୨୦୨୪ ନିର୍ବାଚନରେ ବିଜେପି ବିରୋଧରେ କାମ ଦେବନି ବିରୋଧୀ ମେଣ୍ଟ : ପ୍ରଶାନ୍ତ

ନୂଆଦିଲ୍ଲୀ : ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ୨୦୨୪ ସାଧାରଣ ନିର୍ବାଚନକୁ ନେଇ ବଡ଼ ପୂର୍ବାନୁମାନ କରିଛନ୍ତି। ବିଜେପିକୁ ୨୦୨୪ରେ ଚେକ ଦେବାକୁ ବିରୋଧୀ ଏକାଠି ହେବାକୁ ଚେଷ୍ଟା କରୁଥିବା ବେଳେ ଏହା ବିରୋଧରେ ମତ ରଖିଛନ୍ତି ପ୍ରଶାନ୍ତ କିଶୋର ଓରଫ ପିକେ। ସେ କହିଛନ୍ତି ଯେ ୨୦୨୪

ଜାତୀୟ ପତକାକୁ ଖଲିସ୍ତାନ ସମର୍ଥକଙ୍କ ଅପମାନ, ଚେତାବନୀ ଦେଲା ଭାରତ

ନୂଆଦିଲ୍ଲୀ : ସୁଧୁରୁ ନାହାନ୍ତି ଖଲିସ୍ତାନ ସମର୍ଥକ। ବ୍ରିଟେନର ଲଣ୍ଡନରେ ଥିବା ଭାରାତୀୟ ହାଇ କମିଶନରେ ଲାଗିଥିବା ତ୍ରିରଙ୍ଗା ପତକାକୁ ଅପମାନ କରାଯାଇଛିି। ଖଲିସ୍ତାନୀ ସମର୍ଥକଙ୍କ ଦ୍ୱାରା ଉକ୍ତ ତ୍ରିରଙ୍ଗା ପତକାକୁ କାଢି ଖଲିସ୍ତାନୀ ପତକା ଲଗାଯାଇଛି। ଏହାକୁ ନେଇ ଭାରତୀୟ ବୈଦେଶିକ

ଡାକ୍ତରଖାନାରେ ପ୍ରସୂତିଙ୍କ ଛୁଆ ଗାୟବ ଘଟଣା : ଭାରପ୍ରାପ୍ତ ଚିକିତ୍ସାଧୀକାରୀ ମହିାଳା ଜଣକ ମିଥ୍ୟା ଅଭିଯୋଗ ଆଣିଥିବା…

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଉପଖଣ୍ଡ ଚିକିତ୍ସାଳୟରେ ଗର୍ଭବତୀ ମହିଳାଙ୍କ ପ୍ରସବପରେ ତାଙ୍କ ଜନ୍ମ ହୋଇଥିବା ଛୁଆ ଚୋରି ହୋଇଯାଇଥିବା ଅଭିଯୋଗ ଆଣିଛନ୍ତି ମହିଳା ଏବଂ ତାଙ୍କ ପରିବାର ଲୋକେ l ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ବିରେନପଲ୍ଲୀ ଗ୍ରାମର କୌଶଲ୍ୟା

ବର୍ଦ୍ଧିତ ଘର ଟିକସ ଛାଡ଼ ସମେତ ଛଅ ଦଫା ଦାବିନେଇ ମହାନଗର ନିଗମ ଆଗରେ ଘଣ୍ଟ ବିକ୍ଷୋଭ…

ବ୍ରହ୍ମପୁର :, ତା.20.3.2023ରିଖ ବର୍ଦ୍ଧିତ ଘର ଟିକସ ଛାଡ଼, ବାର୍ଦ୍ଧକ୍ୟ ଭତ୍ତା,ବିଧବା ଭତ୍ତା ଓ ଭିନ୍ନକ୍ଷମଙ୍କ ଭତ୍ତା ବୃଦ୍ଧି ଆଦି ଛଅ ଦଫା ଦାବିନେଇ ଆଜି ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ 118ତମ ଘଣ୍ଟ ବିକ୍ଷୋଭ ଅନୁଷ୍ଠିତ

ଗଞ୍ଜେଇ ଚାଲାଣ ବେଳେ ଜବତ: କାର ସହ ଜଣେ ଗିରଫ…

ଫୁଲବାଣୀ :ବାଲିଗୁଡା ଗଞ୍ଜେଇ ଚାଲାଣ ବେଳେ ବାଲିଗୁଡା ପୋଲିସ ଚଢଉ କରି ୩୫ କେଜି ଗଞ୍ଜେଇ ଜବତ କରିଥିବା ବେଳେ ଜଣକୁ ଗିରଫ କରିବା ସହ ଏକ ହୋଣ୍ଡା ଆମାଜି କାର ନଂ. ଓଡି-୦୨-କ୍ୟୁ-୭୫୮୭ କୁ ମଧ୍ୟ ଜବତ କରିଛନ୍ତି । ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ

ଖାକିରେ ଲାଗିଲା ଦାଗ…

ମାଲକାନଗିରି : ପୁଣି ଜଣେ ଖାକି ବର୍ଦ୍ଧି ଧାରୀ ପୋଲିସ କନେଷ୍ଟବଳ ଗଞ୍ଜେଇ ଚାଲାଣ ରେ ଗିରଫ । ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରି ଥାନା ମାର୍କାପାଲ୍ଲୀ ଠାରେ ଜଣେ ଗଂଜେଇ ବେପାରୀ ଶରତ ଚନ୍ଦ୍ର ହନ୍ତାଳ ଗଂଜେଇ ଚାଲାଣ କରୁଥିବା ଖବର ମିଳିବା ପରେ ମାଲକାନଗିରି ଏସ୍‌.ଡି.ପି.ଓ ଘଟଣା

ଜେଏସଡବ୍ଲୁର ପେଲେଟ ପ୍ଲାଣ୍ଟ ପାଇଁ ଭୂମିପୂଜା, ସ୍ଥାନୀୟ ଅଞ୍ଚଳର ୪୧ ଜଣ ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ

ପାରାଦୀପ : ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ନୂଆଗାଁ ଏବଂ ଗଡ଼କୁଜଙ୍ଗ ପଞ୍ଚାୟତରେ ହେବାକୁ ଥିବା ଜେଏସଡବ୍ଲୁ ପ୍ରକଳ୍ପର ପେଲେଟ ପ୍ଲାଣ୍ଟ ପାଇଁ ଭୂମିପୂଜନ କାର୍ଯ୍ୟ ସମ୍ପନ୍ନ କରାଯାଇଛି । ତିନି ପଞ୍ଚାୟତର ସମସ୍ତ ଜନ ପ୍ରତିନିଧିମାନଙ୍କ ଉପସ୍ଥିତିରେ କମ୍ପାନୀର ଟେଷ୍ଟ

ରିଜର୍ଭ ବ୍ୟାଙ୍କର ଶ୍ରେଷ୍ଠ ଦଳପତି ଭାବେ ଶାନ୍ତନୁ ଦାସଙ୍କୁ ମିଳିଲା ସ୍ଵର୍ଣ୍ଣପଦକ

ଚିକିଟୀ : ରିଜର୍ଭ ବ୍ୟାଙ୍କର ଶ୍ରେଷ୍ଠ ଟିମ୍ ଲିଡର ଭାବେ ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ୍ ବାସିନ୍ଦା ଶାନ୍ତନୁ ଦାଶ ମୁମ୍ବାଇ ଠାରେ ସମ୍ମାନିତ ହୋଇଛନ୍ତି । ମହାମାରୀ କୋଭିଡ୍ ସମୟ ୨୦୨୦ ରୁ ୨୦୨୨ ପର୍ଯ୍ୟନ୍ତ କର୍ମକ୍ଷେତ୍ର ରେ ଉଲ୍ଲେଖନୀୟ କାର୍ଯ୍ୟ ପ୍ରଦର୍ଶନ କରିଥିବା ଯୋଗୁଁ ବ୍ୟାଙ୍କ୍

ଜନ ଜାଗରଣ ମଞ୍ଚ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ବ୍ରହ୍ମପୁର : ଜନ ଜାଗରଣ ମଞ୍ଚ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ସିଦ୍ଧାର୍ଥ ନଗର ଠାରେ ଅନୁଷ୍ଠିତ ହୋଇ ଯାଇଛି। ଜନ ଜାଗରଣ ମଞ୍ଚର ସଭାପତି ଦୁର୍ଗା ପ୍ରସାଦ ମିଶ୍ର, ଙ୍କ ତତ୍ୱାବଧାନ ରେ ରୁବି ହସ୍ପିଟାଲ ମୁଖ୍ୟ ତଥା ଅଭିଜ୍ଞ ଚକ୍ଷୁ ବିଶେଷଜ୍ଞ ଡାକ୍ତର ନାଗେଶ୍ୱର ରାଓ ସୁବୁଦ୍ଧି

ଡିଜେ ଆଜେକ୍ସଙ୍କ ମୃତ୍ୟୁ ପଛରେ ରହିଛି ତାଙ୍କ ପ୍ରେମିକା ଓ ପ୍ରେମିକାଙ୍କ ବନ୍ଧୁଙ୍କ ହାତ…

ଭୁବନେଶ୍ୱର : ଓଡ଼ିଶାର ଜଣାଶୁଣା ଡିଜେ ‘ଡିଜେ ଆଜେକ୍ସ’ ଓରଫ ଅକ୍ଷୟ କୁମାରଙ୍କର ଗତକାଲି ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିବା ବେଳେ ଏହା ପଛରେ ତାଙ୍କ ପ୍ରେମିକା ଓ ପ୍ରେମିକାଙ୍କ ବନ୍ଧୁଙ୍କ ହାତ ଅଛି ବୋଲି ଅଭିଯୋଗ ହୋଇଛି। ଡିଜେ ଆଜେକ୍ସଙ୍କ ପରିବାର ଲୋକେ ଏନେଇ ଖାରବେଳ ନଗର ଥାନାରେ ଲିଖିତ