Sign in
Sign in
Recover your password.
A password will be e-mailed to you.
ପ୍ରଥମଥର ପାଇଁ ବାଘ ଓ ହାତୀ ଗଣନା କରିବେ ରାଜ୍ୟ ସରକାର
ଭୁବନେଶ୍ବର: ନଭେମ୍ବର ୧ ତାରିଖରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ବାଘ ଗଣନା । ପ୍ରଥମଥର ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ଗଣନା କାର୍ଯ୍ୟ ଆରମ୍ଭ ହେବ । କେନ୍ଦ୍ରର ତଥ୍ୟ ସହ ମେଳ ଖାଉନଥିବାରୁ ପ୍ରଥମ ଥର…
ରାଜଧାନୀ ବିଚ ରାସ୍ତାରେ ସିକ୍ୟୁରିଟି ଗାର୍ଡଙ୍କୁ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ…
ଭୁବନେଶ୍ୱର: ରାଜଧାନୀରେ ରାତିରେ ଆତଙ୍କ ମଚାଇଲେ ଖଣ୍ଡାଧାରୀ ଦୁର୍ବୃତ୍ତ । କେତେ ବେଳେ ସହର ଭିତରେ ତ ପୁଣି କେତେ ବେଳେ ଅପର୍ଟମେଣ୍ଟ ରେ। ଗତକାଲି ଇନ୍ଫୋସିଟି ଥାନା ରାଜବାଟୀକା ଆପାର୍ଟମେଣ୍ଟରେ କଳାକାନା ବୁଲାଇବା ପରେ ପୁଣି ପୋଲିସକୁ ଦୁର୍ବୃତ୍ତଙ୍କ ଖୋଲା…
ଶ୍ୱଶୁର ଘର ଗାଁରୁ ଜ୍ୱାଇଁର ମୃତଦେହ ଉଦ୍ଧାର
କଣ୍ଟାବାଞ୍ଜି: ଶ୍ୱଶୁର ଘର ଗାଁରେ ଜ୍ୱାଇଁଙ୍କୁ କରେଣ୍ଟ ଦେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ। ମୃତକ ଜଣକ ହେଲେ ଭାଲୁମୁଣ୍ଡା ଗାଁର ବଂଶୀ…
ସବରେଜିଷ୍ଟ୍ରାର ଅଫିସରେ ବିଜୟ ଶଙ୍କରଙ୍କ ବୟସକୁ ନେଇ ଅଭିଯୋଗ କଲେ ସୋମାଲିକା ଦାଶ
କଟକ : କଟକ ସବରେଜିଷ୍ଟ୍ରାର ଅଫିସରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବାନ୍ଧବୀ ସୋମାଲିକା। ବିଜୟ ଶଙ୍କରଙ୍କ ବୟସକୁ ନେଇ ଅଭିଯୋଗ କରିଛନ୍ତି । ଗତକାଲି ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସୋମାଲିକା ।…
ଆଜମ ଖାନ୍ଙ୍କ ସମେତ ପତ୍ନୀ ଓ ପୁଅକୁ ୭ ବର୍ଷ ଜେଲ ଦଣ୍ଡାଦେଶ…
ଜେଲ୍ ଗଲେ ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ମନ୍ତ୍ରୀ ଆଜମ ଖାନ୍ଙ୍କ ପୂରା ପରିବାର। ନକଲି ଜନ୍ମ ପ୍ରମାଣପତ୍ର ମାମଲାରେ ଆଜମ ଖାନ୍ଙ୍କ ପୂରା ପରିବାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆଜମ ଖାନଙ୍କ ସମେତ ତାଙ୍କ ପୁଅ ଅବଦୁଲ୍ଲା ଆଜମ ଓ ପତ୍ନୀ ତଞ୍ଜିମ ଫାତିମା…
ଟଙ୍କା ପାଇଁ ଯୁବକଙ୍କୁ ଫିଲ୍ମ ଷ୍ଟାଇଲରେ ଅପହରଣ
ଭୁବନେଶ୍ୱର: ମଲ୍ ରୁ ଉଠାଇଲେ, ଥାନାରେ ଛାଡିଲେ। ଅପହରଣ ପଛରେ ଟଙ୍କା କାରବାର ଥିବା କହିଛି ପୋଲିସ। ଅପହରଣ ଶିକାର ହୋଇଥିବା ଯୁବକ ଜଣକ ହେଲେ କେନ୍ଦୁଝର ଆନନ୍ଦପୁରସ୍ଥିତ ବେଲବାହାଳି ଗାଁର ପ୍ରିୟବ୍ରତ ସାହୁ।…
ଇନ୍ଧନ ଅଭାବରୁ ୪୮ ବିମାନ ବାତିଲ୍ କଲା ପାକିସ୍ତାନ ସରକାରୀ ଏୟାର୍ଲାଇନ୍
ଇସ୍ଲାମାବାଦ: ଇନ୍ଧନ ଅଭାବରୁ ସରକାରୀ ବିମାନ ଚଳାଚଳ ସଂସ୍ଥାନ ‘ପାକିସ୍ତାନ ଇଣ୍ଟର୍ନ୍ୟାସ୍ନାଲ୍ ଏୟାର୍ଲାଇନ୍ସ୍’ (ପିଆଇଏ) ଉଭୟ ଦେଶ ଭିତରେ ଓ ବିଦେଶକୁ ଚଳାଚଳ କରୁଥିବା ୪୮ଟି ବିମାନ ବାତିଲ କରିଥିବା କଥା ସମ୍ବାଦପତ୍ର ‘ଦି ଡନ୍’ ରିପୋର୍ଟ କରିଛି।
‘ପିଆଇଏ’ର ଜଣେ…
ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କଲା ୧୨ ପ୍ରାର୍ଥୀଙ୍କ ତାଲିକା
ଆଇଜଲ: ପାଖେଇ ଆସୁଛି ନିର୍ବାଚନ ତାରିଖ। ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ବୁଧବାର ବିଜେପି ୧୨ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଏହାର କିଛି ସମୟ ପରେ ଦଳ ଛଅଟି ଆସନ ପାଇଁ ଦ୍ୱିତୀୟ ତାଲିକା ମଧ୍ୟ ପ୍ରକାଶ କରିଛି। ମିଜୋରାମର ସମସ୍ତ ୪୦ଟି ବିଧାନସଭା…
୧୫ ବର୍ଷ ପରେ ସାମ୍ବାଦିକ ସୌମ୍ୟାଙ୍କ ହତ୍ୟା ଘଟଣାରେ ଆସିଲା ରାୟ, ୫ ଦୋଷୀ ସାବ୍ୟସ୍ତ…
ବହୁ ଚର୍ଚ୍ଚିତ ୨୦୦୮ ମସିହା ସାମ୍ବାଦିକ ସୌମ୍ୟା ବିଶ୍ୱନାଥନଙ୍କ ହତ୍ୟା ଘଟଣାରେ ଆଜି ଦିଲ୍ଲୀର ଗୋଟିଏ କୋର୍ଟ ରାୟ ପ୍ରକାଶ କରିଛନ୍ତି। ସୌମ୍ୟାଙ୍କୁ ଗୁଳି କରି ହତ୍ୟା କରିବା ଘଟଣାରେ ଗିରଫ ୫ ଜଣଙ୍କୁ ଆଜି ଦିଲ୍ଲୀର ସାକେତ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି।…
ବଙ୍କର୍ରେ ଲୁଚିଲେ, ତଳେ ଶୋଇଲେ ଜର୍ମାନ ଚାନ୍ସେଲର୍
ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ରହିଛି ଘନ ଘନ ଆକ୍ରମଣ। ଏହି ଯୁଦ୍ଧ ଏବେ ୧୨ ଦିନରେ ପହଞ୍ଚି ସାରିଲାଣି। ଏହାରି ଭିତରେ ଇସ୍ରାଏଲ ଗସ୍ତରେ ଯାଇଛନ୍ତି ଜର୍ମାନ ଚାନ୍ସେଲର୍ ଓଲାଫ୍ ସୋଲ୍ଜସ୍। ତେବେ ତେଲ୍ ଅବିବ ସ୍ଥିତ ବେନ୍ ଗୁରିଅନ୍ ବିମାନ ବନ୍ଦରରେ ପହଞ୍ଚିବା…