ଗଗନଯାନ ମିଶନ ତାରିଖରେ ପରିବର୍ତ୍ତନ, ୨୦୨୪ ଶେଷ ସୁଦ୍ଧା ମହାକାଶକୁ ପଠାଯିବ

ନୂଆଦିଲ୍ଲୀ : ମାନବଯୁକ୍ତ ପ୍ରଥମ ଗଗନଯାନ ମିଶନର ତାରିଖରେ ପରିବର୍ତ୍ତନ କରାଯାଇଛି । ଏବେ ଏହାକୁ ୨୦୨୪ ଶେଷ ସୁଦ୍ଧା ମହାକାଶକୁ ପଠାଯିବ । ପୂର୍ବେ ୨୦୨୨ ଶେଷ ସୁଦ୍ଧା ହିଁ ଏହି ମିଶନକୁ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଥିଲେ ବି କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ଏଥିରେ ବିଳମ୍ବ

ଶିବସେନା ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ବଡ଼ ମନ୍ତବ୍ୟ: ‘ରାଜ୍ୟପାଳ ଅଜ୍ଞ ହୋଇପାରିବେ ନାହିଁ…’

ନୂଆଦିଲ୍ଲୀ: ଶିବସେନା ବିଦ୍ରୋହ ମାମଲାର ଶୁଣାଣି କରି ସୁପ୍ରିମ୍‌କୋର୍ଟ ଆଜି କହିଛନ୍ତି ଯେ ଜଣେ ରାଜ୍ୟପାଳ ସତର୍କତାର ସହ କ୍ଷମତା ପ୍ରୟୋଗ କରିବା ଉଚିତ ଏବଂ ଆସ୍ଥା ଭୋଟ ଆହ୍ଵାନ କଲେ ସରକାର ଭାଙ୍ଗିପାରେ ବୋଲି ସଚେତନ ରହିବା ଆବଶ୍ୟକ। କେବଳ ଶାସକ ଦଳ ମଧ୍ୟରେ ମତଭେଦ ଆଧାରରେ ଆସ୍ଥା ଭୋଟ

ପୁଲିସ୍‌ ଉପରକୁ ବୋମା ମାଡ଼…

ବ୍ରହ୍ମପୁର: ପୁଲିସ୍‌ ଉପରକୁ ବୋମା ମାଡ଼ ହୋଇଛି। ଆଜି ଏପରି ଚିତ୍ର ଆସିଛି ବ୍ରହ୍ମପୁରରୁ। ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବା ବେଳେ ହୋଇଛି ବୋମା ମାଡ଼। ଅଳ୍ପକେ ବର୍ତ୍ତିଲା ପୁଲିସ୍‌ କର୍ମଚାରୀଙ୍କ ଜୀବନ। ମଙ୍ଗଳବାର ଲକ୍ଷ୍ମୀନୃସିଂହ ସାହିରେ ଏକ ଘରକୁ ବୋମାମାଡ଼ ହୋଇଥିଲା। ଏହି

ଜିଲ୍ଲା ଶିକ୍ଷାଧିକାରୀଙ୍କ ଛତ୍ର ଛାୟାତଳେ ବଲସ୍କୁମ୍ପା ହାଇସ୍କୁଲର ଦୁର୍ନୀତି…

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ବଲସ୍କୁମ୍ପା (5 T ) ଅଧୀନରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ମେହେରଙ୍କ ଦୁର୍ନୀତିକୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ବଖାଣି ଥିଲେ ସ୍କୁଲ କମିଟି l ହେଲେ ଶିକ୍ଷାଧିକାରୀଙ୍କର ଛତ୍ର ଛାୟାତଳେ

କୁକୁର ପାଇଁ ବିବାଦରେ ପ୍ରଧାନମନ୍ତ୍ରୀ ଋଷି ସୁନକ

ନୂଆଦିଲ୍ଲୀ : ପୁଣିଥରେ ବିବାଦରେ ଫସିଛନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ। ନିଜର କୁକୁର ପାଇଁ ସେ ଆଇନଗତ ଜାଲରେ ପଡ଼ିଛନ୍ତି। ପୂର୍ବରୁ ସେ ଲକଡାଉନ ନିୟମ ଉଲ୍ଲଙ୍ଘନ କରିଥିଲେ। ସେହିପରି ସେ କାର୍‌ର ସିଟ୍‌ ବେଲ୍ଟ ପିନ୍ଧି ନଥିବାରୁ ଫାଇନ ଦେଇଥିଲେ। ହେଲେ ଏବେ ସେ ତାଙ୍କ କୁକୁର ପାଇଁ

