବର : ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମକୁ ନେଇ ବିଜେପି ପକ୍ଷରୁ ପ୍ରେସମିଟ୍ ଅନୁଷ୍ଠିତ ହୋଇଛି । ଏ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ଅଗଷ୍ଟ ୯ ତାରିଖରୁ ଓଡିଶାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସ୍ବାଧୀନତାର ଅମୃତ ମହୋତ୍ସବର ଶେଷ…
ବିଜେପି ଦେଲାନି ଟିକେଟ, ଗଧ ଉପରେ ବସି ନାମାଙ୍କନ ଦାଖଲ କଲେ ପ୍ରାର୍ଥୀ…
ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ମଧ୍ୟପ୍ରଦେଶରୁ ଆସିଛି ଗୋଟିଏ ଅଜବ ଦୃଶ୍ୟ। ନିର୍ବାଚନରେ ପ୍ରାର୍ଥୀ ହେଉଥିବା ରାଜନେତାମାନେ ବଡ଼ବଡ଼ ଗାଡ଼ି କିମ୍ବା ଘୋଡ଼ା କିମ୍ବା ଅନ୍ୟାନ୍ୟ ଯାନବାହନରେ ବସି ନାମାଙ୍କନ ଦାଖଲ କରିବାକୁ ଆସନ୍ତି। ହେଲେ ବୁରହନପୁର ନିର୍ବାଚନ…
‘ଓଡ଼ିଶାବାସୀ ମତେ ବହୁତ ସ୍ନେହଶ୍ରଦ୍ଧା ଓ ସମ୍ମାନ ଦେଇଛନ୍ତି’ ବିଦାୟୀ ବେଳେ ଭାବ ବିହ୍ବଳ ହେଲେ ରାଜ୍ୟପାଳ ଗଣେଣୀ ଲାଲ୍
ଓଡ଼ିଶା ଛାଡିଲେ ରାଜ୍ୟବାସୀଙ୍କ ପ୍ରିୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଓଡ଼ିଶା ଛାଡିବା ପୂର୍ବରୁ ଭାବବିହ୍ବଳ ହୋଇ ପଡି ବିଦାୟୀ ରାଜ୍ୟପାଳ କହିଥିଲେ, ମୁଁ ଓଡ଼ିଶାରୁ ବହୁତ କିଛି ଶିଖିଛି ଓ ପାଇଛି। ଓଡ଼ିଶାବାସୀ ମତେ ବହୁତ ସ୍ନେହଶ୍ରଦ୍ଧା ଓ ସମ୍ମାନ ଦେଇଛନ୍ତି। ମୁଁ…
ବିଶ୍ୱ ବଜାର ପାଇଁ ଭାରତରେ ଆଇଫୋନ ତିଆରି କରିବ ଟାଟା ଗ୍ରୁପ୍…
ନୂଆଦିଲ୍ଲୀ: ଟାଟା ଗ୍ରୁପ୍ ଆସନ୍ତା ଅଢ଼େଇ ବର୍ଷ ମଧ୍ୟରେ ଉଭୟ ଘରୋଇ ଓ ବିଶ୍ୱ ବଜାର ପାଇଁ ଭାରତରେ ଆପଲ୍ ଆଇଫୋନ୍ ତିଆରି କରିବ ବୋଲି ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଘୋଷଣା କରିଛନ୍ତି।
ଚନ୍ଦ୍ରଶେଖର କହିଛନ୍ତି, ‘ଏବେ ଆଉ…
ରାଜ୍ୟର ଅଧିକାଂଶ ଜିଲ୍ଲାରେ ଶୀତ ଅନୁଭୂତ…
ଖସୁଛି ପାରଦ । ବଢୁଛି ଶୀତ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଶୀତ ଅନୁଭୂତ ହେଲାଣି । ଆଗକୁ ଆହୁରୀ କମିପାରେ ତାପମାତ୍ରା । ଗତ ୨୪ ଘଣ୍ଟାରେ ଜି. ଉଦୟଗିରିରେ ସର୍ବନିମ୍ନ ରାତ୍ରି ତାପମାତ୍ର ୧୩ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । କୋରାପୁଟରେ ୧୩.୮ ଏବଂ…
ନଭେମ୍ବର ୧୦ ଯାଏ ବଢ଼ିଲା ସଞ୍ଜୟ ସିଂହଙ୍କ ହାଜତ ମିଆଦ…
ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନି। ଆଜି ଦିଲ୍ଲୀର ଗୋଟିଏ କୋର୍ଟ ସଞ୍ଜୟ ସିଂହଙ୍କ ବିଚାର ବିଭାଗୀୟ ହାଜତ ମିଆଦକୁ ନଭେମ୍ବର ୧୦ ଯାଏ ବୃଦ୍ଧି କରି ଦେଇଛନ୍ତି। ଏହାର ଅର୍ଥ ମନି ଲଣ୍ଡରିଂ ମାମଲାରେ…
ଏନସିଟିଇ ଆଞ୍ଚଳିକ କମିଟିର ସଦସ୍ୟ ହେଲେ ଡକ୍ଟର ବି.ସି. ଦାସ
କଟକ: ରାଷ୍ଟ୍ରୀୟ ଶିକ୍ଷକ ଶିକ୍ଷା ପରିଷଦ (ଏନ୍ସିଟିଇ) ପୂର୍ବାଞ୍ଚଳ କମିଟିର ସଦସ୍ୟ ରୂପେ ମନୋନୀତ ହେଲେ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ବରିଷ୍ଠ ଶିକ୍ଷାବିତ୍ ଡକ୍ଟର ବିକଳି ଚରଣ ଦାସ । ବର୍ତ୍ତମାନ ଡକ୍ଟର ଦାସ ରେଭେନସା ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ଶିକ୍ଷା…
କୁଖ୍ୟାତ ମାଫିଆ ମୁଖତାର ଅନସାରୀକୁ ୧୦ ବର୍ଷ ଜେଲ୍
ଲକ୍ଷ୍ନୌ : କପିଳଦେବ ସିଂ ହତ୍ୟାକାଣ୍ଡ ମାମଲାରେ ଉତ୍ତରପ୍ରଦେଶର ଏମପି-ଏମଏଲଏ କୋର୍ଟ କୁଖ୍ୟାତ ମାଫିଆ ମୁଖତାର ଅନସାରୀକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଅଦାଲତ ଅନସାରୀଙ୍କୁ ୫ ଲକ୍ଷ ଟଙ୍କା ଜରିମାନା ମଧ୍ୟ କରିଛନ୍ତି। ଏହି ମାମଲାରେ ସୋନୁ ଯାଦବଙ୍କୁ ୫ ବର୍ଷ…
ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ…
କଟକ: ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ। କଟକରେ ପରଲୋକହୋଇଥିବା ନିକଟ ସମ୍ପର୍କୀୟଙ୍କ ସୂତ୍ରରୁ ଜଣା ପଡ଼ିଛି। ଗତ କିଛି ଦିନ ହେବ ତାଙ୍କର ସ୍ୱାସ୍ଥାବସ୍ଥା ଗୁରୁତର ହୋଇପଡିଥିଲା । ଓଲିଉଡର ଜଣେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ…