Sign in
Sign in
Recover your password.
A password will be e-mailed to you.
୧୨୧ ବର୍ଷରେ ଆଖି ବୁଜିଲେ ପୁପିରେଇ ଫୁଖା…
ନୂଆଦିଲ୍ଲୀ : ମହାମାରୀ ସ୍ପାଇନିଶ ଫ୍ଲୁ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟଙ୍କର ଦୃଶ୍ୟକୁ ନିଜ ଆଖିରେ ଦେଖିଥିବା ମହିଳା ଆଉ ନାହାନ୍ତି। ୧୨୧ ବର୍ଷୟ ବୟସରେ ନାଗାଲାଣ୍ଡରେ ରହୁଥିବା ଏହି ମହିଳାଙ୍କ ଦେହାନ୍ତ ହୋଇଛି। ପୁପିରେଇ ଫୁଖା ଏତେ ଦିନ ବଞ୍ଚିଥିଲେ ମଧ୍ୟ କେବେ ହେଲେ କୌଣସି ରୋଗରେ ଆକ୍ରାନ୍ତ!-->…
ରାହୁଳଙ୍କୁ ସଂସଦରେ କୁହାଇ ନେଦବାକୁ ପଣ କରିଛି ବିଜେପି, କଂଗ୍ରେସ ବି ନଛୋଡ଼ ବନ୍ଧା
ନୂଆଦିଲ୍ଲୀ : ନିଜ ନିଜ ଜିଦରେ ଅଟଳ କଂଗ୍ରେସ ଓ ବିଜେପି। କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଅଚଳ ହେଲା ସଂସଦର ଉଭୟ ସଦନର କାର୍ଯ୍ୟ। ଲଣ୍ଡନରେ ଭାରତର ଗଣତନ୍ତ୍ରକୁ ନେଇ ରାହୁଲ ଗାନ୍ଧି ଦେଇଥିବା ବୟାନକୁ ନେଇ ଆଟାକିଂ ମୁଡରେ ବିଜେପି। କଂଗ୍ରେସ ମଧ୍ୟ ନଛୋଡ଼ ବନ୍ଧା। ନିଜର ବୟାନ ପାଇଁ ରାହୁଲ!-->…
ଆଉ ୫ ଦିନ ସିସୋଦିଆଙ୍କୁ ରିମାଣ୍ଡରେ ନେଲା ଇଡି…
ନୂଆଦିଲ୍ଲୀ : ତଥାକଥିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଆପର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ଆଉ ୫ ଦିନ ପାଇଁ ନିଜ ହେପାଜତକୁ ନେଇଛି ଇଡି। ଦିଲ୍ଲୀର ଗୋଟିଏ କୋର୍ଟ ଆଜି ସିସୋଦିଆଙ୍କୁ ଆଉ ୫ ଦିନ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି ଦେଇଛନ୍ତି। ଇଡିର ଓକିଲ ୭!-->…
ମାର୍ଚ୍ଚ ୨୦ରେ ରୁଷ ଯିବେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ
ବେଜିଂ : ୟୁକ୍ରେନ ସହ ଯୁଦ୍ଧ କରି ପାଶ୍ଚାତ୍ୟ ଦେଶର ଶତ୍ରୁ ପାଲଟି ଯାଇଥିବା ରୁଷକୁ ଖୋଲା ସମର୍ଥନ କରିଛି ଚାଇନା। ଯୁଦ୍ଧ ଭିତରେ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ରୁଷ ଗସ୍ତ କରିବେ। ଆସନ୍ତା ୨୦ ତାରିଖରୁ ୨୨ ତାରିଖ ଯାଏ ଜିନପିଙ୍ଗ ରୁଷ ଗସ୍ତରେ ଆସିବେ ବୋଲି ଆଜି କ୍ରେମଲିନ ପକ୍ଷରୁ!-->…
ଡ୍ରାଇଭର ଆନ୍ଦୋଳନ: ୩ମାସ ସୁଦ୍ଧା ପୂରଣ ହେବ ଦାବି, ଲିଖିତ ପ୍ରତିଶ୍ରୁତି ଦେଲେ ସରକାର
ଭୁବନେଶ୍ୱର: ଆସନ୍ତା ୩ ମାସ ମଧ୍ୟରେ ଡ୍ରାଇଭର ଏକତା ମହାସଂଘର ଦାବିଗୁଡିକୁ ସମାଧାନ କରାଯିବ ବୋଲି ଆଜି ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ କୁହାଯାଇଛି | ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟରୁ ଏନେଇ ଡ୍ରାଇଭର ଏକତା ମହାସଂଘର ଆବାହକଙ୍କୁ ଚିଠି ଲେଖି ସୂଚନା ଦିଆଯାଇଛି | ମୁଖ୍ୟ ଶାସନ ସଚିବଙ୍କ!-->…
