କିଆବୁଦାରୁ ମୃତଦେହ ଉଦ୍ଧାର : ହତ୍ୟା କି ଆତ୍ମହତ୍ୟା ସନ୍ଦେହ…

ଛତ୍ରପୁର : ଚମାଖଣ୍ଡି ଥାନା ଅନ୍ତର୍ଗତ ଡୁବୁଲି ଛକ ନିକଟ କୋଷ୍ଟ ଗାର୍ଡ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ପାଶ୍ୱର୍ ଏକ କିଆବୁଦାରୁ ଜଣେ ଯୁବକଙ୍କ ମୃତ ଦେହ ପଡିଥିବା ଦେଖିବାକୁ ମିଳିଛି । ମୃତକ ଜଣକ ଆର୍ଯ୍ୟପଲ୍ଲୀ ଓଡିଆରପି କଲୋନୀର ଏ. ଚନ୍ଦ୍ରେୟା (୩୫) ବୋଲି ସୂଚନା ମିଳିଛି । ଗୁରୁବାର ସକାଳୁ

ରୁକୁଣୀଗାଁ ସେବା ସମବାୟ ସମିତିର ବ୍ୟାଙ୍କିଙ୍ଗ ଓ ଋଣ କର୍ମଶାଳା…

ଛତ୍ରପୁର : ଛତ୍ରପୁର ବ୍ଲକ ବଉଳଗାଁ ପଞ୍ଚାୟତର ରୁକୁଣୀ ଗାଁ ସେବା ସମବାୟ ସମିତି ପକ୍ଷରୁ ପଞ୍ଚାୟତସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ସମିତିର ସଭାପତି ଅlଦିକନ୍ଧ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଛତ୍ରପୁର ସମବାୟ ସମିତିର ସହକାରୀ

କୋର୍ଟ ଷ୍ଟେସନ୍ ନିକଟ ରେଳପଥରୁ ଯୁବକର ମୃତ ଦେହ ଉଦ୍ଧାର…

ଛତ୍ରପୁର : ଛତ୍ରପୁର କୋର୍ଟ ଷ୍ଟେସନ୍ ନିକଟ ରେଳପଥରୁ ଜଣେ ଯୁବକର ମୃତ ଦେହ ଉଦ୍ଧାର କରିଛି ଛତ୍ରପୁର ରେଳବାଇ ଥାନା ପୋଲିସ୍ । ମୃତ ଯୁବକ ଜଣକ ଛତ୍ରପୁର ବଡ ରେଡ୍ଡିକା ସାହିର ନବୀନ ବେହେରାଙ୍କ ପୁତ୍ର ବିଦ୍ୟାଧର ବେହେରା (୨୦) ବୋଲି ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଛତ୍ରପୁର

ଦାରିଙ୍ଗବାଡ଼ି ବ୍ଲକର ଏକାଧିକ ସରପଞ୍ଚ ବିଭିନ୍ନ ସମସ୍ୟା ନେଇ ଉପ-ଜିଲ୍ଲାପାଳଙ୍କୁ ଭେଟିଲେ

ଦାରିଙ୍ଗବାଡି,୨୩/୩ : ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ନେଇ ଦାରିଙ୍ଗବାଡି ବ୍ଲକର ଏକାଧିକ ପଞ୍ଚାୟତର ସରପଞ୍ଚ ବାଲିଗୁଡା ଉପ-ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ର ମଧ୍ୟରେ ରହିଛି ଅନେକ ସମସ୍ୟା। ମାସକୁ ଦିଆଯାଉଥିବା

ବିଏସଏଫ ପକ୍ଷରୁ ସର୍ଚ୍ଚ ଅପରେସନ ସମୟରେ ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି, ୨୩।୩ ମାଲକାନଗିରି ଜିଲ୍ଲା ବାଲିମେଲା ରିଜର୍ଭ ଜଙ୍ଗଲରୁ ସର୍ଚ ଅପରେସନ ବେଳେ ଅନେକ ମାଓ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଜବତ । ମିଳିଥିବା ସୂଚନା ଅନୁଯାୟୀ ଅନୁକୂଳ ବାତାବରଣ କାରଣରୁ ବାଲିମେଲା ରିଜର୍ଭ ଜଙ୍ଗଲ ମାଓବାଦୀଙ୍କ ପାଇଁ ନିରାପଦ ସ୍ଥାନ ହୋଇ ଥିବାରୁ ଏହି ଅଞ୍ଚଳରେ ମାଓ

ପ୍ରେମ ଜନିତ ଘଟଣାକୁ କେନ୍ଦ୍ର କରି ଗ୍ରାମ ବାସୀଙ୍କ ପ୍ରଜାକୋର୍ଟ : ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ୩୨,୦୦୦…

