Sign in
Sign in
Recover your password.
A password will be e-mailed to you.
ମୋଦିଙ୍କ ପରେ କେଜ୍ରିୱାଲ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବିରୋଧି ପୋଷ୍ଟର
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିରୋଧୀ ପୋଷ୍ଟର। ପ୍ରଥରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ମୋଦି ହଟାଉ ପୋଷ୍ଟର ଲାଗିଥିବା ବେଳେ ଏବେ କେଜ୍ରିୱାଲ ବିରୋଧୀ ପୋଷ୍ଟର ଲାଗିବା ଦିଲ୍ଲୀ ରାଜନୀତିକୁ ସରଗରମ କରିଛି। ଦିଲ୍ଲୀ ମଣ୍ଡି!-->…
ବେଆଇନ୍ ଦରଘାକୁ ଉଚ୍ଛେଦ କଲା ବିଏମସି
ମୁମ୍ବାଇ : ମୁମ୍ବାଇର ବ୍ରିହାନମୁମ୍ବାଇ ମୁନ୍ସିପାଲ କର୍ପୋରେଶନ(ବିଏମସି) ଗୁରୁବାର ମହିମ ଇଲାକାରେ ଏକ ବେଆଇନ୍ ଦରଘାକୁ ଉଚ୍ଛେଦ କରିଛି। ଏମଏନ୍ଏସ ମୁଖ୍ୟ ରାଜ ଠାକରେ ଏହି ନିର୍ମାଣଟି ସରକାରୀ ଜମିକୁ ବେଆଇନ ଜବରଦଖଲ କରାଯାଇ ଗଢ଼ିଉଠିଥିବା ଅଭିଯୋଗ ଆଣିଥିଲେ। ଏହା ପରେ ବିଏମସି ପକ୍ଷରୁ!-->…
ଜେଲରେ ଥିବା ସିଦ୍ଧୁଙ୍କ ପତ୍ନୀଙ୍କୁ କ୍ୟାନସର, ଇମୋସନାଲ ହୋଇ ଟ୍ୱିଟ କଲେ
ଚଣ୍ଡୀଗଡ଼ : କ୍ରିକେଟରରୁ ରାଜନେତା ବନିଥିବା ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର ଷ୍ଟେଜ ୨ କ୍ୟାନସର ରୋଗରେ ପୀଡ଼ିତ। ସେ ଏହି ଖବରକୁ ଟ୍ୱିଟ କରି ସମସ୍ତଙ୍କୁ ସୂଚନା ଦେଇଛନ୍ତି। ସେହିପରି ତାଙ୍କର ଏପରି ସମୟରେ ସିଦ୍ଧୁ ଜେଲରେ ଥିବାରୁ କୌର ଭାବପ୍ରବଣ ହୋଇ ଉଠିଛନ୍ତି। ସେ ଲେଖିଛନ୍ତି,!-->…
ରାହୁଲଙ୍କୁ ଏବେ ଉପର କୋର୍ଟ ଭରସା, ନଚେତ ୮ ବର୍ଷ ଯାଏ ଲଢ଼ିପାରିବେନି ନିର୍ବାଚନ
ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ୨୦୧୯ ମସିହା ଅପରାଧିକ ମାନହାନୀ ମାମଲାରେ ଆଜି ଗୁଜରାଟର ଗୋଟିଏ କୋର୍ଟ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ତାଙ୍କୁ ଜାମିନ ମିଳିଛି ଓ ଏହି ରାୟକୁ ଚ୍ୟାଲେଞ୍ଜ କରିବା ପାଇଁ ରାହୁଲଙ୍କୁ ୩୦ ଦିନର ସମୟ ମିଳିଛି। କଂଗ୍ରେସ ମଧ୍ୟ!-->…
ଫଡନାଭିସ-ଉଦ୍ଧବ ଠାକରେ, ପରସ୍ପରକୁ ଚାହଁଲେ କଥା ବି ହେଲେ
ମୁମ୍ବାଇ : ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ଶିବସେନା(ଉଦ୍ଧବ ବାଲାସାହେବ ଠାକେର)ର ନେତା ଉଦ୍ଧବ ଠାକରେଙ୍କୁ ଆଜି ଗୋଟିଏ କ୍ୟାମେରା ଫ୍ରେମରେ ଦେଖିବାକୁ ମିଳିଛି। ସେମାନେ ପରସ୍ପରକୁ ଦେଖି ସ୍ମିତ ହାସ୍ୟ ଦେବା ସହ କଥା ମଧ୍ୟ ହୋଇଛନ୍ତି।ଉଭୟ ନେତା ବିଧାନସଭାକୁ!-->…
ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ଉଦଘାଟିତ…
ସୁନ୍ଦରଗଡ଼: ସ୍ଥାନୀୟ ପ୍ରଗତି ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ଉଦଘାଟିତ ହୋଇଯାଇଛି I ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପୋଷଣ ପକ୍ଷ କୁ ଉଦଘାଟନ କରିଥିଲେ Iଏହି ପୋଷଣ ପକ୍ଷ ଚଳିତ ମାର୍ଚ୍ଚ ମାସ 20 ତାରିଖ ରୁ ଆରମ୍ଭ ହୋଇ ଏପ୍ରିଲ!-->!-->!-->…
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେବା ଯୋଗାଉଛନ୍ତି ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଟିମ…
ମାଲକାନଗିରି, ୨୨।୩ ମାଲକାନଗିରି ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟ ରେ ରାଜ୍ୟସରକାର ନୂତନ ପଦକ୍ଷେପ ନେଇଥିବା ବେଳେ ବିଗତ ଦିନରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି ସେବା ଯୋଗୁଁ ଅନେକ ଗୁରୁତ୍ତର ରୋଗୀ ସୁସ୍ଥ ହୋଇଥିବା!-->…
ନାବାଳିକାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ…
ହିଞ୍ଜିଳିକାଟୁ (୨୨।୩) : ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ହିଞ୍ଜିଳି ପୁଲିସ୍ ଥାନା ଅଧୀନ ବଳରାମ ସାହୁ (୨୧)କୁ ଗିରଫ କରିଛି। ପୁଲିସ୍ ନାବାଳିକାର ଡାକ୍ତରୀମାଇନା କରାଇବା ସହ ଏନେଇ ପୋକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଥିବା ଜଣାଯାଇଛି।। ତେବେ ନାବାଳିକାଙ୍କୁ!-->…
ପତ୍ନୀକୁ ହତ୍ୟାପରେ ସ୍ୱାମୀର ଆତ୍ମହତ୍ୟା…
ସୁନ୍ଦରଗଡ଼/ସବ୍ଡେଗା : ସୁନ୍ଦରଗଡ଼ ଜିଲା ସବ୍ଡେଗା ବ୍ଲକ ଡମକୁଡ଼ା ଗ୍ରାମର ଗାନ୍ଧୀପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସାତଜନ୍ମ ପର୍ଯ୍ୟନ୍ତ ସାଥୀ କରି ରଖିବା ପ୍ରତିଜ୍ଞା ଭାସି ଯାଇଛି ପାରିବାରିକ ଅଶାନ୍ତିରେ।ସ୍ତ୍ରୀ ରେଶମା ଡନସନା(୨୦)ଙ୍କ ମୁହଁରେ ତକିଆ ପକାଇ ହତ୍ୟା କରିଥିଲେ!-->…
ବିଶ୍ଵ ବନଦିବସ : ଜିଲ୍ଲାସ୍ତରରେ ବଇଦପାଲି, ରାଜ୍ୟସ୍ତରରେ କୁଳିପୋଷ ଓ ଵଣାଇଁ ପୁରସ୍କୃତ
ସୁନ୍ଦରଗଡ଼ /ଵଣାଇଁଗଡ : ସାରା ବିଶ୍ବରେ ବନ ଦିବସ ଭାବେ ପାଳନ କରାଯାଉଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ବିକାଶ ଭବନ ଠାରେ ଆଜି ଜିଲ୍ଲା ସ୍ତରୀୟ ବିଶ୍ଵ ବନ ଦିବସ ପାଳିତ ହୋଇଯାଇଛି I ଏହି ଅବସରରେ ରାଉରକେଲା ଵନମଣ୍ଡଳ ର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡଃ. ଅରୁଣ କୁମାର ମିଶ୍ର ମୁଖ୍ୟ ଅତିଥି!-->…