ଇସ୍ରୋ ବୈଜ୍ଞାନିକଙ୍କୁ ସମ୍ମାନ ଜଣାଇ ଚନ୍ଦ୍ରଯାନ-୩ ରାକ୍ଷୀ ପ୍ରସ୍ତୁତ କଲେ ଜୟପୁରର ହସ୍ତଶିଳ୍ପୀ…

ଜୟପୁର: ଆଉ ଦିନକ ପରେ ରାକ୍ଷୀ ପୂର୍ଣ୍ଣିମା  ।  ଭାଈ ହାତରେ ସ୍ନେହର ଡୋରୀ ବାନ୍ଧିବ ଭଉଣୀ  । ଏଥିପାଇଁ ସହରର ବିଭିନ୍ନ ରାକ୍ଷୀ ମାର୍କେଟରେ ଲୋକଙ୍କର ଅସମ୍ଭାଳ ଭିଡ ପରିଲକ୍ଷିତ ହେଉଛି । ବଜାରରେ ବିଭିନ୍ନ ରକମର ରାକ୍ଷୀ ଉପଲବ୍ଧ ଥିବାବେଳେ ଚଳିତବର୍ଷ…

ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଲେ ନୀରଜ ଚୋପ୍ରା…

ଭାରତୀୟ କ୍ରୀଡାରେ ଯୋଡି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ୱାର୍ଲଡ ଆଥଲେଟିକ୍ସ ଚାମ୍ପିଅନସିପର ୪୦ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଭାରତକୁ ମିଳିଛି ସ୍ୱର୍ଣ୍ଣ ପଦକ। ଆଉ ଦେଶ ପାଇଁ ଏହି ଗୋଲ୍ଡ ମେଡାଲ ଜିତିଛନ୍ତି ଗୋଲଡେନ୍ ବୟ ନୀରଜ ଚୋପ୍ରା। ପାକିସ୍ତାନ…

ପ୍ରିୟାପ୍ରୀତୀ ତୋଷଣ ବିବାଦରେ କୋରୁକୋଣ୍ଡା ବ୍ଲକ୍ କର୍ତ୍ତୃପକ୍ଷ..!

ମାଲକାନଗିରି/କୋରୁକୋଣ୍ଡା:(୨୮/୦୮) କଥାରେ ଅଛି, "ନଈ କେ ବାଙ୍କ୍ ଦେଶ କେ ଫାଙ୍କ୍" । ତେବେ ଗୋଟିଏ ଜିଲ୍ଲା ଅନ୍ତର୍ଗତ ପ୍ରାୟ ସମସ୍ତ ବ୍ଲକ୍ ରେ ଗୋଟିଏ ପ୍ରକାରର ଟେଣ୍ଡର ବିଜ୍ଞପ୍ତି ପରନ୍ତୁ ସମସାମୟିକ କୋରୁକୋଣ୍ଡା ଭଳି ଏକ ବ୍ଲକ୍ ରେ କିଛି ସ୍ୱତନ୍ତ୍ର ଧରଣର ଟେଣ୍ଡର ବିଜ୍ଞପ୍ତି

ଚନ୍ଦ୍ରାୟନ ଅଭିଯାନ ଭାରତକୁ ଗର୍ବିତ କରିଛି

ଫୋକସ ଓଡିଶା ମାସିକ ଆଲୋଚନା ଚକ୍ରଭୁବନେଶ୍ୱର: ଚନ୍ଦ୍ରାୟନ ଅଭିଯାନ ଭାରତ ବର୍ଷକୁ ଗର୍ବିତ କରିବା ସହ ଅନ୍ତର୍ଜାତୀୟ କ୍ଷେତ୍ରରେ ରେ ଏକ ପ୍ରମୁଖ ମହାକାଶ ଶକ୍ତି ଭାବେ ଆମ ଦେଶ ଉଭା ହୋଇଛି ଯାହାର ଲାଭ ନିକଟ ଭଭିଷ୍ୟାତ ରେ ଆମ ପାଇବା ବୋଲି ବିଜ୍ଞାନ ବିଶାରଦ ପ୍ରଫେସର ମାୟାଧର ସ୍ୱାଇଁ ପ୍ରକାଶ

