Sign in
Sign in
Recover your password.
A password will be e-mailed to you.
ଖଇରମାଲ ଗାଁରେ ବ୍ୟାପୁଛି ଜଣ୍ଡିସ୍, ଚାଲିଛି ନମୁନା ସଂଗ୍ରହ
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ୍ ଅନ୍ତର୍ଗତ ଖଇରମାଲ ଗାଁରେ ଜଣ୍ଡିସ ବ୍ୟାପିଥିବା ସୂଚନା ମିଳିଛି। ଗତ ୨ ଦିନ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଏବଂ ଖାଦ୍ୟ ନିରୀକ୍ଷକ ଗାଁରେ ନମୁନା ସଂଗ୍ରହ କରିଥିଲେ। ସଂଗ୍ରହ ହୋଇଥିବା ପ୍ରାୟ ୧୭ ଟି ନମୁନା ମଧ୍ୟରୁ ୯ ଜଣ!-->…
ବିଶିଷ୍ଟ ଶିକ୍ଷାବିତ୍ ବନମାଳୀ ଆଚାର୍ଯ୍ୟଙ୍କ ପରଲୋକ
ନୟାଗଡ଼ (ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଗ୍ରାମର ବିଶିଷ୍ଠ ଶିକ୍ଷାବିତ୍ ତଥା ବହୁପୁରାତନ ଭକ୍ତ ଚରଣ କ୍ଳବ ର ଉପଦେଷ୍ଟା ବନମାଳୀ ଆଚାର୍ଯ୍ୟଙ୍କ ୮୬(ବର୍ଷ) ବୟସରେ ବୁଧବାର ଦିନ ନିଜ ବାସଭବନରେ ବିୟୋଗ ହୋଇଯାଇଅଛି । ସ୍ବର୍ଗତ ବନମାଳୀ ଆଚାର୍ଯ୍ୟ ହୃଦ୍!-->…
ହିଞ୍ଜିଳି ଖରିଡା ଗ୍ରାମରେ ଗର୍ଭବତୀ ମହିଳା ହତ୍ୟା ଘଟଣା : ୩ ବର୍ଷର ଅସହାୟ ଶିଶୁକୁ ବିଜେଡିର ଆର୍ଥିକ ସହାୟତା
ଭୁବନେଶ୍ୱର : ହିଞ୍ଜିଳିର ଖରିଡା ଗ୍ରାମରେ ଗର୍ଭବତୀ ମହିଳା ହତ୍ୟା ଘଟଣାରେ ଜୀବିତ ୩ ବର୍ଷର ଶିଶୁଙ୍କୁ ବିଜୁ ଜନତା ଦଳ ତରଫରୁ ମାନ୍ୟବର ବିରୋଧୀ ଦଳର ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ଶିଶୁ ରହୁଥିବା ବ୍ରହ୍ମପୁର ସ୍ଥିତ ଉକ୍ରଳ ବାଳାଶ୍ରମ ଗସ୍ତ!-->…
ଘର ପଛ ପଟୁ ଯୁବକଙ୍କ ମୃତଦେହ ଉଦ୍ଧାର , ହତ୍ୟା ସନ୍ଦେହ
ଜଳେଶ୍ବର : ଘର ପଛ ପଟୁ ଯୁବକଙ୍କ ମୃତଦେହ ଉଦ୍ଧାର । ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ କୁଣ୍ତୁଳୀ ଗାଁର ଯୁବକ ସୁରେଶ ମଲ୍ଲିକଙ୍କ ସନ୍ଦେହଜନକ ମୃତ୍ଯୁ । ତେବେ ମୃତ୍ଯୁର କାରଣ ଅସ୍ପଷ୍ଟ ଥିବା ବେଳେ ଗ୍ରାମବାସୀ ଏହା ଏକ ହତ୍ଯାକାଣ୍ତ ବୋଲି ଅଭିଯୋଗ କରିଛନ୍ତି!-->…
ଚୌଦ୍ୱାର ଜେଲ ଅଧିକ୍ଷକଙ୍କୁ ହାଇକୋର୍ଟଙ୍କ କଡ଼ା ଚେତାବନୀ: ତଦନ୍ତରେ ସହଯୋଗ ନକଲେ ପ୍ରତ୍ୟାହୃତ ହେବ ଅନ୍ତରୀଣ ସୁରକ୍ଷା
କଟକ (୬/୫): ଚୌଦ୍ୱାର ସର୍କଲ ଜେଲ ଅଧିକ୍ଷକଙ୍କୁ ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ଏକ ବଡ଼ ଝଟକା ଲାଗିଛି। ପୋଲିସ ତଦନ୍ତରେ ଆବଶ୍ୟକ ସହଯୋଗ ନକଲେ ଏବଂ ପ୍ରାସଙ୍ଗିକ ଦସ୍ତାବେଜ ଯୋଗାଇ ନଦେଲେ, ପୂର୍ବରୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ସୁରକ୍ଷାକୁ ପ୍ରତ୍ୟାହାର କରି ନିଆଯିବ ବୋଲି!-->!-->!-->…
