ଗାଁକୁ ରାସ୍ତା ନଥିବାରୁ ଘାଟି ମଧ୍ୟରେ ଅଟକିଲା ଶୋବ ବୋଝେଇ ଆମ୍ବୁଲାନ୍ସ : ସରକାର ଙ୍କ ଗାଁ ଗାଁ କୁ ରାସ୍ତାର ନଗ୍ନ…

କାଶୀପୁର : ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ରାୟଗଡ ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ କୁଚେଇପଦର ପଞ୍ଚାୟତ କଣ୍ଟାମାଳ କୋରଳ ଗ୍ରାମରେ।ଏହି ଦୁଃଖଦ ଘଟଣା ଟି ଘୋଟିଛି ଆଜି ଏହି ଗ୍ରାମର କାର୍ତିକ ଝୋଡିଆ ଙ୍କର ହଠାତ ଦେହ ଅଶୁସ୍ଥ ହେବାରୁ ପୋରିବାର ଲୋକେ ତତକାଳୀନ ଆମ୍ବୁଲାନ୍ସ ଗାଡିକୁ ଫୋନ

ଛତ୍ରପୁର ରେ ଘନ ଘନ ଚୋରି ଭୟ ରେ ସାଧରଣ ଜନତା : ବ୍ୟାଙ୍କ ରେ ଲୋକର ଉପଲବ୍ଧ ନାହିଁ କହି ଅଧିକାରୀ ଦେବାକୁ…

ଛତ୍ରପୁର:୧୮-୧୦ ଗଞ୍ଜାମ ଜିଲ୍ଲାର ମହକୁମା ଛତ୍ରପୁର ଏଠାରେ ଜିଲ୍ଲାପାଳ ଓ ପୋଲିସ ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ସମେତ ବହୁ ସରକାରୀ ମୁଖ୍ୟ ଦପ୍ତର ରହିଛି।ଏଠାରେ ଅଧିକାଂଶ କରି ସରକାରୀ ଅଧିକାରୀ ଓ କର୍ମଚାରୀ ରୁହନ୍ତି। ଗତ କିଛି ଦିନ ହେଲା ଛତ୍ରପୁର ଅଞ୍ଚଳରେ ନିର୍ଜନ ସ୍ଥାନରେ ଥିବା

ଉତ୍କଳ ବିଶ୍ବବିଦ୍ୟାଳୟରେ ଆନ୍ତଃମହାବିଦ୍ୟାଳୟ ଫୁଟବଲ…

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟ ବିଜୁ ପଟ୍ଟନାୟକ କ୍ରୀଡା ପ୍ରାଙ୍ଗଣ ରେ ଦୁଇ ଦିନ ଧରି ଚାଲିଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ଆନ୍ତଃ ମହାବିଦ୍ୟାଳୟ ପୁରୁଷ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ଆଜିର ଏହି ଫାଇନାଲ ମ୍ୟାଚ୍ ରେ ପୁରୀ ଜିଲ୍ଲା ର ଏସ୍ ସି ଏସ କଲେଜ ଭୁବନେଶ୍ୱର ର

ଭୁବନେଶ୍ବର ନୀଳାଦ୍ରି ବିହାରସ୍ଥିତ ରାଜ୍ୟର ପ୍ରମୁଖ ମଲ୍ଟିସ୍ପେସିଆଲିଟି ଉତ୍କଳ ହସ୍ପିଟାଲରେ ପେନ କ୍ଲିନିକ ଆରମ୍ଭ

ଭୁବନେଶ୍ବର : ଯନ୍ତ୍ରଣା ହେଲେ ଲୋକ ରୋଗପ୍ରତି ସଚେତନ ହୁଅନ୍ତି ଏବଂ ଡାକ୍ତରଙ୍କ ପାଖକୁ ଯାଆନ୍ତି । ତାପରେ ଡାକ୍ତର ରୋଗ ନିରୂପଣ କରି ଚିକିତ୍ସା କରିଥାନ୍ତି । କିନ୍ତୁ କିଛି ରୋଗରେ ଯେପରିକି କ୍ୟାନସର ରୋଗରେ ବହୁଜଣ ରୋଗୀ ଅତ୍ୟଧିକ ପିଡାର ଶିକାର ହୋଇଥାନ୍ତି । କେତେ ଜଣଙ୍କୁ ଚିକିତ୍ସା

ମହିଳା କର୍ପୋରେଟରଙ୍କୁ ଠିକାଦାର ମାଡ଼ ମାରିଥିବା ଅଭିଯୋଗ, ଅଭିଯୁକ୍ତକୁ ଗିରଫ ନକରିବା ପର୍ଯ୍ୟନ୍ତ ଧାରଣା ଦେବ…

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)ରେ ମଙ୍ଗଳବାର ଦିନ ସୀମା ନିର୍ଦ୍ଧାରଣ ବେଳେ ଗଣ୍ଡଗୋଳ ପରିସ୍ଥିତି ଉପୁଜିଛି। ଜଣେ ଠିକାଦାର ୩୭ନମ୍ବର ୱାର୍ଡର କର୍ପୋରେଟର ବନିତା ସାହୁଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣାର ବିରୋଧରେ ବିଜେପି ଧାରଣା ଦେବା ଲାଗି ଚେତାବନୀ

ନ୍ୟାୟାଳୟର ନିର୍ଦ୍ଦେଶପରେ ଅପରାଧିରୁ ନେତା ହୋଇଥିବା ନେତାମାନେ ଛାନିଆ…!

