ଗାଜା ହସ୍ପିଟାଲରେ ରକେଟ୍ ମାଡ : ୫୦୦ରୁ ଉର୍ଦ୍ଧ୍ବ ମୃତ

ନୂଆଦିଲ୍ଲୀ : ବାଇଡେନଙ୍କ ଇସ୍ରାଏଲ ଗସ୍ତ ପୂର୍ବରୁ ବଡ ଖବର ସାମ୍ନାକୁ ଆସିଛି । ଗାଜା ହସ୍ପିଟାଲ ଉପରେ ରକେଟ୍ ମାଡ ହୋଇଛି । ଫଳରେ ୫୦୦ ରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ଥିବା ଜଣାପଡିଛି । ଇସ୍ରାଏଲ ପକ୍ଷରୁ…

ଜଷ୍ଟିସ୍‌ ଏସ୍‌ ମୁରଲୀଧର ସୁପ୍ରିମକୋର୍ଟରେ ଓକିଲାତି କରିବେ; ମିଳିିଲା ବରିଷ୍ଠ ଆଇନଜୀବୀ ଗାଉନ୍‌

ନୂଆଦିଲ୍ଲୀ: ନିକଟରେ ଚାକିରିରୁ ଅବସର ନେଇଥିବା ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଡକ୍ଟର ଏସ୍‌ ମୁରଲୀଧର ସୁପ୍ରିମକୋର୍ଟରେ ଓକିଲାତି କରିବେ। ଅକ୍ଟୋବର ୧୬ ତାରିଖରେ ସୁପ୍ରିମକୋର୍ଟ ତାଙ୍କୁ ବରିଷ୍ଠ ଆଇନଜୀବୀ ଭାବେ ମନୋନୀତ କରିଥିଲେ। ଅକ୍ଟୋବର ୧୬…

ନିଜ ମୃତ୍ୟୁର ୨୦ ବର୍ଷ ପରେ ଧରା ପଡ଼ିଲେ ହତ୍ୟା ଅଭିଯୁକ୍ତ

ମୃତ୍ୟୁର ୨୦ ବର୍ଷ ପରେ ଧରା ପଡ଼ିଲେ ହତ୍ୟା ଅଭିଯୁକ୍ତ। ଫିଲ୍ମ ଷ୍ଟାଇଲ୍‌ରେ ନିଜର ନକଲି ମୃତ୍ୟୁକୁ ଦେଇଥିଲେ ରୂପ। ପୁଲିସକୁ ଚମ୍‌କା ଦେଇ ହୋଇଯାଇଥିଲେ ଫେରାରା। ନାଁ ବଦଳାଇ ନୂଆ ସ୍ଥାନରେ ରହୁଥିଲେ। ଏବେ…

ନିର୍ବାଚନ ପୂର୍ବରୁ ତେଲେଙ୍ଗାନାରେ ୧୦୦ କୋଟିରୁ ଅଧିକ ଟଙ୍କା ଜବତ

ନିର୍ବାଚନ ପୂର୍ବରୁ ତେଲେଙ୍ଗାନାରେ ୧୦୦ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି। ତାରିଖ ଘୋଷଣା ହେବାର ମାତ୍ର ୮ ଦିନ ମଧ୍ୟରେ ଏତେ ପରିମାଣର ଟଙ୍କା, ସୁନା ଓ ମଦ ଜବତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆସନ୍ତା…

କେନ୍ଦ୍ର କର୍ମଚାରୀଙ୍କୁ ଭେଟି, ବଢ଼ିଲା ମହଙ୍ଗା ଭତ୍ତା

ଦୀପାବଳି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ମିଳିଲା ଉପହାର। ବଢ଼ିଲା ମହଙ୍ଗା ଭତ୍ତା। କେନ୍ଦ୍ର କର୍ମଚାରୀଙ୍କ ଡିଏ ତଥା ମହଙ୍ଗା ବତ୍ତା ୪ ପ୍ରତିଶତ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ଏହା ଉପରେ ମୋହର ମାରିଛି।…

