Sign in
Sign in
Recover your password.
A password will be e-mailed to you.
ତେଜସ୍ୱୀଙ୍କୁ ଗିରଫ କରିବ ନାହିଁ ବୋଲି ପ୍ରତିଶ୍ରୁତି ଦେଲା ସିବିଆଇ, ହାଜର ହେବାକୁ ପୁଣି ସମନ…
ପାଟନା : ଚାକିରି ପାଇଁ ଜମି ଦୁର୍ନୀତି ଘଟଣାରେ ୩ ଥର ସିବିଆଇ ସମନକୁ ଅଣଦେଖା କରିଥିବା ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ପୁଣି ଥରେ ଜେରା ପାଇଁ ଡାକିଛି ତଦନ୍ତକାରୀ ସଂସ୍ଥା। ତାଙ୍କୁ ମାର୍ଚ୍ଚ ୨୫ରୁ ପୂର୍ବରୁ ହାଜର ହେବାକୁ ଆଜି ସିବିଆଇ ସମନ କରିଛି। ଏଥିସହ ତାଙ୍କୁ ଚଳିତ!-->…
ଋଷିମାଳ ବାରୁଣୀମେଳା ନିମନ୍ତେ ବୈଠକ…
ଦାରିଙ୍ଗବାଡ଼ି, ୧୬/୦୩ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଶିଵ ମନ୍ଦିର ପରିସରରେ ସଂକ୍ରାନ୍ତି ଦିନ ଋଷିମାଳ ମହା ବାରୁଣୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମାସିକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ପ୍ରଦୀପ ପଣ୍ଡା ପୌରହିତ କରିଥିବା ବେଳେ କନ୍ଧମାଳ ଜିଲ୍ଲା!-->…
ଦାରିଙ୍ଗବାଡ଼ି ବଣିକସଂଘର ୩୫ତମ ବାର୍ଷିକ ଉତ୍ସବ ପାଳନ…
ଦାରିଙ୍ଗବାଡ଼ି,୧୬/୩ : ଦାରିଙ୍ଗବାଡ଼ି ବଣିକ ସଂଘର ୩୫ତମ ବାର୍ଷିକ ଉତ୍ସବ ମିଶ୍ର କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବଣିକ ସଂଘର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ରହିଥିଲେ । ଜିଲ୍ଲାର ବାଲିଗୁଡ଼ା, ଘୁ. ଉଦୟଗିରି, ରାଇକିଆ ଓ ଟିକାବାଲି ବଣିକ ସଂଘର କର୍ମକର୍ତ୍ତା ଅତିଥି ଭାବେ!-->…
ପୌରପାଳିକା କାର୍ଯ୍ୟାଳୟ ଘେରାଉ କଲେ ରଜକ କୁଳଵାସୀ
ହିଞ୍ଜିଳିକାଟୁ ୧୬।୩ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ward ନଂ ୧୮, ୨୦ ଓ ୨୧ ରେ ଥିବା ରଜକ କୁଳସମାଜ ଲୋକେ ନିଜ କୂଳ କୋଠଘର ନିର୍ମାଣ ଦାବିରେ ଗୁରୁବାର ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟାଳ଼ୟ ଘେରାଉ କରିଥିଲେ । ସୂଚନା ଅନୁଯାୟୀ ରଜକ କୁଳ ବାସୀ ପୂର୍ବପୁରୁଷଙ୍କ ଅମଳରୁ ଆଙ୍କୋରଡା!-->…
ଦ୍ବିତୀୟ ଦିନରେ ପହଞ୍ଚିଲା ଡ୍ରାଇଭର ମହାସଂଘର ଧର୍ମଘଟ…
ଅତ୍ୟାବଶ୍ୟକ ସାମଗ୍ରୀ ଚିନ୍ତାରେ ଖାଉଟି, ଯାତ୍ରୀ ହନ୍ତସନ୍ତବାଲିଗୁଡ଼ା : ଡ୍ରାଇଭର ଏକତା ମହାମଞ୍ଚ ଆନୁକୁଲ୍ୟରେ ମାର୍ଚ୍ଚ ୧୫ ତାରିଖରୁ ୧୦ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରଖିଛି ଓଡ଼ିଶା ଡ୍ରାଇଭର ମହାସଂଘ । ଗୁରୁବାର ଧର୍ମଘଟ!-->…
ଉମରକୋଟ ଡ୍ରାଇଭର ସଙ୍ଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନର ଦ୍ୱିତୀୟ ଦିବସ
