ଜାତୀୟ ସ୍ମାର୍ଟ ସିଟି ପୁରସ୍କାର: ପୁଣି ବାଜି ମାରିଲା ଇନ୍ଦୋର

ନୂଆଦିଲ୍ଲୀ: “ଜାତୀୟ ସ୍ମାର୍ଟ ସିଟି ପୁରସ୍କାର” ଶ୍ରେଣୀରେ ଶୁକ୍ରବାର ଇନ୍ଦୋର ଶ୍ରେଷ୍ଠ ବାଜି ମାରିଛି। ଏହାପରେ ସୁରଟ ଏବଂ ଆଗ୍ରା ରହିଛି। କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଶୁକ୍ରବାର ଦିନ ୨୦୨୨ ପାଇଁ ଇଣ୍ଡିଆ ସ୍ମାର୍ଟ ସିଟି ପୁରସ୍କାର ଘୋଷଣା କରିଛି। ସେପ୍ଟେମ୍ବର ୨୭ ରେ…

ପ୍ରତିବର୍ଷ ଅଗଷ୍ଟ ୨୩ରେ ପାଳିତ ହେବ ଜାତୀୟ ମହାକାଶ ଦିବସ…

ନୂଆଦିଲ୍ଲୀ : ବିଦେଶରୁ ଫେରି ସିଧାସଳଖ ବେଙ୍ଗାଲୁରୁ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳ ପ୍ରାୟ  ୭ଟା ୧୫ ମିନିଟରେ ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱାର୍କ ପରିଦର୍ଶନ କରିଛନ୍ତି। ବେଙ୍ଗାଳୁରୁ ସ୍ଥିତ…

ଗଞ୍ଜାମ ଗସ୍ତ ପରେ ଗତକାଲି ଗଜପତିରେ ପହଞ୍ଚିଛନ୍ତି 5T ସଚିବ

ଗଜପତି : ଗଜପତି ଜିଲ୍ଳାପାଳଙ୍କ ସହ ଫାଇଭ ଟି ସଚିବଙ୍କ ସମୀକ୍ଷା ବୈଠକ । ଜିଲ୍ଲାପାଳଙ୍କ ସଭାଗୃହରେ ବିଭିନ୍ନ ଯୋଜନାର କାର୍ଯ୍ୟକାରୀ ଯୋଜନା ଉପରେ ସମୀକ୍ଷା କରିଛନ୍ତି ଫାଇଭ ଟି ସଚିବ ଭିକେ ପାଣ୍ଡିଆନ୍ ।…

ଜଳିଗଲା ଟ୍ରେନ୍‌: ୯ ମୃତ, ୨୦ ଗୁରୁତର…

ମଦୁରାଇ : ତାମିଲନାଡ଼ୁର ମଦୁରାଇ ଷ୍ଟେସନ ନିକଟରେ ଆଜି ଭୋର ସମୟରେ ଏକ ଟ୍ରେନ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟି ୯ ଯାତ୍ରୀଙ୍କ ମୃତ୍ୟୁହୋଇଥିବାବେଳେ ୨୦ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, କିଛି ଯାତ୍ରୀ ଟ୍ରେନ୍‌ରେ ଅବୈଧ ଭାବେ ଗ୍ୟାସ୍‌ ସିଲିଣ୍ଡର ନେଇ ଯାଉଥିବା ବେଳେ ତାହା ଫାଟି…

ଝାରସୁଗୁଡା ଓ ଲାଇକେରାରେ ଦୁଇଟି ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ ସେଣ୍ଟର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନସ ଜରିଆରେ ଝାରସୁଗୁଡା ଓ ଲାଇକେରାରେ ଦୁଇଟି ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ ସେଣ୍ଟର ଉଦ୍‌ଘାଟନ କରିଛନ୍ତି। କରପୋରେଟ୍ ସଂସ୍ଥା ବେଦାନ୍ତ ସଂସ୍ଥା ସହଯୋଗରେ ଏହି ଦୁଇଟି କେନ୍ଦ୍ର ପ୍ରତିଷ୍ଠା…

