Sign in
Sign in
Recover your password.
A password will be e-mailed to you.
ଋଣ ଦେବେ କହି ଲୁଟିନେଲେ ଲକ୍ଷାଧିକ ଟଙ୍କା…
ବୌଦ୍ଧ : ବଢ଼ିଚାଲିଛି ଠକଙ୍କ ଉତ୍ପାତ । କୌଣସି ନା କୌଣସି ବାହାନା କରି ଠକମାନେ ଅନେକ ଲୋକଙ୍କୁ ଠକୁଥିବା ଅଭିଯୋଗ ଆସେ । ତେବେ ମହିଳାମାନେ ସ୍ୱାବଲମ୍ବୀ ହେବା ପାଇଁ ଅନେକ ଚେଷ୍ଟା କରୁଛନ୍ତି । କିନ୍ତୁ ବେଳେବେଳେ ଅନେକ ମହିଳା ଠକମାନଙ୍କ ଶିକାର ହୁଅନ୍ତି । ଆଉ ରୋଜଗାର କରିବେ କଣ ଓଲଟା…
କ୍ରାଶ୍ ହେଲା ବିମାନ, ୨ ପାଇଲଟ୍ ଆହତ…
ଦୁର୍ଘଟଣାଗ୍ରସ୍ତ ହେଲା ବିମାନ। ମହାରାଷ୍ଟ୍ରର ପୁଣେରେ ଏକ ବିମାନ କ୍ରାଶ୍ ହୋଇଛି। ପ୍ରଶିକ୍ଷଣ ବେଳେ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ପୁଣେ ଗ୍ରାମୀଣ ପୁଲିସ କହିଛି। ଏଥିରେ ଦୁଇ ଜଣ ପାଇଲଟ୍ ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଦୁର୍ଘଟଣାଗ୍ରସ୍ତ ବିମାନଟି…
ଶକ୍ତିପୀଠରେ ଆଜି ମହାନବମୀ, ମଣ୍ଡପରେ ମହାଷ୍ଟମୀ ପୂଜା…
ଭୁବନେଶ୍ବର: ଧରାପୃଷ୍ଠକୁ ଅବତରଣ କରିଛନ୍ତି ମା’ ଜଗତଜନନୀ ଦୁର୍ଗା । ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ଶକ୍ତିପୀଠରେ ଆଜି ମହାନବମୀ ପୁଜା ଚାଲିଥିବା ବେଳେ ମଣ୍ଡପରେ ଆଜି ମାଆଙ୍କର ମହାଷ୍ଟମୀ ପୂଜା । ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ମହାଷ୍ଟମୀ ପୂଜା…
ବାଣୀବିହାରରେ ମା ଦୁର୍ଗାଙ୍କର ସୁଵର୍ଣ୍ଣ ଜୟନ୍ତୀ ମହାସମାରୋହ…
ଭୁବନେଶ୍ୱର : ବାଣୀପୀଠ ବାଣୀବିହାରରେ ଏଥର ଦୁର୍ଗାପୂଜାର ସୁଵର୍ଣ୍ଣ ଜୟନ୍ତୀ ଉତ୍ସବ ମହାସମାରୋରେ ପାଳନ କରାଯାଉଅଛି l ଏଥିରେ ଶିକ୍ଷକ କର୍ମଚାରୀ ଛାତ୍ରଛାତ୍ରୀ ଏବଂ ବହୁସଂଖ୍ୟାରେ ପୁରାତନ ପ୍ରଫେସର, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ମଧ୍ୟ ଉତ୍ସାହର ସହ ଅଂଶଗ୍ରହଣ କରୁଛନ୍ତି l 1974 ମସିହାରୁ!-->…
ଭତ୍ତା ପାଇବାରୁ ୨୫ ହିତାଧିକାରୀ ବଞ୍ଚିତ : ପ୍ରଶାସନ ନିରବ ଦ୍ରଷ୍ଟା…
ଫୁଲବାଣୀ: କ. ନୂଆଗାଁ ବ୍ଲକ୍ ମାହାସିଙ୍ଗ ପଞ୍ଚାୟତର ଅନେକ ମହିଳା ହିତାଧିକାରୀ ଦୀର୍ଘ ଦିନ ହେଲା ଭତ୍ତା ପାଇନାହାନ୍ତି। କହାକୁ ୫ ମାସ ହେଲାଣି ତ ଆଉ କାହାକୁ ଦୁଇ ମାସଭତ୍ତା ଟଙ୍କା ନ ପାଇ ବୃଦ୍ଧବୃଦ୍ଧା ଅନେକ ହଇରାଣ ହେଉଛନ୍ତି। ପଞ୍ଚାୟତ ଓ ବ୍ୟାଙ୍କକୁ ଯାଇ ବାରମ୍ବାର ନିରାଶ ହୋଇ ଘରକୁ!-->…
