Sign in
Sign in
Recover your password.
A password will be e-mailed to you.
୨ ହଜାର ଟଙ୍କିଆ ମାଳ ଓ ବର ବେଶରେ ଆସି ଆଦାନି ବିରୋଧୀ ଆନ୍ଦୋଳନରେ ସାମିଲ ହେଲେ
ନୂଆଦିଲ୍ଲୀ : ଆଦାନି-ହିଣ୍ଡେନବର୍ଗ ବିବାଦକୁ ନେଇ କଂଗ୍ରେସର ବିକ୍ଷୋଭ ଶୋଭଯାତ୍ରା ଜାରି ରହିଛି। ଆଜି କଂଗ୍ରେସ ଏହି ବିବାଦର ତଦନ୍ତ ପାଇଁ ଦାବି କରି ପୁଣିଥରେ ଦିଲ୍ଲୀରେ ଶୋଭାଯାତ୍ରା କରିଛି। ଏହି ସମୟରେ ଜଣେ ବ୍ୟକ୍ତି ବର ବେଶରେ ଆସିବା ସହ ୨ ହଜାର ଟଙ୍କିଆ ନୋଟର ମାଳ ପକାଇ ବିକ୍ଷୋଭରେ!-->…
ବିଏସ୍ ୟେଦ୍ୟୁରପ୍ପାଙ୍କୁ ଘେରିଗଲେ ବିଜେପି କର୍ମୀ, ବାଧ୍ୟ ହୋଇ ରାଲି ବାତିଲ କଲେ…
ବେଙ୍ଗାଲୁରୁ : ବିଜେପିର ବରିଷ୍ଠ ନେତା ତଥା କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପା ଆଜି ଗୋଟିଏ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ସେ ବିଜେପି ପାଇଁ ପ୍ରଚାର କରିବାକୁ ଯାଉଥିବା ବେଳେ ତାଙ୍କୁ ନିଜ ଦଳର କର୍ମୀ ଓ ନେତାମାନେ ବିରୋଧ କରିଛନ୍ତି। ବିଜେପିର!-->…
ପଶ୍ଚିମା-ଝଡ଼ ପ୍ରଭାବ: ୧୮ରେ କୁଆପଥର ବର୍ଷା
ଭୁବନେଶ୍ବର: ପଶ୍ଚିମା-ଝଡ଼ ପ୍ରଭାବରେ ରାଜ୍ୟରେ କେତେକ ଅଞ୍ଚଳରେ ମେଘୁଆ ପାଗ ଦେଖାଦେଇଛି। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏପରି ପାଗ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ୧୮ ତାରିଖରେ ଅଧିକ ସ୍ଥାନରେ ବର୍ଷା ହୋଇପାରେ। ସେହିଦିନ କେନ୍ଦୁଝର, ଯାଜପୁର, ଢେଙ୍କାନାଳ, କଟକ,!-->…
‘ସର୍ଭେ ଶୈଳୀ’ ପଛୁଆ ବର୍ଗଙ୍କ ପ୍ରତି ରାଜ୍ୟ ସରକାରଙ୍କ ଉପହାସ: ସୁରଥ ବିଶ୍ୱାଳ…
ଭୁବନେଶ୍ୱର,: “ଛାମୁ ଯାହା ଦେଲେ ହରଷେ, ପାଉ ପାଉ ଗଲା ବରଷେ; ବାଛି ବାଛି କରିଦେଲେ ପଡିଆ, ଶ୍ରାବଣ ମାସରେ ଭାଙ୍ଗେ ନଡିଆ; ଏମନ୍ତ ଭୂଇଁ, ଚାଗୁଣ୍ଡା ବୁଣିଲେ ଉଠଇ ନାହିଁ” ଭଳି ରାଜ୍ୟରେ ପଛୁଆ ବର୍ଗ ସର୍ଭେ ଏବଂ ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ମଧ୍ୟ ଅବିକଳ ସମାନ । ଦୀର୍ଘ!-->…
ଶିବଲିଙ୍ଗରେ ମେହବୁବା ମୁଫତିଙ୍କ ଜଳାଭିଷେକକୁ ନେଇ ବିବାଦ…
ଶ୍ରୀନଗର : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ପୁଞ୍ଚରେ ଥିବା ନବଗ୍ରହ ମନ୍ଦିରକୁ ଯିବା ସହ ଶିବଲିଙ୍ଗରେ ଜଳାଭିଷେକ କରିଛନ୍ତି। ତେବେ ତାଙ୍କର ଏପରି ମନ୍ଦିର ଗସ୍ତକୁ ବିରୋଧ କରିଛନ୍ତି ବିଜେପି ଓ ମୁସଲିମ ଧର୍ମଗୁରୁ। ବୁଧବାର ସେ ମନ୍ଦିର ଗସ୍ତ କରିଥିବା ବେଳେ!-->…
