ଗୃହ କମିଟି ବୋଡେନ ଯାଇ ରିପୋର୍ଟ ଦାଖଲ କରିବାକୁ କଂଗ୍ରେସ ବିଧାୟକ ଦଳ ନେତାଙ୍କ ଦାବି…

ଭୁବନେଶ୍ବର: ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଦିବାସୀଙ୍କ ଉପରେ ପୁଲିସର ଅତ୍ୟାଚାର ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ, ବୋଡେନ ଗାଁରେ ଗୋଟେ ପଟେ ମାଓବାଦୀଙ୍କ ଭୟ, ଅନ୍ୟପଟେ ପୁଲିସର ଅତ୍ୟାଚାର ଭୟରେ ଗାଁ ଛାଡ଼ୁଛନ୍ତି ଲୋକେ। ଅଶିକ୍ଷିତ – ଗରିବ – ଆଦିବାସୀଙ୍କୁ

ଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ମୋଡ, ଏକ୍ସପୋଜ କରିବାକୁ ହୋଇଥିଲା ହ୍ଵାଟସ୍‌ ଆପ୍‌ ଗ୍ରୁପ୍…

ଭୁବନେଶ୍ୱର: ଆଜେକ୍ସ-ଏକ୍ସପୋଜ-ହ୍ଵାଟସ୍‌ ଆପ୍‌ ଗ୍ରୁପ । ଡିଜେ ଆଜେକ୍ସ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ନୂଆ ସୁରାକ । ଆଜେକ୍ସଙ୍କୁ ଏକ୍ସପୋଜ କରିବାକୁ ହୋଇଥିଲା ହ୍ଵାଟସ୍‌ ଆପ୍‌ ଗ୍ରୁପ । ତିନିଜଣ ଯୁବତୀ କରିଥିଲେ ହ୍ଵାଟସ୍‌ ଆପ୍‌ ଗ୍ରୁପ । ସାଇବର ଏକ୍ସପର୍ଟ ଯାଞ୍ଚ ପରେ ସାମ୍ନାକୁ

ପାରାଦୀପକୁ ପେଟ୍ରୋକେମିକାଲ ହବ୍ କରାଯିବ: ଶିଳ୍ପମନ୍ତ୍ରୀ

ଭୁବନେଶ୍ବର: ପୁଞ୍ଜିନିବେଶରେ ଜାତୀୟ ହାର ଠାରୁ ଓଡ଼ିଶା ଆଗରେ ରହିଛି। ଜାତୀୟ ହାର ୨୨ ପ୍ରତିଶତ ଥିବାବେଳେ ଓଡ଼ିଶାରେ ରହିଛି ୪୫ରୁ ୪୭ ପ୍ରତିଶତ। ବିଧାନସଭାରେ ଏଭଳି ତଥ୍ୟ ରଖିଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ। ସେ କହିଛନ୍ତି, ମେକ ଇନ୍ ଓଡ଼ିଶା ୨୦୨୨ ଜରିଆରେ ୭୪୧ ଶିଳ୍ପ ପାଇଁ

ଧାମରା-ଭଦ୍ରକ ଟ୍ରେନ ଲାଇନରେ କଟି ଯୁବକଙ୍କର ମୃତ୍ୟୁ…

ଚାନ୍ଦବାଲି: ନିଜ ଘରଠାରୁ ମାତ୍ର ୫ଶହ ମିଟ ଦୂର ଟ୍ରେନ ଲାଇନରେ କଟି ଯୁବକଙ୍କର ମୃତ୍ୟୁ ଘଟିଛି । ଧାମରା-ଭଦ୍ରକ ରେଳ ଲାଇନର ପୀଟହାଟ ଥାନା ଛତ୍ରପଦା ଲେବଲ କ୍ରସିଂରେ ଟ୍ରେନରେ କଟି ଯୁବକର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଯୁବକ ଜଣକର ଘର ସେହି ଛତ୍ରପଦା ଗାଁରେ ହୋଇଥିବା ବେଳ ତାର

ଦୁର୍ଘଟଣାରେ ବାଇକ ଚାଳକ ମୃତ, ୨ ଗୁରୁତର

ପାଟଣାଗଡ଼ : ଅଜଣା ଗାଡି ଧକ୍କାରେ ବାଇକ ଚାଳକ ମୃତ। ସରଗୁଲରୁ ଧୂମାଭଟା ବାହାଘର ସାରି ଫେରୁଥିବା ବେଳେ ଘଟିଛି ଦୁର୍ଘଟଣା। ବାଇକରେ ଥିବା ତିନିଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଅଛନ୍ତି। ଗୁରୁତର ମଧ୍ୟରୁ ଜଣେ ବଲାଙ୍ଗୀର ଓ ଜଣେ ବୁର୍ଲା ହସ୍ପିଟାଲକୁ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ…

