ବିଶ୍ବର ଦୁଃଖୀ ଦେଶମାନଙ୍କ ମଧ୍ୟରେ ଭାରତ ; ଶ୍ରୀଲଙ୍କା, ୟୁକ୍ରେନ ଲୋକଙ୍କଠାରୁ ବି ଭାରତୀୟମାନେ ଦୁଃଖି : ଜାତିସଂଘ…

ନୂଆଦିଲ୍ଲୀ : ସୋମବାର ବିଶ୍ବ ସୁଖୀ ଦିବସ ଉପଲକ୍ଷେ ପ୍ରକାଶିତ ବିଶ୍ବ ସୁଖୀ ସୂଚକାଙ୍କରେ ଦର୍ଶାଯାଇଛି ଯେ ଫିନଲ୍ୟାଣ୍ଡ ହେଉଛି ପୃଥିବୀର ସବୁଠାରୁ ସୁଖୀ ଦେଶ । ୨ୟ ସ୍ଥାନରେ ରହିଛନ୍ତି ଡେନମାର୍କ ଓ ୩ୟ ସ୍ଥାନରେ ରହିଛି ଆଇସଲାଣ୍ଡ । ତେବେ ଏହି ରିପୋର୍ଟରେ ଭାରତକୁ ୧୨୫ତମ ସ୍ଥାନରେ ରଖାଯାଇଛି

ଦିଲ୍ଲୀ ମଦ ନୀତି ମାମଲାରେ ଜେରା ପାଇଁ ‘ଇଡି’ରେ ହାଜର ହେଲେ ‘କେସିଆର୍‌’ଙ୍କ ଝିଅ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ସହିତ ଜଡ଼ିତ ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ଆଜି ଦ୍ବିତୀୟ ପର୍ଯ୍ୟାୟ ଜେରା ନିମନ୍ତେ ‘ବିଆର୍‌ଏସ୍‌’ ନେତ୍ରୀ କେ. କବିତା ‘ପ୍ରବର୍ତ୍ତନ ନିର୍ଦେଶାଳୟ’ କାର୍ଯ୍ୟାଳୟରେ ହାଜର ହୋଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।ତ‌େଲେଙ୍ଗାନାର ମୁଖ୍ୟମନ୍ତ୍ରୀ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମହିଳାଙ୍କ ସମେତ ୩ ମୃତ…

ଉମରକୋଟ :ରାଜ୍ୟ ରାଜପଥରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ବର୍ଷର ଶିଶୁ ଗୁରୁତର ଆହତ ହୋଇଛି। ତାକୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ବକଡାବେଢା ଛକ ନିକଟରେ

ନିଶା ନିବାରଣ କେନ୍ଦ୍ର ଓ ଗୁରୁଦ୍ବାରରେ ‘ମାନବ ବୋମା’ ପ୍ରସ୍ତୁତ କରୁଥିଲା ଅମୃତପାଲ୍…

ଚଣ୍ଡିଗଡ଼: ଖଲିସ୍ତାନ ସମର୍ଥକ ପ୍ରଚାରକ ଅମୃତପାଲ ସିଂହ ସଂପର୍କରେ କେତେକ ଚାଞ୍ଚଲ୍ୟକର କଥା ଜାଣିବାକୁ ପାଇଛନ୍ତି ତଦନ୍ତକାରୀ ଦଳ । ସେ ଆଇଏସଆଇ ସଂପର୍କରେ ଥିଲା ଓ ସେଠାରୁ ଅସ୍ତ୍ରଶସ୍ତ୍ର ଓ ଅର୍ଥ ପାଉଥିଲା । ନିଶାମୁକ୍ତି କେନ୍ଦ୍ର ଓ ଗୁରୁଦ୍ୱାରକୁ ବ୍ୟବହାର କରି ସେଠାରେ ଅସ୍ତ୍ରଶସ୍ତ୍ର

ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅର୍ଥ ସବ୍‌ କମିଟି ବୈଠକ ଶେଷ…

ପୁରୀ: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅର୍ଥ ସବ୍‌ କମିଟି ବୈଠକ ଶେଷ। ଏହା ସହ ୨୦୨୨-୨୩ ଆର୍ଥିକ ବର୍ଷର ସଂଶୋଧିତ ବିବରଣୀ ସମ୍ପର୍କରେ ମଧ୍ୟ ଆଲୋଚନା ହୋଉଛି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟରେ ୩ଶହ କୋଟି ୭୯ ଲକ୍ଷ ଟଙ୍କାର ଆୟ ରହିଥିବା ବେଳେ ୨୬୨କୋଟି