ବାଲେଶ୍ବରରେ ୧୦୦ ଡ୍ରାଇଭର ଗିରଫ…
ବାଲେଶ୍ୱର: ଡ୍ରାଇଭରମାନଙ୍କ ଆନ୍ଦୋଳନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି ପୁଲିସ | ଆନ୍ଦୋଳନ ନାଁରେ ରାସ୍ତା ଜାମ କରିଥିବା ଡ୍ରାଇଭରଙ୍କ ବିରୋଧରେ ଏବେ ବାଲେଶ୍ୱର ପୁଲିସ ଆକ୍ସନ ନେଇଛି। ବାଲେଶ୍ୱରର ଏନ୍ଏଚ୍-୧୬ର ନହରପାଟଣାଠାରେ ଡ୍ରାଇଭର ସଂଘର ଶହେରୁ ଅଧିକ ସଦସ୍ୟଙ୍କୁ!-->…
ଜିଲ୍ଲାପାଳ କାମ ଛାଡି ବେପାର କରିବାରେ ବ୍ୟସ୍ତ: ଜୟନାରାୟଣ
ଭୁବନେଶ୍ୱର: ବୁଧବାର ଦିନ ଶୂନ୍ୟକାଳରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର | ସେ କହିଛନ୍ତି ଯେ ପ୍ରତ୍ୟେକ ଜିନିଷ ପାଇଁ ସରକାରଙ୍କ ଏକ ନିର୍ଦ୍ଦିଷ୍ଟ ନୀତି ରହିବା ଆବଶ୍ୟକ । ଟ୍ରାନ୍ସଫର ଏବଂ ପୋଷ୍ଟିଂ ପାଇଁ ଗୋଟେ ନିୟମ ରହିଛି । ଗୋଟେ ବିଭାଗ କି!-->…
ମାଟ୍ରିକ ପରୀକ୍ଷାରେ ଅନିୟମିତତା ପରେ କାର୍ଯ୍ୟାନୁଷ୍ଠାନ: ଦୁଇ ପ୍ରଧାନ ଶିକ୍ଷକ ନିଲମ୍ବିତ
କଟକ: ମାଟ୍ରିକ ପରୀକ୍ଷାରେ ଅନିୟମିତତା ନେଇ କାର୍ଯ୍ୟାନୁଷ୍ଠାନ । ଦୁଇ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କଲେ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶକ । ସେମାନେ ହେଲେ ନରସିଂହପୁର ଯୋଡୁମ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ସ୍ୱାଇଁ ଓ କଳାହାଣ୍ଡି ଦୟାନିଧି ହାଇସ୍କୁଲ ପ୍ରଧାନ ଶିକ୍ଷକ!-->…
ଡ୍ରାଇଭର ଆନ୍ଦୋଳନର ପ୍ରଭାବ: ଶେଷ ହୋଇପାରେ ପେଟ୍ରୋଲ ଓ ଡିଜେଲ୍
ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ଡ୍ରାଇଭରମାନଙ୍କ ଆନ୍ଦୋଳନର ପ୍ରଭାବ ପେଟ୍ରୋଲ ପମ୍ପଗୁଡ଼ିକ ଉପରେ ପଡ଼ିଛି। ଆସନ୍ତାକାଲି ରାଜ୍ୟରେ ଗଚ୍ଛିତ ଥିବା ପେଟ୍ରୋଲ ଓ ଡିଜେଲ୍ ଶେଷ ହୋଇଯିବ ବୋଲି ଉତ୍କଳ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନର ସାଧାରଣ ସଂପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି।
ସେ!-->!-->!-->…
ଭୁବନେଶ୍ୱର ତମାଣ୍ଡୋରେ ଦୁଇ ଡ୍ରାଇଭର ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା…
ଭୁବନେଶ୍ବର: ରାସ୍ତାରେ ଅଟକିଛି ଶହଶହ ସଂଖ୍ୟାରେ ଗାଡ଼ି । ଆଗକୁ ଗଡ଼େଇ ପାରୁନାହାନ୍ତି ଡ୍ରାଇଭର । ବିଭିନ୍ନ ସ୍ଥାନରେ ଦୀର୍ଘ ସମୟ ଧରି ରାସ୍ତା ଜାମ୍ । ରାଜରାସ୍ତାରେ ମାଇଲ ମାଇଲ ବାଟ ପର୍ଯ୍ୟନ୍ତ ଲମ୍ବିଛି ଧାଡ଼ି । ଗତକାଲି ଧର୍ମଘଟ ଶାନ୍ତିପୂର୍ଣ୍ଣ ଥିବା ବେଳେ ଆଜି ଜବରଦସ୍ତ ଗାଡ଼ି!-->…