Sign in
Sign in
Recover your password.
A password will be e-mailed to you.
ଦନ୍ତାହାତୀ ପାଇଁ ପ୍ରଥମ ଥର ରାତିରେ ଅଦାଲତ ଚଳାଇଲେ କେରଳ ହାଇକୋର୍ଟ…
ତିରୁଅନନ୍ତପୁରମ୍: ବନ୍ୟପ୍ରାଣୀ ଅଧିକାର ସୁରକ୍ଷିତ କରିବା ଏବଂ ଗୋଠଖଣ୍ଡିଆ ଦୁଷ୍ଟ ଦନ୍ତାହାତୀ ‘ଅରିକୋମ୍ବନ୍’କୁ ଧରିବା ଅଭିଯାନ ମାର୍ଚ ୨୦ ତାରିଖ ପର୍ଯ୍ୟନ୍ତ ବାତିଲ କରିବା ନିମନ୍ତେ ଆଗତ ପିଟିସନ୍ଗୁଡ଼ିକର ଶୁଣାଣି କରିବା ଲାଗି ପ୍ରଥମ ଥର ପାଇଁ କେରଳ ହାଇକୋର୍ଟ ରାତିରେ ଏକ ବିଶେଷ!-->…
ଅପପୁଷ୍ଟି ପ୍ରସଙ୍ଗକୁ ନେଇ ବିଧାନସଭା ହୁଲସ୍ତୁଲ: ଶାସକ-ବିରୋଧୀ ମୁହାଁମୁହିଁ
ଭୁବନେଶ୍ୱର: ଅପପୁଷ୍ଟି ପ୍ରସଙ୍ଗକୁ ନେଇ ଆସି ବିଧାନସଭା ହୁଲସ୍ତୁଲ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଜି ବିଧାନସଭାରେ କଳିଙ୍ଗନଗର ଅପପୃଷ୍ଟି ପ୍ରସଙ୍ଗ ଉଠାଇବା ପରେ ଏହାର ଜବାବ ରଖିଥିଲେ ଶାସକ ଦଳ ବିଧାୟକ ଅମର ଶତପଥୀ। ଏହାକୁ ନେଇ ବିଧାନସଭା ଆଜି କମ୍ପିଥିଲା ।
ବିରୋଧୀ ଦଳ!-->!-->!-->…
ଦୁଇ ଅନାଥ ପିଲାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ କାଲିଫର୍ଣ୍ଣିଆ ଦମ୍ପତି
ଯାଜପୁର: ଦୁଇ ଅନାଥ ପିଲାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ବିଦେଶୀ ଦମ୍ପତି। ଯାଜପୁର ଜିଲ୍ଲା ବଡ଼ଚଣାର ବୁଢ଼ାକେନ୍ଦୁଆସ୍ଥିତ ନେସନ୍ ଅନୁଷ୍ଠାନରେ ପହଞ୍ଚିଥିଲେ ସୁଦୂର କର୍ଲିଫର୍ଣିଆର ଡକ୍ଟର ଦମ୍ପତି ଷ୍ଟିଫେନ ଥାଡିଅସ ଓ ଫତିମା ନଥାନ ଫଙ୍କ। ଉଭୟ ଦମ୍ପତି କାର୍ଲିଫର୍ଣ୍ଣିଆରେ!-->…
ଏଣିକି ଏକ ଘଣ୍ଟାର ଯାତ୍ରା ୧୬ ମିନିଟରେ ହେବ ଶେଷ, ପ୍ରତି ଘଣ୍ଟାରେ ୬୦୦୦ଯାତ୍ରୀ କରି ପାରିବେ ଯାତ୍ରା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ବାରାଣସୀରେ ୧୭୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପ ମଧ୍ୟରେ ଏକ ରୋପୱେ ବି ସାମିଲ ରହିଛି।ଏହି ରୋପୱେ ବାରାଣସୀ କ୍ୟାଣ୍ଟନମେଣ୍ଟ ଷ୍ଟେସନରୁ ଗୋଦାଲିଆ!-->…
ବିଶ୍ୱ ଯକ୍ଷ୍ମା ଦିବସ: ପୁରୀ ବେଳାଭୂମିରେ ‘ୟେସ ଉଈ କ୍ୟାନ ଉଇନ ଟିବିର’ ବାର୍ତ୍ତା ଦେଲେ ବାଲୁକାଶିଳ୍ପୀ ସୁଦର୍ଶନ…
ପୁରୀ: ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ୟେସ ଉଈ କ୍ୟାନ ଉଇନ ଟିବିର ବାର୍ତ୍ତା ଦେଲେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ୬ଟନ ବାଲିରେ ଏହି ବାଲୁକା ଭାସ୍କର୍ଯ୍ୟକୁ ବେଳାଭୂମିରେ ପ୍ରସ୍ତୁତ କରିଛନ୍ତି ସୁଦର୍ଶନ । ଆଜି ମାର୍ଚ୍ଚ ୨୪କୁ ସାରା ବିଶ୍ୱରେ ଯକ୍ଷ୍ମା!-->…