ବିସ୍‌ଲେରି ଦାୟିତ୍ବ ସମ୍ଭାଳିବେ ଜୟନ୍ତୀ ଚୌହ୍ବାନ

ବେଙ୍ଗାଲୁରୁ: ମୃଦୁ ପାନୀୟ କଥା କହିଲେ ଲୋକମାନଙ୍କ ମନକୁ ଆସୁଥିବା ଲୋକପ୍ରିୟ ନାମ ହେଉଛି ବିସ୍‌ଲେରି। ଦେଶର କୋଣ ଅନୁକୋଣରେ ଏହା ପରିଚିତ। ଏତେ ପରିଚିତ ହୋଇଥିଲେ ମଧ୍ୟ ସେହି କଂପାନିକୁ ତାହାର ବର୍ତ୍ତମାନର ମାଲିକ ରମେଶ ଚୌହ୍ବାନ ସମ୍ଭାଳି ପାରୁନାହାନ୍ତି। ଜାଣିବାକୁ ମିଳିଛି ଯେ

ରାଜଧାନୀରେ କୁଆପଥର ସହ ପ୍ରବଳ ବର୍ଷା,ଆଗାମୀ ୨୪ ଘଣ୍ଟାରେ ବର୍ଷା ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର :ରାଜଧାନୀରେ ବର୍ଷା। କୁଆପଥର ସହ ପ୍ରବଳ ବର୍ଷା। ମଧ୍ୟାହ୍ନରେ ଥିଲା ଖରା। କିନ୍ତୁ ଅପରାହ୍ମରେ ହଠାତ ବଦଳିଗଲା ପାଣିପାଗ। ଆକାଶରେ ମେଘ ଘୋଟିବା ସହ ମାଡି ଆସିଥିଲା ବର୍ଷା। କୁଆପଥର ସହ ହଠାତ ବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଇଥିଲା। କେବଳ ଭୁବନେଶ୍ୱର ନୁହେଁ, ପଶ୍ଚିମ ଓଡ଼ିଶା

ଗୋପାଳକୁ ପାଗଳ ସଜେଇବା ପାଇଁ ସରକାର ପାଗଳ: ନରସିଂହ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡରେ ଅଭିଯୁକ୍ତ ଥିବା ଗୋପାଳ ଦାସଙ୍କୁ ନେଇ ଆଜି ବଡ ବୟାନ ଦେଇଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର | ସେ କହିଛନ୍ତି ଯେ ଗୋପାଳ ଗତ ଦଶ ବର୍ଷ ମଧ୍ୟରେ କେତେ ଦିନ ଛୁଟି ନେଇଥିଲା ଏବଂ କାହିଁକି ନେଇଥିଲା ତାହାର ଉତ୍ତର ମୁଁ ଜାଣିବାକୁ

ରାଜଧାନୀରୁ ଅପହୃତ ଉଦ୍ଧାର, ୩ ଗିରଫ, ୫ ଲକ୍ଷ ମୁଣ୍ଡ ଜାମିନ ରଖିଥିଲେ ଦୁର୍ବୃତ୍ତ

ଭୁବନେଶ୍ୱର : ରାଜଧାନୀରୁ ଜଣେ ବ୍ୟକ୍ତିଙ୍କୁ ଅପହରଣ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ଉଦ୍ଧାର କରିବା ସହ ଏହି ଅପହରଣ ମାମଲାରେ ଜଡିତ ୩ ଜଣଙ୍କୁ ପୋଲିସ ଗିରଫ କରିଛି । ଅପହୃତ ଜଣକ ହେଲେ ମନୋଜ ସେଠୀ । ତାଙ୍କୁ କାମ ଦେବାକୁ କହି ସୈନିକ ସ୍କୁଲ ନିକଟ ହନୁମାନ ମନ୍ଦିର ନିକଟରୁ ଅପହରଣ

ବଢ଼ିଲା ଅବଧି: ଅବକାରୀ ଦୁର୍ନୀତି ମାମଲାରେ ପୁଣି ଏପ୍ରିଲ ୩ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ଗଲେ ସିସୋଦିଆ…

ନୂଆଦିଲ୍ଲୀ: ବଢ଼ିଲା ଅବଧି। ଏପ୍ରିଲ ୩ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ଗଲେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ରାଉସ୍ ଆଭେନ୍ୟୁ କୋର୍ଟ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଏପ୍ରିଲ ୩ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଏବେ ଏପ୍ରିଲ ୩ପର୍ଯ୍ୟନ୍ତ