Sign in
Sign in
Recover your password.
A password will be e-mailed to you.
ନିର୍ଭୀକ ବ୍ୟକ୍ତିତ୍ୱ,ବଳିଷ୍ଠ ସଂଗଠକ,ବର୍ଷିୟାନ ନେତା ତଥା ପୂର୍ବତନ ବିଜେଡି ସଭାପତି ମେହେଙ୍ଗା ସିଂଙ୍କ ବିୟୋଗରେ…
ମାଲକାନଗିରି।ତା:୦୧/୦୯ ବଳିଷ୍ଠ ସଂଗଠକ,ବର୍ଷିୟାନ ନେତା ତଥା ପୂର୍ବତନ ବିଜେଡି ସଭାପତି ମେହେଙ୍ଗା ସିଂଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦୀର୍ଘ ଦିନ ହେଲା ଅତି ସଙ୍କଟାପନ୍ନ ଅବସ୍ଥାରେ ଥିବା ବେଳେ ଆଜି ତାଙ୍କର ବିୟୋଗ ଘଟିଛି । ତାଙ୍କୁ ଦର୍ଶନ କରିବା ପାଇଁ ବହୁ ଶୁଭେଚ୍ଛୁମାଲକାନଗିରି ସଦର!-->!-->!-->…
ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଟ୍ରଷ୍ଟ ସୁନ୍ଦରଗଡର ବୋର୍ଡ ଅଫ ଟ୍ରଷ୍ଟିର ଦଶମ ବୈଠକ ଅନୁଷ୍ଠିତ
ସୁନ୍ଦରଗଡ,: ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସୁନ୍ଦରଗଡର ବୋର୍ଡ ଅଫ ଟ୍ରଷ୍ଟିର ଦଶମ ବୈଠକ ସ୍ଥାନୀୟ ସଦଭାବନା ଭବନଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଟ୍ରଷ୍ଟର ଗତ ଛଅ ମାସର କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିବାବେଳେ ଆଗାମୀ ଦିନରେ ଏହି ପ୍ରତିଷ୍ଠାନ!-->!-->!-->…
ଆରଏମସି ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ପାଳିତ୨ଟି ପ୍ରକଳ୍ପ ଲୋକାର୍ପିତ, ‘ମିଶନ ଶକ୍ତି କାଫେ’ର…
ସୁନ୍ଦରଗଡ /ରାଉରକେଲା :ରାଉରକେଲା ମହାନଗର ନିଗମ ପକ୍ଷରୁ ଧୁମ୍ଧାମର ସହ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ରାଉରକେଲା ମହାନଗର ନିଗମ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ୨ଟି ନୂତନ ପ୍ରକଳ୍ପର ଲୋକାର୍ପଣ ଓମିଶନ ଶକ୍ତି କାଫେ ର ଶିଳାନ୍ୟାସ!-->!-->!-->…
ନୂତନ ଭୋଟର ମାନଙ୍କ ସଚେତନତା ନିମନ୍ତେ ସୁନ୍ଦରଗଡ଼ ଠାରେ ‘ ମୁଁ ବି ମିତା ‘ ଅଭିଯାନ ର ଶୁଭାରମ୍ଭ
ସୁନ୍ଦରଗଡ଼, : ନୂତନ ଭୋଟର ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଜ୍ୟରେ ଆରମ୍ଭ ହୋଇଛି 'ମୁଁ ବି ମିତା ' ଅଭିଯାନ। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସଦଭାବନା ଭବନ ପରିସରରେ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁଙ୍କ ଦ୍ଵାରା 'ମୁଁ ବି ମିତା ' ଅଭିଯାନର ଶୁଭାରମ୍ଭ!-->!-->!-->…
କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କ ଅବସର ଗ୍ରହଣ…
ଫୁଲବାଣୀ:କନ୍ଧମାଳ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଆଜି ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ଦୀର୍ଘ ୩୬ ବର୍ଷର ସରକାରୀ ଚାକିରି କାଳରେ ଅନେକ ପ୍ରଶଂସା ଓ ଗୁରୁ ଦାୟିତ୍ବକୁ ସୂଚାରୁ ରୂପେ ନିର୍ବାହ କରିଛନ୍ତି। ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ!-->!-->!-->…
