ଉତ୍ତର କୋରିଆର ଦାବି : ଆମେରିକା ବିପକ୍ଷରେ ଲଢ଼ିବାକୁ ଆଗ୍ରହୀ ଅଛନ୍ତି ୮,୦୦୦୦୦ ନାଗରିକ

ସିଓଲ୍‌: ଯୁକ୍ତରାଷ୍ଟ୍ର ଆମେରିକା ବିପକ୍ଷରେ ଲଢ଼େଇ କରିବା ଲାଗି ସ୍ବ-ଇଚ୍ଛାରେ ଦେଶର ସେନାବାହିନୀରେ ଯୋଗ ଦେବା ଲାଗି ୮,୦୦୦୦୦ ନାଗରିକ ପ୍ରତିବଦ୍ଧ ବୋଲି ଆଜି ଉତ୍ତର କୋରିଆର ରାଷ୍ଟ୍ରାୟତ ଖବରକାଗଜ ରିପୋର୍ଟ କରିଛି। ରାଷ୍ଟ୍ରାୟତ ଖବରକାଗଜ ‘ରୋଡୋଙ୍ଗ୍‌ ସିନ୍‌ମୁନ୍‌’ ରିପୋର୍ଟ

ଲୋକେ ବିଚାର ବ୍ୟବସ୍ଥା ଉପରେ ଆସ୍ଥା ରଖିବା ଉଚିତ: ଅମିତ ଶାହ

ନୂଆଦିଲ୍ଲୀ: ଏ ଘଟଣା ତଦନ୍ତ କରିବା ଲାଗି ସୁପ୍ରିମ୍‌ କ‌ୋର୍ଟ କମିଟି ଗଠନ କରି ସାରିଛନ୍ତି ଏବଂ ଲୋକେ ବିଚାର ବ୍ୟବସ୍ଥା ଉପରେ ଆସ୍ଥା ରଖିବା ଉଚିତ ବୋଲି ଶୁକ୍ରବାର ଦିନ ଆଦାନି ବିବାଦ ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ‘ଇଣ୍ଡିଆ ଟୁଡେ କନ୍‌କ୍ଲେଭ୍‌ ୨୦୨୩’ରେ କହିଛନ୍ତି।

ଅମୃତା ଫଡ଼ନବୀସଙ୍କଠାରୁ ୧୦ କୋଟି ଟଙ୍କା ବଟି ଆଦାୟ କରିବାକୁ ଚେଷ୍ଟା କରିଥିଲେ ଡିଜାଇନର୍‌ ଅଂଶିକା ଜୟସିଂଘାନୀ

ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସଙ୍କ ପତ୍ନୀ ଅମୃତା ଫଡ଼ନବୀସଙ୍କୁ ୧ କୋଟି ଟଙ୍କା ଲାଞ୍ଚ ଦେବାରେ ବିଫଳ ହେବାରୁ ଡିଜାଇନର୍‌ ଅଂଶିକା ଜୟସିଂଘାନୀ ତାଙ୍କଠାରୁ ୧୦ କୋଟି ଟଙ୍କା ବଟି ଆଦାୟ କରିବାକୁ ଉଦ୍ୟମ କରିଥିଲେ ବୋଲି ଶୁକ୍ରବାର ଦିନ ପୁଲିସ କହିଛି।

୩ ଟ୍ରେନ୍‌କୁ ସମ୍ପୂର୍ଣ୍ଣ ବାତିଲ ଓ ୯ ଟି ଆଂଶିକ ବାତିଲ କଲା ପୂର୍ବତଟ ରେଳପଥ…

ଭୁବନେଶ୍ୱର: ଶୁକ୍ରବାର ପୂର୍ବତଟ ରେଳପଥ ପକ୍ଷରୁ ୩ ଟ୍ରେନ୍‌କୁ ଅସ୍ଥାୟୀ ଭାବେ ସମ୍ପୂର୍ଣ୍ଣ ବାତିଲ୍ କରାଯାଇଥିବା ବେଳେ ଓ ୯ଟି ଟ୍ରେନ୍‌କୁ ଆଂଶିକ ବାତିଲ୍ କରାଯାଇଛି। ଛତ୍ରିପୁଟ ଓ ମାଲିଗୁଡା ମଧ୍ୟରେ ରେଳ ଲାଇନ୍‌ ଦୋହରୀକରଣ ଶୀଘ୍ର କାର୍ଯ୍ୟକ୍ଷମ ହେବ। ଏଣୁ ନିରାପତ୍ତା ସମ୍ବନ୍ଧୀୟ