ଖୁଣ୍ଟଗାଁ ସରସ୍ଵତୀ ନାଳା ପୋଲ ତୁରନ୍ତ କରିବା ଲାଗି ପ୍ରଶାସନକୁ ଦାବିପତ୍ର…
ସୁନ୍ଦରଗଡ଼ : ଗତ କାଲି ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ସାନପତ୍ରାପାଲି ଗ୍ରାମପଞ୍ଚାୟତର ଖୁଣ୍ଟଗାଁ ସରସ୍ଵତୀ ନାଳା ସମ୍ପର୍କରେ ଦୀର୍ଘ ଛଅ ବର୍ଷ ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଞ୍ଚଳର ଜନସାଧାରଣଙ୍କ ତରଫରୁ ଗ୍ରାମପଞ୍ଚାୟତ ସରପଞ୍ଚ ବିଭୂତି ଭୂଷଣ ଓରାମ, ସମିତି ମେମ୍ବର ବାର୍ଗି!-->…
କେନ୍ଦୁପତ୍ର ୱେଲଫେୟାର ବୋର୍ଡ ଉପଦେଷ୍ଟାଙ୍କ ରାଉରକେଲା କେନ୍ଦୁପତ୍ର ସଂସ୍ଥାର ସମୀକ୍ଷା…
ରାଉରକେଲା// ସୁନ୍ଦରଗଡ଼ (୧୬/୩) : କେନ୍ଦୁପତ୍ର ୱେଲଫେୟାର ବୋର୍ଡ ଉପଦେଷ୍ଟା ସଂଜିତ ମହାନ୍ତି ରାଉରକେଲା ଗସ୍ତ କରି କେନ୍ଦୁପତ୍ର ସଂସ୍ଥାର ସମୀକ୍ଷା କରିଛନ୍ତି। ଆଜି କେନ୍ଦୁପତ୍ର ୱେଲଫେୟାର ବୋର୍ଡ ଉପଦେଷ୍ଟା ସଂଜିତ ମହାନ୍ତି ରାଉରକେଲା କେନ୍ଦୁପତ୍ର ଡିଭିଜନ ଗସ୍ତ କରିଥିଲେ |!-->…
ମହିଳା ମାଓବାଦୀଙ୍କର ଆତ୍ମସମର୍ପଣ…
ମାଲକାନଗିରି, ୧୬।୩ : ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକୁମା ପୋଲିସ ନିକଟରେ ୫ଲକ୍ଷ ଟଙ୍କା ଇନାମି ଏସିଏମ କମାଣ୍ଡର ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ । ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲା ସୀମାନ୍ତକୁ ଲାଗି ରହିଥିବା ଛତିଶଗଡ଼ ର ସୁକୁମା ଜିଲ୍ଲାର ମାଓ ପ୍ରଭାବିତ ଅଞ୍ଚଳରେ ଦୀର୍ଘ ବର୍ଷ!-->…
ଆଭ୍ୟନ୍ତରୀଣ ଅଂଚଳରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଶାଖା ଉଦ୍ଘାଟନ
ମାଲକାନଗିରି, ୧୬।୩ : ମାଲକାନଗିରି ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଅଂଚଳରେ ଜନସାଧାରଣଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେବାପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଗେଇ ଆସିଛି | ଆଜି ମାଲକାନଗିରି ବ୍ଲକ ଶିଖପାଲ୍ଲୀ ପଂଚାୟତ ଅନ୍ତର୍ଗତ ଆଭ୍ୟନ୍ତରୀଣ କୋଡେଲମେଟଲା ଆଦିବାସୀ ଗ୍ରାମ ନାମରେ ଏମ୍.ଭି,୧୭!-->…
ବ୍ରହ୍ମପୁରରେ ଆନ୍ଦୋଳନରତ ଡ୍ରାଇଭର ଓ ପୁଲିସ ମଧ୍ୟରେ ମୁହାଁମୁହିଁ…
ବ୍ରହ୍ମପୁର : ବ୍ରହ୍ମପୁରରେ ଆନ୍ଦୋଳନରତ ଡ୍ରାଇଭର ଓ ପୁଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତାରେ ଗାଡ଼ି ଅଟକାଇବାବେଳେ ଡ୍ରାଇଭର ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି। ଡ୍ରାଇଭରଙ୍କ ଆକ୍ରମଣରେ କିଛି ପୁଲିସ ଆହତ ହୋଇଥିବା ସୂଚନା ମିଳିଛି। ଡ୍ରାଇଭରମାନେ ସଂଘବଦ୍ଧ!-->…