Sign in
Sign in
Recover your password.
A password will be e-mailed to you.
ଦୀର୍ଘ ତିନିବର୍ଷ ପରେ ଅନୁଷ୍ଠିତ ହୋଇଛି ପ୍ରସିଦ୍ଧ ବାରୁଣୀ ବୁଡ଼…
ଯାଜପୁର: ଅନୁଷ୍ଠିତ ହୋଇଛି ପ୍ରସିଦ୍ଧ ବାରୁଣୀ ବୁଡ଼ । ଦୀର୍ଘ ତିନିବର୍ଷ ପରେ ଚଳିତ ଥର ପୁଣି ଥରେ ଆରମ୍ଭ ହୋଇଛି ବୈତରଣୀ ଘାଟରେ ବୁଡ଼ ପକାଇବା ପରମ୍ପରା। କରୋନା ପାଇଁ ଏହା ବନ୍ଦ ଥିଲା। କିନ୍ତୁ ଏଥର ବଡ଼ ଆଡମ୍ବର ସହକାରେ ପବିତ୍ର ପୂଣ୍ୟତୋୟା ବୈତରଣୀ କୂଳରେ ପାଳିତ ହୋଇଯାଇଛି। ଏଥିପାଇଁ!-->…
ନଦୀରୁ ମିଳିଲା ଅଖା ଭିତରେ ଥିବା ମୃତ ଦେହ
ପିପିଲି଼ : ଅଖା ଭିତରେ ମହିଳାଙ୍କ ମୃତଦେହ । ଏପରି ଘଟଣା ଦେଥାଯାଇଛି ସତ୍ୟବାଦୀ ଥାନା ଅଞ୍ଚଳରେ । ସତ୍ୟବାଦୀ ଥାନା ସୁଆଣ୍ଡୋ ନଦୀବନ୍ଧ ଚିଲପାଟଣାରୁ ଏକ ଅଖା ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏପର୍ଯ୍ୟନ୍ତ ମୃତ!-->…
ପ୍ରତିଷ୍ଠା ଦିବସରୁ ବିଜେପି କରିବ ଘର ଘର ଚାଲ ଅଭିଯାନ…
ଭୁବନେଶ୍ୱର :ଓଡ଼ିଶାରେ ଓବିସି ବର୍ଗଙ୍କୁ ମିଳୁନି ଉଚିତ୍ ଅଧିକାର। ଏ ପର୍ଯ୍ୟନ୍ତ ଓବିସି ବର୍ଗଙ୍କ ସଠିକ୍ ଗଣନା କରାଗଲାନି। ସମସ୍ତ ପଛୁଆ ଜାତିଙ୍କୁ ଚିହ୍ନଟ କରି କେନ୍ଦ୍ରିୟ ସୂଚିରେ ସାମିଲ କରାଯାଉନି। ସେମାନଙ୍କୁ ଶିକ୍ଷା, ନିଯୁକ୍ତି, ନିର୍ବାଚନ କ୍ଷେତ୍ରରେ ଉପଯୁକ୍ତ ସଂରକ୍ଷଣ ମିଳୁନି।!-->…
ଅଶ୍ଳୀଳ ଭିଡିଓ ଭାଇରାଲ ହେବାରୁ ଜୀବନ ହାରିଲେ ଛାତ୍ରୀ…
ଢେଙ୍କାନାଳ: ଢେଙ୍କାନାଳ ଟାଉନ ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ୯ମ ଶ୍ରେଣୀ ଛାତ୍ରୀର ଅଶ୍ଳୀଳ ଭିଡିଓ ଭାଇରାଲ ହେବାପରେ ନାବାଳିକା ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଟାଉନ ଥାନାରେ ଅଭିଯୋଗ ହୋଇଛି । ୧୪ ବର୍ଷର ଏହି ଛାତ୍ରୀ ଜଣଙ୍କ ନିଜ ଘରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା!-->…
STF କବ୍ଜାରେ ବାଘ ଛାଲ ବେପାରୀ…
ବୌଦ୍ଧ : ଗ୍ରାହକ ବେଶରେ ମାଡିବସିଲା । STF କବ୍ଜାରେ ବାଘ ଛାଲ ବେପାରୀ। ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳରୁ ଏକ କଲରାପତାରିଆ ବାଘ ଛାଲ, ଗୋଟିଏ କୁଟୁରା ଓ ଗୋଟିଏ ହରିଣ ଚମଡା ଜବତ କରିଛି। ଚୋରା କାରବାର ଘଟଣାରେ ଜଣେ ଶିକାରୀକୁ ଗିରଫ କରିଛି ଏସଟିଫ।
ଖବର ଅନୁଯାୟୀ, ବୌଦ୍ଧ!-->!-->!-->…
ବାହାଘର ଭାଙ୍ଗିବାରୁ ଯୁବତୀଙ୍କୁ ଅପହରଣ କରି ଦୁଷ୍କର୍ମ କଲା ଯୁବକ…
