୧୦ଦଫା ଦାବି ନେଇ ଷ୍ଟିଅରିଂ ଛାଡ ଆନ୍ଦଳନକୁ ଅହ୍ଲାଇଲେ ଆନ୍ଧ୍ର ଓଡିଶା ସୀମାର ଡ୍ରାଇଭର

ରାୟଗଡା : ୧୦ ଦଫା ଦାବି ନେଇ ସାରା ଓଡିଶାର ଡ୍ରାଇଭର ଭାଇ ମାନେ ଷ୍ଟିଅରିଂ ଛାଡ ଆନ୍ଦଳନ କରୁଛନ୍ତି । ରାୟଗଡା ଆନ୍ଧ୍ର ସୀମାରେ ଥିବା ଡ୍ରାଇଭର ମାନେ ମନୋଜ ସାହୁ ଙ୍କ ନେତୃତ୍ବରେ ଆଜି କେରଡା ଠାରେ ଜରୁରି ସେବା କୁ ଛାଡି ଦେଲେ ଚକ ଅଖ ବନ୍ଦକରି କୈଣସି ଗାଡିକୁ ଛାଡିନଥିଲେ। ଯେଉଁ

ସାମ୍ବାଦିକଙ୍କ ମାତୃ ବିୟୋଗ

ବ୍ରହ୍ମପୁର : ବରିଷ୍ଠ ସାମ୍ବାଦିକ ତଥା ସକାଳର ସହ ସମ୍ପାଦକ ସୁଜିତ କୁମାର ଦାସଙ୍କ ମାତା ପଦ୍ମନଗର ନିବାସୀ ଇନ୍ଦିରା ଦାସଙ୍କ ଆଜି ନିଜ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ସୁଜିତ୍, ସୁରଜିତ ପ୍ରମୁଖ ଦୁଇ ପୁଅଙ୍କ ସମେତ

ପୋଲିସ ଉପରକୁ ବୋମା ମାଡ଼ ହୋଇଥିବା ଅଭିଯୋଗ

ବ୍ରହ୍ମପୁର : ପୋଲିସ - ଦୁବୃର୍ତ୍ତ ମୁହାଁମୁହିଁ, ପୋଲିସ ଉପରକୁ ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଛି | ଏଭଳି ଘଟଣା ଘଟିଛି ବଡବଜାର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରର ଅଞ୍ଚଳରେ। ଗତକାଲି ରାତିରେ ବଡବଜାର ଥାନା ଲକ୍ଷ୍ମୀ ନୃସିଂହ ସାହି 12ନମ୍ବର ଲାଇନ୍ ଜୈନିକ ଯୁବକ ଉପରେ ହୋଇଥିବା

ବିଶ୍ବ ଖାଉଟି ଅଧିକାର ଦିବସ-୨୦୨୩ ପାଳିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ପ୍ରଶାସନ, ଜିଲ୍ଲା ବୈଧ ମାପ-ଓଜନ ବିଭାଗ ଏବଂ ସ୍ଵେଚ୍ଛାସେବୀ ସଂଗଠନ ’କଲ୍ୟାଣୀ’ ର ମିଳିତ ଆନୁକୂଲ୍ୟରେ ଫୁଲବାଣୀ ସ୍ଥିତ ଏ.ଜେ.ଓ. ଉଚ୍ଚ ବିଦ୍ୟାଳୟ ହଷ୍ଟେଲ ପରିସର ମଧ୍ୟରେ ବିଶ୍ବ ଖାଉଟି ଅଧିକାର ଦିବସ-୨୦୨୩ ଆଜି ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ

ମା ବୁଢ଼ୀ ଠାକୁରାଣୀ କାହାର ଦେବୀ..! ଓଡ଼ିଆର ନା ତେଲୁଗୁ ର..? ଚିଠାକୁ ନେଇ ଅନେକ ପ୍ରଶ୍ନ…!

ବ୍ରହ୍ମପୁର : ଓଡ଼ିଆ ଭାଷା ଆନ୍ଦୋଳନ ଓ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଗଞ୍ଜାମ ଜିଲ୍ଲାର ଭୂମିକା ସ୍ମରଣୀୟ ଶଶି ଭୂଷଣ ରଥ ଦୀନବନ୍ଧୁ ବେହେରା ଙ୍କ ପାଇଁ ଓଡ଼ିଆ ଭାଷା ଆନ୍ଦୋଳନ ଓଡ଼ିଶା ର ସ୍ୱର ହୋଇଥିଲା ଓ ଉତ୍କଳ ସମ୍ମିଳନୀ ମାଧ୍ୟମରେ ସ୍ୱର ଉଠିଥିଲା ଓଡ଼ିଶା ଭାଷା ଭିତ୍ତିକ

