Sign in
Sign in
Recover your password.
A password will be e-mailed to you.
ଛିଣ୍ଡି ଗଲା ସ୍ୱାମୀର ହାତ, ସ୍ତ୍ରୀ ମୃତ…
ଜଳେଶ୍ୱର: ଶାଶୁଙ୍କ ଶ୍ରାଦ୍ଧ ଉତ୍ସବ ରେ ଯୋଗଦେବାକୁ ଯାଉଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣାର ଶିକାର ହେଲେ ସ୍ବାମୀ -ସ୍ତ୍ରୀ। ଦୁର୍ଘଟଣାରେ ସ୍ବାମୀଙ୍କ ହାତ ଛିଣ୍ତି ବାହାରି ଯାଇଥିବା ବେଳେ ସ୍ତ୍ରୀଙ୍କ ଦୁଇଟି ଗୋଡ କଟି ଯାଇଥିଲା। ହସ୍ପିଟାଲରେ…
ଚନ୍ଦ୍ରପୃଷ୍ଠରେ ମାଟିର ତାପମାତ୍ରା ମାପିଲା ଚନ୍ଦ୍ରଯାନ-3
ଚନ୍ଦ୍ରରେ ଅନୁସନ୍ଧାନ ଆରମ୍ଭ କରିଦେଇଛି ଚନ୍ଦ୍ରଯାନ-3। ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ ପରେ ଇସ୍ରୋକୁ ପଠାଉଛି ନୂଆ ନୂଆ ତଥ୍ୟ। ଏହିପରିପ୍ରେକ୍ଷୀରେ ଲ୍ୟାଣ୍ଡର ବିକ୍ରମରେ ଲାଗିଥିବା ChaSTE ପେଲୋଡ୍ ଚନ୍ଦ୍ରପୃଷ୍ଠରୁ ପଠାଇଛି ଆଉ ଏକ ସୂଚନା। ସେଠାରେ ମାଟିର…
କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା ସ୍ବତନ୍ତ୍ର ଡେଙ୍ଗୁ ପରୀକ୍ଷା କେନ୍ଦ୍ର…
ଭୁବନେଶ୍ୱର: ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ଡେଙ୍ଗୁ ଟେଷ୍ଟିଂ କାଉଣ୍ଟର ଖୋଲାଯାଇଛି। ସେହିପରି ସୋମବାରଠାରୁ ପଟିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଆଇଆରସି ଭିଲେଜ ସହରାଞ୍ଚଳ ହସ୍ପିଟାଲରେ ଆଉ ଦୁଇଟି ଟେଷ୍ଟିଂ…
ଓୱାଇସିଙ୍କ ହାତରେ କେସିଆରଙ୍କ କାର୍ ଷ୍ଟିଅରିଂ: ଶାହା
ହାଇଦ୍ରାବାଦ୍: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ତେଲେଙ୍ଗାନା ଖମ୍ମମରେ ‘ରାୟଥୁ ଗୋସା-ଭାଜପା ଭରୋସା’ ସମାବେଶକୁ ସମ୍ବୋଧିତ କରିଛନ୍ତି। ଏଥର ଭାଜପା ଏଠାରେ କ୍ଷମତାକୁ ଆସିବ ବୋଲି ସେ ଦାବି କରିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ହେଉଛି ୪ଜି ଦଳ, ଯାହାର ଅର୍ଥ…
ଫିରିଙ୍ଗିଆର ଦୁଇ ନିଲମ୍ବିତ ହୋମଗାର୍ଡ ଏବଂ ଆଇଆଇସିଙ୍କ ବିରୋଧରେ ମାମଲା ରୁଜୁ
ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ପୋଲିସ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ଭିଡିଓ ଭାଇରାଲ ଘଟଣାରେ ଫିରିଙ୍ଗିଆ ଥାନାର ପୂର୍ବତନ ଆଇଆଇସି ତପନ କୁମାର ନାହାକ ଓ ଦୁଇ ହୋମଗାର୍ଡଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ନାହାକ ଓ ହୋମଗାର୍ଡ ପ୍ରଶାନ୍ତ କୁମାର ପାତ୍ର ଓ…
ଜି -୨୦ ଶିଖର ସମ୍ମିଳନୀକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ୍
ନୂଆଦିଲ୍ଲୀ,୨୭।୮: ଜି-୨୦ ଶିଖର ସମ୍ମିଳନୀକୁ ନେଇ କଂଗ୍ରେସ କେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛି। କଂଗ୍ରେସ ନେତା ପୱନ ଖେରା କହିଛନ୍ତି ଯେ, ଜି-୨୦ ହେଉଛି ଏକ ରୋଟେସ୍ନାଲ୍ ଅଧ୍ୟକ୍ଷତା, କଂଗ୍ରେସ ନେତା ପୱନ ଖେରା କହିଛନ୍ତି, ସେ (ପ୍ରଧାନମନ୍ତ୍ରୀ…
୧୨ ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତ, ଆଗାମୀ ୩ ଦିନ ପାଇଁ ୱେଲୋ ୱାର୍ଣ୍ଣିଂ ଜାରି…
ଭୁବନେଶ୍ୱର: ସମଗ୍ର ଓଡିଶାରେ ବର୍ଷାର ପରିମାଣ ହ୍ରାସ ପାଇଥିବା ବେଳେ ଭାରତ ପାଣିପାଗ ବିଭାଗ (ଆଇଏମଡି) ଆସନ୍ତା ୩ ଦିନ ମଧ୍ୟରେ ଅନେକ ଜିଲ୍ଲା ପାଇଁ ବଜ୍ରପାତ ହେବା ଆଶଙ୍କା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ଅଗଷ୍ଟ ୨୮…
‘ଚନ୍ଦ୍ରକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କର, ଶିବଶକ୍ତି ପଏଣ୍ଟକୁ ରାଜଧାନୀ କର’: ସ୍ବାମୀ ଚକ୍ରପାଣି…
ମୁମ୍ବାଇ: ଅଗଷ୍ଟ ୨୩ରେ, ଭାରତର ଚନ୍ଦ୍ରୟାନ -୩ ମିଶନ ଚନ୍ଦ୍ରର ସାଉଥ ପୋଲ ଉପରେ ସପ୍ଟ ଲ୍ୟାଣ୍ଡିଂ କରି ମହାକାଶରେ ଇତିହାସ ସୃଷ୍ଟି କଲା। ଯାହା ପରେ ସମଗ୍ର ଦେଶରେ ଉତ୍ସବ ପାଳନ କରିବାର ପରିବେଶ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଘୋଷଣା କରିଥିଲେ ଯେ ଚନ୍ଦ୍ରୟାନ…
୫ ଗିରଫ, କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଓ ମାରଣାସ୍ତ୍ର ଜବତ
ଭୁବନେଶ୍ୱର: ଭୁବନେଶ୍ୱର ନନ୍ଦନ ବିହାର ଡକାୟତି ଘଟଣାରେ ୫ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ। ସେମାନଙ୍କ ନିକଟରୁ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଓ ମାରଣାସ୍ତ୍ର ଜବତ କରାଥିବା ସହ ସୁନା ଅଳଙ୍କାର ମଧ୍ୟ ଜବତ ହେବା ନେଇ ଡିସିପି ପ୍ରତୀକ ସିଂ ପ୍ରେସ ମିଟରେ…
୨୦୨୪ ପରେ ରାହୁଲ ହେବେ ପ୍ରଧାନମନ୍ତ୍ରୀ: କଂଗ୍ରେସ ନେତା
ନୂଆଦିଲ୍ଲୀ: ଲୋକ ସଭା ନିର୍ବାଚନ ୨୦୨୪କୁ ଆଉ ବର୍ଷକରୁ ବି କମ ସମୟ ବାକି ରହିଛି। ଏହାରି ଭିତରେ ପ୍ରାୟ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତିରେ ଲାଗି ପଡିଲେଣି। ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିବାକୁ ୨୬ ବିରୋଧୀ ଦଳ ‘ଇଣ୍ଡିଆ’ ନାମରେ ମେଣ୍ଟ କରି…