Sign in
Sign in
Recover your password.
A password will be e-mailed to you.
ରାଇଘରରେ ପୁଣି ମାଓ ହିଂସା…
ଜଙ୍ଗଳ ଜମି ମାଫିଆ କୁ ହତ୍ୟା କଲେ ମାଓବାଦୀ....
ଉମରକୋଟ (୧୮/୦୩/୨୦୨୩) ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ନାକଟିସିମୋଡ଼ା ପଞ୍ଚାୟତ ଅନ୍ତର୍ଗତ ଲଖନପୁରୀ ଟ୍ରାକଟର ଭାଟା ଗ୍ରାମରେ ବିଗତ କାଲି ରାତି ପ୍ରାୟ ୯ ଘଟିକା ସମୟରେ ମୃତ ନାରାୟଣ ନାଗେଶର ସ୍ତ୍ରୀ ଅମୃତି ନାଗେଶଙ୍କୁ କହିବା କଥା!-->!-->!-->…
ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି; B ସେଟ ଭିତରେ A ସେଟର ପ୍ରଶ୍ନପତ୍ର, ତ୍ରୁଟି ମାନିଲା ବୋର୍ଡ
କଟକ: ମାଟ୍ରିକ ପରୀକ୍ଷା ସୋସିଆଲ ସାଇନ୍ସ ପ୍ରଶ୍ନପତ୍ରରେ ତ୍ରୁଟି ରହିଥିବା ଅଭିଯୋଗ ହୋଇଛି । ରାଜ୍ୟର ବିଭିନ୍ନ ସ୍କୁଲ୍ରୁ ଆସିଛି ଏଭଳି ଅଭିଯୋଗ । ଜଗତସିଂହପୁର ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ‘ବି’ ସେଟ୍ ପ୍ରଶ୍ନପତ୍ରରେ ‘ଏ’ ସେଟ୍ର ପ୍ରଶ୍ନ!-->…
ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଚାଲିଗଲା କନେଷ୍ଟବଳଙ୍କ ଜୀବନ, ଘଟଣାସ୍ଥଳରେ ଉତ୍ତେଜନା
କେନ୍ଦୁଝର: ସାଇକେଲକୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ ଚାଲିଗଲା କନେଷ୍ଟବଳଙ୍କ ଜୀବନ । ଟ୍ରକ ଧକ୍କାରେ ତୁରୁମୁଙ୍ଗା ଥାନାର ଜଣେ ପୋଲିସ କନେଷ୍ଟବଳଙ୍କର ମୃତ୍ୟୁ ହୋଇଛି।
କେନ୍ଦୁଝର ଜିଲ୍ଲାର ତୁରୁମୁଙ୍ଗା ଥାନାରେ କାର୍ଯ୍ୟରତ କନେଷ୍ଟବଳ ରଘୁନାଥ ମୁର୍ମୁ ସାଇକେଲ ଯୋଗେ ଥାନାକୁ ଯାଉଥିବା!-->!-->!-->…
ରାଇଘରରେ ପୁଣି ମାଓହିଂସା: ଯୁବକଙ୍କୁ ଗୁଳି କରି ହତ୍ୟା
ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳରେ ମାଓବାଦୀମାନେ ଗୋଟାଏ ପରେ ଗୋଟାଏ ଜଘନ୍ୟ କାଣ୍ଡ ଘଟାଇ ଚାଲିଛନ୍ତି। ଆଜି ରାଇଘର ଥାନା ଅନ୍ତର୍ଗତ ନାକଟିସିମୋଡା ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମଣପୁର ଗ୍ରାମର ନାରାୟଣ ନାଗେଶ (୩୮)ଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଜଙ୍ଗଲ କାଟି ଗ୍ରାମ ବସାଇବା!-->…
ଖୁବ ଶୀଘ୍ର ଉତ୍କେଲା ବିମାନବନ୍ଦରରୁ ଉଡିପାରେ ବିମାନ
