ସରକାରୀ କର୍ମଚାରୀଙ୍କୁ ଇଲେକ୍ଟ୍ରିକ୍ ଗାଡ଼ି କିଣିବାକୁ ବିନା ସୁଧରେ ଅଗ୍ରୀମ ଋଣ ଦେବେ ସରକାର…

ଭୁବନେଶ୍ୱର: ଇଲେକ୍ଟ୍ରିକ୍ ଗାଡ଼ି କିଣିବା ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିବ ପ୍ରୋତ୍ସାହନ । ବିନା ସୁଧରେ ଅଗ୍ରୀମ ରାଶି ଦେବାକୁ ଘୋଷଣା କରିଛନ୍ତି ସରକାର । ତେବେ ୨୦୨୫ ଡିସେମ୍ବର ୩୧ ମଧ୍ୟରେ ଏନେଇ ଆବେଦନ କରିପାରିବେ ସରକାର କର୍ମଚାରୀ । ଏନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ

ଉଚ୍ଛେଦ କରିବାକୁ ଯାଇ ନାକେଦମ୍‌ ପ୍ରଶାସନ…

ଭୁବନେଶ୍ୱର: ଉଠାଦୋକାନୀ ଏବଂ ବିଏମ୍‌ସି, ବିଡିଏ ମଧ୍ୟରେ ଚାଲିଥିବା ଛକାପଞ୍ଝାର ସ୍ଥାୟୀ ସମାଧାନ ବାହାରି ପାରୁନାହିଁ। ଉଠାଦୋକାନୀମାନେ ଯେଉଁଠି ପାରୁଛନ୍ତି ସେଠି ବେପାର ଜମାଇ ଦେଉଛନ୍ତି। ଅପରପକ୍ଷେ ବର୍ଷବର୍ଷ ଧରି ଦୋକାନ ଦେଇ ପରିବାର ଚଳାଉଥିବା ଉଠାଦୋକାନୀଙ୍କୁ ବିନା ଥଇଥାନରେ ବିଏମ୍‌ସି

୨ ଦିନିଆ ନବରଙ୍ଗପୁର ଗସ୍ତରେ 5T ସଚିବ

ନବରଙ୍ଗପୁର : ୨ ଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ । ଆଜି ଜିଲ୍ଲାର ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବେ । ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିବା କାର୍ଯ୍ୟକ୍ରମ ରହିଛି । ଗତକାଲି ନବରଙ୍ଗପୁର ସର୍କିଟ ହାଉସରେ ବିଭିନ୍ନ ଲୋକ ଓ ଲୋକ

୪୫ ମିନିଟ୍‌ ଫସି ରହିଲେ ସୁରକ୍ଷାକର୍ମୀଙ୍କ ସହ ୫ ପର୍ଯ୍ୟଟକ…

ଭୁବନେଶ୍ୱର : ଧଉଳି ଶାନ୍ତିସ୍ତୂପରେ ଶୁକ୍ରବାର ଏକ ବଡ ଦୁର୍ଘଟଣା ଟଳିଯାଇଛି। ପାହାଡ଼ ଉପରକୁ ଯିବାଆସିବା ଲାଗି ରହିଥିବା ଲିଫ୍ଟ ଅଧାରୁ ଅଟକିଯିବାରୁ ଏହା ଭିତରେ ୫ ପର୍ଯ୍ୟଟକ ଓ ଜଣେ ସୁରକ୍ଷା କର୍ମୀ ୪୫ ମିନିଟ୍‌ ଧରି ଫସି ରହିଥିଲେ। ସେମାନେ ଅଣନିଃଶ୍ୱାସୀ ହୋଇପଡିବା ସହ ଅସୁସ୍ଥ ଅନୁଭବ

ହୋମଗାର୍ଡଙ୍କ ଦୈନିକ ପାରିଶ୍ରମିକ ୫୩୩ ଟଙ୍କାକୁ ବୃଦ୍ଧି ପାଇଁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ..

କଟକ:ବେତନ ବୃଦ୍ଧି ଓ ନିର୍ଦ୍ଧାରଣ କ୍ଷେତ୍ରରେ ରାଜ୍ୟରେ କାର୍ଯ୍ୟରତ ହୋମଗାର୍ଡମାନଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ହୋମଗାର୍ଡଙ୍କୁ ୨୦୧୮ ଜୁନ୍‌‌ ପହିଲାରୁ ପିଛିଲା ଭାବେ ଦୈନିକ ୫୩୩ ଟଙ୍କା ପାରିଶ୍ରମିକ ପ୍ରଦାନ ଲାଗି ସୁପ୍ରିମକୋର୍ଟ ଶୁକ୍ରବାର ରାଜ୍ୟ ସରକାରଙ୍କୁ

