Sign in
Sign in
Recover your password.
A password will be e-mailed to you.
କନ୍ଧମାଳ ରେ ଜାତୀୟ କ୍ରୀଡ଼ା ଦିବସ ପାଳିତ…
ଫୁଲବାଣୀ : ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଟିକାବାଲି ବ୍ଲକ୍ ର ଗୁଟିଙ୍ଗିଆ ପଂଚାୟତର ଗୁଟିଙ୍ଗିଆ ଠାରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ବାଣୀ ଶ୍ରୀ ଯୁବକ ସଂଘ ଗୁଟିଙ୍ଗିଆ ତରଫରୁ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୂଖ୍ୟ ଅତିଥି ଭାବରେ ଗୁ!-->…
ଅଳଙ୍କାର ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ ସହ ଗୁଳିମାଡ଼ଭୟ କରି ଲୁଟିନେଲେ ଅଳଙ୍କାର ଭର୍ତ୍ତି ବ୍ୟାଗ୍…
ଅଞ୍ଚଳବାସୀ ଓ ବ୍ୟବସାୟୀ ଙ୍କୁ ସୁରକ୍ଷା ଦାବୀରେ ରାସ୍ତାରୋକ :ପ୍ରତିଶୃତି ପରେ ହଟିଲା ରାସ୍ତା ରୋକ....
ଫୁଲବାଣୀ ମହାବିଦ୍ୟାଳୟ ଭିତ୍ତିଭୂମି କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ମିଳିତ ନାଗରିକ କମିଟି ପକ୍ଷରୁ ଜିଲାପାଳଙ୍କ ସହ…
ଫୁଲବାଣୀ :ଜିଲ୍ଲାରେ ଉଚ୍ଚଶିକ୍ଷାକୁ ବ୍ୟବସ୍ଥିତ କରିବାକୁ ନଭେମ୍ବରରେ ନାକ ଟିମ କନ୍ଧମାଳ ଗସ୍ତରେ ଆସୁଥିବାରୁ ମହାବିଦ୍ୟାଳୟର ଭିତ୍ତିଭୂମି ନିର୍ମାଣ ତ୍ୱରାନ୍ୱିତ କରିବାକୁ ମିଳିତ ନାଗରିକ କମିଟି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ମଙ୍ଗଳବାର ସଂନ୍ଧ୍ୟାରେ ଜିଲ୍ଲାପାଳଙ୍କ ସହ ଆଲୋଚନା!-->!-->!-->…
ବି.ଏସ୍.ଏଫ. ପକ୍ଷରୁ କୁମ୍ବି ସମୟରେ ମାଓ ସାମଗ୍ରୀ ଜବତ…
ମାଲକାନଗିରି,୨୯/୦୮ ମାଲକାନଗିରି ସେକ୍ଟର ବି.ଏସ୍.ଏଫ୍.ର ୧୪୨ ବଟାଲିୟନ ଜବାନ ମାନଙ୍କ ଦ୍ୱାରା ମାଓ ସାମଗ୍ରୀ ଜବତ କରା ଯାଇଛିା ତଥ୍ୟ ମୁତାବକ ଆନ୍ଧ୍ର ଓଡିଶା ସୀମାନ୍ତ ଗୋମ୍ପାକୋଣ୍ଡା ସଂରକ୍ଷିତ ଜଙ୍ଗଲରେ ୧୪୨ ବିଏସଏଫ ବାଟାଲିୟନ ଆଜି କୁମ୍ବିଂ ଅପରେସନ କରୁଥିବା ସମୟରେ ମାଓବାଦୀଙ୍କ!-->!-->!-->…
ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟରେ ଜାତୀୟ କ୍ରୀଡ଼ା ଦିବସ ପାଳିତ…
ସୁନ୍ଦରଗଡ - ୨୯/୦୮/୨୩ ଆଜି ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ, ସୁନ୍ଦରଗଡ଼ରେ ଜାତୀୟ ଖେଳ ଦିବସ ଆୟୋଜିତ ହୋଇ ଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମେଜର ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଦୀପ ପ୍ରଜ୍ବଳନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର!-->…
କନ୍ଧମାଳରେ ସ୍ଥାପନ ହେଲା ‘କନ୍ଧମାଳ ଛାତ୍ର ଯୁବ ପରିଷଦ’
ଫୁଲବାଣୀ : ଫୁଲବାଣୀ ସ୍ଥିତ ସାମ୍ବାଦିକ ଭବନ ଠାରେ କନ୍ଧମାଳ ଛାତ୍ର ଯୁବ ପରିଷଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l କନ୍ଧମାଳ ଜିଲ୍ଲାରେ ଏକ ନୂତନ ସଂଗଠନ ସ୍ଥାପନା ହେଲା ଯାହା 'କନ୍ଧମାଳ ଛାତ୍ର, ଯୁବ ପରିଷଦ' ନାମରେ ନାମିତ କରାଯାଇଛି l କନ୍ଧମାଳ ଜିଲ୍ଲାର!-->!-->!-->…
ମାଲକାନଗିରି ବ୍ଲକରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଆୟୋଜିତ…
ମାଲକାନଗିରି : ଓଡ଼ିଶା କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଓ ଜିଲ୍ଲା ପ୍ରଶାସନଙ୍କ ମିଳିତ ଆନୁକୁଲ୍ୟରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଆୟୋଜନ କରାଯାଇଛି। ଏହି ଶିବିରରେ ମୁଖ୍ୟ ଅତିଥି!-->!-->!-->!-->!-->…
ଜାତୀୟ କ୍ରୀଡ଼ା ଦିବସ ପାଳନ କଲା ସୁନ୍ଦରଗଡ ଜିଲ୍ଲା କ୍ରୀଡ଼ା ସଂସଦ…
ସ୍ବର୍ଗତ ବିଭୂତି ଭୂଷଣ ବହିଦାରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ...
କଞ୍ଚୁରୁ ରେ ଜାତୀୟ କ୍ରୀଡା ଦିବସ ପାଳିତ….
ହିଞ୍ଜିଳିକାଟୁ ୨୯/୮ ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଞ୍ଚୁରୁ ରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ସୁଜିତ୍ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମେଜର୍ ଧ୍ୟାନଚାନ୍ଦଙ୍କ ଫଟୋଚିତ୍ର ରେ!-->…
ବ୍ୟବହାର ପୂର୍ବରୁ ପଦାରେ ପଡ଼ିଲା ୧କୋଟି ୩୦ଲକ୍ଷ ଟଙ୍କା : ଓଭରହେଡରୁ ଗଳୁଛି ପାଣି଼…
ନିମ୍ନ ମାନର କାମ ହୋଇଛି: ସରପଂଚ...