ବଣାଇଁ ବନଖଣ୍ଡ ବିଭାଗର ପ୍ରଚେଷ୍ଟାରେ ହାତୀ ଶାବକ ସୁସ୍ଥ…

ସୁନ୍ଦରଗଡ଼ / ବଣେଇ : ଵଣାଇଁ ବନଖଣ୍ଡ କୋଇଡା ବନାଞ୍ଚଳ ଅନ୍ତର୍ଗତ ତୋଡା ସେକ୍ସନ ଝିରପାଣି ବିଟ୍ ନିକଟରେ ଅଚେତ ଅବସ୍ଥାରେ ପଡ଼ିଥିବା ଏକ ହାତୀ ଶାବକ କୁ ଉଦ୍ଧାର କରି ଚିକିତ୍ସା କରିଛି ବନବିଭାଗ । କିଛିଦିନ ହେଲା ଏହି ଅଞ୍ଚଳରେ ଏକ ୮ ଟିକିଆ ହାତୀପଲ ବିଚରଣ କରୁଥିଲେ । ଏହି ପଲରେ ଗୋଟିଏ

ମଞ୍ଜୁଳା ନାୟକଙ୍କ ସୁପ୍ରିମକୋର୍ଟ କେସ୍ ମାନବାଧିକାର ମିସନ ମାଧ୍ୟମରେ ଶୁଣାଣି…

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ ଏବଂ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ଓଡ଼ିଶା ତରଫରୁ କନ୍ଧମାଳ ଜିଲ୍ଲା ପଞ୍ଜୀକୃତ ହୋମଗାର୍ଡ ସଂଘର କର୍ମକର୍ତ୍ତା ବରିଷ୍ଠ ହୋମଗାର୍ଡ ମଞ୍ଜୁଳା ନାୟକ ଏବଂ କିଛି ଶୃଙ୍ଖଳିତ ହୋମଗାର୍ଡ ଭାଇ ମାନଙ୍କୁ ନେଇ ହାଇକୋର୍ଟରେ

ପାନବନ୍ଦ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ପକ୍ଷରୁ ହତ୍ୟା ସନ୍ଦେହ…

କାଶିପୁର : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଟିକିରି ଥାନା ଅନ୍ତର୍ଗତ ପାନବନ୍ଦ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଥିବା ଦେଖିବାକୁ ମିଳିଛି। ଆଜି ସକାଳ ପାନବନ୍ଦ ଗ୍ରାମର ଲାସୁ ମାଝୀ ଙ୍କର ସନ୍ଦେହ ଜନକ ମୃତ୍ୟୁ ହେଇଛି । ପରିବାର ଲୋକ ଙ୍କ କହିବା ଅନୁସାରେ ଲାସୁ ମାଝୀ ଗତକାଲି

ସରକାରୀ ସହାୟତା ଅପେକ୍ଷାରେ ବାପା ମା ଛେଉଣ୍ଡ ଅସହାୟ ଯୁବତୀ ଅସ୍ତୀ ଭତ୍ରା …

ଉମରକୋଟ ଉପଖଣ୍ଡିୟ ସାମ୍ବାଦିକ // ନିଃସର୍ତ୍ତ ନିୟୁଜ ସରକାରୀ ସାହାଯ୍ୟ ଅପେକ୍ଷା ରେ ନିରୀହ ଯୁବତୀ.... ଝରିଗାଁ ( ୧୭/୩/୨୦୨୩ ) ସରକାରୀ ସହାୟତା କୁ ଚାହିଁ ବସିଛି ବାପ ମା ହରାଇ ଥିବା ଅସ୍ତି ଭତ୍ରା । ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଡ଼ଙ୍ଗରିଗୁଡା ପଂଚାୟତ ଅନ୍ତର୍ଗତ

ଯୁବବିନିମୟ କାର୍ଯ୍ୟକ୍ରମରେ ସାମିଲ ପାଇଁ ବି.ଏସ.ଏଫ୍‌. ତରଫରୁ ଯୁବକ ଯୁବତୀଙ୍କୁ ଇନ୍ଦୋର ଓ ଅମୃତସର ଯାତ୍ରାରେ…

