Sign in
Sign in
Recover your password.
A password will be e-mailed to you.
ଦାରିଙ୍ଗବାଡି ଶିଶୁମନ୍ଦିରରେ ରାଷ୍ଟ୍ରୀୟ ନବବର୍ଷ ପାଳନ
ଦାରିଙ୍ଗବାଡି,୨୨/୩ : ଦାରିଙ୍ଗବାଡି ଶିଶୁ ମନ୍ଦିରରେ ଠାରେ ରାଷ୍ଟ୍ରୀୟ ନବବର୍ଷ ପାଳନ ହୋଇଯାଇଛି। କୁନି କୁନି ଶିଶୁ ମାନେ ଭିନ୍ନ ଭିନ୍ନ ବେଶରେ ସଜେଇ ହୋଇ ଏହି ରାଷ୍ଟ୍ରୀୟ ନବବର୍ଷକୁ ପାଳନ କରିଥିଲେ । ଶିଶୁ ମନ୍ଦିରରେ ପୂଜା ପାଠ ହେବା ସହ କୁନି କୁନି ପିଲା ମାନେ ଭିନ୍ନ ଭିନ୍ନ ବେଶରେ!-->…
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କ ଜରିଆରେ ୩ ଦଫା ଦାବୀ ନେଇ ସ୍ମାରକ ପତ୍ର ପ୍ରଦାନ…
ଦାରିଙ୍ଗବାଡ଼ି,୨୨/୩ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ବ୍ଳକର ୨୫ଟି ଗ୍ରାମ ପଞ୍ଚାୟତର ଜନସାଧାରଣ ଭାରତୀୟ ସମ୍ବିଧାନର ମୋୖଳିକ ଅଧିକାର ଧାରା ୨୧ ପ୍ରାବଧାନ ଅନୁସାରେ ସର୍ବନିମ୍ନ ଆବଶ୍ୟକତା ଯଥା ସ୍ୱଚ୍ଛ ପାନୀୟ ଜଳ, କିଶୋରୀ ବାଳିକା ମାନଙ୍କୁ!-->…
ବିଶ୍ବ ଜଳଦିବସ ପାଳିତ…
ଫୁଲବାଣୀ : ବିଶ୍ବ ଜଳ ଦିବସ ପାଳନ ଅବସରରେ ଅନ୍ତରଙ୍ଗ ଯୁବ ମହାସଂଘ ଓ ମହିଳା ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ଘୁ.ଉଦୟଗିରି ବ୍ଲକ ରଟିଙ୍ଗିଆ ପଞ୍ଚାୟତର କଲିନାଯୁ ଡ୍ୟାମରେ ଅନ୍ତରଙ୍ଗ ଯୁବ କ୍ଲବ୍ ଦ୍ଵାରା ପାଳନ କରାଯାଇଛି। ଏହି ଅବସରରେ ଜଳ ସଂରକ୍ଷଣ, ସ୍ୱଚ୍ଛ ଜଳ, ଜଳ ଅପବ୍ୟବହାର ନକରିବା!-->…
ଅଖିଳ ଭାରତୀୟ ସାହିତ୍ୟ ପରିଷଦର ରାଷ୍ଟ୍ରୀୟ ନବବର୍ଷ ପାଳିତ…
ଫୁଲବାଣୀ : ଭାରତୀୟ ସଂସ୍କୃତି ପରମ୍ପରା ଆଧାରରେ ଚୈତ୍ର ଶୁକ୍ଳ ପ୍ରତିପଦା ଦିନ ରାଷ୍ଟ୍ରୀୟ ନବ ବର୍ଷ ପଡିଥାଏ l ଏହି ଦିନ ବ୍ରହ୍ମାଙ୍କ କାଳ ଗଣନା ଆରମ୍ଭ, ଯୁଧିଷ୍ଠିର ଙ୍କ ରାଜ୍ୟାଭିଷେକ, ପ୍ରଭୁ ରାମଚନ୍ଦ୍ରଙ୍କ ରାଜ୍ୟା ଭିଷେକ, ବିକ୍ରମ ସମ୍ବତ ଆରମ୍ଭ, ଯୁଗାବ୍ଦ ଆରମ୍ଭ, ଶକାବ୍ଦ ପ୍ରଚଳନ,!-->…
ଆଧାର କାର୍ଡ ଅଦ୍ୟାତନ କରିବା ଜରୁରୀ…
ଛତ୍ରପୁର : UIDAIଙ୍କ ନିର୍ଦ୍ଦେଶ ମୁତାବକ ସମସ୍ତ ଜନ ସାଧାରଣ ନିଜନିଜର ଆଧାର କାର୍ଡ ଗୁଡିକ ବିନା ମୂଲ୍ୟରେ ଅପଡେସନ୍ ବା ଅଦ୍ୟାତନ କରାଇବା ଜରୁରୀ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଙ୍କ ଅଧ୍ୟକ୍ଷତାରେ ଏକ!-->!-->!-->…
ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ରାଷ୍ଟ୍ରୀୟ ନବବର୍ଷ ପାଳନ
ଦାରିଙ୍ଗବାଡ଼ି, ୨୨/୦୩ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଦାରିଙ୍ଗବାଡ଼ି ଓ ବ୍ରାହ୍ମଣୀଗାଁରେ ରାଷ୍ଟ୍ରୀୟ ନବ ବର୍ଷ ପାଳନ ପାଳିତ ହୋଇଛି। ଏହି ନବ ବର୍ଷ ପାଳନ ଅବସରରେ ବ୍ରାହ୍ମଣୀଗାଁ ଅଞ୍ଚଳର କାଟିଙ୍ଗିଆ, କୁମ୍ଭାରୀଗାଁ, ଝିଞ୍ଜିରିଗୁଡା, ବ୍ରାହ୍ମଣୀଗାଁ, ଗଦାପୁର ସରାମୁଳି!-->…
ଏକାଧିକ ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ…
କାଶିପୁର : ରାୟଗଡା ଜିଲ୍ଲା କାଶିପୁର ବ୍ଲକର ସମସ୍ତ ଗ୍ରାମ ଗୁଡିକରେ ପାନୀୟ ଜଳ, ଅଙ୍ଗନବାଡି ଭିତ୍ତିଭୂମି, କିଶୋରୀ ବାଳିକା ମାନଙ୍କ ପାଇଁ ପୋଷଣ ଯୋଜନା ଲାଗୁ କରିବା ଓ ରାସ୍ତା ଘାଟ ଭଳି ବିଭିନ୍ନ ମୌଳିକ ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବା ନିମନ୍ତେ ଜଣଜାଗରଣ ମଞ୍ଚ ଲୋକ ସଂଗଠନ!-->…
ଗଞ୍ଜେଇ ଭର୍ତ୍ତି ପିକ୍ ଅପ୍ ଭ୍ୟାନ୍ ଜବତ, ଦୁଇ ମାଫିଆ ଫେରାର୍…
ବାଲିଗୁଡ଼ା : ଦିନକୁ ଦିନ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରୁ ବେଆଇନ୍ ଗଞ୍ଜେଇ ଚୋରାଚାଲାଣ ବଢ଼ୁଥିବା ବେଳେ ଗଞ୍ଜେଇ ଚାଲାଣ ରୋକିବା ସହ ମାଫିଆଙ୍କୁ ଧରିବା ପାଇଁ ଜୋରଦାର ପ୍ରଚେଷ୍ଟା ଜାରି ରଖିଛି ପୋଲିସ l ବୁଧବାର ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ନେତୃତ୍ୱରେ ଏକ!-->…
ମହିଳା ଜୀବିକା ସୁରକ୍ଷାମଞ୍ଚ ପକ୍ଷରୁ ଗଣ ଆନ୍ଦୋଳନ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଲକର ବିଭିନ୍ନ ଗ୍ରାମରୁ ମହିଳା ଜୀବିକା ସୁରକ୍ଷା ମଞ୍ଚ ଲୋକ ସଂଗଠନ ରଣ ସଦସ୍ୟ /ସଦସ୍ୟା ଏକାଠି ହୋଇ , ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରବୀଣ କୁମାର ବାଣୁଆ ଙ୍କ ଜରିଆରେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଙ୍କୁ ଫୁଲବାଣୀ ବ୍ଲକର ଥିବା!-->…
ମହାପ୍ରଭୁଙ୍କ ଦର୍ଶନ କଲେ ମମତା ବାନାର୍ଜୀ…
ପୁରୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ସେ ନିଜ କୌଳିକ ଗୁରୁ,କୌଳିକ ପଣ୍ଡା,ଦଇତାପତି ଓ ସମସ୍ତଙ୍କୁ ନେଇ ଦର୍ଶନ ପାଇଁ ଯାଇଥିଲେ । ରତ୍ନସିଂହାସନ ସ୍ଥିତ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ ।!-->…