ଶାସନ ବ୍ୟବସ୍ଥାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ କଟାକ୍ଷ

ଭୁବନେଶ୍ୱର: ନବୀନଙ୍କୁ ଟେକିଲେ । ହେଲେ ତାଙ୍କ ସରକାର  ଉପରେ ବର୍ଷିଲେ । ପିଠି ଆଉଁସି କଡା ଭାଷାରେ ନବୀନ ସରକାରଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ଚାଲିଥିବା ଶାସନ ବ୍ୟବସ୍ଥାକୁ ନେଇ ପୁଣି ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…

ଚନ୍ଦ୍ରପୃଷ୍ଠରେ ପ୍ରଥମ ବାଧକ ଥିବା ଏକ କ୍ରେଟରକୁ ଅତିକ୍ରମ କରିଛି ଚନ୍ଦ୍ରଯାନ-୩…

ଚନ୍ଦ୍ରଯାନ-୩ର ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ଏକ ଶହ ମିଲିମିଟରର ଏକ କ୍ରେଟର ଅତିକ୍ରମ କରିଛି। ଚନ୍ଦ୍ରପୃଷ୍ଠରେ ଏହା ପ୍ରଜ୍ଞାନ ପାଇଁ ପ୍ରଥମ ବାଧକ ଥିଲା । ପ୍ରଜ୍ଞାନର ଏହି ସଫଳତା ଇସ୍ରୋ ନିୟନ୍ତ୍ରଣ କକ୍ଷର ବୈଜ୍ଞାନିକମାନଙ୍କୁ ଆଶ୍ୱସ୍ତ କରିଛି।…

ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ପାଲଟି ଯାଇଛନ୍ତି; ରାଜଧର୍ମ ପାଳନ କରନ୍ତୁ: ସାଂସଦ ଅପରାଜିତା

ଭୁବନେଶ୍ୱର: ପୁଣି ବିଜେଡି ସରକାର ଉପରେ ବର୍ଷିଛନ୍ତି ସାଂସଦ ଅପରାଜିତା । ରାଜ୍ୟ ସରକାର ମହିଳା ସଶକ୍ତୀକରଣ ନାଁରେ ମିଶନଶକ୍ତି ମହିଳାଙ୍କୁ ଆକ୍ରମଣ ପାଇଁ ବ୍ୟବହାର କରୁଛନ୍ତି ବୋଲି ସାସଂଦ ଅଭିଯୋଗ ଆଣିଛନ୍ତି । ଏହି ମହିଳାମାନେ ତାଙ୍କୁ ଟେକା, ପଥର, ଅଣ୍ଡା,…

ହ୍ଵାଟ୍ସଆପରେ ଚାକିରି ଅଫର ଦେଇ ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କା…

ଦୁନିଆରେ ୫୫୦ ମିଲିୟନରୁ ଅଧିକ ଲୋକ ହ୍ଵାଟ୍ସଆପ୍ ବ୍ୟବହାର କରନ୍ତି । ଏତେ ସଂଖ୍ୟକ ୟୁଜର୍ ବେସ୍ ହେତୁ ସ୍କାମରମାନେ ଏହି ଆପ୍ ଦ୍ୱାରା ଲୋକଙ୍କୁ ସେମାନଙ୍କର ଶିକାର କରୁଛନ୍ତି । ନିକଟରେ ମୁମ୍ବାଇର ଜଣେ ଫୁଟବଲ କୋଚଙ୍କୁ ହ୍ଵାଟ୍ସଆପରେ ମିଳିଥିବା ଏକ ଚାକିରି ଅଫର…

ଜାଗା ମିଶନ ଜରିଆରେ ବସ୍ତିବାସିନ୍ଦାଙ୍କୁ ପଟ୍ଟା ବଣ୍ଟନ ସହ ବିଜୁ ଆଦର୍ଶ କଲୋନୀର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟରେ ୫ଟି ମହାନଗର ନିଗମର ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପଟ୍ଟା ବଣ୍ଟନ କରିଛନ୍ତି । ୫ଟି ମହାନଗର ନିଗମ ତଥା ଭୁବନେଶ୍ୱର,…

ନିଯୁକ୍ତି ମେଳାରେ ୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦି…

ପ୍ରଧାନମନ୍ତ୍ରୀ ମୋଦି ୧୦ ଲକ୍ଷ କର୍ମଚାରୀଙ୍କ ଭର୍ତ୍ତି ପାଇଁ ଜାରି ରହିଥିବା ରୋଜଗାର ମେଳା ଅଭିଯାନରେ ଆଜି ୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ଏହି କାର୍ଯ୍ୟକ୍ରମ ଦେଶର ୪୫ଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଏହି ରୋଜଗାର ମେଳାରେ CRPF,…

ବୋଲେରୋକୁ ଧକ୍କା ଦେଲା ଟ୍ରେନ…

ପାରାଦୀପ:ପାରଦୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ଦୁର୍ଘଟଣା । କୋଇଲା ବୋଝେଇ ଟ୍ରେନ ଧକ୍କା ଦେଲା ବୋଲେରୋକୁ । ପ୍ରାୟ ୩୦ମିଟର ଘୋଷାଡ଼ି ହୋଇଗଲା ବୋଲେରୋ । ଆଜି ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ଥିବା ଏମସିଏଚପି କ୍ୟାଣ୍ଟିନ ପାଖରେ ଏହି ଦୁର୍ଘଟଣା ଘଟିଛି । ମାଲବାହୀ ଟ୍ରେନଟି…

ସମସ୍ତ ସ୍କୁଲ-କଲେଜ, ବ୍ୟାଙ୍କ, ଅଫିସ ଇଣ୍ଟରନେଟ୍‌ ବନ୍ଦ, ୧୪୪ ଧାରା ଲାଗୁ

ହରିୟାଣା ନୁହରେ ପୁଣିଥରେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ବ୍ରିଜମଣ୍ଡଳ ଯାତ୍ରା ଆରମ୍ଭ ହେଉଛି । ହରିୟାଣା ସରକାର ଏବଂ ନୁହ ଜିଲ୍ଲା ପ୍ରଶାସନ ଯାତ୍ରାକୁ ମଞ୍ଜୁରୀ ଦେଇନାହିଁ । ନୁହ ବ୍ୟତୀତ ସୋନିପତ ଜିଲ୍ଲାରେ ୧୪୪ ଧାରା ଲାଗିଛି । ଏହା ସହିତ…

ଆଇଜ୍ବାଲ ଚିଡ଼ିଆଖାନାରୁ ନନ୍ଦନକାନନ ଆସିବେ ନୂଆ ଅତିଥି

ବାରଙ୍ଗ: ନନ୍ଦନକାନନରୁ ଆସିଲା ଆଉ ଏକ ଖୁସି ଖବର । ପ୍ରାଣୀ ଉଦ୍ୟାନକୁ ଆସିବେ ନୂଆ ଅତିଥି । ହୁଲକ୍ ଗିବନ୍ ଓ ପିଗ ଟେଲ ମକ୍କା ସହ ହିମାଳୟାନ ବିୟର ନନ୍ଦନକାନନ ଆସିବା ନେଇ ସୂଚନା ମିଳିଛି । ଏଥିପାଇଁ ମିଜୋରାମ ଅଭିମୁଖେ ବାହାରିଛନ୍ତି ୬ ଜଣିଆ ଟିମ୍ । ସୂଚନା…

ଉତ୍ତରପ୍ରଦେଶର ଜାଲନ ପାଓ୍ଵର ହାଉସରେ ଭୀଷଣ ଅଗ୍ନିକାଣ୍ଡ…

ଉତ୍ତରପ୍ରଦେଶର ଜାଲନ ପାଓ୍ଵର ହାଉସରେ ଭୀଷଣ ଅଗ୍ନିକାଣ୍ଡ । ନିଆଁ ଯୋଗୁଁ ଅନେକ ଟ୍ରାନ୍ସଫରମର ଧୁ ଧୁ ହୋଇ ଜଳିଯାଇଥିଲା । ଘଟଣା ସ୍ଥଳରେ ୧୨ରୁ ଅଧିକ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ପାଓ୍ଵର ହାଉସରେ ଥିବା ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡି…