Sign in
Sign in
Recover your password.
A password will be e-mailed to you.
ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ
ମାଲକାନଗିରି (୨୩/୦୩) : ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରତ୍ନାକର ସାହୁ ଯୋଗ ଦେଇଥିବା ବେଳେ!-->…
ମାଷ୍ଟରଟ୍ରେନର ତାଲିମ ନେଲେ କନ୍ଧମାଳର ତିନିଛାତ୍ରୀ
ଶଙ୍କରାଖୋଲ : ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାନଙ୍କରେ ଅଧ୍ୟୟନରତ ଏକାଦଶ ଶ୍ରେଣୀର ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ବିଷୟରେ ତାଲିମ ଦେବା ନିମିତ ମାଷ୍ଟର ଟ୍ରେନର ମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ତରଫରୁ ଭୁବନେଶ୍ବର!-->…
କନ୍ଧମାଳ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ପାଇଁ ଚେତାବନୀ
ଫୁଲବାଣୀ : ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ରାଜ୍ୟ ଶାଖାର ଆହ୍ୱାନ କ୍ରମେ କନ୍ଧମାଳ ଜିଲ୍ଲାର କୋଣ ଅନୁକୋଣରେ ବିଭନ୍ନ ସରକାରୀ ଦପ୍ତର ମାନଙ୍କରେ ଆଉଟ ସୋର୍ସଙ୍ଗ ମଧ୍ଯମରେ କାର୍ଯ୍ୟରତ୍ତ ଥିବା ବିଭିନ୍ନ ବର୍ଗର କର୍ମଚାରୀମାନେ ନିଜ ନିଜ ବିଭାଗରେ ସମୂହ ଛୁଟି ଦରଖାସ୍ତ ନିଜ!-->…
ଦାରିଙ୍ଗବାଡ଼ିଠାରେ ପଞ୍ଚାୟତସ୍ତରୀୟ ସମବାୟ ସମିତି ବ୍ୟାଙ୍କି ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
ଦାରିଙ୍ଗବାଡ଼ି,୨୩/୩ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସମବାୟ ସମିତି ପକ୍ଷରୁ ପ୍ରଥମ ଥର ଚାଷୀଙ୍କ ପାଇଁ ପଞ୍ଚାୟତ ସ୍ତରୀୟ ଆର୍ଥିକ ସ୍ୱାକ୍ଷରତା, ସମବାୟ ବ୍ୟାଙ୍କ ସେବା ଓ ଋଣ କର୍ମଶାଳା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏହି କାର୍ଯ୍ୟକ୍ରମରେ ସମବାୟ ସମିତିର ଉପ ସଭାପତି!-->…
ସର୍ବଭାରତୀୟସ୍ତରରେ ଜାତୀୟ କଂଗ୍ରେସ ପଦବୀରେ ସୁଶ୍ରୀ ହରବତୀ
ଉମରକୋଟ : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକର ସୁଶ୍ରୀ ହରବତୀ ଗଣ୍ଡ ଙ୍କୁ ମଙ୍ଗଳବାର ଦିନ ସର୍ବ ଭାରତୀୟ ସ୍ତରରେ ଜାତୀୟ କଂଗ୍ରେସର ପଦବୀରେ ପଦ ଅଳଙ୍କୃତ କରିବା ପାଇଁ ମନୋନୀତ ହୋଇଛନ୍ତି | ତାଙ୍କୁ ଏହି ପଦବୀ ମିଳିଥିବାରୁ ତାଙ୍କର ସମର୍ଥକମାନଙ୍କ ଭିତରେ ଖୁସିର ବାତାବରଣ ସହ ଆନନ୍ଦ!-->…
ଓଡିଶାର ଆତିଥ୍ୟ ଅତି ଉଚ୍ଚକୋଟିର, ମୋତେ ବହୁତ ଖୁସି ଲାଗିଲା: ମମତା ବାନାର୍ଜୀ
ଭୁବନେଶ୍ବର: ନବୀନ ନିବାସରେ ମମତା-ନବୀନ ଭେଟଘାଟ।ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି ମମତା ବାନାର୍ଜୀ । ନବୀନ ପଟ୍ଟନାୟକ ଜଣେ ବଡ଼ ନେତା । ନବୀନଙ୍କ ଅତିଥେୟତାକୁ ପ୍ରଶଂସା କରିଛନ୍ତି ମମତା ବାନାର୍ଜୀ। ଓଡ଼ିଶାରେ ଝଡ଼ ଆସିଲେ ପଶ୍ଚିମବଙ୍ଗରେ!-->…
ଠାକୁରାଣୀ ଯାତ୍ରା ଲାଗି ଅସ୍ଥାୟୀ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ
ବ୍ରହ୍ମପୁର : ଆସନ୍ତା ମାସ ଏପ୍ରିଲ ୪ ତାରିଖ ରେ ବ୍ରହ୍ମପୁରର ବିଶ୍ବ ପ୍ରସିଦ୍ଧ ଦ୍ବିବାର୍ଷିକ ମା ବୁଢୀ ସାମନ୍ତାଣୀ ଠାକୁରାଣୀ ଯାତ୍ରା ଆରମ୍ଭ ହେବ। ପ୍ରତି ଦୁଇ ବର୍ଷ କୁ ଥରେ ଅନୁଷ୍ଠିତ ଏହି ଯାତ୍ରା ମା ଙ୍କ ବାପଘର ସ୍ଥାନୀୟ ଦେଶୀ ବେହେରା ସାହିକୁ ଆସିବେ। ଏଥି ନିମନ୍ତେ ଅସ୍ଥାୟୀ!-->…
ପ୍ରସିଦ୍ଧ ମାଁ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ
ବ୍ରହ୍ମପୁର : ଉପଜିଲ୍ଲାପାଳ ଆଶୁତୋଷ କୁଳକରଣୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ଏବଂ ଯାତ୍ର ପରିଚାଳନା ମୁଖ୍ୟ ପି. ଦୁର୍ଗା ପ୍ରସାଦ ଦେଶିବେହେରା ଓ କମିଟି ସଭ୍ୟ ମାନେ ଅଂଶଗ୍ରହଣ କରିଥିଲେ।ଆସନ୍ତା ଏପ୍ରିଲ ୪ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ!-->…
ବାଇକକୁ ଧକ୍କା ଦେଲା କାର : ଜଣେ ମୃତ
କାଶିପୁର : ରାୟଗଡା ଜିଲ୍ଲା କାଶିପୁର ବ୍ଲକ୍ ଟିକିରି ଥାନା ଅନ୍ତର୍ଗତ କାଳିଆପଡା ଘାଟିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି ।ଏକ ବୁଲେଟ କୁ ଏକ ଡଷ୍ଟର କାର ଦେବା ଫୋଳରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି ମାଇକଞ୍ଚ ପଞ୍ଚାୟତଅନ୍ତର୍ଗତ ପାଇକକୁପାଖାଲ ଗ୍ରାମର ଲକ୍ଷ୍ମଣ!-->…
୨୮ ଯାଏ ବର୍ଷା ସମ୍ଭାବନା, ୮ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି…
ଭୁବନେଶ୍ୱର : ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ୨୮ ଯାଏ ବର୍ଷା ସମ୍ଭାବନା । ରାଜ୍ୟର ଏକାଧିକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଆଜି ପାଇଁ ୮ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ ଜିଲ୍ଲାକୁ ୟେଲୋ!-->…