ଭୁବନେଶ୍ୱର: ଦେଶରେ ଚିନ୍ତା ବଢାଉଛି କୋଭିଡ ସଂକ୍ରମିତ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାରେ ୧୭ ଜଣ ନୂଆ କୋଭିଡି ଆକ୍ରାନ୍ତ ମାମଲା ଚିହ୍ନଟ ହୋଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ କୋଭିଡ ପଜିଟିଭ୍ ସଂଖ୍ୟା ୭୩ ରେ ପହଞ୍ଚିଛି। ସେଥିମଧ୍ୟରୁ ଜଣେ ଡାକ୍ତରଖାନାରେ ଚିକିତ୍ସିତ

କେଶରୀ ରିଅଲ ଇଷ୍ଟେଟ ଅଫିସରେ ଇଡିର ଚଢ଼ାଉ

ଭୁବନେଶ୍ବର: କେଶରୀ ରିଅଲ ଇଷ୍ଟେଟ ଅଫିସରେ ଇଡିର ଚଢ଼ାଉ ଜାରି ରହିଛି। କେଶରୀ ଇଷ୍ଟେଟର ପୂର୍ବତନ ନିର୍ଦଶକ ଅକ୍ଷୟ କୁମାର ଚୌଧୁରୀଙ୍କ ଘରେ ଇଡିର ଚଢ଼ାଉ ଜାରି ରହିଛି। ଏକ ସମୟରେ ତିନିଟି ସ୍ଥାନରେଏହି ଚଢ଼ାଉ କରାଯାଉଛି। ରାଜଧାନୀରେ କେଶରୀ ଟକିଜ୍ ସ୍ଥିତ ଅଫିସ, ସୂର୍ଯ୍ୟ ନଗର ଏବଂ ବରହମପୁର

ଜେନାପଦା ଗୁଳିକାଣ୍ଡ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ…

ଆଠଗଡ଼: ଜେନାପଦା ଗୁଳିମାଡ଼ ହତ୍ୟା ଘଟଣାରେ ପୋଲିସ୍ କୁ ବଡ ସଫଳତା । ଆଠଗଡ଼ ପୋଲିସ୍ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ମୁଖ୍ୟ ଅଭିଯୁକ୍ତ ତଥା ପୂର୍ବତନ ଅବସରପ୍ରାପ୍ତ ସୈନିକ ସଦାନନ୍ଦ ଦାସକୁ ଗିରଫ କରାଯାଇଛି। ଏଥିସହିତ ଗୁଳିକାଣ୍ଡରେ ବ୍ୟବହୃତ ମାଉଜର ଓ କେତେକ ଅଫୁଟା ଗୁଳି

ଏସିଆକପ୍‌ରେ ଭାରତ ଖେଳିବାକୁ ଥିବା ମ୍ୟାଚ ପାକିସ୍ତାନରେ ହେବନି…

ନୂଆଦିଲ୍ଲୀ: ଚଳିତ ବର୍ଷର ଏସିଆ କପ୍‌ ଦୁଇଟି ସ୍ଥାନରେ ଆୟୋଜନ ହେବ। ପାକିସ୍ତାନରେ ଅଧିକାଂଶ ମ୍ୟାଚ୍‌ ଖେଳାଯିବାକୁ ଥିବାବେଳେ ଭାରତର ମ୍ୟାଚ୍‌ଗୁଡ଼ିକ ନିରପେକ୍ଷ ସ୍ଥାନରେ ଅନୁଷ୍ଠିତ ହେବ। ନିରପେକ୍ଷ ସ୍ଥାନରେ ଭାରତ ଓ ପାକିସ୍ତାନର ଦୁଇଟି ମ୍ୟାଚ୍‌ ସହିତ ମୋଟ୍‌ ୫ ମ୍ୟାଚ୍‌ ଆୟୋଜନ ହେବ।

ଗଡ଼ିବ ଦୁଇ ନବରାତ୍ରି ସ୍ପେସାଲ ଟ୍ରେନ୍‌…

ଭୁବନେଶ୍ବର : ନବରାତ୍ରି ଉତ୍ସବରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ ନବରାତ୍ରି ସ୍ପେସାଲ ଟ୍ରେନ ଚଳାଇବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ହୋଇଛି। ଉକ୍ତ ଟ୍ରେନ୍‌ଗୁଡ଼ିକ ହେଲା ଝାରସୁଗୁଡ଼ା-ଖୋର୍ଦ୍ଧାରୋଡ-ଝାରସୁଗୁଡ଼ା ଏବଂ