Sign in
Sign in
Recover your password.
A password will be e-mailed to you.
ଇଚ୍ଛାଧୀନ କୋଟା: ୯୩ ଆବଣ୍ଟନ ବାତିଲ, ୭୯ ଜଣଙ୍କ ବିରୋଧରେ ମାମଲା
ଭୁବନେଶ୍ବର: ୨୦୧୫ ମସିହାରେ ରାଜ୍ୟ କ୍ୟାବିନେଟ ଟାସ୍କ ଫୋର୍ସ ରିପୋର୍ଟକୁ ସରକାର ଅନୁମୋଦନ କରିଛନ୍ତି। ରିପୋର୍ଟ ଆଧାରରେ ବିଡିଏ, ସିଡିଏ ଓ ଓଏସ୍ଏଚ୍ବି ୧୯୯୫ ମସିହାରୁ ଇଚ୍ଛାଧୀନ କୋଟାରେ ଆବଣ୍ଟିତ ପ୍ଲଟ୍-ଘର-ଫ୍ଲାଟ୍କୁ ବାତିଲ କରି ଦିଆଯାଇଛି। ବିଡିଏ, ସିଡିଏ ଓ ଓଏସ୍ଏଚ୍ବିରେ ୧୭୭୬!-->…
ସ୍ତ୍ରୀକୁ ହତ୍ୟା ପରେ ନିଜ ଜୀବନ ହାରିଲା ସ୍ୱାମୀ…
ସୁନ୍ଦରଗଡ଼ : ସୁନ୍ଦରଗଡ଼ ତଲସରା ଥାନା ଡମକୁଡ଼ା ଗାଁରେ ଅଭାବନୀୟ ଘଟଣା । ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ। ପତ୍ନୀର ମୃତଦେହ ଖଟ ଉପରେ ପଡ଼ିଥିବା ବେଳେ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଦେଲା ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।!-->…
ଦିଲ୍ଲୀରେ ପୁଣିଥରେ ଭୂମିକମ୍ପର ଝଟକା, ଲୋକେ ଭୟଭୀତ…
ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣିଥରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଏହି ଝଟକା ସାମାନ୍ୟ ଥିଲେ ବି ଦ୍ବିତୀୟଥର ଭୂମିକମ୍ପ ଝଟକା ପାଇ ଦିଲ୍ଲୀବାସୀ ଭୟଭୀତ ହୋଇଯାଇଛନ୍ତି। ଘର ଭିତରୁ ଲୋକେ ବାହାରକୁ ବାହାରି ଚାଲି ଆସିଥିଲେ। ଏଥିରେ କାହାରି କିଛି କ୍ଷତି ହୋଇ ନଥିବା ଜଣାପଡ଼ିଛି।ମାର୍ଚ୍ଚ!-->…
ଚତୁର୍ଥ ପତ୍ନୀଙ୍କ ଅଭିଯୋଗ ପରେ ରସିକିଆ ଜେଇ ଗିରଫ…
ରାୟଗଡ଼ : ବନ୍ଧା ହେଲେ ରସିକିଆ ଜେଇ। ପୂର୍ତ୍ତ ଓ ଗୃହ ନିର୍ମାଣ ଯନ୍ତ୍ରୀ ଗୋପୀନାଥ କିଷାନଙ୍କୁ ଗିରଫ କରିଛି ରାୟଗଡା ପୋଲିସ। ଗୋପୀନାଥ କିଷାନ ଗୋଟିଏ କି ଦୁଇଟି ନୁହେଁ ଏକା ଥରେ ଚାରି ଚାରି ଜଣଙ୍କୁ ବିବାହ କରିଥିବା ହୋଇଛି ଅଭଯୋଗ । ଆଉ ଏହି ଅଭିଯୋଗ ଆଣିଛନ୍ତି ତାଙ୍କର ଚତୁର୍ଥ!-->…
ସକାଳୁ ସକାଳୁ ଟାଓ୍ଵାର ଉପରେ ଚଢିଗଲେ ଯୁବକ, ୨ ଘଣ୍ଟା ପରେ ଉଦ୍ଧାର
ଭୁବନେଶ୍ୱର : ସକାଳୁ ସକାଳୁ ଟାଓ୍ଵାର ଉପରେ ଚଢିଗଲେ ଯୁବକ । ଦୁଇ ଘଣ୍ଟା ଉପରେ ରହିଲେ । ପୋଲିସକୁ ନାକେଦମ୍ କଲେ ଯୁବକ । ୨ ଘଣ୍ଟା ପରେ ତାଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଭୁବନେଶ୍ୱର ଶିଶୁଭବନ ଛକରେ ଆଜି ସକାଳୁ ଏହି ଘଟଣା ଦେଖିବାକୁ ମିଳିଥିଲା । ହୋର୍ଡିଂ ଉପରେ ଚଢି!-->…