ପୁରୀ ମାର୍କେଟ ଛକରେ ହଣାହଣି, ୩ ଗୁରୁତର…

ପୁରୀ :ପୁରୀରେ ହଣାକଟା । ୩ ଗୁରୁତର । ପୁରୀ ବଡଦାଣ୍ଡ ମାର୍କେଟ ଛକରେ ଗୋଷ୍ଠୀ ସଂଘର୍ଷ । ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ୩ଜଣ ଗୁରୁତର ହୋଇଛନ୍ତି । ବୀରହରେକୃଷ୍ଣପୁର ମେଳଣରେ ଜୁଆ ଖେଳକୁ କେନ୍ଦ୍ର କରି ହଣାକଟା ହୋଇଛି । ଗତକାଲି ରାତିରେ ବୀରହରେକୃଷ୍ଣପୁର ଖଡ଼ିପଦା ମେଳଣରେ ଉଭୟ ଗୋଷ୍ଠୀ

ରାଜ୍ୟରେ ସକ୍ରିୟ ରହିଛି ପଶ୍ଚିମା ଝଡ: ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆଜି ଦେଖିବାକୁ ମିଳିବ ପଶ୍ଚିମା ଝଡ଼ର ପ୍ରବଳ ପ୍ରଭାବ। ସର୍ବାଧିକ ପ୍ରଭାବ ପାଇଁ ୯ ଜିଲ୍ଲା ପାଇଁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ। ବିଜୁଳି ଘଡ଼ଘଡ଼ି ସହ କୁଆ ପଥର ବର୍ଷା ପାଇଁ ୯ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ। କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର,

ଅଟୋ ଦୁର୍ଘଟଣା ଦୁଇ ଶିଶୁ ଗୁରୁତର ୫ ଆହତ…

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକ ଅନ୍ତର୍ଗତ ଗୁମାଗଡ଼ ଘାଇ ନିକଟରେ ବଳଦ ଓ ଗାଈ ସହ ଅଟୋ ଦୁର୍ଘଟଣା ହୋଇ ଦୁଇ ଶିଶୁ ଗୁରୁତର ହୋଇଥିବା ବେଳେ ୫ ଶିଶୁ ଆହତ ହୋଇଥିବା ଜଣାପଡିଛି l ଯାହା ସୂଚନା ରହିଛି ପ୍ରତ୍ୟେକ ଦିନ ପରି କେରେଡି ଗ୍ରାମ ପଞ୍ଚାୟତ ର ଗ୍ରାମରୁ ସବୁଦିନ ୭ ରୁ ୮

ରାଜପଥ ପାର୍ଶ୍ୱରେ ପୁଣି ଖୋଲିଲା ଆମିଷ ବଜାର

ଭୁବନେଶ୍ୱର: ଉଠାଦୋକାନୀ ଏବଂ ବିଏମ୍‌ସି, ବିଡିଏ ମଧ୍ୟରେ ଚାଲିଥିବା ଛକାପଞ୍ଝାର ସ୍ଥାୟୀ ସମାଧାନ ବାହାରି ପାରୁନାହିଁ। ଉଠାଦୋକାନୀମାନେ ଯେଉଁଠି ପାରୁଛନ୍ତି ସେଠି ବେପାର ଜମାଇ ଦେଉଛନ୍ତି। ଅପରପକ୍ଷେ ବର୍ଷବର୍ଷ ଧରି ଦୋକାନ ଦେଇ ପରିବାର ଚଳାଉଥିବା ଉଠାଦୋକାନୀଙ୍କୁ ବିନା ଥଇଥାନରେ ବିଏମ୍‌ସି

ପ୍ରଧାନମନ୍ତ୍ରୀ ମୋଦୀ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ହକ୍‌ଦାର ଖବର ଏକ ଗୁଜବ; ଅସ୍‌ଲେ ତୋଜେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୋବେଲ୍ ଶାନ୍ତି ପୁରସ୍କାର ପାଇବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍ ଧରିଥିଲା। ନରୱେ ନୋବେଲ୍ କମିଟିର ଡେପୁଟି ଚେୟାରମ୍ୟାନ୍ ଆସ୍‌ଲେ ତୋଜେ ମୋଦୀଙ୍କୁ ନୋବେଲ ଶାନ୍ତିପୁରସ୍କାରର ପ୍ରବଳ ଦାବିଦାର ବୋଲି କହିଥିବା ଗଣମାଧ୍ୟମରେ ଖବର

ଅଟୋ ଦୁର୍ଘଟଣା ଦୁଇ ଶିଶୁ ଗୁରୁତର ୫ ଆହତ…

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକ ଅନ୍ତର୍ଗତ ଗୁମାଗଡ଼ ଘାଇ ନିକଟରେ ବଳଦ ଓ ଗାଈ ସହ ଅଟୋ ଦୁର୍ଘଟଣା ହୋଇ ଦୁଇ ଶିଶୁ ଗୁରୁତର ହୋଇଥିବା ବେଳେ ୫ ଶିଶୁ ଆହତ ହୋଇଥିବା ଜଣାପଡିଛି l ଯାହା ସୂଚନା ରହିଛି ପ୍ରତ୍ୟେକ ଦିନ ପରି କେରେଡି ଗ୍ରାମ ପଞ୍ଚାୟତ ର ଗ୍ରାମରୁ ସବୁଦିନ ୭ ରୁ ୮