ଆଜିଠୁ ହ୍ରାସ ପାଇବ କାଳବୈଶାଖୀ ପ୍ରଭାବ, ସାରା ରାଜ୍ୟକୁ ବଜ୍ରପାତ ସତର୍କତା
ଭୁବନେଶ୍ବର: ଘୂର୍ଣ୍ଣିବଳୟ ଏବଂ ନିମ୍ନଚାପରେଖା ସକ୍ରିୟ ଥିଲେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଥାଏ, କିନ୍ତୁ ବର୍ତ୍ତମାନ ରାଜ୍ୟ ଉପରେ କୌଣସି ଘୂର୍ଣ୍ଣିବଳୟ କି ନିମ୍ନଚାପରେଖା ସକ୍ରିୟ ନାହିଁ। କିନ୍ତୁ ବଙ୍ଗୋପସାଗରରୁ ରାଜ୍ୟ ମଧ୍ୟକୁ ଜଳୀୟବାଷ୍ପ ବାୟୁ ପ୍ରବେଶ କରୁଛି। ଏହାର ପ୍ରଭାବରେ!-->…
ନୟାଗଡ଼ ରେଳଷ୍ଟେସନରେ ଦୁଇଦିନ ହେଲା ନାହିଁ ଲିଙ୍କ : ଯାତ୍ରୀ ହନ୍ତସନ୍ତ
ନୟାଗଡ଼: ନୟାଗଡ଼ ଜିଲ୍ଲାର ମୁଖ୍ୟ ରେଳ ଷ୍ଟେସନରେ ଦୁଇ ଦିନ ଧରି ଲିଙ୍କ ନଥିବାରୁ ଯାତ୍ରୀ ମାନେ ଦୂର ସ୍ଥାନକୁ ଯିବାପାଇଁ ନାନା ହନ୍ତସନ୍ତ ହେଉଛନ୍ତି । ଯାତ୍ରୀମାନେ ଟିକେଟ କାଟିବା, ଟ୍ରେନର ଗତିବିଧି ବିଷୟରେ ଜାଣିବା ପାଇଁ ଦୁଇଦିନ ହେବ ହଇରାଣ ହେଉଛନ୍ତି । ୦୬.୦୫.୨୬ ( ବୁଧବାର) ଠାରୁ!-->…
ସିସିଟିଭିରେ ରଙ୍ଗ ମାରି ଏଟିଏମ୍ ଲୁଟ
ଉଦଳା: ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିଲେ । ନୂଆ ଫଣ୍ଡାରେ ଏଟିଏମ୍ ଲୁଟ । ସିସିଟିଭି ନଜରରୁ ବର୍ତ୍ତିବାକୁ ସିସିଟିଭିରେ ଲାଲ ରଙ୍ଗର ସ୍ପ୍ରେ ମାରି ଲୁଟ କରିଛନ୍ତି ଲୁଟେରା । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଥାନା ଠାରୁ ମାତ୍ର ୩ଶହ ମିଟର ଦୂର ବଙ୍ଗଳା ଛକରେ । ଏଠାରେ!-->…
ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଦେଓଗାଁ ଗ୍ରାମବାସୀଙ୍କ ଅହୋରାତ୍ର ଧାରଣା
ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଅନ୍ତର୍ଗତ ରଙ୍ଗଣୀପାଟଣା ଠାରୁ ସୁନାମୁହିଁ ପର୍ଯ୍ୟନ୍ତ ପୂର୍ତ୍ତବିଭାଗ ରାସ୍ତା ଦେଓଗାଁ ଠାରୁ ଦୀର୍ଘ ୨୪ ବର୍ଷ ଧରି ଅଟକି ରହିଛି।ବାରମ୍ବାର ରାସ୍ତା ପାଇଁ ଜାଗା ଚିହ୍ନଟ କରି ଓଡ଼ଗାଁ ତହସିଲଦାର ନୟାଗଡ଼ ପୂର୍ତ୍ତବିଭାଗଙ୍କ ପାଖକୁ ରାସ୍ତା ନିର୍ମାଣ!-->…
ସେକ୍ସ ରାକେଟ ଠାବ : ଦଲାଲ ଅଟକ, ୨ ଯୁବତୀ ଉଦ୍ଧାର
ଅନୁଗୁଳ : ଅନୁଗୁଳ ସହରରେ ସେକ୍ସ ରାକେଟ ଠାବ । ଦଲାଲ ଅଟକ, ଦୁଇ ଯୁବତୀ ଉଦ୍ଧାର । ଅନୁଗୁଳ ସହରର ତାମ୍ରିତ୍ କଲୋନୀ ଅଞ୍ଚଳରେ ଚାଲୁଥିବା ଏକ ସେକ୍ସ ରାକେଟ ଉପରେ ଅନୁଗୁଳ ଥାନା ପୁଲିସ ଚଢ଼ାଉ କରିଛି । ଚଢ଼ାଉ ବେଳେ ଦୁଇ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ୬୭ ବର୍ଷୀୟ ବ୍ୟକ୍ତିଙ୍କୁ!-->…