Sign in
Sign in
Recover your password.
A password will be e-mailed to you.
ବିଜେଡିରୁ ବିଦା ହେଲେ ଜିଲ୍ଲା ପରିଷଦ ସଭ୍ୟ ବିପିନ ପ୍ରଧାନ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଜିଲ୍ଲା ପରିଷଦ ସଭ୍ୟ ବିପିନ ଚନ୍ଦ୍ର ପ୍ରଧାନଙ୍କୁ ଦଳରୁ ବହିଷ୍କୃତ କରାଯାଇଛି । ଦଳୀୟ ବିଶୃଙ୍ଖଳା ସୃଷ୍ଟି କରୁଥିବା ତଥା ଦଳ ବିରୋଧୀ କାମ କରୁଥିବା ଅଭିଯୋରେ ତାଙ୍କୁ ବହିଷ୍କାର କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ!-->…
ଜହ୍ନରେ ହେଲା ଭୂ-କମ୍ପ; ତୀବ୍ରତା ମାପିଲା ଲ୍ୟାଣ୍ଡର ବିକ୍ରମ…!
ଦୋହଲୁଲା ଜହ୍ନ, ହେଲା ଭୂ-କମ୍ପ । ଚନ୍ଦ୍ରପୃଷ୍ଠରେ ପାଦ ଥାପି ନୂଆ ନୂଆ ସନ୍ଧାନ ଜାରି ରଖିଥିବା ଲ୍ୟାଣ୍ଡର ବିକ୍ରମକୁ ମିଳିଛି ଏପରି କିଛି ନୂଆ ରୋଚକ ତଥ୍ୟ।
କେତେବେଳେ ଚନ୍ଦ୍ରପୃଷ୍ଠରେ ବଡ଼ ବଡ଼ ଗର୍ତ୍ତ ଥିବା ସୂଚନା ମିଳୁଥିବା ବେଳେ ଆଉ କେତେବେଳେ ସେଠାରେ ସଲ୍ଫର ଓ!-->!-->!-->…
ପାରାଦୀପ ମଝି ସମୁଦ୍ରରେ ସନ୍ଦିଗ୍ଧ ଯୁବକ…
ପାରାଦୀପ : ସମୁଦ୍ର ମଝିରେ ସନ୍ଦିଗ୍ଧ ଯୁବକ । ପାରାଦୀପ ଗଭୀର ସମୁଦ୍ରରେ ବୋଟ୍ ଉପରକୁ ଉଠି ଆସିଲେ ଅଜଣା ଯୁବକ। ଯାହାକୁ ଦେଖି ମତ୍ସ୍ୟଜୀବୀମାନେ ଭୟଭୀତ ହୋଇପଡ଼ିଛନ୍ତି । ଏଭଳି କିଛି ଘଟଣା ଘଟିଛି ଚିଲିକା ମୁହାଣ ଠାରୁ ୭୧ ମାଇଲ ଦୂର ଗଭୀର ସମୁଦ୍ରରେ। ମତ୍ସ୍ୟଜୀବୀମାନେ ସନ୍ଦିଗ୍ଧ !-->…
କେନ୍ଦ୍ର ମନ୍ତ୍ରୀଙ୍କ ଘରେ ଯୁବକଙ୍କୁ ଗୁଳି କରି ହତ୍ୟା
ଉତ୍ତରପ୍ରଦେଶ : କେନ୍ଦ୍ର ମନ୍ତ୍ରୀ କୌଶଲ କିଶୋରଙ୍କ ଉତ୍ତର ପ୍ରଦେଶର ଲକ୍ଷ୍ନୌ ସ୍ଥିତ ନୂଆ ଘରେ ଶୁକ୍ରବାର ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକଙ୍କ ନାଁ ବିନୟ ଶ୍ରୀବାସ୍ତବ। ସେ ମନ୍ତ୍ରୀ କୌଶଲ କିଶୋରଙ୍କ ପୁଅ ବିକାଶ କିଶୋରଙ୍କ ସାଙ୍ଗ। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ!-->…
ପାଟଣାଗଡ ଟିକପାଲି ଅଞ୍ଚଳରେ ମାଛଧରାକୁ ନେଇ ବୀଭତ୍ସ ହତ୍ୟାକାଣ୍ଡ
ପାଟଣାଗଡ: ପାଟଣାଗଡ ଏନଏସି ଟିକପାଲିର ହୀରାସାଗର ଖଣିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗତକାଲି ଜଣେ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ମୃତକ ଟିକପାଲିର ଜିତେନ୍ଦ୍ର ଧୂବଳ ବୋଲି ଜଣାପଡିଛି । ସୂଚନା ଅନୁସାରେ, ଜିତେନ୍ଦ୍ର ଓ ଉଆଁଷୁ ମଧ୍ୟରେ ପୂର୍ବ ଶତୃତା!-->…
