Sign in
Sign in
Recover your password.
A password will be e-mailed to you.
ସରକାରଙ୍କ ଜାଗା ମିଶନ ତାଲିକାରେ ଦୁଇମହଲା କୋଠା, ଦୋକାନ ମାଲିକଙ୍କ ନାମ ରହିଛି : ବିଜୟ ପଟ୍ଟନାୟକ
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଜାଗା ମିଶନରେ ଦୁର୍ନୀତି ନେଇ ମତ ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ। ସେ ନିଜର ମତ ରଖି କହିଛନ୍ତି, ‘ସାରା ଓଡ଼ିଶାରେ ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ୧୮ ଲକ୍ଷ ଲୋକ ବସ୍ତିରେ ବସବାସ କରନ୍ତି। ରାଜ୍ୟ ସରକାର ବସ୍ତି ଲୋକଙ୍କୁ ଜାଗା ମିଶନରେ!-->…
ଶିକ୍ଷକ ଅଭାବ ନେଇ ଗୃହରେ ଉଦ୍ବେଗ…
ଭୁବନେଶ୍ବର: ସ୍କୁଲ ରୂପାନ୍ତରୀକରଣକୁ ନେଇ ବିଧାନସଭାରେ ଜୋର୍ଦାର ଆଲୋଚନା ହୋଇଛି। ରାଜ୍ୟରେ ଶିକ୍ଷକ ଅଭାବ ନେଇ ଗୃହରେ ଉଦବେଗ ଦେଖାଦେଇଛି। ଉଭୟ ବିରୋଧୀ ଓ ଶାସକ ଦଳର ବିଧାୟକ ଅଭିଯୋଗ ଆଣିଛନ୍ତି ଯେ ସ୍କୁଲ ରୂପାନ୍ତରିତ ହେଉଛି କିନ୍ତୁ ଶିକ୍ଷକ ନାହାନ୍ତି। ଏ ନେଇ ଅଭିଯୋଗ ଆଣି!-->…
ସର୍ବସାଧାରଣ ସ୍ଥାନକୁ ପୋଷା କୁକୁର ମନା…
ଭୁବନେଶ୍ୱର: ଏଣିକି ରାଜଧାନୀ ରାସ୍ତା କଡ଼ରେ ଝାଡ଼ା ଫେରିପାରିବେନି ପୋଷା କୁକୁର। ଯଦି କୌଣସି ମାଲିକ ତାଙ୍କ କୁକୁରଙ୍କୁ ଏଭଳି କାର୍ଯ୍ୟ କରାଉଥିବାର ନଜର ଆସନ୍ତି, ତାଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଖାଲି ସେତିକି ନୁହେଁ ସର୍ବସାଧାରଣ ସ୍ଥାନକୁ ମଧ୍ଯ ପୋଷା କୁକୁର ନେବାକୁ ମନା।!-->…
ପଞ୍ଜାବର ମୋଗା ଜିଲ୍ଲାରେ ଲୁଚିଛି କି ଅମୃତପାଲ୍.. ?
ଚଣ୍ଡିଗଡ଼ : ଫେରାର ଖଲିସ୍ତାନ ସମର୍ଥକ ଅମୃତପାଲ ସିଂ ପଞ୍ଜାବର ମୋଗା ଜିଲ୍ଲାରେ ଲୁଚି ରହିଥିବା ଅନୁମାନ କରାଯାଉଛି । ସେ ଲୁଚି ରହିଥିବା ନେଇ ପୁଲିସକୁ ସୂତ୍ରରୁ ସୂଚନା ମିଳିଛି। ଏହାପରେ ମୋଗାରେ ପୁଲିସର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ଓ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ଜିଲ୍ଲାର!-->…
ବର୍ଷାଙ୍କ ରିଟ ପିଟିସନକୁ ଖାରଜ କଲେ ହାଇକୋର୍ଟ
କଟକ: ବର୍ଷା-ଅନୁଭବ ମାମଲାର ସୋସିଆଲ ମିଡିଆ ବିବାଦ ପ୍ରସଙ୍ଗରେ ଓଡିଶା ହାଇକୋର୍ଟ ଆଜି ରାୟ ପ୍ରକାଶ କରି ବର୍ଷା ପ୍ରିୟଦର୍ଶୀନୀଙ୍କ ଆବେଦନକୁ ଖାରଜ କରିଛନ୍ତି। ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଗତ ଜାନୁଆରୀ ୬ ତାରିଖରେ ଏହି ମାମଲାର ଶୁଣାଣି ଶେଷ ହୋଇ ରାୟ!-->…
