ମାସକରେ ପିଆଜ ଦର ଡବଲ…

ଭୁବନେଶ୍ଵର: ଟମାଟୋ ପରେ ଏବେ ପିଆଜର ପାଳି । କୁହନ୍ତି ଯେ, ପିଆଜ କାଟିଲେ ଲୋକଙ୍କ ଆଖିରେ ପାଣି ଆସେ । କିନ୍ତୁ ଏବେ ପିଆଜ କିଣିବାକୁ ବି ଲୋକଙ୍କ ଆଖିରେ ପାଣି ଆସିଯାଉଛି । ମାସକ ଭିତରେ ପିଆଜ ଦର ଡବଲ । ପିଆଜ କିଲୋ ପିଛା ମାସେ ତଳେ ୨୫ ଟଙ୍କା ଥିବା ବେଳେ ଏବେ ତାହା…

ନଦୀ ପଠାରୁ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର…

ପୁରୀ: ନଦୀ ପଠାରେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ। ପୁରୀ ସଦର ଥାନା ଅଧୀନ ନୂଆଗାଁ ନିକଟ ନୂଆନଦୀ ପଠାରୁ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତ ମହିଳାଙ୍କ ବୟସ ପ୍ରାୟ ୩୫ ବର୍ଷ ହେବ। ତାଙ୍କ ଗଳା ଅଧା କଟି ଝୁଲି ରହିଥିବାବେଳେ ବାମ ହାତ…

ଭାରତକୁ ଜାତିସଙ୍ଘର ଚେତାବନୀ: କମୁଛି ଭୂତଳ ଜଳ

ଭାରତରେ ଭୂତଳ ଜଳ ହ୍ରାସକୁ ନେଇ ଚେତାବନୀ ଦେଲା ଜାତିସଙ୍ଘ। ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ୨୦୨୫ ସୁଦ୍ଧା ଭୂତଳ ଜଳ ଗୁରୁତର ଭାବେ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ଜାତିସଙ୍ଘର ଏକ ରିପୋର୍ଟ। ଭାରତର ଇଣ୍ଡୋ-ଗାଙ୍ଗେଟିକ୍‌ର କେତେକ ଅଞ୍ଚଳରେ ଭୂତଳ ଜଳ ହ୍ରାସ…

ଦିନକ ପରେ କାର୍ତ୍ତିକ ମାସ : ଆଜି ଆମିଷ ବଜାରରେ ଗହଳି…

ଭୁବନେଶ୍ବର : ଦିନକ ପରେ ଆରମ୍ଭ ହେବାକୁ ଯାଉଛି ଧର୍ମ ମାସ କାର୍ତ୍ତିକ  । ମାସେ ଧରି ଆମିଷ ଛାଡିବେ ଲୋକ  । ଆସନ୍ତାକାଲି ଚନ୍ଦ୍ରଗ୍ରହଣ ପଡୁଥିବାରୁ ଲୋକ ଆମିଷ ଖାଇବେନାହିଁ । ତେଣୁ କହିବାକୁ ଗଲେ ଆଜି ହେଉଛି ଶେଷ ଆମିଷ ବାରି । ଏଥିଲାଗି ଆଜି ଆମିଷ ମାର୍କେଟ୍ ରେ ପ୍ରବଳ ଗହଳି…

ବର୍ଷା ଅଭାବରୁ ଚାଷ କାର୍ଯ୍ୟ ସୁରକ୍ଷିତ ରଖିବା ନେଇ ଜିଲ୍ଲାପାଳଙ୍କ ଆଗୁଆ ପଦକ୍ଷେପ

ଛତ୍ରପୁର (୨୭/୧୦) : ଗଞ୍ଜାମ ଜିଲ୍ଲାର ଚାଷୀ ଚାଷ କାର୍ଯ୍ୟରେ ଯେମିତି କ୍ଷତି ସହିବେ ନାହିଁ ସେମାନଙ୍କ ଚାଷ କାର୍ଯ୍ୟ ଯେମିତି ନଷ୍ଟ ହେବ ନାହିଁ ସେଥି ପ୍ରତି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ଯୋତି ପରିଡା ଗୁରୁତ୍ବ ଆରୋପ କରିଛନ୍ତି । ଗଜା ମରୁଡି ଯେମିତି ହେବ ନାହିଁ ତାହାର ଆଗୁଆ ପଦକ୍ଷେପ