ମାଲକାନଗିରି,୧୭।୩ : ମାଲକାନଗିରି ଜିଲ୍ଲା ସଦର ମହକୁମା ବି.ଏସ୍‌.ଏଫ୍‌, ତରଫରୁ ଆଜି ଜିଲ୍ଲାର ବିଭିନ୍ନ ଅଂଚଳର ଆଦିବାସୀ ଯୁବକ ଯୁବତୀ ମାନଙ୍କୁ ମଧ୍ୟ ପ୍ରଦେଶର ଇନ୍ଦୋର ଓ ପଞ୍ଜାବର ଅମୃତସରକୁ ଯାତ୍ରା କରିବା ପାଇଁ ପଠା ଯାଇଛିା ତେବେ ମଧ୍ୟ ପ୍ରଦେଶର ଇନ୍ଦୋରକୁ ୧୦ ଜଣ ଯୁବକ ଯାତ୍ରା

ଶିକ୍ଷୟତ୍ରୀଙ୍କୁ ସ୍ୱଛତା ଚମ୍ପିୟାନ ପୁରସ୍କାର…

ଆସିକା : ସ୍ୱଚ୍ଛ ଭାରତ ମିଶନ (ସହରାଞ୍ଚଳ )ଓଡିଶା ପକ୍ଷରୁ ଆସିକା ଏନଏସି ଠାରେ ସ୍ୱଚ୍ଛ ସର୍ବେକ୍ଷେଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଏନଏସି ଅଧକ୍ଷା ବିନେତା ସ୍ୱାଇଁ ଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ,

୫ ୱିକେଟରେ ଜିତିଲା ଭାରତ…

ମୁମ୍ବାଇ : ଟେଷ୍ଟ ଫର୍ମାଟରେ କ୍ରମାଗତ ବିଫଳ ଓ ଭାରତୀୟ ଟିମର ଉପ ଅଧିନାୟକ ପଦରୁ ବିଦା ହେବା ପରେ ଜବରଦସ୍ତ କମବ୍ୟାକ କରିଛନ୍ତି କେଏଲ ରାହୁଲ। ନିଜର ଫର୍ମ ପାଇଁ ସମାଲୋଚନାର ଶିକାର ହେଉଥିବା ରାହୁଲ ଆଜି ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ନିଜର ଦକ୍ଷତା ଦେଖାଇଛନ୍ତି। ସେ ଅପରାଜିତ ୭୫

ସ୍ୱତନ୍ତ୍ର ଏଡିଜେ କୋର୍ଟରେ ହାଜର ହୋଇ ବାହାରିଲେ ଜୟନାରାୟଣ ମିଶ୍ର

ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ଦିଲେଶ୍ୱର ସାହୁ ହତ୍ୟାକାଣ୍ଡ ଘଟଣା ସହିତ ଅନ୍ୟ ୨ଟି ମାମଲାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଶୁକ୍ରବାର ଭୁବନେଶ୍ୱରର ସ୍ୱତନ୍ତ୍ର ଏଡିଜେ କୋର୍ଟରେ ହାଜର ହୋଇଛନ୍ତି। ଶ୍ରୀ ମିଶ୍ର  ଭୁବନେଶ୍ୱର ସ୍ବତନ୍ତ୍ର ତୃତୀୟ ଏଡିଜେ କୋର୍ଟରେ ହାଜର ହୋଇଥିଲେ।

ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପାରନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ଆସନ୍ତା ୨୧ ତାରିଖ ସଂଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ। ମାର୍ଚ୍ଚ ୨୨ ତାରିଖରେ ପୁରୀ ଯାଇ ମହାପ୍ରଭୁଙ୍କ

ଆଗାମୀ ୩ଦିନ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା,୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି…

ଭୁବନେଶ୍ୱର :ପ୍ରଭାବ ଦେଖାଇବ ପଶ୍ଚିମାଝଡ଼ । ଆଗାମୀ ୩ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା । ୨୪ ଘଣ୍ଟା ପାଇଁ ବିଜୁଳି ଓ ଘଡ଼ଘଡ଼ି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ନୂଆପଡ଼ା,