Sign in
Sign in
Recover your password.
A password will be e-mailed to you.
ସଂସ୍କାରବାଦୀ ଅନୁଷ୍ଠାନ ପକ୍ଷରୁ ୧୦ ଦଫା ଦାବି ନେଇ ବ୍ରହ୍ମପୁର ରେଳଷ୍ଟେସନ ସମ୍ମୁଖରେ ଧାରଣା
ବ୍ରହ୍ମପୁର : ସଂସ୍କାରବାଦୀ ସଭାପତି ତ୍ରିନାଥ ମହାରଣାଙ୍କ ନେତୃତ୍ୱରେ ବିଭିନ୍ନ ସଙ୍ଘଠନ ର ସଦସ୍ୟ ମାନେ ଯୋଗଦେଇ ଷ୍ଟେସନ ସମ୍ମୁଖରେ ଦୁଇ ଘଣ୍ଟା ଧରି ପ୍ରତୀକ ଧାରଣା ଦେଇଥିଲେ । ଏହି ଆନ୍ଦୋଳନକୁ ସମର୍ଥନ କରି ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମହାରଣା ଯୋଗଦେଇ କେନ୍ଦ୍ର!-->!-->!-->…
ସମ୍ବଲପୁରରେ ୨୦୦ ଆନ୍ଦୋଳନକାରୀ ଡ୍ରାଇଭରଙ୍କୁ ଉଠାଇ ନେଲା ପୋଲିସ…
ସମ୍ବଲପୁର: ସମ୍ବଲପୁରରେ ପୋଲିସ-ଡ୍ରାଇଭର ମୁହାଁମୁହିଁ। ଆନ୍ଦୋଳନକାରୀ ଡ୍ରାଇଭରଙ୍କୁ ଉଠାଇ ନେଲା ପୋଲିସ। ସମ୍ବଲପୁର ସଦର ଥାନା ଅର୍ନ୍ତଗତ ଜୟନ୍ତପୁର ଛକରେ ଧାରଣାରେ ବସିଥିବା ଡ୍ରାଇଭର ମାନଙ୍କୁ ଉଠାଇ ନେଇଛି । ୨୦୦ ଡ୍ରାଇଭରଙ୍କୁ ଉଠାଇନେଲା ପୋଲିସ । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା!-->…
ଡ୍ରାଇଭର ଆନ୍ଦୋଳନ: ପ୍ରତ୍ୟାହାର ପାଇଁ ଅପିଲ କଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ବର: ଡ୍ରାଇଭର ଏକତା ମହାମଞ୍ଚର ଆନ୍ଦୋଳନ ଶୁକ୍ରବାର ୩ୟ ଦିନରେ ପହଞ୍ଚିଛି। ଡ୍ରାଇଭର ମହାସଂଘ ୧୦ ଦଫା ଦାବିରେ ଆନ୍ଦୋଳନକୁ ଜାରି ରଖିଥିବା ବେଳେ ପ୍ରଶାସନ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରୁଛି। ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଅପିଲ କରିଛନ୍ତି।!-->…
ରାଜଧାନୀରେ ଜୁଆ ଆଡ୍ଡା ଉପରେ ଚଢାଉ: ୧୫ ଗିରଫ
ଭୁବନେଶ୍ୱର: ଜୁଆଡିଙ୍କୁ ଝଟକା । ରାଜଧାନୀରେ କମିଶନରେଟ୍ ପୁଲିସ ପକ୍ଷରୁ ପାଣ୍ଡରା ସ୍ଥିତ ଏକ ଜୁଆ ଆଡ୍ଡା ଉପରେ ବଡ ଧରଣର ରେଡ କରାଯାଇଛି । ଏଥିରେ ପ୍ରାୟ ସାଢେ ୪ ଲକ୍ଷ ଟଙ୍କା ଜବତ କରାଯାଇଥିଲା ବେଳେ ୧୫ ଜଣଙ୍କୁ ଗିରଫ କରାଯାଇଛି । ଆଉ ୧୫ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି ।!-->…
ମାଁ ବୁଢ଼ୀ ଠାକୁରାଣୀଙ୍କ ଯାତ୍ର ପାଇଁ ସ୍ଥାପନ ହେବ ଶୁଭଖୁଣ୍ଟି…
ବ୍ରହ୍ମପୁର : ଚଳିତ ବର୍ଷ ବାପ ଘରକୁ ଆସିବେ ମାଁ ବୁଢୀ ଠାକୁରାଣୀ । ଏଥିପାଇଁ ସାରା ସହର ଚଳଚଂଚଳ ହୋଇ ଉଠି ଥିବା ବେଳେ ସହରବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ମାର୍ଚ୍ଚ ୧୭ ତାରିଖରେ ବିଶ୍ୱ ପ୍ରସିଦ୍ଧ ମାଁ ବୁଢୀ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପନ ଲାଗି ଦିନ!-->…
