Sign in
Sign in
Recover your password.
A password will be e-mailed to you.
ଗିରଫ ହୋଇପାରନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
ଆଜି ଗିରଫ ହେବେ ଡୋନାଲ୍ଡ ଟ୍ରମ୍ପ ! ଜଣେ ପର୍ଣ୍ଣ ଷ୍ଟାରଙ୍କୁ କୋଟି କୋଟି ଟଙ୍କା ଦେବା ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଡୁଆ ବଢ଼ିଛି। ତାଙ୍କୁ ପୋଲିସ ଯେକୌଣସି ମୁହୂର୍ତ୍ତରେ ଗିରଫ କରିପାରେ । ଏହାରି ଭିତରେ ସୋମବାର ନ୍ୟୁୟର୍କ ପୁଲିସ ଟ୍ରମ୍ପଙ୍କ ସୁରକ୍ଷା!-->…
କଂଗ୍ରେସରେ ମିଶିବେ ଏମଏଲସି ବାବୁରାଓ…
କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପୂର୍ବରୁ କ୍ଷମତାସୀନ ବିଜେପିକୁ ଲାଗିଛି ଝଟକା। ବିଜେପିର ବିଧାନ ପରିଷଦ(ଏମଏଲସି)ର ସଦସ୍ୟ ବାବୁରାଓ ଚିନଚାନସୁର ଆଜି ଦଳ ଛାଡ଼ିଛନ୍ତି। ସେ ବିଜେପି ଛାଡ଼ି କଂଗ୍ରେସରେ ମିଶିବାକୁ ନିଷ୍ପତ୍ତି ନେଇଛନ୍ତି। ବାବୁରାଓ ବିଜେପିର ଦ୍ୱିତୀୟ ନେତା ଭାବେ ଚଳିତ!-->…
୨୦୨୫ ମସିହା ସୁଦ୍ଧା ଓଡ଼ିଶା ଯକ୍ଷ୍ମା ମୁକ୍ତ ରାଜ୍ୟ ହେବ: ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ…
ଭୁବନେଶ୍ବର: ୨୦୨୫ ମସିହା ସୁଦ୍ଧା ଓଡ଼ିଶା ଯକ୍ଷ୍ମା ମୁକ୍ତ ରାଜ୍ୟ ହେବ। ଖୁବ ଶୀଘ୍ର ରାଜ୍ୟର ସବୁ ବ୍ଲକରେ ଯକ୍ଷ୍ମା ଚିହ୍ନଟ ପାଇଁ ମଡ୍ୟୁଲାର ଡାଇଗୋନୋସିସ୍ ମେସିନ ଉପଲବ୍ଧ ହେବ। ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା!-->…
ଓଡ଼ିଶା-ଆନ୍ଧ୍ର ସୀମାରେ ବ୍ୟାପକ ମାଓ ସାମଗ୍ରୀ ଜବତ…
କୋରାପୁଟ: ବ୍ୟାପକ ମାତ୍ରାରେ ମାଓ ସାମଗ୍ରୀ ଜବତ କରିଛି କୋରାପୁଟ ପୁଲିସ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନାକୁ ଆଧାର କରି କୋରାପୁଟ ଏସ୍ପିଙ୍କ ନିର୍ଦେଶ କ୍ରମେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମାନ୍ତ ଅଞ୍ଚଳରୁ ଏହି ମାଓ ସାମଗ୍ରୀ ଜବତ ହୋଇଛି।
ସର୍ଚ୍ଚ ଅପରେସନରେ ଡିଭିଏଫ୍ ଯବାନ ଓ!-->!-->!-->…
ଦିଲ୍ଲୀ ବଜେଟ୍କୁ ଗୃହ ମନ୍ତ୍ରଣାଳୟର ଅନୁମୋଦନ
ଦିଲ୍ଲୀ ସରକାରଙ୍କ ବଜେଟକୁ ଗୃହ ମନ୍ତ୍ରଣାଳୟ ଅନୁମୋଦନ କରିଛି। ଆଜି ଦିଲ୍ଲୀର ବଜେଟ୍ ବିଧାନସଭାରେ ଉପସ୍ଥାପିତ ହେବାର ଥିଲା, କିନ୍ତୁ ସୋମବାର ଗୃହ ମନ୍ତ୍ରଣାଳୟ ବଜେଟ ଉପରେ ରୋକ୍ ଲଗାଇ ଦେଇଥିଲା। ଏହାପରେ କେଜରିୱାଲ ସରକାର କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲା।