ୟୁଟ୍ୟୁବ୍‌ ଓ ଫେସବୁକକୁ ଫେରିଲେ ଟ୍ରମ୍ପ…

ନିଃସର୍ତ୍ତ : ଦୁଇ ବର୍ଷ ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରୁ ଉଠିଲା ବ୍ୟାନ୍। ଟ୍ୱିଟର୍ ପରେ ୟୁଟ୍ୟୁବ୍ ଓ ଫେସ୍ବୁକକୁ ଫେରିଲେ ଟ୍ରମ୍ପ। ଫେସବୁକ୍ରେ ପ୍ରଥମ ପୋଷ୍ଟ ସେୟାର କଲେ ଡୋନାଲଡ ଟ୍ରମ୍ପ । ଦୀର୍ଘ ୨ ବର୍ଷ ପରେ ଫେସବୁକ୍ ଓ ୟୁଟ୍ୟୁବକୁ ଫେରିଲେ ଆମେରିକା

ଠାକୁରାଣୀ ଯାତ୍ରା ସମୟ ନିର୍ଘଣ୍ଟ, ପାରମ୍ପରିକ ରୀତିରେ ଲାଗିଲା ଶୁଭ ଖୁଣ୍ଟି

ବ୍ରହ୍ମପୁର: ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ଆଜି ବିଳମ୍ବିତ ରାତିରେ ପାରମ୍ପରିକ ରୀତିରେ ଶୁଭ ଖୁଣ୍ଟି ସ୍ଥାପନ ହୋଇଛି । ଏପ୍ରିଲ ୪ ମଧ୍ୟ ରାତ୍ରରୁ ଆରମ୍ଭ ହେବ ବୁଢ଼ି ଠାକୁରାଣୀ ଯାତ୍ରା । ଦେଶୀ ବେହେରା ସାହିକୁ ଯିବେ ମା ବୁଢ଼ୀ ଠାକୁରାଣୀ ।

ପ୍ରାକୃତିକ ଉତ୍ସ ପରିଚାଳନା ପାଇଁ ଭୂତତ୍ତ୍ୱ ତଥ୍ୟ ବିଶ୍ଳେଷଣ ଉପରେ ଜାତୀୟ କର୍ମଶାଳା…

ଭୁବନେଶ୍ୱର: “ପ୍ରାକୃତିକ ଉତ୍ସ ପରିଚାଳନା ପାଇଁ ଭୂତତ୍ତ୍ୱ ତଥ୍ୟ ବିଶ୍ଳେଷଣ ଉପରେ ଜାତୀୟ କାର୍ଯ୍ୟ” ଉପରେ ଦୁଇ ଦିନିଆ ଜାତୀୟ କର୍ମଶାଳା ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ଭୂଗୋଳ ବିଭାଗରେ ଉଦ୍ଘାଟିତ ହୋଇଯାଇଛି। “ ଆଜି ଆମେ ଆମର ପ୍ରାକୃତିକ ସମ୍ପଦର ଯୋଜନା, ସଂରକ୍ଷଣ, ପରିଚାଳନା ସହିତ

ଇକୋରିଟ୍ରିରୁ ବାହାରି ଥିବା ଆବର୍ଜନାକୁ ଖାଇ ଗାଈଗୋରୁ ଓ ଛେଳି ମରିଥିବା ଘଟଣା : ତଦନ୍ତ ପାଇଁ ଦାବୀ..

ଦାରିଙ୍ଗବାଡ଼ି,୧୭/୩ : ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ୱାରା ଦାରିଙ୍ଗବାଡ଼ିରେ ପର୍ଯ୍ୟଟଙ୍କ ସୁବିଧା ପାଇଁ ହୋଇଅଛି ଇକୋରିଟ୍ରିଟ । ଉକ୍ତ ଇକୋରିଟ୍ରିଟ ହେବା ଫଳରେ ପର୍ଯ୍ୟଟକଙ୍କୁ ବିଭିନ୍ନ ପଞ୍ଚ ତାରକା ହୋଟେଲର ସମସ୍ତ ସୁବିଧା ଯୋଗାଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରି ସରକାର ରାଜସ୍ବ

ନାସସଂକୀର୍ତ୍ତନ ମଣ୍ଡପ ପ୍ରତିଷ୍ଠାରେ ଅଘଟଣ : ଯାତ୍ରା ପଡିଆ, ଲାଇଟ ଖୁଣ୍ଟରେ ଲାଗି ଜଣେ ମୃତ…

ହିଞ୍ଜିଳିକାଟୁ ୧୭।୩ : ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ରାଳବ ଗ୍ରାମରେ ଶ୍ରୀ ଶ୍ରୀ କୁଞ୍ଜବିହାରୀ ମନ୍ଦିର ନାସସଂକୀର୍ତ୍ତନ ମଣ୍ଡପ ପ୍ରତିଷ୍ଠା ଉତ୍ସବ ଗୁରୁବାର ଆରମ୍ଭ ହୋଇଥିଲା। ଶୁକ୍ରବାର ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ମନୋରଞ୍ଜନ ନିମନ୍ତେ ବିଭିନ୍ନ ପ୍ରକାରର ଦୋଳି ଖେଳ ଆରମ୍ଭ ହୋଇଥିବା