ବିନା ୟୁନିଫର୍ମରେ ବିଦ୍ୟାଳୟକୁ ଯିବୁ: ପ୍ରାଥମିକ ଶିକ୍ଷକ ସଂଘ

ଭୁବନେଶ୍ବର: ତିନି ମାସ ସମୟ ନେଲେ ସରକାର। ହେଲେ ଦାବି ପୂରଣ କଲେନି। ତେଣୁ ପୁଣିଥରେ ରାଜ୍ୟ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି ପ୍ରାଥମିକ ଶିକ୍ଷକ। ଆଉ ଆଜି ଆନ୍ଦୋଳନକୁ ପୁଲିସ ଅନୁମତି ଦେଇନଥିବାବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏବଂ ମିଳିତ ପ୍ରାଥମିକ ଶିକ୍ଷକ ସଂଘ

୧୩ ଦଫା ଦାବି ନେଇ ରାଜରାସ୍ତାରେ ବସିଲେ ଆଶା କର୍ମୀ

ଭୁବନେଶ୍ୱର: ୧୩ ଦଫା ଦାବି ନେଇ ରାଜରାସ୍ତାରେ ବସିଲେ ଆଶା କର୍ମୀ। ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ଅଧୀନରେ ମା ଓ ଶିଶୁ ବିକାଶ ସହିତ ନିରାପଦ ମାତୃତ୍ଵ ପାଇଁ କାମ କରି ଆସୁଥିବା ଆଶା କର୍ମୀମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି | ଆଶାକର୍ମୀମାନେ ଦାବି କରିଛନ୍ତି ଯେ ମାସିକ

ଆଦାନି ବିରୋଧୀ ରାଲିର ବାଟ ଓଗାଳିଲା ପୁଲିସ୍‌, ଆନ୍ଦୋଳନ ବନ୍ଦ କଲେ ୧୮ ଦଳର ସଦସ୍ୟ

ନୂଆଦିଲ୍ଲୀ : ଆଦାନି ଗ୍ରୁପ ବିରୋଧରେ ତଦନ୍ତ ଦାବି କରି ୧୮ଟି ବିରୋଧୀ ଦଳ ପକ୍ଷରୁ ଆଜି ଆରମ୍ଭ ହୋଇଥିବା ବିକ୍ଷୋଭ ଶୋଭାଯାତ୍ରାର ବାଟ ଓଗାଳିଛି ଦିଲ୍ଲୀ ପୁଲିସ। ଆଜି ମଧ୍ୟାହ୍ନରେ ୧୮ଟି ବିରୋଧୀ ଦଳର ସଦସ୍ୟ ଓ ସାଂସଦମାନେ ସଂସଦ ଭବନରୁ ଶୋଭାଯାତ୍ରା ଆରମ୍ଭ କରିଥିଲେ।ସେମାନେ ପ୍ରବର୍ତ୍ତନ

ଅନଲାଇନ ଗେମିଙ୍ଗ ଓ ବେଟିଂ ଆପର ନିର୍ଦ୍ଦେଶକଙ୍କୁ ଗିରଫ କଲା ଇଓଡବ୍ଲୁ

ଇଓଡବ୍ଲୁ ପଞ୍ଝାରେ ଜାଲ୍‌ କମ୍ପାନୀର ଜଣେ ନିର୍ଦ୍ଦେଶକ। ଅନଲାଇନ ଗେମିଙ୍ଗ ଓ ବେଟିଂ ଆପ 18football. Comକମ୍ପାନୀ ନିର୍ଦ୍ଦେଶକଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା। ଅନଲାଇନ୍‌ ବେଟିଂ ଓ ପୁଞ୍ଜି ଠକେଇ ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ଏଡୁଡାଡି ଇନଷ୍ଟିଚ୍ୟୁଟ ଅଫ୍‌ ଆଡଭାନ୍‌ସଡ

ଡ୍ରାଇଭରଙ୍କ ଦାବି ପାଇଁ ପରିବହନ ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି : ମନ୍ତ୍ରୀ

ଭୁବନେଶ୍ବର: ୧୦ ଦଫା ଦାବିରେ ଡ୍ରାଇଭର ଏକତା ମହାମଞ୍ଚ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ନେଇ ପ୍ରତିକ୍ରିୟା ରଖିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଓ ପରିବହନ ସଚିବ ଉଷା ପାଢୀ। ପରିବହନ ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଡ୍ରାଇଭର ସଂଘର ଦାବିଗୁଡ଼ିକୁ ଆଲୋଚନାକୁ