ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୩ରୁ ୩୭କୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଅନୁମୋଦିତ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ବଢ଼ିବେ ବିଚାରପତି । କେନ୍ଦ୍ର କ୍ୟାବିନେଟର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସୁପ୍ରିମକୋର୍ଟର କ୍ଷମତା ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ପ୍ରଧାନ ବିଚାରପତିଙ୍କୁ ବାଦ ଦେଇ ବିଚାରପତିଙ୍କ ସଂଖ୍ୟା ୩୩ରୁ ୩୭କୁ ବୃଦ୍ଧି

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମକୁ ଫେରିଲା ୭୭.୨ ଏକର ସଂପତ୍ତି

ପିପିଲି : ପିପିଲି ତହସିଲ ଅଞ୍ଚଳରେ ଥିବା ୭୭.୨ ଏକର ଜଗନ୍ନାଥ ସଂପତ୍ତି ଏବେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମକୁ ଫେରିଛି। ପୂର୍ବରୁ ଏହି ସଂପତ୍ତି ବିଭିନ୍ନ ବ୍ୟକ୍ତିଙ୍କ ମାର୍ଫତଦାରରେ ରହିଥିଲା। ଏବେ ପିପିଲି ତହସିଲ ପକ୍ଷରୁ ରେକର୍ଡ ସଂଶୋଧନ କରାଯାଇ ଏହାକୁ ଶ୍ରୀ ଜଗନ୍ନାଥ ମହାପ୍ରଭୁ ବିଜେ

ନବରଙ୍ଗପୁର ସହରରେ ତୈଳ ସଙ୍କଟ, ସମସ୍ୟା ଭୋଗୁଛନ୍ତି ଗାଡ଼ି ଚାଳକ

ନବରଙ୍ଗପୁର: ନବରଙ୍ଗପୁର ସହରରେ ତୈଳ ସଙ୍କଟ । ୬ଟି ଟାଙ୍କିରୁ ବନ୍ଦ ହେଲାଣି ୪ ଟାଙ୍କି । ବାକି ଦୁଇଟି ଟାଙ୍କିରୁ ମିଳୁଛି ସୀମିତ ତେଲ। ପ୍ରଥମେ ରନ୍ଧନ ଗ୍ୟାସ ଏବେ ପେଟ୍ରୋଲ ଡିଜେଲର ସମସ୍ୟା ନବରଙ୍ଗପୁର ସହରବାସୀଙ୍କ ନିଦ ହଜାଇଦେଇଛି। ଗତକାଲି ସନ୍ଧ୍ୟାରୁ ନବରଙ୍ଗପୁର ସହରରେ ଥିବା

ମହୁ ସଂଗ୍ରହ ପାଇଁ ଯାଇ ପଥର ସନ୍ଧିରେ ଫସିଲା ନାବାଳକ, ୮ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ନୟାଗଡ଼: ପଥର ଖୋଲରେ ଫସିଥିବା ନାବାଳକ ଉଦ୍ଧାର । ଦୀର୍ଘ ୮ ଘଣ୍ଟାର ପରିଶ୍ରମ ପରେ ନାବାଳକକୁ ସୁରକ୍ଷିତ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ । କାଣିପଦା ଜଙ୍ଗଲ ପଥର ଖୋଲରେ ଫସିଥିଲା ନାବାଳକ । ସୂଚନାଯୋଗ୍ୟ, ଆଜି ସକାଳୁ ମହୁ ସଂଗ୍ରହ ପାଇଁ ନାବାଳକ ଜଣକ ଓଡ଼ଗାଁ ବାଉଁଶଗାଡ଼ିଆ

ପ୍ରେମିକ ଘର ଆଗରେ ଗର୍ଭବତୀ ପ୍ରେମିକାକୁ ହତ୍ୟା ଘଟଣା: ପୋଲିସର ନିଷ୍କ୍ରିୟତା ନେଇ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ହିଞ୍ଜିଳି: ହିଞ୍ଜିଳିରେ ବୀଭତ୍ସ ହତ୍ୟାକାଣ୍ଡ ନେଇ ମୋହନଙ୍କୁ ଚିଠି ଲେଖିଲେ ନବୀନ । ପୋଲିସର ନିଷ୍କ୍ରିୟତା ଉପରେ ଉଠାଇଲେ ପ୍ରଶ୍ନ। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଖରିଡ଼ା ଗ୍ରାମରେ ଘଟିଥିବା ଗର୍ଭବତୀ ମହିଳାଙ୍କ ବୀଭତ୍ସ ହତ୍ୟାକାଣ୍ଡକୁ ନେଇ ଗଭୀର ଉଦବେଗ ପ୍ରକାଶ