ଉମରକୋଟ : ୧୦ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ସଙ୍ଘ ପକ୍ଷରୁ ଦୀର୍ଘ ୨ ବର୍ଷ ଧରି ଓଡ଼ିଶା ସରକାରଙ୍କୁ ଜଣାଇ ଆସୁଛନ୍ତି, କିନ୍ତୁ ସରକାର ଏମାନଙ୍କ ଦାବିକୁ କର୍ଣ୍ଣ ପାତ କରୁ ନାହାନ୍ତି | ପୂର୍ବରେ ସରକାର ସଂଘର ମୁଖ୍ୟ କର୍ମକର୍ତ୍ତା ମାନଙ୍କ ସାଙ୍ଗରେ ଆଲୋଚନା କରିଥିଲେ କିନ୍ତୁ ସୁଫଳ!-->…
ସମଗ୍ର ଜିଲ୍ଲାରେ ଆଉଟସୋର୍ସିଂ କାର୍ଯ୍ୟରତ କର୍ମଚାରୀଙ୍କ ଶାନ୍ତି ଶୃଙ୍ଖଳାର ସହ କଳାବ୍ୟାଚ ଧାରଣ…
ଫୁଲବାଣୀ : ବୁଧବାର ଠାରୁ କନ୍ଧମାଳ ଜିଲ୍ଲାରେ ବ୍ଲକ ଠାରୁ ଆରମ୍ଭ କରି ସଦର ମହକୁମା ଏବଂ ଜିଲ୍ଲା ସ୍ତରରେ ବିଭିନ୍ନ ଦପ୍ତରରେ ଆଉଟସୋର୍ସିଂ ମାଧ୍ୟମରେ କାର୍ଯ୍ୟରତ ଥିବା କର୍ମଚାରୀ ମାନେ ଶାନ୍ତି ଶୃଙ୍ଖଳାର ସହ କଳାବ୍ୟାଚ ଧାରଣ କରି ନିଜ ନିଜ ବିଭାଗରେ ସୁଚାରୁ ରୁପେ କାର୍ଯ୍ୟ ତୁଲାଇଛନ୍ତି!-->…
ଦଶ ଦଫା ପୂରଣ ନେଇ କନ୍ଧମାଳ ଡ୍ରାଇଭର ସଂଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ…
ଫୁଲବାଣୀ :- ଦଶଦଫା ଦାବୀ ପୂରଣ ନେଇ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆରମ୍ଭ ହୋଇଥିବା ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ ରାଜ୍ୟ ସମେତ କନ୍ଧମାଳ ଜିଲ୍ଲାରେ ଏହାର ପ୍ରଭାବ ଦେଖାଯାଇଛି। ଜିଲା ସଦର ମହକୁମା ଏଫସିଆଇ ଛକ ଓ ରୁଜାଙ୍ଗିଠାରେ ଜିଲ୍ଲା ଡ୍ରାଇଭର ସଂଘ ପକ୍ଷରୁ ଆନ୍ଦୋଳନ ଆରମ୍ଭ!-->!-->!-->…
ଉଦଯାପିତ ହେଲା ଅବିଭକ୍ତ କୋରାପୁଟ ଜିଲ୍ଲା ର ପ୍ରସିଦ୍ଧ ଅଗ୍ନି ଗାଙ୍ଗାମାଙ୍କ ଯାତ୍ରା…
କାଶୀପୁର : ଅଵିଭକ୍ତ କୋରାପୁଟ ଜିଲ୍ଲା ର ପ୍ରସିଦ୍ଧ ଯାତ୍ରା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ନିଲାବାଡି ଗ୍ରାମର ଅଧିଷ୍ଟାତ୍ରୀ ଦେବୀ ମାଁ ଅଗ୍ନି ଗାଙ୍ଗାମା ଠାକୁରାଣୀଙ୍କର ୯ଦିନ ଯାତ୍ରା ଗତକାଲି ଉଦଯାପିତ ହୋଇଯାଇଛି।ଗତ ମାର୍ଚ ୬ତାରିଖରୁ ଆରମ୍ଭ ହୋଇ ୧୪ ତାରିଖ ଦିନ ଶେଷ ହୋଇଯାଇଛି ।ଏବର୍ଷ!-->…
ନକ୍ସଲ ପ୍ରବଣ ଅଞ୍ଚଳରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ବିଏସଏଫ କ୍ୟାମ୍ପ ପରିଦର୍ଶନ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଗୋଛାପଡା ଅଞ୍ଚଳରେ ନୂତନ ଭାବେ ଅବସ୍ଥାପିତ ହେଇଥିବା ବିଏସଏଫ କ୍ୟାମ୍ପକୁ କିଛି ଉଚ୍ଚ ପଦସ୍ଥ ଅଧିକାରୀ କ୍ୟାମ୍ପ ପରିଦର୍ଶନ କରିବାକୁ ପହଞ୍ଚିଥିଲେ। ଡିଜି କମାଣ୍ଡ ଅନୁରାଗ ଗାର୍ଗ (ନୟା ରାୟପୁର) ଧନେଶ୍ଵର କୁମାର ଶର୍ମା (ଆଇଜି ଏଫଟିଆର ବିଏସଏଫ ଭୁବନେଶ୍ୱର),!-->…