ଦିଲ୍ଲୀ ଦଙ୍ଗା ଘଟଣା: ତାହିର ହୁସେନଙ୍କ ନାଁରେ ହତ୍ୟା ଚାର୍ଜ ଫ୍ରେମ କଲେ କୋର୍ଟ
ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ଦିଲ୍ଲୀ ଦଙ୍ଗା ଘଟଣାରେ କାରକରଡୁମା କୋର୍ଟ ଆଜି ଆପ୍ର ପୂର୍ବତନ ବିଧାୟକ ତାହିର ହୁସେନ ଓ ଅନ୍ୟ ୧୦ ଜଣଙ୍କ ନାଁରେ ହତ୍ୟା ଚାର୍ଜଗୁଡ଼ିକ ଫ୍ରେମ କରିଛନ୍ତି। ୨୦୨୦ ଦିଲ୍ଲୀ ଦଙ୍ଗା ବେଳେ ଆଇବି ଅଧିକାରୀ ଅଙ୍କିତ ଶର୍ମାଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ!-->…
ମୋଦିଙ୍କ ବିରୋଧରେ ମାନହାନୀ ମାମଲା କରିବେ ରେଣୁକା ଚୌଧୁରୀ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ୨ ବର୍ଷ ଜେଲ ଦଣ୍ଡ ହୋଇଛି। ଏହାକୁ ନେଇ କଂଗ୍ରେସ ତାତିଛି। ରାହୁଲଙ୍କ ପ୍ରସଙ୍ଗରେ କଂଗ୍ରେସ ମଧ୍ୟ କହିଛି ବଦଲା ନେବ। ୨୦୧୮ରେ ସଂସଦରେ!-->…
ସିବିଆଇ, ଇଡି ବିରୋଧରେ ସୁପ୍ରିମକୋର୍ଟ ଗଲେ ୧୪ ଦଳ, ସାମିଲ ହେଲାନି ବିଜେଡି
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଦ୍ୱାରା କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର ଅଭିଯୋଗରେ ୧୪ ବିରୋଧୀ ଦଳ ଏକାଠି ହୋଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆସନ୍ତା ଏପ୍ରିଲ ୫ରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ଶୁଣାଣି କରିବେ। ତେବେ ଏହି ୧୪ ଦଳରେ ଓଡ଼ିଶାର!-->…
ଏପ୍ରିଲ ୩ରୁ ମାଟ୍ରିକ ଖାତା ମୂଲ୍ୟାୟନ
କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ପରିଚାଳିତ ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାର ଖାତା ମୂଲ୍ୟାୟନ ଏପ୍ରିଲ ୩ରୁ ଆରମ୍ଭ ହେବ। ଏଥି ପାଇଁ ରାଜ୍ୟରେ ୫୫ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି। ମୂଲ୍ୟାୟନ ପାଇଁ ଚୟନ କରାଯାଇଥିବା ପରୀକ୍ଷକ, ଉପ!-->…
ହାତୀକୁ ମାରି ଦାନ୍ତ କାଟିନେଲେ ଶିକାରୀ…
ବାଲେଶ୍ଵର : ପୁଣି ଏକ ଦନ୍ତାର ମୃତ୍ୟୁ। ମାରି ଦାନ୍ତ କାଟିନେଲେ ଶିକାରି। ବାଲେଶ୍ଵର ଜିଲ୍ଲା ନୀଳଗିରି କୂଳଡିହା ଅଭୟାରଣ୍ୟକଳମା ଚତୁରୀ ନିକଟରୁ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ତାକୁ ଗୁଳି ମାରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
ଗୋଟିଏ ବର୍ଷରେ ଅଭୟାରଣ୍ୟରେ ୭ଟି!-->!-->!-->…