ବିବାହ ଭୋଜିରେ ନିଜ ଦଳର କର୍ମୀଙ୍କୁ ଗୋଇଠା ମାରିଲେ ନେତା

ଭୁବନେଶ୍ୱର : ବିବାହ ଭୋଜିରେ ନେତାଙ୍କ ଠିଆ ଗୋଇଠା । କର୍ମୀଙ୍କୁ ଗୋଇଠା ମାରି ତଡ଼ିଲେ । ସିସିଟିଭି ସାମ୍ନାକୁ ଆସିବା ପରେ ଅଡୁଆରେ ଉତ୍ତର ଭୁବନେଶ୍ୱରର ଜଳନ୍ଧର ସୁବୁଦ୍ଧି । ଏନେଇ ଜଳନ୍ଧରଙ୍କ ନାଁରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି ଆକ୍ରମଣର ଶିକାର ସର୍ବେଶ୍ୱର ପୃଷ୍ଟି।

ମାନବିକତା ଦେଖାଇଲେ ରାଇଘର ବ୍ଲକ ଅଧ୍ୟକ୍ଷା : ବୋଲେରୋ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ତୁରନ୍ତ ଉଦ୍ଧାର କରି ପଠାଇଲେ…

ଉମରକୋଟ/ରାଇଘର (୬/୫): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ବୋଲେରୋ ଧକ୍କାରେ ଜଣେ ବାଇକ୍ ଆରୋହୀ ଗୁରୁତର ହୋଇଥିବା ବେଳେ ତାଙ୍କର ଦୁଇ କୁନି ଝିଅ ଅଳ୍ପକେ ରକ୍ଷା ପାଇଛନ୍ତି। ଏହି ସଙ୍କଟ ସମୟରେ ରାଇଘର ବ୍ଲକ ଅଧ୍ୟକ୍ଷା ଦିନେଶ୍ବରୀ ଗଣ୍ଡ ମାନବିକତା

ପୁରୁଣାକଟକ ଥାନା ପରିସରରେ ପୋଲିସ-ଗ୍ରାମବାସୀ ହାତାହାତି, ଜଣେ ପୋଲିସ କର୍ମଚାରୀ ସମେତ ୬ରୁ ଊର୍ଦ୍ଧ୍ବ ଆହତ

ବୌଦ୍ଧ: ରଣକ୍ଷେତ୍ର ପାଲଟିଲା ଥାନା ପରିସର । ପୋଲିସ ଓ ଉତ୍ୟକ୍ତ ଲୋକ ହାତାହାତି । ମାରପିଟରେ ୬ରୁ ଅଧିକ ଯୁବକ ଏବଂ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ପରିସରରେ ଉତ୍ତେଜନା । ଘଟଣାସ୍ଥଳରେ ପୋଲିସ ଛାଉଣୀ ହୋଇଥିବା ବେଳେ ବର୍ତ୍ତମାନ

ଚିଲିକାରେ ବିନା ଲାଇଫ ଜ୍ୟାକେଟରେ ଡଙ୍ଗା ଚଳାଚଳ ନିଷିଦ୍ଧ

ବ୍ରହ୍ମଗିରି : ଚିଲିକାରେ କଡ଼ା ସୁରକ୍ଷା ନିୟମ । ବିନା ଲାଇଫ ଜ୍ୟାକେଟରେ ଡଙ୍ଗା ଚଳାଚଳ ନିଷିଦ୍ଧ। ମଧ୍ୟପ୍ରଦେଶରେ କ୍ରୁଜ ବୁଡ଼ି ଘଟଣା ପରେ ସମଗ୍ର ଚିଲିକାରେ ଲାଗିଛି କଟକଣା । ବିନା ଲାଇଫ ଜ୍ୟାକେଟରେ ଡ଼ଙ୍ଗା ନେବାକୁ ମନାକରାଯାଇଛି କିନ୍ତୁ କେହି ନିୟମ ମାନୁନାହାନ୍ତି । ଚିଲିକାରେ

ଜନଗଣନା କାର୍ଯ୍ୟରେ ନିୟୋଜିତ ହେବେ ଘରୋଇ ସ୍କୁଲ ଶିକ୍ଷକ, ବାଧା ଦେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଜନଗଣନା ପାଇଁ ସରକାରଙ୍କ ୱାର୍ଣ୍ଣିଂ । ଜନଗଣନା ଡ୍ୟୁଟି କରିବେ ଘରୋଇ ସ୍କୁଲ ଶିକ୍ଷକ । ମନା କଲେ ହେବ କାର୍ଯ୍ୟାନୁଷ୍ଠାନ। ଓଡ଼ିଶାରେ ଚାଲିଥିବା ଜନଗଣନା-୨୦୨୭ କାର୍ଯ୍ୟକୁ ନେଇ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି କେବଳ ସରକାରୀ ନୁହେଁ ବରଂ