ସୁରକ୍ଷାବାହିନୀ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡର କାଙ୍କେର ଜିଲ୍ଲା ଗୋମେ ଗାଁର ସୀମାନ୍ତ ଜଙ୍ଗଲରେ ଡିଆରଜି ଏବଂ ମାଓବାଦୀଙ୍କ ମଧ୍ୟରେ ଶନିବାର ଦିନ ଏନକାଉଣ୍ଟର ହୋଇଥିଲା ଯେଉଁଥିରେ ଡିଆରଜି ଯବାନମାନଙ୍କ ଗୁଳିରେ ଦୁଇ ଜଣ ମାଓବାଦୀ ନିହତ ହୋଇଥିଲେ l ଘଟଣାସ୍ଥଳରୁ ଦୁଇ ଜଣ!-->!-->!-->…
ଯା ଦେବୀ ସର୍ବ ଭୂତେଷୁ : ମହାଷ୍ଟମୀରେ ମହାମାୟୀଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ହିଞ୍ଜିଳି ସହର…
ହିଞ୍ଜିଳିକାଟୁ, ୨୧/୧୦ (): ଭାରତୀୟ ଧର୍ମ ଦର୍ଶକ ଓ ମାତୃଶକ୍ତିର ଅବଦାନ ଓ ମାତୃପୂଜାର ଉପାସନା କରିବାକୁ ଯାଇ ଜଗତଜନନୀ ମା’ ଦୁର୍ଗାଙ୍କର ପୂଜା ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମରେ ମହା ଆଡ଼ମ୍ବର ସହକାରେ ପାଳିତ ହୋଇଆସୁଛି । ପରମ୍ପରାର ମହାନ ଐତିହ୍ୟ ଭିତରେ ସକଳ!-->…
ଭୁଲ୍ କଲା ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିଟି, ଭୋଗିବେ ପରୀକ୍ଷାର୍ଥୀ…
ଭୁବନେଶ୍ବର : ଭୁଲ୍ କଲା ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିଟି (OSSC), ଭୋଗିବେ ପରୀକ୍ଷାର୍ଥୀ। ହାଇସ୍କୁଲର ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ବଡ଼ଧରଣର ତ୍ରୁଟି ସାମ୍ନାକୁ ଆସିଛି। ଫଳରେ ପୁଣି ଥରେ ଏହି ପରୀକ୍ଷା ହେବ ବୋଲି ଜଣାଯାଇଛି।
ସିଲାବସ୍ ବାହାରୁ ପ୍ରଶ୍ନ…
ଲୋକଙ୍କ ସମସ୍ୟା ନୁହେଁ, ମଉଜମସ୍ତି ଓ ମାଇଣ୍ଡଫ୍ରେସ୍ ପାଇଁ ବ୍ୟଗ୍ର ବିଜେଡି ନେତା-ମନ୍ତ୍ରୀ: ବିଜେପି
ଭୁବନେଶ୍ବର : ଜ୍ୟରେ ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ବିଜେଡିର ନେତା-ମନ୍ତ୍ରୀ ଆଖିବୁଜି ଦେଇଛନ୍ତି । ମଉଜମସ୍ତିରେ ମଦମସ୍ତ ଓ ମାଇଣ୍ଡଫ୍ରେସରେ ବ୍ୟଗ୍ର ଅଛନ୍ତି ବିଜେଡିର ସାଂସଦ,ବିଧାୟକ ଓ ମନ୍ତ୍ରୀ । ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ସଂକ୍ରମଣର କୋକୁଆ ଭୟ ସୃଷ୍ଟି ହୋଇଛି ।…
ପଶ୍ଚିମବଙ୍ଗ ଆଡ଼କୁ ଯିବ ଅବପାତ, ଉପକୂଳ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା…
ଭୁବନେଶ୍ବର : ଦକ୍ଷିଣ-ପୂର୍ବ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆହୁରି ଘନୀଭୂତ ହୋଇ ଏକ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଆଗାମୀ ୨୨ ତାରିଖ ସୁଦ୍ଧା ଏହା ଆହୁରି ଘନୀଭୂତ ହୋଇ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ…