ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ତାମ୍ପରା ହଦ୍ର….

ଛତ୍ରପୁର : ଗଞ୍ଜାମ ଜିଲା ଛତ୍ରପୁର ନିକଟ ହୁମୁରୀ ତାମ୍ପରା ହ୍ରଦ ବିଶ୍ୱବିଦିତ ହୋଇଛି । ରାମସାରର ଅର୍ନ୍ତଜାତୀୟ ୱେଟଲ୍ୟାଣ୍ଡ (ଆର୍ଦ୍ରଭୂମି) ସାଇଟ୍‌ର ମାନ୍ୟତା ତାମ୍ପରା ହ୍ରଦକୁ ମିଳିଛି। ଏଥିଲାଗି ଏହା ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏଠାରେ ଥିବା ତାମ୍ପରା ଲେକ ଭିୟୁ ପାର୍କ

୧୩ ତମ କଳିଙ୍ଗ ହର୍ବାଲ ମେଳା ଉଦଘାଟିତ

ବ୍ରହ୍ମପୁର : ରାଜ୍ୟ ଔଷଧୀୟ ବୃକ୍ଷ ପରିଷଦ ଓ ବ୍ରହ୍ମପୁର ବନଖଣ୍ଡ ର ମିଳିତ ଆନୁକୁଲ୍ୟରେ ଆୟୋଜିତ ୧୩ ତମ କଳିଙ୍ଗ ହର୍ବାଲ ମେଳା ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ ସନ୍ଧ୍ୟାର ଅତିଥି ଭାବେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ବିଧାୟକ ବିକ୍ରମ କୁମାର ପଣ୍ଡା, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ

ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଆୟୁର୍ବେଦିକ ଚିକିତ୍ସା ଶିବିର ଅନୁଷ୍ଠିତ…

ଫୁଲବାଣୀ - କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଗୁରୁବାର ସ୍ଥାନୀୟ ଡ୍ରିମଲାଣ୍ଡ ହୋଟେଲ ଠାରେ ଆୟୁର୍ବେଦିକ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା l ଏହି ଶିବିର ରେ ଅବସରପ୍ରାପ୍ତ ପ୍ରଫେସର ଜଗଦୀଶ ଚନ୍ଦ୍ର ବେଜ ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା

ଆର୍‌ସିବିର ପ୍ରଥମ ବିଜୟ

ମୁମ୍ବାଇ: ଚଳିତ ମହିଳା ପ୍ରିମିୟର ଲିଗ୍‌ରେ ଲଗାତାର ୫ ମ୍ୟାଚ୍‌ ହାରିଯିବା ପରେ ବୁଧବାର ସନ୍ଧ୍ୟାରେ ପ୍ରଥମ ବିଜୟର ସ୍ବାଦ ଚାଖିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)। ଡିୱାଇ ପାଟିଲ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ କନିକା ଆହୁଜା ଓ ରିଚା ଘୋଷଙ୍କ ଦ୍ରୁତ

ଅବମାନନା ମାମଲାରେ ବିବେକ ଅଗ୍ନିହୋତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ: ସମାଜସେବୀ ଗୌତମ ନବଲଖାଙ୍କ ଟ୍ରାନଜିଟ୍‌ ରିମାଣ୍ଡକୁ ରଦ୍ଦ କରିଥିବା ଜଷ୍ଟିସ୍‌ ଏସ୍‌ ମୁରଲୀଧରଙ୍କୁ ନେଇ ୨୦୧୮ରେ ପୋଷ୍ଟ କରିଥିବା ଏକ ଟୁଇଟ୍‌ ମାମଲାରେ ଦିଲ୍ଲୀ ହାଇକୋର୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ଆସନ୍ତା ଏପ୍ରିଲ ୧୦ ତାରିଖରେ ବ୍ୟକ୍ତିଗତ ଭାବେ