ଏବେ ମଞ୍ଜୁରୀ ମିଳିବା!-->!-->!-->…
ବାଲେଶ୍ୱରରେ ବଡ଼ ଧରଣର ସେକ୍ସ ରାକେଟର ପର୍ଦ୍ଧାଫାଶ
ବାଲେଶ୍ୱର : ବାଲେଶ୍ୱର ପୋଲିସ ଏକ ବଡ଼ ଧରଣର ସେକ୍ସ ରାକେଟର ପର୍ଦ୍ଧାଫାଶ କରିଛି । ସେକ୍ସ ରାକେଟ ସହ ରହିଛି ବାଂଲାଦେଶ ଲିଙ୍କ୍ । ସେକ୍ସ୍ ରାକେଟ ଅଭିଯୋଗ ରେ ବାଲେଶ୍ର ପୋଲିସ ଦ୍ଵାରା ୧୩ ଗିରଫ ହୋଇଥିବା ବେଳେ ବାଲେଶ୍ର ଜିଲ୍ଲା ପୋଲିସ ମୁଖ୍ଯାଳୟରେ ବାଲେଶ୍ର ଏସ ପି!-->…
ବିଜେପି ଭଡ଼ାଟିଆ, ଗଣତନ୍ତ୍ରର ମାଲିକ ନୁହେଁ: ପବନ ଖେଡା…
ବିଜେପି ଗଣତନ୍ତ୍ରର କେବଳ ଜଣେ ଭଡ଼ାଟିଆ। ବିଜେପି ଗଣତନ୍ତ୍ରର ମାଲିକ ନୁହେଁ। ଏଥିସହ ସରକାରଙ୍କୁ ଉତ୍ତରଦାୟୀ କରିବା ଅର୍ଥ ନୁହେଁ ଦେଶକୁ ସମାଲୋଚନା କରିବା। ଆଜି ଏଭଳି ବୟାନ ଦେଇ ବିଜେପି ଉପରେ ବର୍ଷିଛି କଂଗ୍ରେସ।
କଂଗ୍ରେସର ବରିଷ୍ଠ ନେତା ତଥା ମୁଖପାତ୍ର ପବନ ଖେଡା କହିଛନ୍ତି ଯେ!-->!-->!-->…
ସଂସଦରେ ନିଜର ପକ୍ଷ ରଖିବାକୁ ଚାହୁଁଛନ୍ତି ରାହୁଲ ଗାନ୍ଧି, ପୁଣି ବାଚସ୍ପତିଙ୍କୁ ଚିଠି ଲେଖିଲେ…
ଲଣ୍ଡନରେ ଦେଶର ଗଣତନ୍ତ୍ର ଉପରେ ମତ ରଖି ବିଜେପିର ଫାୟାର ରେଞ୍ଜରେ ଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ପୁଣିଥରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖିଛନ୍ତି। ତାଙ୍କ ବିରୋଧରେ ୪ ଜଣ ମନ୍ତ୍ରୀ ଲୋକସଭାରେ ଆଣିଥିବା ଭିତ୍ତିହୀନ ଓ ଏକପାଖିଆ ଅଭିଯୋଗ ସମ୍ପର୍କରେ ରାହୁଲ ପକ୍ଷ!-->…
ବିଜେପିର ପ୍ରଶ୍ନ ୫-ଟି କେମିତି ସିଏମଓ ହେଲେ, ବିଜେଡି ଉଠାଇଲା କେନ୍ଦ୍ରର ୫ କେଜି ଚାଉଳ କାଟିବା ପ୍ରସଙ୍ଗ…
ଭୁବନେଶ୍ବର: ଆଜି ବିଧାନସଭାର ଶୂନ୍ୟକାଳରେ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଥିଲେ, ୫-ଟି କେମିତି ସିଏମଓ ହେଲେ। ସେ ମୁଖ୍ୟମନ୍ତ୍ରୀଙ୍କ ସଚିବ ହୋଇପାରନ୍ତି କିନ୍ତୁ ସିଏମଓ କେମିତି ହେବେ। ଜଣେ ବିଧାୟକ ନିଜକୁ ତାଙ୍କର କ୍ରୀତଦାସ ବୋଲି!-->…
ଆସିଲା ଡିଜେ ଆଜେକ୍ସଙ୍କର ପୋଷ୍ଟମର୍ଟମ ରିପୋର୍ଟ, ଶ୍ୱାସରୁଦ୍ଧରୁ ହୋଇଛି ମୃତ୍ୟୁ
ଭୁବନେଶ୍ୱର: ଶ୍ୱାସରୁଦ୍ଧରୁ ଡିଜେ ଆଜେକ୍ସଙ୍କ ମୃତ୍ୟୁ। ପୋଷ୍ଟମୋର୍ଟମ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ଆଜେକ୍ଚଙ୍କ ବେକରେ ରହିଛି ଦୌଡି ଚିହ୍ନ। ପୋଲିସ ଜବତ କରିଥିବା ମୃତଦେହ ବ୍ୟବଛେଦ ରିପୋର୍ଟରୁ ଏହା ଜଣାପଡିଛି।
ସେପଟେ ଗତ ୧୭ ତାରିଖରେ ପ୍ରେମିକାଙ୍କୁ ଏକାଧିକ ଥର କଲ କରିଥିଲେ!-->!-->!-->…