Sign in
Sign in
Recover your password.
A password will be e-mailed to you.
ଦିନିକିଆ ବିଶ୍ବକପ୍ ଅକ୍ଟୋବର ୫ରୁ: ନଭେମ୍ବର ୧୯ରେ ଫାଇନାଲ୍
୧୦ ଦଳ; ୪୬ ଦିନରେ ୪୮ ମ୍ୟାଚ୍, ୧୨ ଭେନ୍ୟୁ; ଅହମଦାବାଦରେ ଫାଇନାଲ
ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତରେ ଆୟୋଜିତ ହେବାକୁ ଯାଉଥିବା ଦିନିକିଆ (୫୦ ଓଭର ବିଶିଷ୍ଟ) ବିଶ୍ବକପ୍ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବ। ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନଥିଲେ ମଧ୍ୟ ଭାରତୀୟ କ୍ରିକେଟ୍!-->!-->!-->…
ଜେଲ୍ ଯିବେ ମଦୁଆ ଡ୍ରାଇଭର…
ଭୁବନେଶ୍ୱର: ମଦୁଆ ଡ୍ରାଇଭରଙ୍କୁ ସାବାଡ ପାଇଁ ଆଜିଠୁ ବଡ ଅଭିଯାନ । ଆଜିଠାରୁ ସାରା ରାଜ୍ୟରେ ୩ ଦିନ ଧରି ଚାଲିବ ଚେକିଂ । ସୂଚନା ଦେଲେ ପରିବହନ ଏପଫୋର୍ସମେଣ୍ଟ ଅତିରିକ୍ତ କମିଶନର । ଅପରାହ୍ନ ୩ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଚେକିଂ କଡାକଡି ।
ଧରାପଡିଲେ କେବଳ ଜରିମାନା ନୂହେଁ ଜେଲ!-->!-->!-->…
ବେଶ ବଦଳାଇଥିଲା ଅମୃତପାଲ ସିଂହ, ଚିହ୍ନି ନପାରି ନେଇ ଯାଇଥିଲା ଟ୍ରଲିଚାଳକ..
ନୂଆଦିଲ୍ଲୀ: ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ତଥା ‘ୱାରିସ ପଂଜାବ ଦେ’ ମୁଖ୍ୟ ଅମୃତପାଲ ସିଂହକୁ ନେଇ ଖୋଳତାଢ଼ ଏବେ ବି ଜାରି ରହିଛି। ତାକୁ ଗିରଫ କରିବାକୁ ପୁଲିସ ଲଗାତର ଉଦ୍ୟମ ଜାରି ରଖିଛି। ତେବେ ନିକଟରେ ଏକ ମୋଟର ଟ୍ରଲିରେ ଅମୃତପାଲ ପଳାଇ ଯାଇଥିବା ବେଳେ ସେହି ଟ୍ରଲି!-->…
ଆଜିଠୁ ରମଜାନ୍ ମାସ ଆରମ୍ଭ, କାଲି ପ୍ରଥମ ରୋଜା ରଖିବେ ମୁସଲମାନ୍ ଭାଇ ଭଉଣୀ
ଭୁବନେଶ୍ୱର: ଆଜିଠୁ ରମଜାନ୍ ମାସ ଆରମ୍ଭ। ଆସନ୍ତାକାଲି ପ୍ରଥମ ରୋଜା। ପ୍ରତିବର୍ଷ ଏହି ପବିତ୍ର ମାସକୁ ଅପେକ୍ଷା କରି ରହିଥାନ୍ତି ମୁସଲମାନ୍ ସଂପ୍ରଦାୟର ଭାଇ, ଭଉଣୀ। ୩୦ ଦିନ ଯାକ ସମସ୍ତେ କାଷ୍ଠା ଉପବାସ ରଖିଥାନ୍ତି। ସୂର୍ଯ୍ୟୋଦୟ ପୂର୍ବରୁ ସେୟରୀ ତଥା ଖାଦ୍ୟ ଖାଇ ଉପବାସ ରଖନ୍ତି।!-->…
ସଞ୍ଜୟ ରାଉତଙ୍କୁ ସଂସଦରେ ଦଳର ନେତା ପଦରୁ ବହିଷ୍କାର କଲେ ସିନ୍ଦେ…
ମୁମ୍ବାଇ/ ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ସଞ୍ଜୟ ରାଉତଙ୍କୁ ଆଜି (ଗୁରୁବାର) ସଂସଦୀୟ ଦଳର ନେତା ପଦରୁ ବହିଷ୍କାର କରିବା ସହ ଲୋକସଭା ସାଂସଦ ଗଜାନନ କୀର୍ତ୍ତିିକରଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବେ ନିଯୁକ୍ତ କରିଛି।ଲୋକସଭା ବାଚସ୍ପତି!-->…
