Sign in
Sign in
Recover your password.
A password will be e-mailed to you.
ମୁଖ୍ୟମନ୍ତ୍ରୀ ଭାବେ ୧୦୦ ଥର କାଶୀ ବିଶ୍ବନାଥଙ୍କୁ ଦର୍ଶନ କଲେଣି ଯୋଗୀ…
ବାରଣାସୀ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଗତ ୬ ବର୍ଷ ମଧ୍ୟରେ ୧୦୦ ଥର କାଶୀ ବିଶ୍ବନାଥଙ୍କୁ ଦର୍ଶନ କଲେଣି। ଶୁକ୍ରବାର ଦିନ ଯୋଗୀ ୨ ଦିନିଆ ବାରଣାସୀ ଗସ୍ତରେ ଯାଇଛନ୍ତି। ଗସ୍ତ ଅବସରରେ ଯୋଗୀ କାଶୀ ବିଶ୍ବନାଥଙ୍କୁ ଦର୍ଶନ!-->…
ବାଂଲାଦେଶରେ ପଦ୍ମାସେତୁ ରାସ୍ତାରୁ ବସ୍ ଖସି ୧୬ ମୃତ; ୩୦ ଆହତ
ଢାକା: ଆଜି ସକାଳେ ବାଂଲାଦେଶର ରାଜଧାନୀ ଢାକା ଅଭିମୁଖେ ଯାଉଥିବା ଗୋଟାଏ ବସ୍ ପଦ୍ମାସେତୁର ଉଠାଣି ରାସ୍ତାରେ ବିପରୀତ ଦିଗକୁ ବୁଲିଯାଇ ତଳକୁ ଗଡ଼ିପଡ଼ିବାରୁ ଅନ୍ୟୂନ ୧୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ଜଣ ଆହତ ହୋଇଛନ୍ତି।ଏହି ବସ୍ ଦୁର୍ଘଟଣା ମଦାରିପୁର ଅନ୍ତର୍ଗତ ଶିବଚର!-->…
ଭଗବାନ ପରୀକ୍ଷା କରୁଛନ୍ତି, ସିସୋଦିଆ ୧୦୦ରୁ ୧୦୦ମାର୍କ ନେଇ ଫେରିବେ: କେଜ୍ରିୱାଲ…
ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହେବା ପରେ ଆପ୍, କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ଜାରି ରଖିଛି। ଗିରଫ ପରଠାରୁ ଆପ୍ ନେତାମାନେ ପ୍ରତ୍ୟେକ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଏ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ!-->…
ଇକ୍ବାଡର ଭୂକମ୍ପ: ମୃତ୍ୟୁସଂଖ୍ୟା ୧୬କୁ ବୃଦ୍ଧି, ୩୮୧ ଆହତ…
ନୂଆଦିଲ୍ଲୀ: ଦକ୍ଷିଣ ଆମେରିକାରେ ଥିବା ଇକ୍ବାଡର ଦେଶରେ ଭୂକମ୍ପ। ଶନିବାର ଭୂକମ୍ପ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୧୬ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ କରିଛି ସିଏନଏନ୍। ଏହା ସହ ଭୂକର୍ମ୍ପ କାରଣରୁ ୩୮୧ଜଣ ଆହତ ହୋଇଛନ୍ତି।ସୂଚନା ମୁତାବକ, ଉତ୍ତର ପେରୁ ଓ ଇକ୍ବାଡର ଉପକୂଳରେ ଶନିବାର!-->…
ଗଣତନ୍ତ୍ରକୁ ବିଶ୍ବାସ କରୁ ନ ଥିବା ବ୍ୟକ୍ତିଙ୍କ ପାଇଁ ଗଣତନ୍ତ୍ରରେ ସ୍ଥାନ ନାହିଁ : ଜେ. ପି. ନଡ୍ଡା
ନୂଆଦିଲ୍ଲୀ: ଗଣତନ୍ତ୍ରକୁ ବିଶ୍ବାସ କରୁ ନ ଥିବା ବ୍ୟକ୍ତିଙ୍କ ପାଇଁ ଗଣତନ୍ତ୍ରରେ ସ୍ଥାନ ନାହିଁ ବୋଲି ଆଜି କଂଗ୍ରେସ ନେତା ରାହୁଲ୍ ଗାନ୍ଧୀଙ୍କୁ ସମାଲୋଚନା କରି ‘ବିଜେପି’ ଅଧ୍ୟକ୍ଷ ଜେ. ପି. ନଡ୍ଡା କହିଛନ୍ତି।ଚେନ୍ନାଇରେ ଚାଲିଥିବା ‘ବିଜେପି’ର ଯୁବ ଶାଖା ‘ଭାରତୀୟ ଜନତା ଯୁବ!-->…
ଗିରଫ ପରେ ଖସିଗଲା ଅମ୍ରିତପାଲ, ପଳାତକ ଘୋଷଣା କଲା ପୁଲିସ…