ଆନ୍ଦୋଳନର ପ୍ରଭାବ: ରାତିସାରା ବୋହି ନେଲେ ପେଟ୍ରୋଲ…
ଭୁବନେଶ୍ୱର: ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନର ପ୍ରଭାବ ବିଶେଷ ଭାବେ ପଡିଛି ପେଟ୍ରୋଲ ପମ୍ପ ଉପରେ। ୨ ଦିନର ଆନ୍ଦୋଳନ ଯୋଗୁଁ ଟାଙ୍କିରେ ତେଲ ସରିଯିବା ଆଶଙ୍କାରେ ରାଜ୍ୟର ସବୁ ପେଟ୍ରୋଲ ପମ୍ପରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା। ଏପରିକି ୧୦୦ ଟଙ୍କା ତେଲ ପକାଉଥିବା ଲୋକ!-->…
ଟିପିଏସ୍ଓଡିଏଲ୍ ପକ୍ଷରୁ ଅଟିଜିମ ଚିହ୍ନଟ ଓ ନିରୋଧୀ ଅଭିଯାନ….
ଭୁବନେଶ୍ୱର/ ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଏହାର ପେ’ ଅଟେନ୍ସନ ଅଭିଯାନ ଅଧୀନରେ ଅଟିଜିମ୍ର ଆଗୁଆ ଚିହ୍ନଟ ଓ ଯତ୍ନ ଉପରେ ଦୁଇ ଦିନିଆ କର୍ମଶାଳା ସଫଳତାର ସହ ଆୟୋଜିତ ହୋଇଯାଇଛି । ରଙ୍ଗେଇଲୁଣ୍ଡା ଓ ଛତ୍ରପୁର ବ୍ଲକ୍!-->…
ବିଜୁ କନ୍ୟାରତ୍ନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ
ଛତ୍ରପୁର : ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଶୁକ୍ରବାର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ବିଜୁ କନ୍ୟା ରତ୍ନ ଯୋଜନାର ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସ, ଉପାଧ୍ୟକ୍ଷା ଏସ୍. ସାରଦା ରେଡ୍ଡୀ, ଛତ୍ରପୁର ବିଡିଓ!-->…
ଦାବୀ ପୂରଣ ନ ହେବାରୁ ୟୁନିଫର୍ମ ବର୍ଜନ କଲେ ଶିକ୍ଷକ…
ଛତ୍ରପୁର : ଛତ୍ରପୁର ବ୍ଲକର ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଶିକ୍ଷକମାନେ ସେମାନଙ୍କ ଦାବି ଗୁଡିକ ପୂରଣ ନ ହେବାରୁ ୟୁନିଫର୍ମ ବର୍ଜନ କରି ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢାଉଥିବା ଦେଖିବାକୁ ମିଳିଛି । ଛତ୍ରପୁର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ!-->…
ପୋଲିସକୁ ଗୋଡାଇ ଗୋଡାଇ ପିଟିବା ମହଙ୍ଗା ପଡିଲା ; ୨୭ ଜଣ ଡ୍ରାଇଭରଙ୍କୁ ଗିରଫ୍ କଲା ପୋଲିସ୍…
ଛତ୍ରପୁର : ୧୦ ଦଫା ଦାବି ନେଇ ଓଡିଶା ଡ୍ରାଇଭର ଏକତା ମହାମଂଚ ପକ୍ଷରୁ ରାଜରାସ୍ତା ଅବରୋଧ ବେଳେ ଚମାଖଣ୍ଡି ଥାନା ଅନ୍ତର୍ଗତ ପୋକୁଡିବନ୍ଧ ଛକ ଠାରେ ଡ୍ରାଇଭର ଓ ପୋଲିସ୍ ମାନଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଥିଲା । ଡ୍ରାଇଭର ମାନେ ପୋଲିସ ଉପରେ ଆକ୍ରମଣ କରିବା ସହିତ!-->…