Sign in
Sign in
Recover your password.
A password will be e-mailed to you.
କଳାହାଣ୍ଡି ଧର୍ମଗଡରେ ସଶସ୍ତ୍ର ଡକାୟତି: ଡକାୟତ ଲୁଟିଲେ ୨୫ଭରି ସୁନା
ଧର୍ମଗଡ : କଳାହାଣ୍ଡି ଧର୍ମଗଡରେ ସଶସ୍ତ୍ର ଡକାୟତି । ଘର ଆଲମିରା ଭାଙ୍ଗି ଡକାୟତମାନେ ଲୁଟିଛନ୍ତି ୨୫ ଭରି ସୁନା ଅଳଙ୍କାର । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଓଲମା ଗାଁରେ । ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ ଧନଞ୍ଜୟ ସାହୁଙ୍କ ଘରେ…
ପୋଲିସ ଉପରେ ଆକ୍ରମଣ କରି ଅଭିଯୁକ୍ତକୁ ଛଡାଇ ନେଲେ ଦୁର୍ବୁତ୍ତ…
ସୋରୋ: ଵାଲେଶ୍ୱର ଜିଲ୍ଲା ସୋର ଥାନା ଅନନ୍ତପୁର ଫାଣ୍ଡି ପୋଲିସ ଘାଟ ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପୋଲିସ ଉପରେ ଆକ୍ରମଣ କରି ଅଭିଯୁକ୍ତଙ୍କୁ ଛଡ଼ାଇ ନେଇଛନ୍ତି ଦୁର୍ବୃତ୍ତ । ଅନନ୍ତପୁର ଫାଣ୍ଡି ପୋଲିସ ଜଣେ ଅଭିଯୁକ୍ତ ବଂଶୀଧର ମଲ୍ଲିକକୁ…
ବ୍ରହ୍ମପୁରରେ ପ୍ରଥମ ଥର ଜବତ ହେଲା ହେରୋଇନ : ଜଣେ ଗିରଫ…
ଜବତ ହେରୋଇନ ମୂଲ୍ୟ ହେବ ୩ ଲକ୍ଷ ୨୦ହଜାର
ବ୍ରହ୍ମପୁର (୨୦/୦୮) - ଦୀର୍ଘ ଦିନ ଧରି ବ୍ରହ୍ମପୁର ସହରରେ ହେରୋଇନ ବେଆଇନ କାରବାର ଚାଲିଥିବା ସୁରାକ ପାଇଥିଲା ଅବକାରୀ ବିଭାଗ। ଏହାର ତଦନ୍ତ କରି ବେଆଇନ କାରବାରର ଅଭିଯୁକ୍ତ ଉପରେ ନଜର ରଖାଯାଇଥିଲା । ପନ୍ଦର ଦିନ ରୁ ଅଧିକା ସମୟ ଧରି!-->!-->!-->!-->!-->…
ରାଜ୍ୟ କ୍ୟାବିନେଟରେ କୁଇ ଭାଷାକୁ ସମ୍ୱିଧାନର ୮ମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ ପ୍ରସ୍ତାବକୁ ସୁପାରିଶ ନେଇ…
ଫୁଲବାଣୀ : କୁଇ ଭାଷାକୁ ସମ୍ୱିଧାନର ୮ମ ଅନୁଚ୍ଛେଦ ରେ ଅନ୍ତର୍ଭୁକ୍ତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଦ୍ୱାରା ସୁପାରିଶ କରାଯାଇ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମଗ୍ର ଓଡ଼ିଶାର ସମେତ କନ୍ଧମାଳ ଜିଲ୍ଲାର ଜନପ୍ରତିନିଧି ପ୍ରମୁଖ ଏବଂ କୁଇ(କନ୍ଧ) ସମ୍ପ୍ରଦାୟର ବଭିନ୍ନ!-->…
ହୋମଗାର୍ଡ ସଂଘ ପକ୍ଷରୁ ସ୍ଵଛଭାରତ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ଏବଂ ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ଶାଖାର ସମସ୍ତ କର୍ମକର୍ତ୍ତାଙ୍କ ମିଳିତ ଆନୁକୁଲ୍ୟରେ ଦାରିଙ୍ଗବାଡ଼ି ଥାନା ପରିସରରେ ଏବଂ ମା ପାଟଖଣ୍ଡା ମନ୍ଦିର ପରିସରରେ ବୃକ୍ଷ ରୋପଣ ଓ ସ୍ବଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୃକ୍ଷ!-->…
ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ପାତ୍ରପୁର ବ୍ଲକର ଯୁବକ ଅଜିତ…
ପାତ୍ରପୁର : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ରାଜପୁର ଗ୍ରାମର ଯୁବକ ବିରଳ ରେକର୍ଡର ଅଧିକାରୀ ହୋଇ ନିଜ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଅଜିତ ମଲ୍ଲିକ।ତାଙ୍କ ନାମ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନିତ ହୋଇଛି। ମାସକ ମଧ୍ୟରେ ନିଜ ୟୁଟୁବ ଚ୍ୟାନେଲ "ଫିଜିକ୍ସ ଉଇଥ ଅଜିତ" ରେ ୫୪ଗୋଟି!-->…
ଏମକେଏସପିର ନୂତନ କର୍ମକର୍ତ୍ତା ଚୟନ
ଫୁଲବାଣୀ : 1961ମସିହା ଅକ୍ଟୋବର ଦୁଇ ତାରିଖର ଏକ ଶୁଭ ବେଳାରେ ଅବିଭକ୍ତ ବୌଦ୍ଧ ଓ କନ୍ଧମାଳ ଜିଲ୍ଳାରେ ଜନ୍ମ ନେଇଥିଲା ମୋହନଦାସ କରମଚାନ୍ଦ ସାଂସ୍କୃତିକ ଅନୁଷ୍ଠାନ। କନ୍ଧମାଳ ଜିଲ୍ଲାରେ ସାମାଜିକ, ସାଂସ୍କୃତିକ କାର୍ଯ୍ୟ ପରିଚାଳନା କରିବାରେ ଏହା ଏକ ପ୍ରମୁଖ ଅନୁଷ୍ଠାନ ।ସାହିତ୍ୟ,!-->…
ଟଙ୍କିକିଆ ଚାଉଳ ଏବଂ ମଧ୍ୟାହ୍ନଭୋଜନ ଚାଉଳ ବଜାରରେ ବିକ୍ରି.. ! କୁବେର ପାଲଟିଛନ୍ତି- ଅଧିକାରୀ ଓ ଠିକାଦାର…
ବ୍ରହ୍ମପୁର (୨୦-୮) : ଯୋଗାଣ ବିଭାଗ-ମିଲ ମାଲିକ-ଏଲ ଟୁ ଠିକାଦାର ଙ୍କ ମିଲି ଭଗତ ଯୋଗୁଁ ଗଞ୍ଜାମ ଜିଲ୍ଲାରେ ଲକ୍ଷ ଲକ୍ଷ ଟଙ୍କାର ଚାଉଳ ହରିଲୁଟ ହେଉଥିବା ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ସରକାର ଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲାରେ ଥିବା କେତେକ ବ୍ଲକ ଗୁଡିକରେ ଏଲ ଟୁ ଠିକାଦାର ମାନଙ୍କୁ!-->…
ମୋଟର ସାଇକେଲରୁ ଖସିପଡ଼ି ମହିଳା ମୃତ
ହିଞ୍ଜିଳିକାଟୁ (୨୦/୮) : ରବିବାର ସକାଳେ ହିଞ୍ଜିଳି ଥାନା ପୋଚିଲିମା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ମୋଟର ସାଇକେଲରୁ ଖସି ପଡି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକା ଜଣଙ୍କ ହେଲେ ପୋଚିଲିମାର ସୁଦେଷ୍ଣା ମୁନି (୬୫) । ପ୍ରକାଶ ଯେ, ରବିବାର ସକାଳେ ପୋଚିଲିମା ଗ୍ରାମର ରଞ୍ଜନ ମୁନି ଓ!-->…
ଘୋଡାହାଡ ନଦୀରେ କୁମ୍ଭୀର, ଭିଡିଓ ଭାଇରାଲ : ଅଞ୍ଚଳବାସୀ ଆତଙ୍କିତ
ହିଞ୍ଜିଳିକାଟୁ (୨୦/୮): ହିଞ୍ଜିଳିକାଟୁ ଘୋଡାହାଡ ନଦୀରେ କୁମ୍ଭୀର ଥିବା ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ଭାଇରାଲ ପରେ ଅଞ୍ଚଳର ଲୋକଙ୍କ ମନରେ ଛନକା ପଶିବା ସହ ଲୋକେ ସ୍ନାନ ଶୌଚ ପାଇଁ ସ୍ଥାନୀୟ ଘୋଡାହାଡ ନଦୀକୁ ଯିବାକୁ ଭୟ କରୁଥିବା ଜଣାପଡିଛି। ଘୋଡାହାଡ!-->…