ହିଞ୍ଜିଳିକାଟୁ କଲେଜ ରେ ରକ୍ତଦାନ ଶିବିର…

ହିଞ୍ଜିଳିକାଟୁ,୨୯।୮() ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ ଓ ୟୁଥ ରେଡ କ୍ରସ ମିଳିତ ଆନୁକୂଲ୍ୟରେ ମଙ୍ଗଳବାର କଲେଜ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l ରକ୍ତଦାନ ଶିବିରରେ ମୋଟ ୫୫ ଜଣ ରକ୍ତଦାତା ରକ୍ତଦାନ କରିଥିଲେ l କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର

ଟିକାବାଲି କଲେଜରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ…

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ତରଫରୁ ମୋ ମାଟି ମୋ ଦେଶ, କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି, ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି କହିଲେ ପ୍ରତ୍ୟେକ ଛାତ୍ରଛାତ୍ରୀ ଭିତରେ ଦେଶ ପ୍ରେମ, ମାଟି ପ୍ରତି ମମତା, ସ୍ନେହ ଜାତୀୟତା

ସୂଚନା ଅଧିକାର ତଥ୍ୟ ଏବେ ପାଲଟିଛି ଗୋଦି ମିଡ଼ିଆ ର ରୋଜଗାର ପନ୍ଥା…

ବ୍ରହ୍ମପୁର: ୨୯-୮ ଗଞ୍ଜାମ ଜିଲ୍ଲାର ଅଧିକାଂଶ ବ୍ଲକ ରେ ସରକାର ଙ୍କ ବିଭିନ୍ନ ଉନୟନ୍ନ କାର୍ଯ୍ୟ ରେ ପିସି କାରବାର ଚରମ ସୀମାରେ ପହଞ୍ଚିଛି। ଏହାକୁ ମାଧ୍ୟମ କରି ଧରାକୋଟ ଅଞ୍ଚଳର କେତେକ ସୂଚନା କର୍ମୀ ଙ୍କୁ କେତେକ ଗୋଦି ମିଡ଼ିଆ ବନ୍ଧୁ ହାତ ବାରିସି କରି ସୂଚନା ଅଧିକାର ଆଇନ ମାଧ୍ୟମରେ ତଥ୍ୟ

ମିଳିତ ଜନଶୁଣାଣି ଶିବିର ରେ ୧୦୬ଟି ଅଭିଯୋଗ…

ବ୍ରହ୍ମପୁର,୨୮/୮: ଚଳିତ ମାସର ଚତୁର୍ଥ ଯୁଗ୍ମ ଜନ ଶୁଣାଣି ଶିବିର ଆଜି ବ୍ରହ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ର ସଦଭାବନା ସଭା ଗୃହ ରେ ଅନୁଷ୍ଠିତ ହୋଇଯାଇଛି l ଗଞ୍ଜାମ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ୱି କୀର୍ତ୍ତି ଭାସନ୍ ଏବଂ ବ୍ରହ୍ମପୁର

ଡ୍ରପ ଆଉଟ୍ ପିଲା ମାନଙ୍କୁପୁଣି ପାଠ ପଢିବା ନିମନ୍ତେ ପ୍ରୟାସ

ଫୁଲବାଣୀ : ଜିଲ୍ଲା ଜଜଙ୍କ ନିର୍ଦ୍ଦେଶରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀ ତରଫରୁ ଓ ଆକ୍ସନ ଏଡର ଶ୍ରୀମତୀ ସନ୍ଧ୍ୟାରାଣୀ ମହାନ୍ତି ଶିକ୍ଷା ବିଭାଗର ସି ଆର ସି ରବିନ୍ଦ୍ର ନାଥ ଦିଗାଲ, ଶ୍ରୀମତୀ ‌ସରିତା ରାଣୀ ମହାରଣା ଏବଂ ପୀରାମଲ ଫାଉଣ୍ଡେସନର କର୍ମଚାରୀ ମାନେ ଡ୍ରପ ଆଉଟ୍

ଓଁ ଶ୍ରୀ ବିରୂପାକ୍ଷଙ୍କ ତ୍ରୟୋଦଶ ତମ ବିଶାଳ ଭଣ୍ଡାରା ପକ୍ଷରୁ ଦିବାରାତ୍ର ଭଜନ ସମାରୋହ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ଠାରେଓଁ ଶ୍ରୀ ଶ୍ରୀ ବିରୂପାକ୍ଷଙ୍କ ତ୍ରୟୋଦଶ ତମ ବିଶାଳ ଭଣ୍ଡାରା ତରଫରୁ ଭୋଜନ ବ୍ଯବସ୍ଥା ଓ ସମ୍ବଲପୁରୀ ଦିବା ରାତ୍ରି ଭଜନ ସମାରୋହ କାର୍ଯ୍ୟକ୍ରମ ହୋଇଥିଲା l ପ୍ରତିବର୍ଷ ପରି ଏହି ବର୍ଷ ମଧ୍ଯ ମହା ସମାରୋହରେ ପାଳିତ ହୋଇଥିଲା l ଶ୍ରାବଣ ମାସ ଶେଷ

କଂଗ୍ରେସରେ ଯୋଗ ଦେବେ ପୂର୍ବତନ ଅନ୍ତର୍ଜାତୀୟ ହକି ତାରକା ପ୍ରବୋଧ ତିର୍କୀ

ଭୁବନେଶ୍ୱର : କଂଗ୍ରେସ ଦଳରେ ଯୋଗ ଦେବେ ପୂର୍ବତନ ଅନ୍ତର୍ଜାତୀୟ ହକି ତାରକା ପ୍ରବୋଧ ତିର୍କୀ। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ସେ ଦଳରେ ଯୋଗ ଦେବାକୁ ଇଚ୍ଛା ପ୍ରକାଶ କରିଥିବା କହିଛନ୍ତି। ଦଳରେ ଯୋଗଦାନ ନେଇ ସେ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିଛନ୍ତି।…

ଜି-୨୦ ପାଇଁ ଭାରତ ଆସିବାକୁ ନିଜର ଅକ୍ଷମତା ଜଣାଇଲେ ରାଷ୍ଟ୍ରପତି ପୁଟିନ୍

ନୂଆଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ସୋମବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି। ନିକଟରେ ବ୍ରିକ୍ସର ସମ୍ପ୍ରସାରଣ ସମେତ ଦକ୍ଷିଣ ଆଫ୍ରିକାରେ ବ୍ରିକ୍ସ ଶିଖର ସମ୍ମିଳନୀରେ ହୋଇଥିବା ବୁଝାମଣାର…

ବିଶିଷ୍ଟ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ…

ଭୁବନେଶ୍ୱର : ପଞ୍ଚଭୂତରେ ବିଲୀନ ହେଲା ବିଶିଷ୍ଟ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ମରଶରୀର। କଟକ ଖାନନଗର ଶ୍ମଶାନରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହୋଇଛି । ତିନିକୋଣିଆ ବଗିଚାସ୍ଥିତ ବାସଭବନରୁ ତାଙ୍କ ପାର୍ଥିବ ଶରୀରକୁ ଶ୍ମଶାନକୁ ଅଣାଯିବା ପରେ ଗାର୍ଡ…

ପ୍ରେମିକାକୁ ପ୍ରେସର୍ କୁକରରେ ବାଡେଇ ହତ୍ୟା କଲା ପ୍ରେମିକ

ପୁଣି ଲିଭ୍-ଇନ୍-ରିଲେସନସିପର କରୁଣ ପରିଣତି। ପ୍ରେମିକାକୁ ପ୍ରେସର୍ କୁକରରେ ବାଡେଇ ହତ୍ୟା କଲା ପ୍ରେମିକ। ବେଙ୍ଗାଲୁରରେ ଲିଭ୍-ଇନରେ ରହୁଥିବା ଜଣେ ଯୁବକ ଏପରି ଜଘନ୍ୟ କାଣ୍ଡ ଘଟାଇଛନ୍ତି। ପୁଲିସ ସୂଚନା ଅନୁସାରେ, କେରଳର ବୈଷ୍ଣବ(29) ଏବଂ ଦେବା (24) ପ୍ରାୟ…