Sign in
Sign in
Recover your password.
A password will be e-mailed to you.
ନକଲି ରେଡ୍ରେ ସାମିଲ ଥିବା ୩ ଜଣ ଜିଏସ୍ଟି ଇନ୍ସପେକ୍ଟର ଚାକିରିରୁ ବିଦା
ମୁମ୍ବାଇ : ମହାରାଷ୍ଟ୍ରରେ ଘଟିଛି ବଡ଼ ଘଟଣା। ରାଜ୍ୟର ଦ୍ରବ୍ୟ ଓ ସେବା କର (ଜିଏସ୍ଟି) ବିଭାଗର ମୁଖ୍ୟ ରାଜୀବ ମିତ୍ତଳ ବଡ଼ ପଦକ୍ଷେପ ନେଇଛନ୍ତି। ସେ ନକଲି ରେଡ୍ରେ ସାମିଲ ଥିବା ୩ ଜଣ ଜିଏସ୍ଟି ଇନ୍ସପେକ୍ଟରକୁ ଚାକିରିରୁ ବିଦା କରିଛନ୍ତି। ଏମାନେ ନକଲି ରେଡରେ ସାମିଲ ହେବା ସହ ଜଣେ ବଡ଼!-->…
୪ ବିଚାରପତିଙ୍କୁ ପଦୋନ୍ନତି ଦେବାକୁ ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିସ
ନୂଆଦିଲ୍ଲୀ : ବିଚାରପତି ନିଯୁକ୍ତିକୁ ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଆଜି କଲେଜିୟମ ବଡ଼ ସୁପାରିସ କରିଛନ୍ତି। ୪ ଜଣ ଜିଲ୍ଲା ଜଜଙ୍କୁ ମାଡ୍ରାସ ହାଇକୋର୍ଟର ବିଚାରପତି ଭାବେ ପଦୋନ୍ନତି ଦେବାକୁ ସୁପ୍ରିମକୋର୍ଟ କଲେଜିୟମ କେନ୍ଦ୍ର ସରକାରଙ୍କୁ!-->…
ଭାରତୀୟ ହାଇକମିଶନ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି…
ଲଣ୍ଡନ : ଭାରତ ସରକାର ଯେସାକୁ ତେସା ନୀତି ଆପଣାଇବାରୁ ସମାନ୍ୟ ପଛ ଘୁଞ୍ଚା ଦେଇଛି ବ୍ରିଟେନ। ବିଚ୍ଛନ୍ନତାବାଦୀ ନେତା ଅମ୍ରିତପାଲ ସିଂହ ସପକ୍ଷରେ କିଛି ଲୋକ ଲଣ୍ଡନ ସ୍ଥିତ ଭାରତୀୟ ହାଇକମିଶନ ଆଗରେ ବିକ୍ଷୋଭ କରିବାକୁ ଯୋଜନା କରୁଥିବା ବେଳେ ବ୍ରିଟେନ ପୁଲିସ୍ ପକ୍ଷରୁ ଅଧିକ ସଂଖ୍ୟାରେ!-->…
ଉପାନ୍ତ ଅଞ୍ଚଳରେ ଶ୍ରମିକ ବଦଳେ ମେସିନ୍ କରୁଛି କାମ : ପ୍ରଶାସନ ଏଠି ଧୃତରାଷ୍ଟ୍ର, ଶ୍ରମିକ ଏଠାରେ ଜଳକା…!
ଧର୍ମକୁ ଆଖିଠାର ନୀତି ରେ ମନରେଗା ଯୋଜନା...