ସେନାର ଚିତା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଲେ ୨ ପାଇଲଟ

ନୂଆଦିଲ୍ଲୀ: ସେନାର ଚିତା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୨ଜଣ ପାଇଲଟ। ଆଜି ସକାଳେ ଅରୁଣାଚଳ ପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସେନାର ଚିତା ହେଲିକପ୍ଟର। ସକାଳ ପ୍ରାୟ ୯ଟା ୧୫ ସମୟରେ ଏହି ହେଲିକପ୍ଟରଟି ଅରୁଣାଚଳ ପ୍ରଦେଶର ବୋମ୍ଡିଲା ନିକଟରୁ ଏକ ପରୀକ୍ଷାମୂଳକ ଉଡ଼ାଣ

ସଂସଦରେ କହିବା ମୋ ଅଧିକାର, ଆଶା କରୁଛି ଆସନ୍ତାକାଲି ମୋତେ କହିବାକୁ ଦିଆଯିବ : ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଲଣ୍ଡନରେ ତାଙ୍କ ବୟାନକୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ନେଇ ଗୁରୁବାର ଦିନ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ ସେ ସଂସଦରେ ନିଜର ବୟାନ ରଖିବାକୁ ଚାହୁଁଛନ୍ତି, କିନ୍ତୁ ସରକାର ଏଥିପାଇଁ ଅନୁମତି ଦେବେ ନାହିଁ । ଯଦି ଦେଶରେ ଗଣତନ୍ତ୍ର ଅଛି,

କେସିଆରଙ୍କ ଝିଅଙ୍କୁ ଆଉ ଏକ ନୋଟିସ୍‌ ଜାରିକଲା ଇଡି…

ନୂଆଦିଲ୍ଲୀ/ ହାଇଦ୍ରାବାଦ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ଅବକାରୀ ନୀତି ମନି ଲଣ୍ଡରିଂ ମାମଲାରେ ବିଆର୍‌ଏସ୍‌ ନେତ୍ରୀ କେ କବିତାଙ୍କୁ ମାର୍ଚ୍ଚ ୨୦ ତାରିଖ ପାଇଁ ପୁଣି ଥରେ ଆଉ ଏକ ନୂଆ ସମନ ଜାରି କରିଛି। କାରଣ ସେ ସୁପ୍ରିମ୍‌ କୋର୍ଟରେ ତାଙ୍କ ବିଚାରାଧୀନ ଆବେଦନକୁ ଦର୍ଶାଇ

ବେଙ୍ଗାଲୁରୁରେ ସିରିଏଲ କିଲର ଆତଙ୍କ ! ଡ୍ରମରୁ ମିଳିଲାଣି ୩ ମହିଳାଙ୍କ ମୃତଦେହ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏକ ରେଳ ଷ୍ଟେସନରୁ ପ୍ଲାଷ୍ଟିକ୍ ଡ୍ରମ୍ରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ଘଟଣା ପରେ ସହରରେ ଏକ ସିରିଏଲ କିଲର ମାତିଥିବା ଆତଙ୍କ ସୃଷ୍ଟି ହୋଇଛି । କାରଣ ପୂର୍ବରୁ ମଧ୍ୟ ୨ଟି ଘଟଣାରେ ମହିଳାଙ୍କ ମୃତଦେହ ଡ୍ରମରୁ ମିଳିଥିଲା ।ମିଳିଥିବା ସୂଚନା

ମରିବାକୁ ଚାହୁଁଛନ୍ତି ୧୦ ଦୋକାନୀ, ରାଷ୍ଟ୍ରପତି ମୁର୍ମୁଙ୍କୁ ଚିଠି ଲେଖି ମାଗିଲେ ଅନୁମତି…

ନାଗପୁର : ଆଉ ବଞ୍ଚିବାକୁ ଚାହୁଁନାହାନ୍ତି ୧୦ ଜଣ ଦୋକାନୀ। ସେମାନେ ଜୀବନ ହାରିବାକୁ ଚାହୁଁଛନ୍ତି। ଏଥିପାଇଁ ନାଗପୁରର ଗଣେଶପେଠର ୧୦ ଜଣ ଦୋକାନୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି। ସେମାନେ ସମସ୍ତେ ଚିଠିରେ ମରିବାକୁ ଅନୁମତି ଦିଆଯାଉ ବୋଲି ଅନୁରୋଧ କରିଛନ୍ତି।