Sign in
Sign in
Recover your password.
A password will be e-mailed to you.
ମା’ତାରାତାରିଣୀଙ୍କ ଚୈତ୍ର ଯାତ୍ରାର ଦ୍ୱିତୀୟ ପାଳି…
ପୁରୁଷୋତ୍ତମପୁର : ଗଞ୍ଜାମ ଜିଲାର ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ଦ୍ୱିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନସମାଗମ ହୋଇ ପାହାଡ଼ ଚତୁଃପାର୍ଶ୍ୱ ଲୋକାରଣ୍ୟ ହୋଇପଡିଛି। ଦ୍ୱିତୀୟ ପାଳିରେ ରାତି ସାଢେ ୧୨ ଟାରୁ ମନ୍ଦିର ଦ୍ୱାର ଫିଟା ହୋଇ ରିତିନୀତି ଅନୁସାରେ ମଙ୍ଗଳ ଆଳତି,!-->!-->!-->…
ମାଓ ଅଭିଯାନ ସମୟରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ…
ମାଲକାନଗିରି : ମାଲକାନଗିରି ସୀମାନ୍ତ ରେ ସର୍ଚ୍ଚ ଅପରେସନ ବେଳେ ଓଡିଶା ପୋଲିସ କୁ ମିଳିଲା ବଡ଼ ସଫଳତା, ବିପୁଳ ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ ନେଇ ମାଲକାନଗିରି ଏସପି ସୂଚନା ଦେଲେ । ତେବେ ଏହି ଅପରେସନ ଓଡିଶା, ଆନ୍ଧ୍ର ଓ ଛତିଶଗଡ଼ ପୋଲିସ ପକ୍ଷରୁ ମିଳିତ ଭାବେ କରାଯାଉଥିବା ସମୟରେ!-->!-->!-->…
ପଞ୍ଚମ ଦିବାରାତ୍ର କିର୍କେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ…
ହିଞ୍ଜିଳିକାଟୁ ୨୧।୩ ହିଞ୍ଜିଳିକାଟୁ ମିନିଷ୍ଟାଡିୟମ ପରିଷରରେ ପଞ୍ଚମ ବାର୍ଷିକ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ମର୍ଣିଙ୍ଗ କ୍ରିକେଟ କ୍ଳବ ଆନୁକୁଲ୍ୟରେ ସୋମବାର ଉଦଯାପିତ ହୋଇଯାଇଛି। ସୋମବାର ସନ୍ଧ୍ୟାରେ ଦିବାରାତ୍ର କିର୍କେଟ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଟୁର୍ଣ୍ଣାମେଣ୍ଟ ମ୍ଯାଚରେ!-->…
ଶ୍ରୀ ଶ୍ରୀ ହରି ଚାନ୍ଦ ଠାକୁରଙ୍କ 212ତମ ଆବିର୍ଭାବ ଦିବସ ପାଳନ
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ଡିଏନକେ ସ୍ଥିତ ଶ୍ରୀ ଶ୍ରୀ ହରି ଗୁରୁଚାନ୍ଦ ମତୁଆ ମିଶନ ପରିଚାଳିତ ବିଶାଳ ଭାବରେ ଠାକୁରଙ୍କର ଆବିର୍ଭାବ ଦିବସ ପାଳନ ସହ ବାରୁଣୀ ସ୍ନାନ ଅନୁଷ୍ଠିତ ସମ୍ପନ୍ନ ହୋଇଛି । ଶ୍ରୀ ଶ୍ରୀ ହରିଚାନ୍ଦ ଠାକୁର ଦଳିତ ପତିତ ଜାତିର ମୁକ୍ତି ଦୂତ , ତାଙ୍କର!-->!-->!-->…
ଓଡିଶା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…
ରାଉରକେଲା:: ଉତ୍କଳ ଦିବସ ପାଳନ କମିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡିଶା ଦିବସ ୨୦୨୩ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଆଜି ପିଏ ଆଇଟିଡିଏ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ଅଧ୍ଯକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ ଚଳିତ ବର୍ଷ!-->…
