Sign in
Sign in
Recover your password.
A password will be e-mailed to you.
ଜାତୀୟ ଦଳର ମାନ୍ୟତା ହରାଇବ ଶରଦ ପାୱାରଙ୍କ ଏନସିପି…!
ଶରଦ ପାୱାରଙ୍କ ଏନସିପିକୁ ମିଳିଥିବା ଜାତୀୟ ଦଳର ମାନ୍ୟତାକୁ ସମୀକ୍ଷା କରିବେ ଭାରତୀୟ ନିର୍ବାଚନ କମିଶନ ବା ଇସି। କ’ଣ ପାଇଁ ଏନସିପିକୁ ମିଳିଥିବା ଜାତୀୟ ଦଳର ମାନ୍ୟତା ପ୍ରତ୍ୟାହାର କରା ନ ଯିବ, ସେ ଉପରେ ଆଜି ପକ୍ଷ ରଖିବେ ଦଳର ପ୍ରତିନିଧି। ଏହାପରେ ଇସି ପକ୍ଷରୁ ଚୂଡ଼ାନ୍ତ ନିଷ୍ପତ୍ତି!-->…
ଲାଡେନ୍ଙ୍କୁ କହିଥିଲେ ବିଶ୍ୱର ସର୍ବଶ୍ରେଷ୍ଠ ଇଞ୍ଜିନିୟର, ଅଫିସ୍ରେ ଲଗାଇଥିଲେ ଫଟୋ; ଏବେ ବରଖାସ୍ତ ହେଲେ SDO
ନିଜ ସରକାରୀ କାର୍ଯ୍ୟାଳୟରେ ଲଗାଇଥିଲେ ଆତଙ୍କବାଦୀ ଓସାମା ବିନ୍ ଲାଡେନ୍ର ଫଟୋ, ଆଉ ଏବେ ସେ ଚାକିରିରୁ ହୋଇଛନ୍ତି ବରଖାସ୍ତ। ଉତ୍ତର ପ୍ରଦେଶର ଫାରୁଖାବାଦ୍ ଜିଲ୍ଲାରେ ବିଦ୍ୟୁତ୍ ବିଭାଗରେ କାର୍ଯ୍ୟରତ ଉପଖଣ୍ଡ ଅଧିକାରୀ ରବିନ୍ଦ୍ର ପ୍ରକାଶ ଗୌତମଙ୍କୁ ଉପରିସ୍ଥ ଅଧିକାରୀ ସେବାରୁ ବରଖାସ୍ତ!-->…
ଜାକିର ନାଏକକୁ ଭାରତ ଅଣାଯିବ !
ନୂଆଦିଲ୍ଲୀ : ବିବାଦୀୟ ଇସଲାମିକ ପ୍ରଚାରକ ଜାକିର ନାଏକଙ୍କୁ ଓମାନରୁ ଭାରତକୁ ପ୍ରତ୍ୟାର୍ପଣ କରାଯାଇପାରେ । ମାର୍ଚ୍ଚ ୨୩ରୁ ନାଏକ ଓମାନ ଗସ୍ତ କରିବାର କାର୍ଯ୍ୟକ୍ରମ ଥିବା ବେଳେ ଭାରତୀୟ ଗୁଇନ୍ଦା ଏଜେନ୍ସି ତାଙ୍କୁ ହେପାଜତକୁ ନେବା ପାଇଁ ଓମାନୀ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି ।!-->…
ମୋର ରକ୍ତର ଗୋଟିଏ ଗୋଟିଏ ବିନ୍ଦୁ ପଞ୍ଜାବ ପାଇଁ: ଭଗବନ୍ତ ମାନ…
ଚଣ୍ଡୀଗଡ଼: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ରାଜ୍ୟବାସୀଙ୍କୁ ଆଜି ଏକ ବାର୍ତ୍ତା ଦେଇଛନ୍ତି। ପଞ୍ଜାବର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେ ଲୋକଙ୍କୁ ଭୟଭୀତ ନହେବାକୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋର ରକ୍ତର ପ୍ରତ୍ୟେକ ବୁନ୍ଦା ପଞ୍ଜାବ ପାଇଁ ଥିବାବେଳେ!-->…
ନିର୍ମାଣଧିନ ସେତୁରେ ପିଟିହେଲା ଆମ୍ବୁଲାନ୍ସ; ରୋଗୀ ମୃତ,୩ ଆହତ
ନୂଆପଡା : ନୂଆପଡା ଜିଲ୍ଲା ବୋଡେ଼ନ ଥାନା ଅନ୍ତର୍ଗତ ବିରେସକେଲା ଗାଁ ନିକଟରେ ରୋଗୀଙ୍କୁ ନେଇ ଫେରୁଥିବା ଆମ୍ବୁଲାନ୍ସ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି । ବିଜୁ ଏକ୍ସପ୍ରେସ ୱେ ରାସ୍ତାରେ ନିର୍ମାଣଧୀନ ସେତୁରେ ଆମ୍ବୁଲାନ୍ସ ଗାଡି ପିଟିହୋଇ ଦୁର୍ଘଟଣାଗ୍ରସ୍ତ ଘଟିଛି।ଘଟଣାସ୍ଥଳରେ ଜଣେ!-->…
