Sign in
Sign in
Recover your password.
A password will be e-mailed to you.
ପୁରୁଷୋତ୍ତମପୁର ବିଡ଼ିଓ ଭାବେ ମନୋଜ ନାୟକ ଯୋଗ ଦେଲେ…
ପୁରୁଷୋତ୍ତମପୁର : ଆଜି ପୁରୁଷୋତ୍ତମ ପୁର ବ୍ଲକ କାର୍ଯ୍ୟଳୟ ରେ ମନୋଜ ନାୟକ ନୂତନ ବିଡ଼ିଓ ଭାବେ ଯୋଗ ଦେଲେ।ବ୍ଲକ ର ସମସ୍ତ କର୍ମଚାରୀ ଓ ସରପଞ୍ଚ, ସମିତି ସଭ୍ୟ ମାନେ ପୁଷ୍ପ ଗଚ୍ଛ ଦେଇ ସ୍ୱଗତ କରିଥିଲେ। ମନୋଜ ନାୟକ ଦାୟିତ୍ୱ ଗ୍ରହଣ କରିବା ପରେ ସରକାର ଙ୍କ ବିଭିନ୍ନ ଯୋଜନା ଗରିବ ଶ୍ରେଣୀ ର!-->…
ପାଞ୍ଚ ଦିନ ହେଲା ବ୍ରାହ୍ମଣୀଗାଁ ବିଏସଏନଏଲ ବ୍ରଡବ୍ୟାଣ୍ଡ ସେବା ଠପ୍…
ଦାରିଙ୍ଗବାଡ଼ି, ୨୬/୧୦ : କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳରେ ରହିଥିବା ଏକ ମାତ୍ର ବିଏସଏନଏଲ ବ୍ରଡ୍ ବ୍ୟାଣ୍ଡ ସେବା ଠପ ହୋଇ ଯାଇଥିବା ଖବର ହସ୍ତଗତ ହୋଇଛି। ଏହି ସେବା ଗତ ୨୨ ତାରିଖରୁ ନଥିବା ଫଳରେ ବ୍ରାହ୍ମଣୀଗାଁ ଅଞ୍ଚଳରେ ରହିଥିବା ୮ ଗୋଟି ଗ୍ରାମ ପଞ୍ଚାୟତ ଯଥା!-->…
ଧୁମଧାମରେ ଜଗତଜନନୀ ମା’ ଦୁର୍ଗାଙ୍କୁ ମେଲାଣି
ହିଞ୍ଜିଳିକାଟୁ (୨୬/୧୦) : ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳର ବିଭିନ୍ନ ସୁସଜ୍ଜିତ ଅସ୍ଥାୟୀ ମଣ୍ଡପରେ ମୃଣ୍ମୟୀ ରୂପରେ ପୂଜା ପାଇବା ପରେ ଶକ୍ତିସ୍ବରୁପିଣୀ, ଅଭୟ ବର ଦାୟିନୀ, ପାପ ନାସିନୀ ମା' ଦୁର୍ଗାଙ୍କୁ ହର୍ଷ ଉଲ୍ଲାସର ସହ ବିଦାୟ ଦେଇଛନ୍ତି!-->…
ନିଖିଳ ଉତ୍କଳ ଖଡୁରା ସାମାଜ ପକ୍ଷରୁ ବନ୍ଧୁମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ…
ଫୁଲବାଣୀ : ଦରିଦ୍ର ସେବା କୁ ନାରାୟଣ ସେବା ବୋଲି ବ୍ରତ ରୂପେ ପାଳନ କରି ଆସିଛି ନିଖିଳ ଉତ୍କଳ ଖଡୁରା ସମାଜ,ଫୁଲବାଣୀ, କନ୍ଧମାଳ l ସଭାପତି ଓ ସମ୍ପାଦକଙ୍କ ପ୍ରଚେଷ୍ଟା ଓ ସଦସ୍ଯଙ୍କ ସହଯୋଗ ମନୋଭାବ ଯୋଗୁଁ ପ୍ରତ୍ୟେକ ପର୍ବ ପର୍ବାଣୀ ହିନ୍ଦୁ ଧର୍ମର ହେଉ କି ମୁସଲମାନ ଧର୍ମ ହେଉ ସବୁ ବର୍ଗର!-->…
୧୫ ତମ ଆଦିବାସୀ ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳରୁ ୪୦ ଜଣଙ୍କ ଲକ୍ଷ୍ନୌ ଅଭିମୁଖେ ଯାତ୍ରା
କନ୍ଧମାଳ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଆଇଟିଡିଏ ସମ୍ମିଳନୀ କକ୍ଷ ଠାରେ ଫୁଲବାଣୀ ସ୍ଥିତ ନେହରୁ ଯୁବ କେନ୍ଦ୍ର ତରଫରୁ ୧୫ ତମ ଯୁବ ଆଦିବାସୀ ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଦଳ ଲକ୍ଷ୍ନୌ ଅଭିମୁଖେ ଯାଉଥିବା ଯୁବକ ଯୁବତୀ ଙ୍କୁ ଉତ୍ସାହିତ କରିବା ସହ ସଠିକ ମାର୍ଗ ଦର୍ଶନ ପାଇଁ ଏକ!-->…
‘ଲିଭ୍-ଇନ୍ ରିଲେସନ୍ଶିପ୍ ଟାଇମ୍ ପାସ୍ ଭଳି, ଏଥିରେ ସ୍ଥିରତା ନାହିଁ’…
ଆହ୍ଲାବାଦ : ଆଜି କାଲି ଅଧିକାଂଶ ଯୁବପିଢ଼ି ଲିଭ୍-ଇନ୍ରେ ରହିବାକୁ ପସନ୍ଦ କରନ୍ତି। ହେଲେ ଏହି ଲିଭ୍-ଇନ୍ ରିଲେସନଶିପ ଟାଇମ୍ ପାସ୍ ଭଳି। ଏଥିରେ କୌଣସି ସ୍ଥିରତା ନାହିଁ। ଏଥିରେ ସଚ୍ଚୋଟତାର ଅଭାବ ରହିଥାଏ। ଏକ ମାମଲାର ଶୁଣାଣି କରି ଏଭଳି କିଛି କହିଛନ୍ତି…
ପେଟରେ ଝିଅ ଥିବା ଜାଣି ୬ ମାସର ଗର୍ଭବତୀଙ୍କୁ ପିଟିପିଟି ମାରିଦେଲେ…!
