Sign in
Sign in
Recover your password.
A password will be e-mailed to you.
ମୁଁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ଚାହୁଁଛି, କିନ୍ତୁ ଚେୟାର ମୋତେ ଛାଡୁନାହିଁ: ଅଶୋକ ଗେହଲଟ…
ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିବୃତି। ମୁଖ୍ୟମନ୍ତ୍ରୀ ପଦବୀ ସମ୍ପର୍କରେ ସେ ଏପରି ଏକ ବିବୃତି ଦେଇଛନ୍ତି, ଯାହାକୁ ନେଇ କଂଗ୍ରେସର ଆଭ୍ୟନ୍ତରୀଣ ମତଭେଦ ପୁଣି ଥରେ ଆରମ୍ଭ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଗେହଲଟ୍…
ଗାଜାରେ ଫସିଥିବା ୪ ଭାରତୀୟଙ୍କୁ ଆଣିବା କଷ୍ଟକର : ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ
ନୂଆଦିଲ୍ଲୀ : ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଗାଜାରେ ୪ ଜଣ ଭାରତୀୟ ଅଛନ୍ତି ଏବଂ ସେମାନଙ୍କୁ ସେଠାରୁ ଉଦ୍ଧାର କରିବା ସହଜ ନୁହେଁ ବୋଲି ଭାରତର ବୈଦେଶିକ ମନ୍ତ୍ରାଳୟ କହିଛି ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି ଯେ ପରିସ୍ଥିତି ଅନୁକୂଳ…
ବିଜେଡି ଯୁବ ସଭାପତିଙ୍କ ମହାନତା…
ଫୁଲବାଣୀ : ବିଜେଡି ଯୁବ ସଭାପତି ବିଷ୍ଣୁ ଚରଣ ମଲିକଙ୍କ ମହାନତା ତିନି ଯୁବକକୁ ବାଇକ ଦୁର୍ଘଟଣା ରୁ ଉଦ୍ଧାର କରି ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଇଲେ l ପ୍ରାପ୍ତ ସୂଚନା ଅନୁଯାୟୀ ଗୋଚ୍ଛାପଡା ପଞ୍ଚାୟତର ଡାଡିଲାଇ ଛକ ନିକଟରେ ବାଇକ ଭାରସାମ୍ଯ ହରାଇ 3ଜଣ ଯୁବକ ପଡିଥିବାର ଦେଖିବାକୁ!-->…
ଏୟାରଷ୍ଟ୍ରିପ ସଂଯୋଜକ ରାସ୍ତା ଜମି ଅଧିଗ୍ରହଣ ଜନ ଶୁଣାଣି…
ମାଲକାନଗିରି, ୧୮।୧୦ ମାଲକାନଗିରି ଜିଲ୍ଲା ଏୟାର ଷ୍ଟ୍ରିପ କାର୍ଯ୍ୟ ଜୋର ସୋରରେ ଚାଲିଥିବା ବେଳେ ଏହାର ସଂଯୋଜକ ରାସ୍ତା ନିର୍ମାଣ ପାଇଁ ଆଜି ଗୌଡଗୁଡା ପଞ୍ଚାୟତ କାର୍ଯ୍ୟାଳୟରେ ଏକ ଜନ ଶୁଣାଣିର ଆୟୋଜନ କରାଯାଇଥିଲା। ଏସଆଇ ଷ୍ଟଡି ତାଲିକା ଅନୁସାରେ ଯେଉଁ ଗ୍ରାମବାସୀଙ୍କର ଜମି ଅଧିଗ୍ରହଣ!-->…
ଓଡିଶା ଆଦିବାସୀ ଅଧିକାର ମଞ୍ଚ ଓ ଓଡିଶା କୃଷକ ସଭା ତରଫରୁ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର
ମାଲକାନଗିରି (୧୮।୧୦) : ଓଡିଶା ଆଦିବାସୀ ଅଧିକାର ମଞ୍ଚ ଓ ଓଡିଶା କୃଷକ ସଭା ପକ୍ଷରୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ସହ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆଜି ପୁର୍ୱାହ୍ନରେ ଆଦିବାସୀ ଅଧିକାର ମଞ୍ଚ ଓ ଓଡିଶା କୃଷକ ସଭା ତରଫରୁ ଏକ ବିଶାଳ!-->!-->!-->…