ଜମ୍ମୁରେ ୨ ‘ବିଏସ୍‌ଏଫ୍‌’ ଯବାନ ଆହତ

ଜମ୍ମୁ: ଆନ୍ତର୍ଜାତିକ ସୀମା ଅଞ୍ଚଳରେ ଥିବା ସୀମାନ୍ତ ପ୍ରହରୀମାନଙ୍କ ଉପରକୁ ପାକିସ୍ତାନ ରେଞ୍ଜର୍‌ମାନେ ଅକାରଣ ଗୁଳି ଚଳାଇବାରୁ ୨ଜଣ ‘ବିଏସ୍‌ଏଫ୍‌’ କର୍ମଚାରୀ ଆହତ ହୋଇଥିବା କଥା ଆଜି ସରକାରୀ ଅଧିକାରୀମାନେ…

ଗାଜା ହସ୍ପିଟାଲରେ ହୋଇଥିବା ଭୟଙ୍କର ହମଲାରେ ପ୍ରଧାନମନ୍ତ୍ରୀ ମୋଦି ‘ସ୍ତବ୍ଧ’

ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ମଙ୍ଗଳବାର ଗାଜାରେ ଥିବା ଅଲ ଅହଲି ହସ୍ପିଟାଲରେ ଭୟଙ୍କର ରକେଟ ମାଡ଼ ହୋଇଛି। ଏଥିରେ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସବୁ କିଛି ଛାରଖାର ହୋଇଯାଇଯାଇଛି। ଯୁଦ୍ଧ ଭିତରେ ଏପରି ହମଲାକୁ ସମସ୍ତେ ନିନ୍ଦା…

ବିଜୁଳି ଦର ବୃଦ୍ଧି ପାଇଁ ଅଦାନୀ ଗ୍ରୁପ ଦାୟୀ : ରାହୁଲ ଗାନ୍ଧି

ପୁଣି ଥରେ ଆଦାନୀ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଆଦାନୀ ଗ୍ରୁପ ୨୦ ହଜାର ନୁହେଁ ୩୨ ହଜାର କୋଟି ଟଙ୍କାର ଦୁର୍ନୀତି କରିଥିବା ରାହୁଲ ଗାନ୍ଧି ବଡ଼ ଅଭିଯୋଗ ଆଣିଛନ୍ତି। ଆଉ ବିଦ୍ୟୁତ ଦର ବୃଦ୍ଧି ପଛରେ ଆଦାନୀର ହାତ ଥିବା…

ପୋଖରୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତ୍ୟୁଦେହ…

ଛତ୍ରପୁର,: ଛତ୍ରପୁର ଥାନା ଅଧିନ ଚିକଲଖଣ୍ଡି ପଂଚାୟତ ଅଧିନ ପୁରୁଣାପାଟଣା ଗ୍ରାମ ନିକଟରେ ଥିବା ଶଙ୍ଖବନ୍ଧ ରେ ବୁଧବାର ସକାଳୁ ଏକ ଅଜଣା ବ୍ୟକ୍ତି ଙ୍କ ମୃତ୍ୟୁ ଦେହ ଭାସୁଥିବା ଦେଖିବାକୁ ମିଳିଛି | ମୃତ୍ୟୁ ବ୍ୟକ୍ତିର ପରିଚୟ ଜଣାପଡି ନାହିଁ | ଆଜି ସକାଳୁ ପୋଖରୀ କିଛି ଲୋକ ଗାଧୋଇବାକୁ

ଜାତୀୟ ଆଥଲେଟିକ୍ସରେ ଆଇଆରଇଏଲ କେନ୍ଦ୍ରୀୟ ବିଦ୍ୟାଳୟର ସଫଳତା…

ଛତ୍ରପୁର :. ଆଇଆରଇଏଲ କେନ୍ଦ୍ରୀୟ ବିଦ୍ୟାଳୟ ଏ ଇ ସି ଏସ,ଓସ୍କମ୍ ଏବେ ଜାତୀୟ ସ୍ତରର କ୍ରୀଡା ରେ ସଫଳତା ଲାଭ କରି ଚର୍ଚ୍ଚା ରେ ରହିଛି । ରାଜସ୍ଥାନର କୋଟା ସ୍ଥିତ ରାୱାତଭାଟା ରେ ଆୟୋଜିତ ଜାତୀୟ ସ୍ତରର ଅନ୍ତଃ ବିଦ୍ୟାଳୟ ଅଥଲେଟିକ୍ ପ୍ରତିଯୋଗିତା ରେ ଏହି କେନ୍ଦ୍ରୀୟ ବିଦ୍ୟାଳୟ ର