ଚଣ୍ଡୀଗଡ଼ : ଖସିଗଲା ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ। ପଞ୍ଜାବ ପୁଲିସକୁ ଚକ୍ମା ଦେଇ ହେଲା ଫେରାର। ତାକୁ ଧରିବା ପାଇଁ ପୁଲିସ ନାକେଦମ୍ ହୋଇଛି। ଫେରାର ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହକୁ ପଳାତକ ଘୋଷଣା କରାଯାଇଛି। ସରକାରୀ ଅଧିକାରୀମାନେ ସୂଚନା ଦେଇଛନ୍ତି।ଗତକାଲି ଅମ୍ରିତପାଲ!-->…
ଅଧା ରହିଗଲା ଠାକୁର ଦର୍ଶନ, ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ ଜଣଙ୍କ ଜୀବନ
ଚେନ୍ନାଇ : ଅଧା ରହିଗଲା ଠାକୁର ଦର୍ଶନ ଓ ପୂଜାର୍ଚ୍ଚନା। କାର ଯୋଗେ ମନ୍ଦିର ଯାଉଥିବା ବେଳେ ଅଧା ବାଟରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଟ୍ରକ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଚାଲି ଯାଇଛି ୬ ଜଣଙ୍କ ଜୀବନ। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ନାବାଳିକା ମଧ୍ୟ!-->…
କେସିଆର୍ଙ୍କ ଝିଅ କବିତାଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲା ଇଡି…
ହାଇଦ୍ରାବାଦ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ.କବିତାଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି ଅଡୁଆ। ଦିଲ୍ଲୀ ମଦ ଦର୍ନୀତି ମାମଲରେ ଫସିଥିବା କେ କବିତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରି ସାରିଛି। ଦ୍ୱିତୀୟ ରାଉଣ୍ଡ ତାଙ୍କୁ ଜେରା କରିବା ପାଇଁ ମଧ୍ୟ ସମନ!-->…
ଦୁଷ୍କର୍ମ ଏଫଆଇଆରକୁ ଅଣଦେଖା କଲା ପୁଲିସ, ଏସ୍ପିଙ୍କୁ ଚିଠି ଲେଖିଲେ ଇଞ୍ଜିନିୟର…
ମୁମ୍ବାଇ : ମହାରାଷ୍ଟ୍ରର ଅଲୀବାଗରେ ରହୁଥିବା ଜଣେ ୨୭ ବର୍ଷୀୟ ଇଞ୍ଜିନିୟର ନ୍ୟାୟ ପାଇଁ ପୁଲିସ୍ର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ତାଙ୍କୁ କୌଣସି ପ୍ରକାରର ସହଯୋଗ ମିଳିନି। କିଛି ପୁଲିସ ଷ୍ଟେସନ ପକ୍ଷରୁ ସେ ଦେଇଥିବା ଦୁଷ୍କର୍ମ ସଂକ୍ରାନ୍ତ ଏଫଆଇଆରକୁ ଅଣଦେଖା କରାଯାଇଛି। ଏଥିପାଇଁ ସେ ବାଧ୍ୟ!-->…
ରାହୁଲ ଗାନ୍ଧୀଙ୍କ ଘରେ ପଶିଲା ପୁଲିସ…
ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଘରେ ପଶିଲା ପୁଲିସ। ନୋଟିସର ଜବାବ ନଦେବାରୁ ଦିଲ୍ଲୀ ପୁଲିସ ତାଙ୍କ ଘରେ ପକାଇଲା ଡେରା। କଶ୍ମୀରରେ ଭାରତ ଯୋଡୋ ଯାତ୍ରା ବେଳେ ରାହୁଲ ଯେଉଁ ବୟାନ ଦେଇଥିଲେ ସେ ନେଇ ତାଙ୍କ ପୁଲିସ ତାଙ୍କ ସହ ଆଲୋଚନା କରିବାକୁ ଚାହୁଁଥିଲା। ଏଥିପାଇଁ ତାଙ୍କୁ!-->…