ଟିପ୍ପର ଗାଡ଼ି ଧକ୍କାରେ ୬ ମଇଁଷି ମୃତ ସହ ୧ ଆହତ
ମାଲକାନଗିରି ୩୨୬ ନଂ ଜାତୀୟ ରାଜପଥ ଉପରେ ଗତକାଲି ମଧ୍ୟରାତ୍ର ସମୟରେ ଟିପ୍ପର ଗାଡ଼ି ଧକ୍କାରେ ୬ ମଇଁଷି ମୃତ ସହ ଏକ ମଇଁଷି ଗୁରୁତର ଆହତ ହୋଇଛି । ଅଭାବନୀୟ ଘଟଣା କ୍ରମେ ମାଲକାନଗିରି ଜିଲ୍ଲାର ସିନ୍ଧ୍ରିମାଳ ପଞ୍ଚାୟତ ସୋରିଷମାଳା ଗ୍ରାମ ନିକଟ ରାଜରାସ୍ତା ଉପରେ। ସୂଚନା ଅନୁଯାୟୀ!-->!-->!-->…
ଉତ୍କଳ ଆଲୁମିନାର ସିକ୍ୟୁରିଟି ଜି ଏମ ଡମ୍ବୁରୁ ନାଏକ ଗିରଫ…
କାଶୀପୁର : ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଉତ୍କଳଆଲୁମିନା କମ୍ପାନୀର ସିକ୍ୟରିଟି ଜି ଏମ ଡମ୍ବୁରୁ ନାଏକ ଗିରଫ ଅଣ୍ଡିରାକଞ୍ଚ ପୋଲିସ ଉତ୍କଳ ଆଲୁମିନା ପୂର୍ବତନ ଏବଂ ମାସେ ପୂର୍ବରୁ କୋଡ଼ିଙ୍ଗା ମାଳି ହିଣ୍ଡାଲ କୋ ରେ ସୁରକ୍ଷା ଅଧିକାରିଭାବେ କାର୍ଯ୍ୟରତ ଡମ୍ବରୁ ନାଏକ ଙ୍କୁ ଗିରଫ କରି!-->!-->!-->…
ଜିଲ୍ଲା ସ୍ତରୀୟ ବିଶ୍ୱ ବନ ଦିବସ ପାଳିତ, ଉଜୁଡା ଜଙ୍ଗଲର ପୁନରୁଦ୍ଧାର, ଜଙ୍ଗଲ ନିଆଁକୁ ଆୟତକରିବା ପାଇଁ ଗୁରୁତ୍ୱ
ମାଲକାନଗିରି,୨୧।୩ ଆଜି ମାଲକାନଗିରି ଜିଲ୍ଲା ସଦର ମହକୁମା ଖଣ୍ଡୀୟ ବନାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ବିଶ୍ୱ ବନ ଦିବସ ଖଣ୍ଡୀୟ ବନାଧିକାରୀ ପ୍ରତାପ କତାପାଲ୍ଲୀଙ୍କ ତତ୍ୱାବଦାନରେ ଅନୁଷ୍ଠିତ ହୋଇ ଯାଇଛିା କାର୍ଯ୍ୟକ୍ରମରେ ସହକାରୀ ବନ ସଂରକ୍ଷକ କୁନ୍ଦନ ସିଂ, ଅବୈତନିକ!-->!-->!-->…
ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା…
ଫୁଲବାଣୀ:- କନ୍ଧମାଳ ଜିଲ୍ଲା ଘୁ. ଉଦୟିରି ବ୍ଲକ ସ୍ଥିତ ରଟିଙ୍ଗିଆ ଗ୍ରାମ ପଞ୍ଚାୟତର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟ ର!-->!-->!-->…
ଘରୋଇ ସ୍କୁଲ ବସ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର…
ହିଞ୍ଜିଳିକାଟୁ ୨୧।୩ହିଞ୍ଜିଳିକାଟୁ ଶେରଗବ ଥାନା ଅନ୍ତର୍ଗତ ରକ୍ତପଟା ଗ୍ରାମ ନିକଟରେ ଏକ ଘରୋଇ ସ୍କୁଲ ବସ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ମହିଳା ଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ ଚାଳକ ଆହତ ହୋଇଥିବା ଖବର ମିଳିଛି। ମୃତକ ମହିଳା ଜଣକ ହେଲେ ସୋରଡା ଥାନା ନୂଆଗଡ ଗ୍ରାମର!-->…
ଭୁବନେଶ୍ବରରେ ପହଞ୍ଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…
ଭୁବନେଶ୍ବର/ପୁରୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଗସ୍ତ କାଳରେ ସେ ଶ୍ରୀକ୍ଷେତ୍ରରେ ପ୍ରାୟ ୪୮ ଘଣ୍ଟା ବିତାଇବେ। ସେ ୨୨ ତାରିଖ ଅପରାହ୍ ୪ଟାରେ ମହାପ୍ରଭୁଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ। ପରେ ସେ ବଙ୍ଗାଳି!-->…