ତ୍ରିରାଷ୍ଟ୍ରୀୟ ଫୁଟ୍‌ବଲ୍‌ ଲାଗି ସମ୍ଭାବ୍ୟ ଭାରତୀୟ ଦଳ ଘୋଷିତ

କୋଲ୍‌କାତା, ୧୪/୩: ଇମ୍ଫାଲରେ ଚଳିତ ମାସ ୨୨ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁଥିବା ତ୍ରିରାଷ୍ଟ୍ରୀୟ ଫୁଟ୍‌ବଲ୍‌ ପ୍ରତିଯୋଗିତା ଲାଗି ‌ମଙ୍ଗଳବାର ୨୩ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ଏମାନଙ୍କ ସହ ୧୧ ସଂରକ୍ଷିତ ଖେଳାଳି ନାମ ମଧ୍ୟ ଘୋଷଣା କରାଯାଇଛି। ଏହି ସମସ୍ତ

ଗିରଫ ନୁହେଁ, ମୋତେ ମାରିବାକୁ ଷଡ଼ଯନ୍ତ୍ର ହୋଇଥିଲା : ଇମ୍ରାନ

ଲାହୋର : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ) ନେତା ଇମ୍ରାନ ଖାଁଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ପାକିସ୍ତାନର ରାଜନୀତି ସରଗରମ ହୋଇଉଠିଛି । ଏହା ମଧ୍ୟରେ ଇମ୍ରାନ ଏକ ବଡ଼ ଅଭିଯୋଗ ଆଣିଛନ୍ତି । ବୁଧବାରଦିନ ଇମ୍ରାନ ଅଭିଯୋଗ

ଲଣ୍ଡନରେ ଦେଇଥିବା ମନ୍ତବ୍ୟକୁ ନେଇ ସଂସଦରେ ହଙ୍ଗାମା ଚାଲିଥିବା ବେଳେ ଭାରତ ଫେରିଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଭାରତରେ ପହଞ୍ଚିଛନ୍ତି। ‘ଭାରତ ଯୋଡୋ’ ଯାତ୍ରାପରେ ସେ ଲଣ୍ଡନ ଚାଲିଯାଇଥିଲେ। ରାହୁଲ ଗାନ୍ଧୀ ଲଣ୍ଡନରେ ଭାରତୀୟ ‘ଗଣତନ୍ତ୍ର’ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ବିବାଦଘେରକୁ ଆସିଥିଲେ। କଂଗ୍ରେସ ନେତା ରାହୁଲଙ୍କୁ ଘେରିବା ପାଇଁ

ମୁମ୍ବାଇ ଆପାର୍ଟମେଣ୍ଟରେ ନିଆଁ ; ୧୦ ଆହତ, ୮୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଗଲା

ମୁମ୍ବାଇ : ମୁମ୍ବାଇର ମୁଲଣ୍ଡଠାରେ ଥିବା ଏକ ଆପାର୍ଟମେଣ୍ଟରେ ନିଆଁ ଲାଗିବାରୁ ୧୦ ଜଣ ଆହତ ହୋଇଛନ୍ତି ଓ ୮୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଆହତମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ହୋଇଥିବାବେଳେ ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।ମିଳିଥିବା ସୂଚନା ଅନୁସାରେ ମୁଲଣ୍ଡର

ଉଦ୍ଧବଙ୍କୁ ଆଉ ଏକ ଝଟକା: ସିନ୍ଦେଙ୍କ ସହ ହାତ ମିଳାଇବେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ଦୀପକ ସାୱନ୍ତ

ମୁମ୍ବାଇ: ଶିବସେନାର ନାଁ ଏବଂ ଦଳୀୟ ଚିହ୍ନ ହରାଇବା ପରେ ଏବେ ପୁଣି ଥରେ ଉଦ୍ଧବ ଠାକରେଙ୍କୁ ଝଟକା ଲାଗିଛି। ଏକନାଥ ସିନ୍ଦେ କ୍ଷମତା ଛଡ଼ାଇନେବା ପରେ ଏବେ ଉଦ୍ଧବଙ୍କଠାରୁ ତାଙ୍କ ସମର୍ଥକ ମଧ୍ୟ ଦୂରେଇ ଯାଉଥିବା ଦେଖାଯାଇଛି। ଅତୀତରେ ଉଦ୍ଧବଙ୍କ ସମର୍ଥକ ସିନ୍ଦେଙ୍କ ସହ ହାତ ମିଳାଇଥିବା