କଟକ : ବାହାଘର ଭାଙ୍ଗିବାରୁ ଯୁବକର ନାରକୀୟ କାଣ୍ଡ। ବାଟରୁ ଅପହରଣରୁ କରି ହୋଟେଲରେ ଦୁଷ୍କର୍ମ। ନଗ୍ନ ଭିଡିଓ ଦେଖାଇ ଜବରଦସ୍ତ ବିବାହ କଲା ଯୁବକ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି କଟକ ମର୍କତନଗର ଥାନା ଅଞ୍ଚଳରେ।
ଅଭିଯୋଗ ଅନୁଯାୟୀ, ଜଣେ ଯୁବତୀଙ୍କ ସହିତ ଲାଗିଥିବା ବାହାଘର!-->!-->!-->…
ଫେୟାରଓ୍ବେଲ୍ ଭୋଜି ଖାଇ ୨୪ ଛାତ୍ର ଛାତ୍ରୀ ଅସୁସ୍ଥ…
ବଲାଙ୍ଗୀର: ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ପଥରଚେପାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୨୪ ଜଣ ଛାତ୍ରୀଛାତ୍ର ଫେୟାରଓ୍ବେଲ୍(ବିଦାୟକାଳୀନ ସମ୍ବର୍ଦ୍ଧନା) ଭୋଜି ଖାଇ ଅସୁସ୍ଥ ହୋଇଛନ୍ତି। ଶନିବାର ସକାଳେ ଏହି ଖବର ଜଣାପଡ଼ିବା ପରେ ଆଦର୍ଶ ସ୍କୁଲକୁ ଚୂଡ଼ାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର!-->…
5ଟି ଏକ ଚିନ୍ତାଧାରା ବୋଲି ବିଜେଡି କହୁଛି, ଚିନ୍ତାଧାରାଟି ଲୋକଙ୍କ ସମସ୍ୟାର ସମାଧାନ କରିବ କେମିତି ? : ଗୋଲକ…
ଭୁବନେଶ୍ୱର: ବ୍ରିଟିଶ ଶାସନ ସମୟର ଘୃଣ୍ୟପ୍ରଥା ଥିବା କ୍ରୀତଦାସ ପ୍ରଥାକୁ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ବାବୁ ଦୋହରାଇ ପ୍ରଶାସନିକ ଅଧିକାରୀଙ୍କ କ୍ରୀତଦାସ ହେବାକୁ ଚାହୁଁଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।
ଶ୍ରୀ!-->!-->!-->…
ଡିଜେ ଆଜେକ୍ସଙ୍କ ସନ୍ଦେହଜନକ ମୃତ୍ୟୁ…
ଭୁବନେଶ୍ୱର : ଲୋକପ୍ରିୟ ଓଡ଼ିଆ ଡିଜେଙ୍କ ପରଲୋକ । ଡିଜେ ଆଜେକ୍ସଙ୍କ ସନ୍ଦେହଜନକ ମୃତ୍ୟୁ। ଭୁବନେଶ୍ୱର ସ୍ଥିତ ନିଜ ଘରେ ଆଜେକ୍ସ ଆତ୍ମହତ୍ୟା କରିଥିବା କୁହାଯାଉଛି । ଖାରବେଳନଗର ସ୍ଥିତ ନିଜ ଘରେ ବେଡ଼ସିଟ୍ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା। କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ!-->…
ନନ୍ଦନକାନନରେ ଜନ୍ମ କଲା ଜଳ ହସ୍ତୀ, ସଂଖ୍ୟା ୧୨କୁ ବୃଦ୍ଧି…
ବାରଙ୍ଗ: ଶନିବାର ସକାଳେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୨ ନମ୍ବର ଖୁଆଡ଼ରେ ଥିବା ଜଳହସ୍ତୀ ଏକ ଶାବକ ଜନ୍ମ ଦେଇଛି । ଏହି ଶାବକ ଜନ୍ମ ପରେ ନନ୍ଦନକାନନରେ ଜଳ ହସ୍ତୀ ସଂଖ୍ୟା ବୃଦ୍ଧି ପାଇ ୧୨ରେ ପହଞ୍ôଚଛି । ସେଥି ମଧ୍ୟରେ ୬ଟି ମାଈ ଓ ୫ଟି ଅଣ୍ଡିରା ଥିବାବେଳେ ଜନ୍ମିତ ଶାବକର ଲଙ୍ଗ ନିରୂପଣ!-->…