ଗୀର୍ଜା ଘର ନିକଟରେ କମିଟି ଘର ନିର୍ମାଣ ନେଇ ଦୁଇଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ…
ଦାରିଙ୍ଗବାଡ଼ି,୨୦/୩ : ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଶ୍ରାମବାଡ଼ି ଗ୍ରାମରେ ଗୋଟିଏ ଗୋଷ୍ଠୀ ଲୋକଙ୍କର ଗିର୍ଜା ଘର ସହିତ ବଡ଼ଦିନ, ନୂଆବର୍ଷ ଭଳି ପର୍ଵ ମାନଙ୍କରେ ଜନଗହଳିକୁ ଦୃଷ୍ଟିରେ ରଖି ବାହାରେ ପ୍ରାର୍ଥନା ଆୟୋଜନ କରୁଥିବା ପାଇଁ ଉଦିଷ୍ଟ ତାରବାଡ଼ ହୋଇ ରହିଥିବା ଜାଗାରେ ଆଜି ସକାଳେ!-->…
ବ୍ରାହ୍ମଣୀଗାଁ ଲ୍ୟାମ୍ପ ସମବାୟ ସମିତିରେ ଚାଷୀଙ୍କ ଆର୍ଥିକ ସାକ୍ଷରତା, ବ୍ୟାଙ୍କସେବା ଓ ଋଣ କର୍ମଶାଳା
ଦାରିଙ୍ଗବାଡ଼ି, ୨୦/୦୩ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଲ୍ୟାମ୍ପ ସମବାୟ ସମିତିର ଚାଷୀଙ୍କ ଆର୍ଥିକ ସାକ୍ଷରତା,ବ୍ୟାଙ୍କସେବା ଓ ଋଣ କର୍ମଶାଳା ଆଜି ବ୍ରାହ୍ମଣୀଗାଁ ଲ୍ୟାମ୍ପ ପରିସରରେ ଅନୁଷ୍ଠିତ ହୋଇଥଲା। କାର୍ଯ୍ୟ କ୍ରମରେ ସମବାୟ ସମିତିର ସଭାପତି!-->…
ସାମ୍ବାଦିକ ସଙ୍ଘର ପଖାଳ ଦିବସ ପାଳିତ…
ମାଲକାନଗିରି ୨୦।୦୩ : ମାଲକାନଗିଋ ଜିଲ୍ଲା ସଦର ମହକୁମାର ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟଳୟରେ ପଖାଳ ଦିବସ ପାଳନ । ଏହି ଅବସରରେ ସଂଘର ସଭାପତି ଦୁର୍ଯୋଧନ ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମିଶ୍ର, ମନୋଜ ମହାନ୍ତି, ସଂଘର ଜିଲ୍ଲା ସମ୍ପାଦକ ସତ୍ୟଦାସ, ଶ୍ରୀନିବାସ ପାତ୍ର!-->…
ଆଉଟ୍ସୋର୍ସିଂ କର୍ମଚାରୀଙ୍କ ସମସ୍ୟାର ସମାଧାନ କର
ଛତ୍ରପୁର : ଗଞ୍ଜାମ ଜିଲା କୋଦଳା ଏନ୍ଏସି ଆଉଟସୋର୍ସିଂ କର୍ମଚାରୀମାନେ ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ସୋମବାର ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିଗୁଡ଼ିକ ମଧ୍ୟରେ ସାନିଟାରି ଏକ୍ପୋର୍ଟରଙ୍କୁ ବହିଷ୍କାର, ରାଜନୈତିକ ହସ୍ତକ୍ଷେପରୁ ବିରତ କରିବା, ସ୍ଥାୟୀ!-->…
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ…
ହିଞ୍ଜିଳିକାଟୁ ୨୦।୩ : ରାଜ୍ୟ ମୁଖ୍ୟମନ୍ତ୍ରୀ ଆସନ୍ତା ଆସନ୍ତା ରବିବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଏହି ଗସ୍ତରେ ଆସି ହିଞ୍ଜିଳି ବ୍ଲକ ଓ ପୌରପାଳିକାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଲୋକାର୍ପଣ କରିବେ। ଏହି!-->…