ଆନନ୍ଦ ଟପ୍ପୋ ହତ୍ୟା ଘଟଣା: ପୁଣି ହାଇକୋର୍ଟରେ ମାମଲା ନିରପେକ୍ଷ ସଂସ୍ଥା ଦ୍ୱାରା ତଦନ୍ତ ଦାବି କଲା ପରିବାର
କଟକ: ଆନନ୍ଦ ଟପ୍ପୋଙ୍କ ହତ୍ୟା ମାମଲାର ପୁନଃ ତଦନ୍ତ ତାଙ୍କ ପାଇଁ ପରିବାର ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ନିରପେକ୍ଷ ସଂସ୍ଥା ଦ୍ୱାରା ଏହି ହତ୍ୟା ଘଟଣାର ତଦନ୍ତ କରିବାକୁ ଆନନ୍ଦଙ୍କ ବାପା ବନ୍ଧନ ଟପ୍ପୋ ହାଇକୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି । ପୂର୍ବରୁ ହାଇକୋର୍ଟ ଏହି ମାମଲାର!-->…
ବେଲପାହାଡ ରେଳ ଷ୍ଟେସନରେ ଟ୍ରେନ ରହଣି ଦାବି
ଝାରସୁଗୁଡ଼ା : ଝାରସୁଗୁଡ଼ା ରେଳ ରୋକ ଆନ୍ଦୋଳନରେ ଆଜି ବେଲପାହାଡ଼ ବନ୍ଦ। ସକାଳ ୭ଟାରୁ ଆରମ୍ଭ ହୋଇଛି ରେଳ ରୋକ ଆନ୍ଦୋଳନ। ବେଲପାହାଡ ଲଖନପୁର ରେଳ ୟୁଜର ଫୋରମ ଏହି ରେଳ ରୋକ ଆନ୍ଦୋଳନ ଡାକରା ଦେଇଛି।
ବେଲପାହାଡ ରେଳ ଷ୍ଟେସନରେ ୯ଟି ଟ୍ରେନର ରହଣି ଦାବିରେ ଏହି ପ୍ରତିବାଦ!-->!-->!-->…
ଆଇଫୋନ-୧୧ ବଦଳରେ ଡେଲିଭର କରିଥିଲେ ସାବୁନ, ଫ୍ଲିପକାର୍ଟ ଉପରେ ଲାଗିଲା ଜରିମାନା…
ନୂଆଦିଲ୍ଲୀ: ଇ-କମର୍ସ କମ୍ପାନି ଫ୍ଲିପକାର୍ଟ ଉପରେ ଲାଗିଲା ଜରିମାନା। ଆଇଫୋନ-୧୧ ବଦଳରେ ସାବୁନ ଡେଲିଭର କରିଥିବାରୁ ୨୫ହଜାର ଟଙ୍କା ଜରିମାନା ଲଗାଇଲେ ଉପଭୋକ୍ତା କମିସନ। ଏହି ଜରିମାନା ଉଭୟ ଫ୍ଲିପକାର୍ଟ ଏବଂ ଅର୍ଡର ଡେଲିଭର କରିଥିବା ଖୁଚୁରା ବ୍ୟବସାୟୀଙ୍କ ଉପରେ ଲଗାଯାଇଛି। ସେବାର ଅଭାବ!-->…
୧୯ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆକ୍ସେଞ୍ଚର
ନୂଆଦିଲ୍ଲୀ : ବିଶ୍ବର ପ୍ରମୁଖ ଟେକନଲୋଜୀ କମ୍ପାନିରେ ଛଟେଇ ଜାରି ରହିଛି । ପୂର୍ବରୁ ମେଟା, ମାଇକ୍ରୋସଫ୍ଟ, ଆମାଜନ, ଟୁଇଟର, ଗୁଗୁଲ ଆଦି କମ୍ପାନି ଛଟେଇ କରିବା ପରେ ଏବେ ଆଇଟି କମ୍ପାନି ଆକସେଞ୍ଚର ମଧ୍ୟ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିବା ସମ୍ପର୍କରେ ଘୋଷଣା କରିଛି ।ଆକ୍ସେଞ୍ଚର!-->…
ୟୁକ୍ରେନ୍ରେ ରୁଷର ଡ୍ରୋନ୍ ମାଡ଼: ଜଣେ ମୃତ, ୩୨ ଆହତ
କିଭ୍ : ୟୁକ୍ରେନ୍ର ଝାପୋରିଝଝିଅର ଅଞ୍ଚଳରେ ଗତକାଲି ରାତିସାରା ରୁଷ ପକ୍ଷରୁ ଡ୍ରୋନ୍ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ଗୋଟିଏ ଅଟ୍ଟାଳିକା ଧ୍ୱଂଶ ହୋଇଥିବା ବେଳେ ଜଣକର ମୃତ୍ୟୁ ଘଟିଛି। ସେହିପରି ଆକ୍ରମଣରେ ୩୩ ଜଣ ଆହତ ହୋଇଛନ୍ତି। ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ବିଦାୟ ଦେବା!-->…