ପାର୍ବଣରେ ଡିଜେ ବନ୍ଦ…
ହିଞ୍ଜିଳିକାଟୁ (୧୮/୧୦) : ଆଗାମୀ ଦୁର୍ଗାପୂଜା ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିରାଡ଼ମ୍ବର ଭାବେ ଆନନ୍ଦ ଉଲ୍ଲାସ, ଶାନ୍ତିପୂର୍ଣ୍ଣ ଏବଂ ସୌହାର୍ଦପୂର୍ଣ୍ଣ ବାତାବରଣରେ ଅନୁଷ୍ଠିତ ହେବା ନିମନ୍ତେ ଵୁଧବାର ଦିନ ହିଞିଳି ଥାନା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ!-->…
ଦୁର୍ଘଟଣାରେ ଛିଟିକି ପଡିଥିବା ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କଲେ ସମାଜସେବୀ…
ଫୁଲବାଣୀ : ଆଜି କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଲକ ଅନ୍ତର୍ଗତ ପକନା ଗାଁ କନ୍ୟାଶ୍ରମ ସମ୍ମୁଖରେ ଏକ ବାଇକକୁ ବାଇକ ଧକ୍କା ହେବାରୁ ବାଇକରେ ବସିଥିବା ବ୍ଯକ୍ତି ଜଣଙ୍କ ଛିଟିକି ପଡିଥିଲେ l ଫଳରେ ଗୋଡ ହାତ ମୁଣ୍ଡରେ ମାଡ ହୋଇ ରକ୍ତ ବାହାରିଥିବା ଦେଖିବାକୁ ମିଳିଥିଲା l ଏହି ସମୟରେ ସେହି!-->…
ନେତାନ୍ୟାହୁଙ୍କୁ ଭେଟିଲେ ବାଇଡେନ…
ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ମଧ୍ୟରେ ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତେଲ ଅଭିଭରେ ପହଞ୍ଚିଛନ୍ତି। ତାଙ୍କୁ ଏୟାରପୋର୍ଟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ୱାଗତ କରିବା ସହ ଯୁଦ୍ଧ ସମ୍ପର୍କରେ ବିସ୍ତୃତ ତଥ୍ୟ…
କ୍ୟାପିଟାଲ ହସ୍ପିଟାଲ ଲ୍ୟାବରୁ ୬୦ ଲକ୍ଷ ଟଙ୍କାର ଟେକ୍ନିକାଲ ସାମଗ୍ରୀ ଚୋରି…
ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲ ଲ୍ୟାବରୁ ଟେକ୍ନିକାଲ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ଆସିଛି। ପାଖାପାଖି ୬୦ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା କୁହାଯାଉଛି। ଚୋରି ବେଳେ ସିଟିଟିଭିରେ କଏଦ ହୋଇଛି ଦୃଶ୍ୟ। ଏଠାରେ ସୁଇପର ଏବଂ ସିକ୍ୟୁରିଟି ଗାର୍ଡଙ୍କ ଜରିଆରେ ଚୋରି…
ଜୁଆ ଆଡ୍ଡା ଉପରେ ଚଢଉ ୬ ଜୁଆଡି ଗିରଫ, ୪ମୋବାଇଲ ଜବତ…
ହିଞ୍ଜିଳିକାଟୁ (୧୮/୧୦) : ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଆଙ୍କୋରଡା ଗ୍ରାମ ରେ ବହୁ ଦିନ ଧରି ଜୁଆ ଖେଳ ଚାଲିଥିଲା । ଏଥିରେ ବିଭିନ୍ନ କୋଣରୁ ଜୁଆ ଖେଳାଳିମାନେ ଏଠାରେ ପହଞ୍ଚି ଖେଳରେ ଲିପ୍ତ ରହୁଥିଲେ। ଏହି ଖବର ପାଇ ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠି ଓ ଟିମ୍ ପହଞ୍ଚି!-->…