ଉମରକୋଟ (୨୩/୦୩/୨୦୨୩) ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ବୋବେଇ ପଞ୍ଚାୟତ ବିରିପୁର ଗ୍ରାମରେ ଏକ ଅଭାବିନିୟ ଘଟଣା ଯାହାର ଭିଡିଓ ଭାଇରଲ ହୋଇ ନିନ୍ଦନିୟ ବିଷୟ ପାଲଟିଛି l ସୂଚନା ଥାଉକି ବିରିପୁର ଡିଏନକେ ୩୧/ଏ ଗ୍ରାମବାସୀଙ୍କ ଦ୍ଵାରା ମାଓବାଦୀ ଙ୍କ ପରି ପ୍ରଜା କୋର୍ଟ

ବ୍ରହ୍ମପୁର ମହାନଗରକୁ ପ୍ରଗତିଶୀଳ ଓ ବୃହତ୍ତର ସହର କରିବା ପାଇଁ ଦାବୀ ଜଣାଇଲା ବିଜେପି

ବ୍ରହ୍ମପୁର : ବ୍ରହ୍ମପୁର ସହରକୁ ପ୍ରଗତିଶୀଳ ଓ ବୃହତ୍ତର ସହର କରିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ରହ୍ମପୁର ଉନ୍ନୟନ ପରିଷଦ ଅଧ୍ୟକ୍ଷଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ବ୍ରହ୍ମପୁର ମ୍ୟୁନିସିପାଲଟି ୧୯୭୦ ମସିହାରୁ ମାଷ୍ଟର ପ୍ଲାନ୍ କରାଯାଇଥିଲେ ସୁଦ୍ଧା ତାହା ଆଜି

ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଶିଶୁ ସୁରକ୍ଷା କର୍ମଶାଳା

ବ୍ରହ୍ମପୁର : ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଶିଶୁ ସୁରକ୍ଷା କର୍ମଶାଳା ବ୍ରହ୍ମପୁର ସ୍ଥିତ ରାଜସ୍ୱ ଡାକବଙ୍ଗଳl ଠାରେ ଆୟୋଜିତ ହୋଇଯାଇଛି । ବ୍ରହ୍ମପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳା ରେ ମୁଖ୍ୟ ଅତିଥି ରୂପେ

ମିଲ୍କ ମୁଁ କ୍ଷୀର କମ୍ପାନୀ ନାମରେ ଗୁରୁତର ଅଭିଯୋଗ : କ୍ଷୀରରେ ଲୁଗା ସଫା ପାଉଡର ଭଳି ଦୁର୍ଗନ୍ଧ ବାହାରୁଛି

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ବିକ୍ରି ହେଉଥିବା ମିଲ୍କ ମନ୍ତ୍ରା ଡାଏରୀ ପ୍ରାଇଭେଟ ଲିମିଟେଡ଼ ଦ୍ୱାରା ପ୍ରସ୍ତୁତ ହେଉଥିବା ବିଭିନ୍ନ ଜିନିଷ କୁ ନେଇ ଏକ ଗୁରୁତର ଅଭିଯୋଗ ହସ୍ତଗତ ହୋଇଛି l ପ୍ରକାଶ ଯେ,ଏହି କମ୍ପାନୀ ଦ୍ୱାରା ପ୍ରସ୍ତୁତ ହେଉଥିବା କ୍ଷୀର, ଦହି, ପନିର, ରେ

ଆଦିବାସୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତର କ୍ୟାରିୟର ଗଠନ ଦିଗରେ ବିଶେଷ ସହାୟକ ହେଉଛି ‘ହାଇସ୍କୁଲ ରୂପାନ୍ତରଣ…

ସୁନ୍ଦରଗଡ଼ : ‘‘ଆଗରୁ ଆମେ ପୁରୁଣା ଡେସ୍କ ବେଞ୍ଚରେ ବସୁଥିଲୁ। ଶିକ୍ଷକମାନେ କଳାପଟାରେ ପାଠ ବୁଝାଉଥିଲେ। କିନ୍ତୁ ଏବେ ଆମେ ସ୍ମାର୍ଟ କ୍ଲାସରୁମରେ ବସିବା ସହ ସ୍ମାର୍ଟ ବୋର୍ଡ ମାଧ୍ୟମରେ ପାଠ ପଢୁଛୁ। ଫଳରେ ପାଠ ବୁଝିବା ସହଜ ହେଉଛି’’, କହନ୍ତି ସୁନ୍ଦରଗଡ଼ ଜିଲ୍ଲା ମେଘଡେଗା ସରକାରୀ