Sign in
Sign in
Recover your password.
A password will be e-mailed to you.
‘ଆମ ଓଡ଼ିଶା ନବୀନ ଓଡ଼ିଶା’ ହେବ ଗାଁର ସବୁ ଲୋକଙ୍କ ପାଇଁ ବିକାଶର ଗ୍ୟାରେଣ୍ଟି: ମୁଖ୍ୟମନ୍ତ୍ରୀ…
ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ମାଧ୍ୟମରେ ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ।…
ଚିକିତ୍ସା ପାଇଁ ବାପାଙ୍କୁ ବସାଇ ୩୫ କିଲୋମିଟର ଟ୍ରଲି ଟାଣିଲେ ଝିଅ…
ଭଦ୍ରକ: ଭଦ୍ରକ ଜିଲ୍ଲା ଧୁଷୁରୀ ଅଞ୍ଚଳରେ ବାପାଙ୍କ ଚିକିତ୍ସା ପାଇଁ ଜଣେ ଝିଅ ଯେଉଁ କାମ କରିଛନ୍ତି, ତାଙ୍କୁ ଚାରିଆଡେ ପ୍ରଶଂସା କରିବା ସହିତ ବାଃ ବାଃ କହୁଛନ୍ତି। ଗୁରୁତର ବାପାଙ୍କ ଚିକିତ୍ସା ପାଇଁ ଝିଅ ୩୫ କିଲୋମିଟର ପର୍ଯ୍ୟନ୍ତ ଟ୍ରଲି ଟାଣିଛନ୍ତି। ନଦୀଗାଁରୁ ଧାମନଗର ଓ ସେଠାରୁ…
ଦିନିକିଆ ସୁନ୍ଦରଗଡ଼ ଗସ୍ତରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି…
ସୁନ୍ଦରଗଡ଼: ଆଜି ଦିନିକିଆ ସୁନ୍ଦରଗଡ଼ ଗସ୍ତରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ବି. ଆର. ଷଡ଼ଙ୍ଗୀ ଓ ଜଷ୍ଟିସ କେ. ଆର. ମହାପାତ୍ର ଆସି ପଣ୍ଡରିଢିପା ଛକରେ ନିର୍ମାଣାଧୀନ ନୂତନ ନ୍ୟାୟାଳୟ କୋଠା ପରିସରରେ ଜ଼ିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟର ନୂତନ କୋଠା, ଏମିନିଟି…
ନରହରି ସେଠୀ ହେଲେ କଟକର ନୂଆ ଜିଲ୍ଲାପାଳ…
ଭୁବନେଶ୍ବର: ବଦଳିଲେ କଟକ ଜିଲ୍ଲାପାଳ। ନରହରି ସେଠୀ ହେଲେ ନୂଆ ଜିଲ୍ଲାପାଳ। ଡକ୍ଟର ଭବାନୀ ଶଙ୍କର ଚୟନୀ ଉଚ୍ଚ ଶିକ୍ଷା ନିର୍ଦେଶକ ଭାବେ ଅବସ୍ଥାପିତ।
ଅନ୍ୟପଟେ କଟକର ନୂଆ ଜିଲ୍ଲାପାଳ ଦାୟିତ୍ୱ ପାଇଥିବା ନରହରି ସେଠୀ ପୂର୍ବରୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ…
ଦଶହରାରେ କଟକରେ ମହମ୍ମଦ ମୋକିମ ଓ ପିସିସି ସଭାପତିଙ୍କ ଭେଟ…
କଟକ: କଟକରେ ଦଶହରା ଅବସରରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଭେଟଘାଟ ପରେ ଦୁଇ ନେତାଙ୍କ ଭିତରେ ସମ୍ପର୍କ ସୁଧୁରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏନେଇ ମହମ୍ମଦ ମୋକିମ ନିଜର ପ୍ରତିକ୍ରିୟାରେ କହିଛନ୍ତି, ଖୁବ ଶୀଘ୍ର ମୋର ନିଲମ୍ବନ ହଟିବ…
ପାଳିଆ ସେବକମାନଙ୍କୁ ଏଯାଏ ନୋଟିସ ହୋଇନାହିଁ କାହିଁକି: ବଡୁ ନିଯୋଗ