କଳାହାଣ୍ଡି: ଖୁବ ଶୀଘ୍ର ଉତକେଲା ବିମାନବନ୍ଦରରୁ ଉଡ଼ାଣ ନେଇ ମିଳିପାରେ ସବୁଜ ସଙ୍କେତ। ଉତ୍କେଲାରୁ ବିମାନ ଉଡ଼ାଣ ନେଇ ଡିଜିସିଏର ୨ଜଣିଆ ଟିମ୍ ଆଜି ବିମାନ ବନ୍ଦର ନିରୀକ୍ଷଣ କରିଛି। 2B ବିମାନବନ୍ଦର ଲାଇସେନ୍ସ ପାଇଁ ରାଜ୍ୟ ସରକାର ଡିଜିସିଏ ନିକଟରେ ଆବେଦନ କରିଥିଲେ। ଏନେଇ!-->…
ବନ୍ଧା ହେଲେ ମାଷ୍ଟର ମାଇଣ୍ଡ ଦମ୍ପତି, କରୁଥିଲେ କୋଠା ହଡ଼ପ ଯୋଜନା
ଭୁବନେଶ୍ୱର: ରାଜଧାନୀରେ ଦୁଇ ମହଲା କୋଠା ହଡ଼ପ ଯୋଜନା ପଣ୍ଡ । ବନ୍ଧା ହେଲେ ମାଷ୍ଟର ମାଇଣ୍ଡ ଦମ୍ପତି । ନକଲି ରେଜିଷ୍ଟ୍ରି ରେକର୍ଡ ଓ ଦୁଷ୍କର୍ମ ମାମଲାରେ ଘର ମାଲିକଙ୍କୁ ଛନ୍ଦିବାକୁ ଉଦ୍ୟମ କରିଥିଲେ । ଶେଷରେ ନିଜ ଫାନ୍ଦରେ ଛନ୍ଦି ହୋଇଛନ୍ତି । ଚନ୍ଦଶେରପୁର ପୋଲିସ ଦମ୍ପତିଙ୍କୁ!-->…
କାର୍ ଆସିବାରେ ବିଳମ୍ବ ହେବାରୁ ଖାର୍ଗେଙ୍କୁ ଲିଫ୍ଟ ଦେଲେ ରାହୁଲ
ନୂଆଦିଲ୍ଲୀ,୧୮।୩: କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ମଧ୍ୟରେ ବାର୍ତ୍ତାଳାପର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ରାହୁଲ ଗାନ୍ଧୀ ଖାର୍ଗେଙ୍କୁ ସଂସଦରୁ ଘରକୁ ଛାଡିଦେବାକୁ ପ୍ରସ୍ତାବ ଦେଇଛନ୍ତି। କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେଟ!-->…
ଓସ୍କାର ଜିତିବା ପରେ ଅମିତ ଶାହାଙ୍କୁ ଭେଟିଲେ ଅଭିନେତା…
ମୁମ୍ବାଇ: ସୁପରହିଟ୍ ଫିଲ୍ମ ‘ଆର୍ଆର୍ଆର୍’ ଚଳଚ୍ଚିତ୍ରର ନାଟୁ ନାଟୁ ଗୀତ ଓସ୍କାର ପୁରସ୍କାର ଜିତିବା ପରେ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଛି। ଏହି ସମୟରେ ରାମ ଚରଣ ଏବଂ ତାଙ୍କ ବାପା ଚିରଞ୍ଜୀବୀ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଦିଲ୍ଲୀରେ ଭେଟିଛନ୍ତି। ଯାହାର ଏକ ଭିଡିଓ!-->…
ମୋଦୀଙ୍କୁ ଭେଟିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଲ୍ଲୀରେ ଭେଟିଛନ୍ତି। ଏହି ଅବସରରେ ଜଗନ ମୋହନ ଆନ୍ଧ୍ରପ୍ରଦେଶର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହାୟତା ଲୋଡ଼ିଥିଲେ । ଆନ୍ଧ୍ରପ୍ରଦେଶକୁ ବିଶେଷ ରାଜ୍ୟ ମାନ୍ୟତା!-->…
ଚିନ୍ତା ବଢାଇଲା H3N2, ଦିଲ୍ଲୀରେ ଜାରି ହେଲା ସ୍ବତନ୍ତ୍ର ଆଡଭାଇଜରୀ
ନୂଆଦିଲ୍ଲୀ: ପୁଣି ଚିନ୍ତା ବଢାଇଲା H3N2 ଭାଇରସ୍ । ହାଇଆଲର୍ଟରେ ମହାରାଷ୍ଟ୍ର। ଦିଲ୍ଲୀରେ ଜାରି ହେଲା ସ୍ବତନ୍ତ୍ର ଆଡଭାଇଜରୀ । କୋଭିଡ-୧୯ ପରି ଅବସ୍ଥା ସୃଷ୍ଟି ନହେବା ଲାଗି ଆଗୁଆ ସତର୍କତାମୂଳକ ପଦକ୍ଷେପ ନେବା ଲାଗି ପ୍ରସ୍ତୁତ ହୋଇଛନ୍ତି ଦିଲ୍ଲୀ ସରକାର । ସେପଟେ ମହାରାଷ୍ଟ୍ର ପୁଣେରେ!-->…