Sign in
Sign in
Recover your password.
A password will be e-mailed to you.
ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା(ବନ୍ୟା) କମିଟି ବୈଠକ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ମହେଶ୍ଵର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା(ବନ୍ୟା) କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନବରଙ୍ଗପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ!-->…
ପୋଲିସ ଆଗରେ ଯୁବକଙ୍କୁ ପିଟି ପିଟି ମାରିଦେଲେ, ଯୁବତୀଙ୍କୁ ଅସଦାଚରଣ କରିଥିଲେ ରୋଡୋରୋମିଓ !
ପିପିଲି : ଯୁବକଙ୍କୁ ପିଟି ପିଟି ମାରିଦେଲେ ବାଲିଅନ୍ତା ଥାନା ଅଂଚଳରୁ । ଏପରି ଅଭିଯୋଗ ଆସିଛି । ଦିନ ଦ୍ବିପହରରେ ରାସ୍ତା ଉପରେ ଯୁବତୀଙ୍କୁ ଟଣା ଓଟରା ଘଟଣାକୁ ନେଇ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ । ଏଭଳି ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ବେଣୁପୁର!-->…
ମେ ୯ରେ ଟିପିଏସ୍ଓଡିଏଲ୍ ଉପଭୋକ୍ତାଙ୍କ ନିମନ୍ତେ ଲୋକ ଅଦାଲତ ଏବଂ ସ୍ୱତନ୍ତ୍ର ଶିବିର
ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍) ପକ୍ଷରୁ ଆସନ୍ତା ୯ ତାରିଖରେ ଦ୍ୱିତୀୟ ଜାତୀୟ ଲୋକ ଅଦାଲତ ଓ ପ୍ରବର୍ତ୍ତନ ସମାଧାନ ଶିବିର ଅନୁଷ୍ଠିତ ହେବ । ଉପଭୋକ୍ତାଙ୍କ ଦ୍ୱାରା ଅନଧିକୃତ ବିଦ୍ୟୁତ ବ୍ୟବହାର ତଥା ବିଦ୍ୟୁତ ଚୋରି ସମ୍ୱନ୍ଧୀୟ!-->…
ମହାପ୍ରଭୁଙ୍କ ଜମିର ହେବ ସେଟଲମେଣ୍ଟ, ଗଠନ ହେବ ବଡ଼ କର୍ପସ ଫଣ୍ଡ : ଆଇନ ମନ୍ତ୍ରୀ
ଭୁବନେଶ୍ୱର : ମହାପ୍ରଭୁଙ୍କ ଜମିର ହେବ ସେଟଲମେଣ୍ଟ । ରାଜ୍ୟ ଭିତରେ ଏବଂ ବାହାରେ ଥିବା ମହାପ୍ରଭୁଙ୍କ ଜମିକୁ ନିଜ ଅଧୀନକୁ ନେବେ ସରକାର । କିନ୍ତୁ ଲମ୍ବା ସମୟ ଧରି ଜଗନ୍ନାଥ ଜମିରେ ରହୁଥିବା ଲୋକଙ୍କୁ ଜମି ସେଟେଲମେଣ୍ଟରେ ଦିଆଯିବ । ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ!-->…
ବଙ୍ଗୋପସାଗରରେ ପୁଣି ବାତ୍ୟା ଭୟ, ଏକାସାଙ୍ଗରେ ସୃଷ୍ଟି ହେବ ୨ଟି ଘୂର୍ଣ୍ଣିବଳୟ !