ଗଞ୍ଜାମ ପୁଣି ଅଶାନ୍ତ ଗାଁ ଦାଣ୍ଡରେ ଯୁବକ କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା :ବୁଗୁଡ଼ା ଓ ଶେରଗଡ଼ ରେ ଦୁଇ ଯୁବକ ଙ୍କୁ ନିର୍ମମ…

ରାଜନୈତିକ ଶତ୍ରୁତା ଓ ଯୁଆଖେଳ ମୁଖ୍ୟ କାରଣ...!! ଗଞ୍ଜାମ ପୋଲିସ ର କାର୍ଯ୍ୟ ଦକ୍ଷତା ଉପରକୁ ଆଙ୍ଗୁଠି...! ବ୍ରହ୍ମପୁର : ୨୭-୧୦ଗଞ୍ଜାମ ଜିଲ୍ଲା ଶେରଗଡ ଥାନା ଇଲାକା ର ଲାଞ୍ଜିଆପଲ୍ଲୀ ଗ୍ରାମରେ ଜଣେ ଯୁବକ କୁଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଅତି ନିର୍ମମ ଭାବେ ହତ୍ୟା

କନ୍ଧମାଳ ରେଳପଥ କ୍ରିୟାନୁଷ୍ଠାନ କମିଟି ବୈଠକ…

ଫୁଲବାଣୀ - କନ୍ଧମାଳ ଜିଲ୍ଲା ରେଳ ପଥ କ୍ରିୟାନୁଷ୍ଠାନ କମିଟି ର ଏକ ଜରୁରୀ ବୈଠକ ଆଜି ବନାନୀ କଳା ସଙ୍ଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଥିଲା l କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ତଥା ବରିଷ୍ଠ ସମାଜ ସେବୀ କମଳାକାନ୍ତ ପାଣ୍ଡେ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ଆଗାମୀ ପାଞ୍ଚ ତାରିଖ

ଯୁବକଙ୍କୁ ଗୋଡାଇ ଗୋଡାଇ ହତ୍ଯା,ଜଣେ ମୃତ..

ହିଞ୍ଜିଳିକାଟୁ ୨୭!୧୦ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ଥାନା ଅଧିନ ଲାଞ୍ଜିଆ ପଲି ଗ୍ରାମରେ ଚାଞ୍ଚଲ୍ୟ। ଗୋଡ଼ାଇ ଗୋଡ଼ାଇ ସଂଘବଦ୍ଧ ଆକ୍ରମଣ କରି ଜଣେ ଯୁବକଙ୍କୁ କରାଯାଇଛି ହତ୍ୟା। ଶୁକ୍ରବାର ପୂର୍ବାହ୍ନରେ ଘଟିଛି ଏହି ଘଟଣା।ମୃତକ ହେଲେ ଲାଞ୍ଜିଆ ପଲି ଗରାମର ମଙ୍ଗଳା ଭୁୟାଁ

ହୃଦଘାତରେ ଯୁବକଙ୍କ ଅକାଳ ବିୟୋଗ !

ହିଞ୍ଜିଳିକାଟୁ (୨୬/୧୦) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମୋହନ କଲୋନୀ ରେ ଜଗନ୍ନାଥ ମିଶ୍ର(ଜଗା) (୨୮ ) ଙ୍କ ହୃଦଘାତରେ ଅକାଳ ବିୟୋଗ ହୋଇଛି | ସେ ଵୁଧବାର ରାତିରେ ହିଞିଳିକାଟୁ ଵରାହୀ ପାହାଡ଼ ଉପରେ ଅବସ୍ଥିତ ମାଁ କନକଦୁର୍ଗା ଙ୍କ ପୂଜା ସାରି ଘରକୁ ଫେରିବା ବେଳକୁ ତଳେ