Sign in
Sign in
Recover your password.
A password will be e-mailed to you.
ବଙ୍ଗୋପସାଗରରେ ଅବତରଣ କଲା ‘କ୍ରୁ ମଡ୍ୟୁଲ୍’
ବେଙ୍ଗାଲୁରୁ: ଆଜି ସକାଳ ୧୦ ବେଳେ ‘ଇସ୍ରୋ’ ତା’ର ଆକାଙ୍କ୍ଷୀ ‘ଗଗନଯାନ ଅଭିଯାନ’ ସମ୍ପର୍କୀୟ ପରୀକ୍ଷଣର ତୃତୀୟ ପର୍ଯ୍ୟାୟ ସଫଳତାର ସହ ସମ୍ପନ୍ନ କରିଛି।
ଆଜି ୩ ଥର ଉତ୍କ୍ଷେପଣ ସ୍ଥଗିତ ରଖାଯିବା ପରେ, ପରିଶେଷରେ ପୂର୍ବାହ୍ନ ୧୦ ବେଳେ ଶ୍ରୀହରିକୋଟାସ୍ଥିତ ‘ସତୀଶ ଧୱନ୍ ମହାକାଶ…
ବ୍ୟାଗ୍ରେ ବୋମା ରଖିଛି କହି ଯାତ୍ରୀ ଧମକାଇବାରୁ ମୁମ୍ବାଇରେ ଜରୁରୀ ଅବତରଣ କଲା ପୁଣେରୁ ଦିଲ୍ଲୀ ଯାଉଥିବା…
ମୁମ୍ବାଇ: ବ୍ୟାଗ୍ରେ ବୋମା ରଖିଛି କହି ଜଣେ ଯାତ୍ରୀ ଧମକାଇବାରୁ ପୁଣେରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ‘ଆକାଶ ଏୟାର୍’ର ଏକ ବିମାନ ମୁମ୍ବାଇ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।
ଆଜି ଜାରି କରିଥିବା ବିବୃତିରେ ‘ଆକାଶ ଏୟାର୍’ କହିଛି…
ଆର୍ଥିକ ସାକ୍ଷରତା ଶିବିର…
ବ୍ରହ୍ମପୁର,୨୧/୧୦- ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନର ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ଆନୁକୁଲ୍ୟରେ ସ୍ଥାନୀୟ ରାଜସ୍ବ ଡାକ ବଙ୍ଗଳା ସମ୍ମିଳନୀ କକ୍ଷରେ ସ୍ଵଳ୍ପ ସଞ୍ଚୟ ଅଭିକର୍ତ୍ତା ଙ୍କ ନିମନ୍ତେ ଏକ ସାକ୍ଷରତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଆରମ୍ଭ ରେ!-->…
ପାଦେ ପାଦେ ରେ ରହିଗଲା ବିଜେଡି ର ପଦ ଯାତ୍ରା.. !
ବିଜେଡି ରେ ଥିବା ଗୋଷ୍ଠୀ କନ୍ଦଳ ବାଟରୁ ଯାଇ ହାଟରେ ଗଡୁଛି...
ଗଂଜାମ ପୋଲିସ ଜିଲ୍ଲାର 64 ତମ ପୋଲିସ ଶହୀଦ୍ ସ୍ମୃତି ଦିବସ ପାଳିତ…
ଛତ୍ରପୁର : ପ୍ରତି ବର୍ଷ ଭଳି ଆଜିର ଦିନକୁ ପୋଲିସ ପକ୍ଷରୁ ସହିଦ ଦିବସ ରୂପେ ପାଳନ କରାଯାଉଛି । ଏନେଇ ଛତ୍ରପୁର ରିଜର୍ଭ ପୁଲିସ ପଡିଆ ଠାରେ ଗଂଜାମ ପୁଲିସ ଜିଲ୍ଲାର 64ତମ ପୁଲିସ ଶହୀଦ୍ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ପ୍ୟାରଡ୍ ରେ ଗଞ୍ଜାମ ଏସ୍.ପି ଜଗମୋହନ!-->!-->!-->…
ସରକାରୀ କାର୍ଯ୍ୟଳୟ ରେ ମାଳ ମାଳ ଗୋଦି ମିଡ଼ିଆ.. !
ବିଜ୍ଞାପନ କୁ ଢାଲ କରି ଦଶହରା ମାମୁଲି ରେ ବ୍ୟସ୍ତ ……
୩୧ ତାରିଖ ଯାଏଁ ସ୍ଥଗିତ ରହିଲା ବସ୍ ଧର୍ମଘଟ…
ଭୁବନେଶ୍ବର : ଘରୋଇ ବସ୍ ମାଲିକ ସଂଘ ଦେଇଥିବା ବସ୍ ଧର୍ମଘଟ ସ୍ଥଗିତ ରହିଛି। ସରକାରଙ୍କ ସହ ଅଲୋଚନା ପରେ ବସ୍ ମାଲିକ ସଂଘ ବସ୍ ଧର୍ମଘଟକୁ ୩୧ ତାରିଖ ଯାଏଁ ସ୍ଥଗିତ ରଖିବା ନେଇ ଘୋଷଣା କରିଛି। ପ୍ରେସମିଟ୍ କରି ଘରୋଇ ବସ୍ ମାଲିକ ସଂଘ ସଭାପତି ଆଜି ରାଜ୍ୟରେ ବସ୍…
ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନର ୩ୟ ଜିଲ୍ଲା ସମ୍ମିଳନୀ…
ହିଞ୍ଜିଳିକାଟୁ (୨୦/୧୦) : ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ର ୩ୟ ଜିଲ୍ଲା ସମ୍ମିଳନୀ ସଫଳତାର ସହ ଉଦଯାପିତ ହୋଇଯାଇଛି। ସାଲିସବିହୀନ କେନ୍ଦ୍ରୀୟ ସଂଗଠନ ଟିୟୁସିଆଇ ସହ ଅନୁବନ୍ଧିତ ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନର ୩ୟ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ଶୁକ୍ରବାର ହିଞ୍ଜିଳିକାଟୁ ରଙ୍ଗୁଣି!-->…
ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଅଭିଯାନର ବୈଠକ…
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ମୁଖ୍ୟ ନିର୍ବାଚନ ଅଧିକାରୀ,ଓଡିଶାଙ୍କ ନିର୍ଦେଶ କ୍ରମେ ଉପଖଣ୍ଡର ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ନେଇ ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ- ୨୦୨୪ ଅଭିଯାନରେ ଦ୍ବିତୀୟ ରାଜନୈତିକ!-->…
ଦୁର୍ନୀତି ନିବାରଣ ସପ୍ତାହ ପାଳନ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ…
ବାଲିଗୁଡା : କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲଙ୍କ ଅଧ୍ୟକ୍ଷତାରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ତହସିଲଦାରଙ୍କୁ ନେଇ ଭିଡ଼ିଓ କନଫରେନସି ମାଧ୍ୟମରେ ଦୁର୍ନୀତି ନିବାରଣ ସପ୍ତାହ-୨୦୨୩ ପାଳନ ନିମନ୍ତେ ଏକ ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକର ଅନୁଷ୍ଠିତ!-->…