ଭୁବନେଶ୍ୱର : ବଙ୍ଗୋପସାଗରରେ ପୁଣି ବାତ୍ୟା ଭୟ ? ମେ ମଧ୍ୟଭାଗରେ ସୃଷ୍ଟି ହୋଇପାରେ ବଡ଼ ଲଘୁଚାପ ! ମାଡ଼ି ଆସୁଛି MJO ତରଙ୍ଗ ! ସମୁଦ୍ରରେ ଏକାସାଥିରେ ସୃଷ୍ଟି ହେବ ଦୁଇଟି ଘୂର୍ଣ୍ଣିବଳୟ ? ବଙ୍ଗୋପସାଗରରେ ଏକ ବଡ଼ ଧରଣର!-->…
ଚଳନ୍ତା ଟ୍ରକରେ ଲାଗିଗଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
କାମାକ୍ଷାନଗର: ରାସ୍ତାରେ ଚାଲୁଥିଲା ବେଳେ ଟ୍ରକରେ ଲାଗିଗଲା ନିଆଁ । କାମାକ୍ଷାନଗର ଥାନା ୫୩ ନମ୍ବର ଜାତୀୟ ରାଜପଥର ବଡ଼ସୁଆଁଳ ନିକଟରେ ରାସ୍ତାରେ ଚାଲୁଥିଲା ବେଳେ ଦଶଚକିଆ ଟ୍ରକରେ ଲାଗିଗଲା ନିଆଁ । ଘଟଣାସ୍ଥଳରେ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ!-->…
ବନ୍ଧା ହେଲା ନକଲି ପୋଲିସ, ପରିଚୟପତ୍ର ଜବତ କରି ପଚରା ଉଚରା ଜାରି
ଭୁବନେଶ୍ବର: ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ । ରାଜଧାନୀ ଭୁବନେଶ୍ୱରରେ ନିଜକୁ ପୋଲିସ ଏସଆଇ କହି ଲୋକଙ୍କୁ ଡରାଇବା ସହ ଧମକାଉଥିଲା । ଏବେ ତାକୁ ଧରିଛି କମିଶନରେଟ୍ ପୋଲିସ । ଗିରଫ ଯୁବକ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଅଭିଷେକ ମିଶ୍ର । ଆଧାରକାର୍ଡ ଓ ପରିଚୟପତ୍ର ଜବତ କରି ପଚରା!-->…
ଭାଲୁ ଆକ୍ରମଣରେ ମହିଳା ଗୁରୁତର
ଉଦଳା: ମହିଳାଙ୍କ ଆଖି ତାଡ଼ିଦେଲା ଭାଲୁ । ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଞ୍ଚଳ କୁଶଳଦା ଗାଁରେ ଅଭାବନୀୟ ଘଟଣା ଘଟିଛି । ଗୁରୁତର ମହିଳା ହେଲେ ଦମୟନ୍ତୀ ବାରିକ । ତାଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି । ଦମୟନ୍ତୀ ରାସ୍ତାରେ ଠିଆ ହୋଇଥିବାବେଳେ ଅଚାନକ!-->…
ପରୀକ୍ଷା ଭଲ ନବାରୁ ଜୀବନ ହାରିଲେ ନିଟ୍ ପରୀକ୍ଷାର୍ଥୀ
ଭଦ୍ରକ: ନିଟ ପରୀକ୍ଷାରେ ଭଲ ପଦର୍ଶନ କରି ନ ଥିବା ଜାଣି ଫ୍ୟାନରେ ଝୁଲିପଡିଲେ ଛାତ୍ର । ମୃତ ଛାତ୍ର ହେଉଛନ୍ତି ଜ୍ୟୋତି ପ୍ରକାଶ ବାରିକ । ତିହିଡି ଥାନା ଅଧିନସ୍ଥ ନୁନ୍ଦର ଗ୍ରାମର ଛାତ୍ରଙ୍କ ଘର । ବାପ ଚା ଦୋକାନ କୁ ମାଆ ଯାଇଥିବା ବେଳେ ଘରେ କେହି ନ ଥିବାର ସୁଯୋଗ ନେଇ ଭଦ୍ରକ ସ୍ଥିତି!-->…
ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ବିନିକା: ହତ୍ୟା ନା ଜୀବନହାରିବା । ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଗୁଲୁଣ୍ଡା ସିଲାଟି ରାସ୍ତା ର ଏକ ବରଗଛ ଡାଳରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ତେବେ ଉଭୟଙ୍କ ପରିଚୟ ମିଳିପାରିନାହିଁ । ଗଛ ମୂଳରେ!-->…