ଫିରିଙ୍ଗିଆ ଅଞ୍ଚଳରୁ ଟିଫିନ ବୋମା ସାମଗ୍ରୀ ଜବତ…
ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରୁ ଟିଫିନ ବୋମା ସାମଗ୍ରୀ ଜବତ ହୋଇଛି । ଏକ ଷ୍ଟିଲ ଟିଫିନ,ତାର, ବ୍ୟାଟେରୀ ଓ ସେଲୋଟେପ ଜବତ ହୋଇଛି । କିଛି ଜିଲେଟିନ ମଧ୍ଯ ମିଳିଥିବା ସୂଚନା ମିଳିଛି ।ସୂଚନା ଅନୁଯାୟୀ, ଫିରିଙ୍ଗିଆ ଥାନା ଅନ୍ତର୍ଗତ ସାଡ଼ିଙ୍ଗିଆ ପଞ୍ଚାୟତର!-->!-->!-->…
ତହସିଲଦାରଙ୍କ ପ୍ରତିଶୃତିରୁ ବ୍ରାହ୍ମଣୀଗାଁ ବଜାର ବନ୍ଦ ଡାକରା ଦୀର୍ଘ ୬ ଘଣ୍ଟା ପରେ ହଟିଲା…
ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,: ୦୧/୦୯, କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦ୍ୱିତୀୟ ବୃହତମ ବଜାର ବ୍ରାହ୍ମଣୀଗାଁ ଅଟେ। ଦୀର୍ଘ ମାସ ଧରି ବ୍ରହ୍ମଣୀଗାଁ ବାଜାର ପ୍ରଶସ୍ତି କରଣ ରାସ୍ତା ଅଧପନ୍ତରିୟା ଭାବେ ପଡି ରହିଛି। ଏହାର ପ୍ରତିବାଦରେ ବ୍ରାହ୍ମଣୀଗାଁ ଅଞ୍ଚଳ ବାସୀ ଆଜି ୧୨ ଘଣ୍ଟିଆ!-->!-->!-->…
ମାଲକାନଗିରି ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପ୍ରମୁଖ ଭମିକା ନିଭାଇଛନ୍ତି ବାୟୁ ସ୍ବାସ୍ଥ୍ୟସେବା ବିଭାଗ…
ମାଲକାନଗିରି : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୪ ଦିନ ଧରି ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗତ ୨୮ ତାରିଖ ଠାରୁ ଏହି ସେବା ଆରମ୍ଭ ହୋଇ ଗତକାଲି ଶେଷ ହୋଇଛି। ଏଥିରେ ମାଲକାନଗିରି ଜିଲ୍ଲାର ବହୁ ରୋଗୀ ଚିକିତ୍ସିତ ହୋଇ ଉପକୃତ!-->!-->!-->…
ଗଞ୍ଜାମ ଜିଲ୍ଲାରେ ଅଦୃଶ୍ୟ ଶକ୍ତିର ଆଶୀର୍ବାଦ ରେ ଚାଲିଛି ବାଲି ମାଫିଆଙ୍କ ରାଜ…
ଅମଲା ଓ ବାଲି ମାଫିଆ ଗୋଟିଏ ମୁଦ୍ରା ର ଦୁଇ ପାର୍ଶ୍ଵ...!!
ରାକ୍ଷୀ” ରହିଲା ଆଜୀବନ ସୁରକ୍ଷାର ସାକ୍ଷୀ : ବୃକ୍ଷ ପ୍ରେମର ଅପୂର୍ବ ବନ୍ଧନର ବାର୍ତ୍ତା ଦେଲା ଝୁରିମାଲ ଭିଏସଏସ…
• ଗଛ ଓ ମଣିଷର ଅନାବିଳ ସମ୍ପର୍କର ଦୃଷ୍ଟାନ୍ତ ଝୁରିମାଳର ନିଆରା ରାକ୍ଷୀ• ଗ୍ରାମର ପ୍ରତ୍ଯେକ ପରିବାରର ମହିଳା ଗଛକୁ ରାକ୍ଷୀ ବାନ୍ଧି ନେଲେ ଆଜୀବନ ସୁରକ୍ଷାର ଶପଥସୁନ୍ଦରଗଡ -: ଭାଇ ଭଉଣୀର ଅତୁଟ ଭାବ ବନ୍ଧନ ଓ ଅନାବିଳ ସମ୍ପର୍କର ସାକ୍ଷୀ ହେଉଛି “ରାକ୍ଷୀ”। ଅନାଦି କାଳରୁ ଭାଇ ଭଉଣୀର!-->…