ବରିଷ୍ଠ ନାଗରିକ ସୁରକ୍ଷା ଆଇନ ସମ୍ବନ୍ଧୀୟ ଆଲୋଚନାଚକ୍ର

ଫୁଲବାଣୀ : ଫୁଲବାଣୀ ସହରର ସ୍ଥାନୀୟ ଦେବ କଲ୍ୟାଣ ମଣ୍ଡପ ଠାରେ ଅଧିବକ୍ତା ପରିଷଦ କନ୍ଧମାଳ ଶାଖା ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ କମଳା କାନ୍ତ ପାଣ୍ଡେ, ଡଃ ଅନନ୍ତ ଚରଣ ମିଶ୍ର, ଓକିଲ ସଂଘର ସଭାପତି ଆଇନଜିବୀ ଭଗବାନ ମହାନ୍ତି,ସମାଲୋଚକ ତଥା ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ

ଷଷ୍ଠ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣା…କ୍ଷତିପୂରଣ ଓ ନ୍ୟାୟ ଦାବିରେ ରାଜପଥ ଅବରୋଧ: ପ୍ରତିଶୃତି ପରେ ହଟିଲା

ବାଲିଗୁଡ଼ା:: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାଟାଗୁଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା । ନ୍ୟାୟ ଦାବିରେ ସ୍କୁଲ୍ ସମ୍ମୁଖ ୫୯ ନଂ ଜାତୀୟ ରାଜପଥ ଅବରୋଧ କଲେ ଉତ୍ୟକ୍ତ ଲୋକେ । ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦାୟୀତ୍ବ ହୀନତା ଯୋଗୁଁ ଏଭଳି

ନିଖିଳ ଭାରତ ବଙ୍ଗାଳି ସମନ୍ୱୟ ସମିତିର ବିଶାଳ ସାଧାରଣ ସଭା

ଉମରକୋଟ : ନିଖିଳ ଭାରତ ବାଙ୍ଗାଲି ସମନ୍ୱୟ ସମିତିର ଉମରକୋଟ ଦ୍ୱାରା ବିଶାଳ ସାଧାରଣ ସଭା ୟୁ, ଭି,ନଂ-୫୨, ମିକ୍ସ ଫାର୍ମ, କାଳିବାଡି, ଠାରେ ୨୭ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି | ସୂଚନାପ୍ରକାରେ ନିଖିଳ ଭାରତ ବାଙ୍ଗାଲି ସମନ୍ୱୟ ସମିତି ଉପଦେଷ୍ଟା ଶ୍ରୀ ତପନ ପାଳ, ଏବଂ ସଭାପତି ଶ୍ରୀ

ଟାଙ୍କିରୁ ଅନବରତ ଗଳୁଛି ପାଣି, ଗାଁ ଲୋକେ ଆତଙ୍କିତ

ହିଞ୍ଜିଳିକାଟୁ ୨୭/୮ ଗ୍ରାମାଞ୍ଚଳର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ସରକାର ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି। ହିଞ୍ଜିଳିକାଟୁ ପ୍ରୟୋଗଶାଳା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଥିପାଇଁ ବିଭିନ୍ନ ଯୋଜନାରେ ଆସୁଛି କୋଟି କୋଟି ଟଙ୍କା।ଫଳରେ ଦୁର୍ନୀତି ର ଗନ୍ତାଘର ପାଲଟିଛି

କନ୍ଧମାଳ ଜିଲା ସ୍ବର୍ଣ୍ଣଶିଳ୍ପୀ ମହାସଂଘ ବୈଠକ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ବର୍ଣ୍ଣ ରୌପ୍ୟ ଶିଳ୍ପୀ ମହାସଂଘର ଏକ ବୈଠକ ସ୍ଥାନୀୟ ନାରାୟଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହେବା ସହିତ ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇ ଯାଇଛି । ଏଥ‌ିରେ ସଭାପତି ଭାବେ ପ୍ରଶାନ୍ତ କୁମାର ମହାପାତ୍ର ନିର୍ବାଚିତ ହୋଇଥ‌ିବା ବେଳେ ସଂପାଦକ ଭାବେ ମାନସ

ବ୍ରହ୍ମପୁର ଏସପିଙ୍କୁ ବିଜେପି ପକ୍ଷରୁ ଅଭିଯୋଗ ପତ୍ର

ବ୍ରହ୍ମପୁର (୨୭/୮) : ଆଜି ଦିଗପହଣ୍ଡି ଠାରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ମହନ୍ତ ଚିନ୍ମୟଦାସ ମହାରାଜଙ୍କ ସମେତ ‌ମିଟୁ ଦୋରା,ଶଙ୍କର ପ୍ରଧାନ ଏବଂ ଅନ୍ୟାନ୍ୟ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ବିଜେଡ଼ି ଗୁଣ୍ଡା ମାନଙ୍କ ଆକ୍ରମଣ ପ୍ରତିବାଦରେ ଆଜି ଅପରାହ୍ନ ସମୟରେ ବ୍ରହ୍ମପୁର