୩୮ ଶୃଙ୍ଖଳାରେ ଭାରତରୁ ପ୍ରତିନିଧିତ୍ବ କରିବେ ୬୩୪ ଖେଳାଳି…

ନୂଆଦିଲ୍ଲୀ: ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ା ଆସନ୍ତା ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଆୟୋଜିତ ହେବ। ଏଥିରେ ଭାରତରୁ ମୋଟ ୬୩୪ଜଣ କ୍ରୀଡ଼ାବିତ୍‌ ୩୮ ଗୋଟି କ୍ରୀଡ଼ା ଶୃଙ୍ଖଳାରେ ଅଂଶଗ୍ରହଣ କରିବେ। ଏସୀୟ କ୍ରୀଡ଼ା ଲାଗି ଭାରତୀୟ ଅଲିମ୍ପିକ୍‌ସ ସଂଘ ପକ୍ଷରୁ ୮୫୦ଜଣ ଖେଳାଳିଙ୍କ ନାମ…

ଟାଟା ପାୱାର ଅଧିକାରୀ ଗିରଫ, ଡୁପ୍ଲିକେଟ୍ ବିଲ୍‌ ଦେଇ ହଡ଼ପ କରିଛନ୍ତି ୧୫ ଲକ୍ଷ ଟଙ୍କା…

ବାଲେଶ୍ୱର: ବାଲେଶ୍ୱର ସଦର ଥାନା ସାରଗାଁରେ ଟାଟା ପାୱାରରେ ସେକ୍‌ସନ କମର୍ସିଆଲ ଅଫିସର ଭାବେ କାର୍ଯ୍ୟ କରୁଥିବା ଅରୁଣ କୁମାର ଜେନାଙ୍କୁ ପୁଲିସ ଗିରଫ କରିଛି। ସେ ଡୁପ୍ଲିକେଟ୍ ବିଲ୍ ଦେଇ ଗ୍ରାହକଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଆଦାୟ କରି ହଡ଼ପ କରିଥିବା ଅଭିଯୋଗ…

ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଏଲିଙ୍ଗୱର୍ଥ, ରୁଚିରା ଅମ୍ପାୟାର…

ମୁମ୍ବାଇ: ଏସିଆ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଆସନ୍ତା ସେପ୍ଟେମ୍ବର ୨ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌କୁ ଅମ୍ପାୟାର ଭାବେ ଇଂଲଣ୍ଡର ରିଚାର୍ଡ ଏଲିଙ୍ଗୱର୍ଥ ଓ ଶ୍ରୀଲଙ୍କାର ରୁଚିରା ପାଲିୟାଗୁରୁ ପରିଚାଳନା କରିବେ। ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ…

ସିନ୍ଧ୍ରିମାଳଠାରେ ମିଶନ ଲାଇଫ ଓ କିଶାନ ସମ୍ମାନ ନିଧି ଯୋଜନା ସମ୍ପର୍କିତ ସଚେତନତା ବୈଠକ ଅନୁଷ୍ଠିତ

ମାଲକାନଗିରି,୨୫।୮ ମାଲକାନଗିରି ବ୍ଲକ ଅନ୍ତର୍ଗତ ସିନ୍ଧ୍ରିମାଳ ପଂଚାୟତ କାର୍ଯ୍ୟାଳୟଠାରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ, କ୍ଷେତ୍ରିୟ କାର୍ଯ୍ୟାଳୟ ଜୟପୁର ପକ୍ଷରୁ ଆଜି ମିଶନ ଲାଇଫ ଓ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା

ବିଷାକ୍ତ ସାପ କାମୁଡ଼ାରେ ବୃଦ୍ଧା ମୃତ

ବେଲଗୁଣ୍ଠା : ବେଲଗୁଣ୍ଠା ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବରା ପଂଚାୟତ ମରାଇପାଟ ଗ୍ରାମର ହରି ଗୌଡ଼ଙ୍କ ସ୍ତ୍ରୀ ଶଶୀ ଗୌଡ଼ (65) ଏକ ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି I ସୂଚନା ପ୍ରକାରେ କିଛି ଦିନ ତଳେ ହରି ଗୌଡ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