ପାଟନା : ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ଆଜିର ସଭ୍ୟ ସମାଜରେ ବି ରହିଛି ପୁଅ ଓ ଝିଅ ମଧ୍ୟରେ ଭେଦଭାବ। ଏହି ପୁଅ ଝିଅ ଭେଦଭାବ ଯୋଗୁ ଜଣେ ୩୦ ବର୍ଷୀୟ ଗର୍ଭବତୀଙ୍କୁ ତାଙ୍କୁ ଶାଶୂ ଘର ଲୋକ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି।
ପେଟରେ ଝିଅ…
ନୌସେନାର ୮ ପୂର୍ବତନ ଅଧିକାରୀଙ୍କୁ ଫାଶୀ ଦଣ୍ଡ…
କତାର : ଭାରତୀୟ ନୌସେନାର ୮ ପୂର୍ବତନ ଅଧିକାରୀଙ୍କୁ ମିଳିଲା ଫାଶୀ ଦଣ୍ଡାଦେଶ। କତାର ଜେଲରେ ବନ୍ଦୀ ଥିବା ଏହି ୮ ଜଣ ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ ଆରବ ଦେଶ ମୁକ୍ତ କରିବା ବଦଳରେ ଫାଶୀରେ ଝୁଲାଇବାକୁ ରାୟ ଶୁଣାଇଛି। ତେବେ ଭାରତୀୟ ବିଦେଶ ମନ୍ତ୍ରାଳୟକୁ କତାରର ଏହି ରାୟ ଚକିତ…
ଯୁଦ୍ଧରେ ମରିଗଲେ ଶବ ବା ଦେହାବଶେଷ ଚିହ୍ନଟ ସହଜ ପାଇଁ ‘ଆଇ. ଡି. ବ୍ରେସ୍ଲେଟ୍’ ପିନ୍ଧୁଛନ୍ତି ଗାଜା ପରିବାର
ଗାଜା ସିଟି: ଗାଜା ଷ୍ଟ୍ରିପ୍ରେ ହମାସ ଓ ଇସ୍ରାଏଲ୍ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଯଦି ମୃତ୍ୟୁ ଘଟେ ଶବ ଚିହ୍ନଟ ଲାଗି ପ୍ରିୟଜନଙ୍କୁ ସୁବିଧା ହେବା ଲାଗି ଗାଜାରେ ଥିବା ଅନେକ ପାଲେଷ୍ଟିନୀୟ ପରିବାର ଆପଣା ପରିଚୟ ଥିବା ‘ବ୍ରେସ୍ଲେଟ୍’ ପିନ୍ଧୁଥିବା କଥା ସମ୍ବାଦ…
ଟେଲିଭିଜନ୍ ‘ଲାଇଭ୍ ନିଉଜ୍’ ବିତର୍କ ବେଳେ ‘ବିଜେପି’ ପ୍ରାର୍ଥୀଙ୍କ ତଣ୍ଟିକୁ ଚିପି ଧରିଲେ ‘କେସିଆର୍’ଙ୍କ ପାର୍ଟିର…
ହାଇଦ୍ରାବାଦ: ନଭେମ୍ବର ୩୦ ତାରିଖରେ ହେବାକୁ ଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନକୁ ଆଧାର କରି ଏକ ‘ତେଲୁଗୁ ନିଉଜ୍ ଚାନେଲ୍’ ବୁଧବାର ଦିନ ଆୟୋଜନ କରିଥିବା ମୁକ୍ତ ବିତର୍କରେ ଜଣେ ‘ବିଆର୍ଏସ୍’ ବିଧାୟକ ଓ ଜଣେ ‘ବିଜେପି’ ପ୍ରାର୍ଥୀ ଧସ୍ତାଧସ୍ତି ହୋଇଥିଲେ।
କିନ୍ତୁ, ପୁଲିସ ଓ…