ଭୁବନେଶ୍ବର: ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବିଭ୍ରାଟକୁ ନେଇ ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଦେବୋତ୍ତର ବିଭାଗ ନିୟମ ଅନୁଯାୟୀ ପାଳିଆ ସେବକମାନେ ନୀତି କରିବେ। ଯଦି ନ କରିବେ ତେବେ ତାଙ୍କ ସମ୍ପତ୍ତି ବାଜ୍ୟାପ୍ତି କରି ଅନ୍ୟଙ୍କୁ ଦିଆଯିବ।…
ବଢ଼ିଲା ଓଡ଼ିଆ ଫିଲ୍ମ କଳି; ମୁହାଁମୁହିଁ ହେଲେ ଅନୁଭବ ଓ ମନୋଜ…
ଭୁବନେଶ୍ବର : ତୀବ୍ର ହେଉଛି କଳି। ସମାଧାନର ରାସ୍ତା ବାହାରି ପାରୁନାହିଁ। ଅଭିନେତା ମନୋଜ ମିଶ୍ରଙ୍କୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଦୁଇ ବର୍ଷ ପାଇଁ ବ୍ୟାନ୍ କରିବା ପରେ କଳି ଆହୁରି ବଢ଼ିବାରେ ଲାଗିଛି। ଏହାକୁ ନେଇ ସୋଶାଲ୍ ମିଡ଼ିଆରେ ମୁହାଁମୁହିଁ ହୋଇଛନ୍ତି ହ୍ୟାଣ୍ଡସମ୍ ହିରୋ ଅନୁଭବ…
ନଭେମ୍ବର ୨୬ରେ ଓଡ଼ିଶା ପୁଲିସ୍ ଏସ୍ଆଇ ପରୀକ୍ଷା…
କଟକ : ଓଡ଼ିଶା ପୁଲିସ୍ ସବ୍-ଇନ୍ସପେକ୍ଟର ପରୀକ୍ଷା-୨୦୨୧ ଆସନ୍ତା ନଭେମ୍ବର ୨୬ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲାରେ ଓଏମ୍ଆର୍ ପ୍ରଣାଳୀରେ କରିବା ପାଇଁ ଆପାତତଃ ସ୍ଥିର କରାଯାଇଛି ବୋଲି ଆଜି ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛି ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ।
ଏଥିରେ ଆହୁରି…
ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଗ୍ରହଣ କଲାନି ପରିବାର, ସିବିଆଇ ତଦନ୍ତ ଦାବି…
ରାଉରକେଲା : ରାଉରକେଲା ଉଦ୍ତନଗର ଥାନା ଏଏସ୍ଆଇ ଆଲିଶା ଲୁଗୁନଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଛି ତାଙ୍କ ପରିବାର। ଆଜି ଆଲିଶାଙ୍କ ସ୍ୱାମୀ ସଞ୍ଜୟ ଲାକ୍ରା ସାମ୍ବାଦିକ ସମ୍ମିଳନୀ କରି ଏହି ଦାବି କରିଛନ୍ତି।
ଆଲିଶାଙ୍କ ମୃତ୍ୟୁକୁ ନେଇ ରାଉରକେଲା ଏସପି ମିତ୍ରଭାନୁ…
ନାବାଳକକୁ ମାରି ମହାନଦୀରେ ଫିଙ୍ଗିଦେଲେ..!
କଟକ : କଟକ ଜିଲ୍ଲାର ବାରଙ୍ଗ ଥାନା ଅନ୍ତର୍ଗତ ନରାଜ ସ୍ଥିତ ମହାନଦୀରୁ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ନାବାଳକଙ୍କ ପରିଚୟ ମିଳିନାହିଁ।
ଆଜି ମହାନଦୀରେ ମତ୍ସ୍ୟଜୀବୀ ମାନେ ମାଛ ମାରୁଥିବା ବେଳେ ଜଣେ ନାବାଳକଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ଏନେଇ…