ବ୍ରିଟେନ ପରେ ଆମେରିକାରେ ଭାରତୀୟ ଦୂତାବାସ ଉପରେ ଖଲିସ୍ତାନୀ ସମର୍ଥକଙ୍କ ଆକ୍ରମଣ…
ଆମେରିକାର ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ଦୂତାବାସ ଭିତରେ ପଶି ଭଙ୍ଗାରୁଜା କରିଥିବା ଖଲିସ୍ତାନୀ ସମର୍ଥକଙ୍କୁ ବାଇଡେନ ସରକାର କଡା ନିନ୍ଦା କରିଛନ୍ତି । ଆମେରିକା ଏଭଳି ଆକ୍ରମଣ କାଣ୍ଡକୁ ସହଜରେ ଗ୍ରହଣ କରିପାରୁନାହିଁ । ହ୍ଵାଇଟ ହାଉସର ରାଷ୍ଟ୍ରୀୟ ସୁରକ୍ଷା ପରିଷଦର କୋର୍ଡିନେଟର ଜନ!-->…
ବାଲିଗଦାରେ ପାଣି ଢାଳି ଦେବାରୁ ରକ୍ତାକ୍ତ ସଂଘର୍ଷ
ପୁରୀ: ଘର ଆଗରେ ଥିବା ବାଲିଗଦାରେ ପାଣି ପକାଇବାକୁ ନେଇ ଦୁଇ ପଡ଼ୋଶୀଙ୍କ ଭିତରେ ରକ୍ତାକ୍ତ ସଂଘର୍ଷ। ଖଣ୍ଡା ଚୋଟରେ ରକ୍ତାକ୍ତ ହୋଇ ଜଣେ ଯୁବକ ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ପୁରୀ କଣ୍ଠପୁରର କାଶିପୁର ଗ୍ରାମରେ ଆଜି ଏହି ଘଟଣା ଘଟିଛି।
!-->!-->!-->…
ସବୁ ଜାଗାରେ ୫-ଟିର ଆବଶ୍ୟକତା କଣ? : ବିରୋଧୀ ଦଳ ନେତା
ଭୁବନେଶ୍ବର: ଆଜି ବିଧାନସଭାର ଶୂନ୍ୟକାଳରେ ହଟ୍ଟଗୋଳ ହେବାପରେ ଗୃହ ବାହାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏଥିନେଇ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, ୫-ଟି କହିଲାମାନେ ସେମାନେ କୋଉ ଦିଗକୁ ନେଇଯାଉଛନ୍ତି, ମୁଁ ଜାଣି ପାରୁନି। ୫-ଟିର ସବୁ ଜାଗାରେ ଆବଶ୍ୟକତା କଣ? ଜଣେ କହିଲେ ୫-ଟି!-->…
ରାଜ୍ୟରେ ୨ ଲକ୍ଷ ୨୬ ହଜାର ୫୫୯ ସରକାରୀ ପଦବୀ ଖାଲି ପଡ଼ିଛି: ଅର୍ଥମନ୍ତ୍ରୀ…
ଭୁବନେଶ୍ବର: ରାଜ୍ୟରେ ଏବେ ୨ ଲକ୍ଷ ୨୬ ହଜାର ୫୫୯ଟି ସରକାରୀ ପଦବୀ ଖାଲି ପଡ଼ିଛି ବୋଲି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ସୂଚନା ଦେଇଛନ୍ତି। ଆଜି ଗୃହରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ଏହା କହିଛନ୍ତି। ସେ ଆହୁରି ମଧ୍ୟ!-->…
ଟ୍ରକକୁ ପଛରୁ ପିଟିଲା ପିକ୍ଅପ୍ ଭ୍ୟାନ୍, ଘଟଣାସ୍ଥଳରେ ୨ ମୃତ
ଖୋର୍ଦ୍ଧା : ଟ୍ରକ୍କୁ ପଛରୁ ପିଟିଲା ଭ୍ୟାନ୍। ଘଟଣାସ୍ଥଳରେ ୨ ମୃତ। ଖୋର୍ଦ୍ଧା ଗଙ୍ଗପଡା ପୁରୁଣା ଟୋଲଗେଟ ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ଟ୍ରକଟି ରାସ୍ତା କଡରେ ଛିଡା ହୋଇଥିବାବେଳେ ଏକ ପିକଅପ୍ ଭ୍ୟାନ୍ ପଛ ପଟୁ ଧକ୍କା ଦେଇଥିଲା।
ଘଟଣା ସ୍ଥଳରେ ଅଗ୍ନିଶମ!-->!-->!-->…