ଏଣିକି ଖଣ୍ଡଗିରି-ଉଦୟଗିରି ରାସ୍ତାରେ ଗଡ଼ିବନି ଗାଡ଼ି
ଭୁବନେଶ୍ବର: ଏଣିକି ଯାନବାହନ ଚଳାଚଳ ପାଇଁ ବନ୍ଦ ରହିବ ଖଣ୍ଡଗିରି-ଉଦୟଗିରି ନିକଟସ୍ଥ ରାସ୍ତା। ଖଣ୍ଡଗିରି ଛକରୁ ଉଦୟଗିରି ନୂଆ ପାର୍କିଂ ଯାଏ ଥିବା ରାସ୍ତାକୁ ବନ୍ଦ କରିଛି ପ୍ରତ୍ନତତ୍ତ୍ୱ ବିଭାଗ।
ପର୍ଯ୍ୟଟକଙ୍କ ଚଳପ୍ରଚଳ ବେଳେ କୌଣସି ପ୍ରକାର ଦୁର୍ଘଟଣାକୁ ଏଡାଇବାକୁ ଦୀର୍ଘ ଦିନରୁ ଏ!-->!-->!-->…
ପୁଣି ଡରାଇଲା କରୋନା! କୋଭିଡ୍ ସ୍ଥିତି ନେଇ ଉଚ୍ଚସ୍ତରୀୟ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦୀ…
ନୂଆଦିଲ୍ଲୀ: ସଂପ୍ରତି ଦେଶରେ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଏକ ଉଚ୍ଚସ୍ତରୀୟ ବୈଠକ କରି ସ୍ଥିତି ଓ ଜନସ୍ୱାସ୍ଥ୍ୟ ପ୍ରସ୍ତୁତିର ସମୀକ୍ଷା କରିବେ।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ, ଭାରତରେ ୧,୧୩୪ ନୂଆ କୋରୋନା!-->…
ଅଜଣା ଗାଡି ଧକ୍କାରେ ମହିଳାଙ୍କ ମୃତ୍ୟୁ…
ଯାଜପୁର : ଆମୁଲାନ୍ସ ନଆସିବାରୁ ଦୁର୍ଘଟଣାରେ ଗୁରୁତର ଆହତ ମହିଳାଙ୍କୁ ଠେଲାରେ ଡାକ୍ତରଖାନା ପର୍ଯ୍ୟନ୍ତ ଆଣିଲେ ପରିବାର ଲୋକେ। ଏହା ପରେ ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ।
ମୃତ ମହିଳା ହେଲେ ଜାରକା!-->!-->!-->…
ଅଧିକ ଧାନ ଓ ଭାଗ ଚାଷୀଙ୍କୁ ନେଇ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ…
ଭୁବନେଶ୍ବର: ଅମଳ ହେଉଥିବା ଅଧିକ ଧାନ ଓ ଭାଗ ଚାଷୀଙ୍କୁ ନେଇ ବିଧାନସଭା ପ୍ରଶ୍ନ କାଳରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମୁହାଁମୁହିଁ ହୋଇଛନ୍ତି।
ନରସିଂହ ମିଶ୍ର କହିଛନ୍ତି, ‘ଓଡ଼ିଶା ଲ୍ୟାଣ୍ଡ ରାଇଟ ଆକ୍ଟ ଅନୁଯାୟୀ ଭାଗ ଚାଷ!-->!-->!-->…
ବିଲକିସ୍ ବାନୋଙ୍କ ପାଇଁ ନ୍ୟାୟ ଆଶା ଉଜ୍ଜଳ: ସ୍ୱତନ୍ତ୍ର ବେଞ୍ଚ ଗଠନ ପାଇଁ ସୁପ୍ରିମକୋର୍ଟ ରାଜି…
ନୂଆଦିଲ୍ଲୀ : ୨୦୦୨ରେ ଗୁଜରାଟର ଗୋଧ୍ରା ଦଙ୍ଗା ସମୟରେ ଗ୍ୟାଙ୍ଗରେପ୍ର ଶିକାର ହୋଇଥିବା ବିଲକିସ୍ ବାନୋଙ୍କ ପାଇଁ ଏକ ସ୍ୱତନ୍ତ୍ର ବେଞ୍ଚ ଗଠନ ପାଇଁ ଶେଷରେ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ପୂର୍ବରୁ ସେହି ସୁପ୍ରିମକୋର୍ଟରୁ ନିରାଶ ହୋଇଥିବା ବିଲକିସ୍ ବାନୋଙ୍କ ପାଇଁ ପୁଣି ଥରେ ନ୍ୟାୟ!-->…