ଭୁବନେଶ୍ୱର //ବ୍ରହ୍ମପୁର : ଏବେ ସାରା ଜିଲ୍ଲାରେ ଶାସକ ଦଳରେ ଭାଇମାନଙ୍କ ଆବିର୍ଭାବ ଦେଖିବାକୁ ମିଳୁଛି । ପ୍ରଥମେ ମାଫିଆ ତାପରେ ରୁପିଆ ପରେ ମିଡ଼ିଆ ଏବେ ରାଜନୈତିକ ଦଳରେ ମୁଣ୍ଡ ଗୁଞ୍ଜିବା କୁ ବାଧ୍ୟ ହେଉଛନ୍ତି, ଭାଇମାନେ ବୋଲି ଚର୍ଚ୍ଚା ହେଉଛି । ଏପଟେ ସବୁ ଭାଇ ମାନଙ୍କୁ ଘାରିଛି

ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏମସି ଏସ୍ କଲେଜ ଠାରେ ଓଡ଼ିଆ ଭାଷାସାହିତ୍ୟ ବିଭାଗର ୟୁଜି ଓ ପିଜି ଛାତ୍ରଛାତ୍ରୀ ଙ୍କୁ ବିଭାଗର ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି, ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ସଭାପତିତ୍ୱ କରି ଜନ୍ମଭୂମି, ଜନ୍ମଦାତ୍ରୀ, ପିତା ଓ ଗୁରୁ ଙ୍କ ପ୍ରତି

ବ୍ରାହ୍ମଣୀଗାଁ ଗ୍ରାମ ପଞ୍ଚାୟତରେ ବ୍ଲକ କଂଗ୍ରେସ ପକ୍ଷରୁ ହାତଯୋଡ଼ କାର୍ଯ୍ୟକ୍ରମ…

ଦାରିଙ୍ଗବାଡ଼ି,୧୭/୧୦ : ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ବ୍ରାହ୍ମଣୀଗାଁ ଗ୍ରାମ ପଞ୍ଚାୟତ ଠାରେ ଗତକାଲି ଘରେ ଘରେ ହାତଯୋଡ଼ କାର୍ଯ୍ୟକ୍ରମ କରାଯାଇଛି । ଜିଲା ମହିଳା ସଭାନେତ୍ରୀ ରୁଦାମଲିକ ଙ୍କ ସହିତ, ବ୍ଲକ

ଜିଲ୍ଲାର ପ୍ରାୟ ଶହେ ସ୍କୁଲର ୧୦ ହଜାର ଛାତ୍ରଛାତ୍ରୀ ଶିଖିଲେ ହାଇଡ୍ରୋ ରକେଟ୍ ଲଞ୍ଚିଂ କୌଶଳ…

ସୁନ୍ଦରଗଡ଼ ଠାରେ ବିଶ୍ଵ ଛାତ୍ରଛାତ୍ରୀ ଦିବସ ପାଳିତ ସୁନ୍ଦରଗଡ (୧୭/୧୦) : ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମିସାଇଲ୍ ମ୍ୟାନ୍ ଡ. ଏପିଜେ ଅବଦୁଲ କଲାମଙ୍କ ଜନ୍ମଦିନ ୧୫ ଅକ୍ଟୋବରକୁ ସାରା ପୃଥିବୀରେ ବିଶ୍ୱ ଛାତ୍ରଛାତ୍ରୀ ଦିବସ ରୂପେ ପାଳନ କରାଯାଏ । ଏହି ଦିବସ ପାଳନ କରି

ଚଳିତ ବର୍ଷ ଧୁମଧାମରେ ପାଳନ ହେବ ମା ଗଜଲକ୍ଷ୍ମୀଙ୍କ ପୂଜା : ଏଥି ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ, ଉପସ୍ଥିତ ରହିଲେ…

ଛତ୍ରପୁର : ସ୍ଥାନୀୟ ଲୋୟାର ବସଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀ କମ୍ପେ୍ଲକ୍ସ ପରିସରରେ ପୂଜା କମିଟି ପକ୍ଷରୁ ଦୀର୍ଘ ୨୩ ବର୍ଷରୁ ଉର୍ଦ୍ଧ୍ୱ ଧରି ମା ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମରେ ପାଳନ କରାଯାଉଛି । ଚଳିତ ବର୍ଷ ମା ଗଜଲକ୍ଷ୍ମୀଙ୍କ ପୂଜାକୁ ଧୁମଧାମରେ ପାଳନ କରିବା ନିମନ୍ତେ ପୂଜା କମିଟି ପକ୍ଷରୁ