ଗୋଟିଏ ଭାଇ ଜାଗାରେ ପାଇଲେ ୪୦ ଭାଇ…
ଫୁଲବାଣୀ : କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ l ଭଗବାନ ସେହି ମାନଙ୍କୁ ସାହାଯ୍ୟ କରନ୍ତି ଯେଉଁ ମାନଙ୍କ ପାଖରେ ଥାଏ ଇଚ୍ଛା ଶକ୍ତି l କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ଅନ୍ତର୍ଗତ ପିଅନ ପଡ଼lର ଏକ ଗରିବ ପରିବାରର ଝିଅ ରୋ଼ଶନି ମହାନନ୍ଦ ଯୁକ୍ତ ତିନି ପ୍ରଥମ ବର୍ଷର କଳା ଛାତ୍ରୀ!-->…
ଉତ୍କଳ ବିଶ୍ବବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବାଗତ ସମାରୋହ…
‘ସମାଜ ପ୍ରତି ଅବଦାନ ଓ କାର୍ଯ୍ୟର ମର୍ଯ୍ୟଦାକୁ ଦୃଷ୍ଟିରେ ରଖି ଅଧ୍ୟୟନ ଜରୁରୀ’ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ଦୀକ୍ଷାନ୍ତ ଭବନରେ ନବାଗତ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ୨୦୨୩-୨୫ ଶିକ୍ଷାବର୍ଷରେ ନୂତନ ଭାବେ ନାମଲେଖାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ!-->…
ବ୍ଲକସ୍ତରୀୟ ନିର୍ମାଣ ଶ୍ରମିକକଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର
ଚିକିଟୀ : ଗୁରୁବାର ଦିନ ଗଞ୍ଜାମ ଜିଲ୍ଲା ଚିକିଟୀ ପେଣ୍ଠ ସ୍ଥିତ ମୁକ୍ତେଶ୍ଵର କଲ୍ୟାଣ ମଣ୍ଡପ ଠାରେ ପାତ୍ରପୁର ଓ ଚିକିଟୀ ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଓ ପରିଚୟ ପତ୍ର ବଣ୍ଟନ ଶିବିର ଅନୁଷ୍ଠିତ ହୋଇଅଛି । ଆଜିର ବ୍ଲକ ସ୍ତରୀୟ ଶିବିରରେ ଶିକ୍ଷା ସହାୟତା ବାବଦକୁ ୯୭ ଜଣ!-->…
ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିଖିଳ ଭାରତ ସ୍ୱାୟତ୍ତଶାସନ ଦିବସ ପାଳିତ
ଚିକିଟୀ : ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି।ପ୍ରଥମେ ଚିକିଟୀର ବିଶିଷ୍ଟ ଲୋକନାୟକ ଦିବାକର ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି କାର୍ଯ୍ୟାଳୟ ଠାରେ ପତାକା ଉତ୍ତ୍ୱଳନ କରାଯାଇଥିଲା।ଏହି ଅବସରରେ କାର୍ଯ୍ୟାଳୟ ଠାରେ ସଭା ଆୟୋଜନ!-->…
କନ୍ଧମାଳ ଜିଲ୍ଲାର ସମସ୍ତ ଉଦ୍ୟାନ କୃଷି ଅଧିକାରୀ ସମୂହ ଛୁଟି ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ
ଫୁଲବାଣୀ : ଓଡ଼ିଶା ଉଦ୍ୟାନ କୃଷି ସେବା କ୍ୟାଡରର ପୁନର୍ବିନ୍ୟାସ ୨୦୧୨ ମସିହା ରେ କରା ଯାଇଥିଲା। ପରବର୍ତ୍ତୀ ସମୟ ରେ ବର୍ଦ୍ଧିତ କାର୍ଯ୍ୟଭାର କୁ ଦୃଷ୍ଟି ରେ ରଖି ୨୦୧୮ ମସିହା ଶେଷ ସୁଦ୍ଧା ପୁନର୍ବିନ୍ୟାସ କରିବାକୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର 5T କାର୍ଯ୍ୟକ୍ରମରେ!-->!-->!-->…