ଦୋଷୀକୁ ସୁଧାରିବାର ସବୁବାଟ ବନ୍ଦହେଲେ ଫାଶୀ ଦଣ୍ଡ ଦିଆଯିବା କଥା…
ନୂଆଦିଲ୍ଲୀ: ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି | ସର୍ବୋଚ୍ଚ କୋର୍ଟ କହିଛନ୍ତି ଯେ ଜଣେ ଦୋଷୀକୁ ସେତେବେଳେ ଫାଶୀ ଦଣ୍ଡ ଦିଆଯିବା କଥା ଯେତେବେଳେ ସେହି ଦୋଷୀକୁ ସୁଧାରିବାର ସମସ୍ତ ଆଶା ସରିଯିବ | ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼,!-->…
ହାଇଦ୍ରାବାଦରେ ନବନିର୍ମିତ ଭବନରେ କାର୍ଯ୍ୟାରମ୍ଭ କଲା ଆମେରିକୀୟ କନ୍ସୁଲେଟ୍
ହାଇଦ୍ରାବାଦ: ହାଇଦ୍ରାବାଦସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର କନ୍ସୁଲେଟ୍ ଜେନେରାଲ୍ ନାନାକରମଗୁଡ଼ାସ୍ଥିତ ନବନିର୍ମିତ ସୌଧରେ କାର୍ଯ୍ୟର ଶୁଭାରମ୍ଭ କରିଛି। ଦକ୍ଷିଣ-ପୂର୍ବ ଏସିଆର ଏହା ସର୍ବବୃହତ ଆମେରିକୀୟ କନସୁଲେଟ୍ କାର୍ଯ୍ୟାଳୟ ବୋଲି ସୂଚନା ରହିଛି।ହାଇଦ୍ରାବାଦସ୍ଥିତ ଯୁକ୍ତରାଷ୍ଟ୍ର!-->…
ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାରଦିନ ରାଷ୍ଟ୍ରପତି ଭବନଠାରେ ବର୍ଷ ୨୦୨୩ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ପଦ୍ମ ପୁରସ୍କାର ବିଜେତାଙ୍କ ନାମ ଗତ ଜାନୁଆରି ୨୫ ତାରିଖରେ କେନ୍ଦ୍ର ସରକାର ଘୋଷଣା କରିଥିଲେ । ଏଥର ୬ ଜଣ ପଦ୍ମ ବିଭୂଷଣ ପାଇଥିବାବେଳେ ୯ ଜଣ ପଦ୍ମ!-->…
ରେଳ ଷ୍ଟେସନରେ ପର୍ଣ୍ଣ କ୍ଲିପ୍ ପ୍ରସାରଣ ଘଟଣା, ଏଜେନ୍ସି ସହ ଚୁକ୍ତି ବାତିଲ…
ପାଟନା : ପାଟନା ରେଳ ଷ୍ଟେସନରେ ଟେଲିଭିଜନ ପରଦାରେ ପ୍ରାୟ ୩ ମିନିଟ୍ ଧରି ଏକ ପର୍ଣ୍ଣ କ୍ଲିପ୍ ପ୍ରସାରିତ ହେବା ଘଟଣା ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ଘଟଣାର ୨ ଦିନ ପରେ ଭାରତୀୟ ରେଳବାଇ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଆପତ୍ତିଜନକ କ୍ଲିପ୍ ପ୍ରସାରଣ ଅଭିଯୋଗରେ!-->…
ଜେଲରୁ ଗଡକରୀଙ୍କ ଅଫିସକୁ ଆସିଲା ଧମକପୂର୍ଣ୍ଣ କଲ୍, ମାଗିଲା ୧୦ କୋଟିର ବଟି…
ନୂଆଦିଲ୍ଲୀ : ପୁଣିଥରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ ଗଡକରୀଙ୍କ ଅଫିସକୁ ଆସିଛି ଧମକପୂର୍ଣ୍ଣ କଲ। କର୍ଣ୍ଣାଟକାର ବେଲାଗାଭି ଜେଲରେ ରହିଥିବା ଜୟେଶ ପୂଜାରୀ ଏପରି କଲ କରିବା ସହ ବଟି ଦେବାକୁ କହିଛି। ପୂର୍ବରୁ ସେ ଜାନୁଆରୀ ୧୪ରେ ମଧ୍ୟ ଗଡ଼କରୀଙ୍କ ଖମଲା ଅଫିସକୁ ଫୋନ କରି ୧୦୦!-->…